Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲରେ ସର୍ବାଧିକ ମ୍ୟାଚ ଖେଳିବାରେ ରେକର୍ଡ କଲେ କ୍ୟାପଟେନ କୁଲ୍‌

ଦୁବାଇ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଧୋନୀ ଆଇପିଏଲରେ ସର୍ବାଧିକ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ସେ ୧୯୪ ମ୍ୟାଚ ଖେଳି ସୁରେଶ ରାଇନାଙ୍କୁ ଅତିକ୍ରମ କରିଛନ୍ତି ।…

ଆଇପିଏଲର ୫୦୦୦ ରନ କ୍ଲବରେ ହିଟମ୍ୟାନ ରୋହିତ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗରେ ହିଟମ୍ୟାନ ଭାବେ ପରିଚିତ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ୫୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । ଆଇପିଏଲର ୧୩ତମ ସଂସ୍କରଣର କିଙ୍ଗ୍‌ସ ଇଲେଭନ ପଞ୍ଜାବ ବିପକ୍ଷରେ ସେ ଏହି ସଫଳତା ହାସଲ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ…

ଚର୍ଚ୍ଚାରେ ୫ ଭାରତୀୟ କ୍ରିକେଟର୍‌ଙ୍କ ପତ୍ନୀ ଓ ବାନ୍ଧବୀଙ୍କ ଫଟୋ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏହି ୫ ଭାରତୀୟ କ୍ରିକେଟର୍‌ଙ୍କ ପତ୍ନୀ ଏବଂ ବାନ୍ଧବୀଙ୍କ ଫଟୋ ଏବଂ ଭିଡିଓ। ଚହଲ ଓ ଧନଶ୍ରୀ ସ୍ପିନର୍ ୟୁଜ୍‌ବେନ୍ଦ୍ର ଚହଲ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୮ ରନ୍ ବିନିମୟରେ ୩ ୱିକେଟ୍ ନେବା ପରେ ଚହଲ୍…

ଆସନ୍ତୁ ଜାଣିବା ଡି’ଭିଲର୍ସଙ୍କୁ କାହିଁକି କୋହଲି ବିସ୍କୁଟ ଡାକନ୍ତି

ଦୁବାଇ: ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବି ଡି’ଭିଲର୍ସଙ୍କ ବନ୍ଧୁତା କାହାକୁ ଅଛପା ନାହିଁ । ତେବେ କୋହଲି ତାଙ୍କ ବନ୍ଧୁଙ୍କୁ କାହିଁକି ବିସ୍କୁଟ ଡାକନ୍ତି ଆସନ୍ତୁ ଜାଣିବା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ସହିତ ଡି’ଭିଲର୍ସ ଯୋଡି ହେବା ପରେ…

ଲଞ୍ଚ ହେଲା ନୂତନ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଲୋଗୋ

ନୂଆଦିଲ୍ଲୀ: ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ବୁଧବାର ମେଜର ଧାନ ଚାନ୍ଦ ଷ୍ଟାଡିୟମରେ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ (SAI) ର ଏକ ନୂଆ ଲୋଗୋ ଲଞ୍ଚ କରିଛନ୍ତି। ଏହା କ୍ରୀଡା ଇକୋସିଷ୍ଟମରେ ଅଗ୍ରଣୀ ଏବଂ କ୍ରୀଡା ଉତ୍କର୍ଷକୁ ପ୍ରୋତ୍ସାହିତ କରିବାର ପ୍ରାଥମିକ ଏଜେଣ୍ଟ…

ଆଘାତ ସମସ୍ୟା ଯୋଗୁ ଫ୍ରେଂଚ ଓପନରୁ ଓହରିଲେ ସେରେନା

ପ୍ୟାରିସ: ଆଘାତ ସମସ୍ୟା ଯୋଗୁ ଆମେରିକାର ସେରେନା ୱିଲିୟମ୍ସ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ପୂର୍ବରୁ ଆଘାତ ଯୋଗୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ୨୩ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସେରେନା ଓହରିଯିବା ଫଳରେ…

ଶ୍ରେୟସ ଆୟାରଙ୍କୁ ୧୨ ଲକ୍ଷ ଟଙ୍କା ଫାଇନ୍

ଦୁବାଇ: ଆଇପିଏଲର୍ ପ୍ରଥମ ପରାଜୟ ବରଣ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଗତକାଲି ସନରାଇଜର୍ସ ହାଇଦ୍ରାବାଦଠାରୁ ଦଳ ହାରିଛି । ଏହାସହ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଶ୍ରେୟସ ଆୟାରଙ୍କୁ ଲାଗିଛି ଡବଲ୍ ଝଟକା । ପ୍ରଥମେ ମ୍ୟାଚ୍ ହାରିଥିଲେ । ଏହାପରେ ଶ୍ରେୟସ ଆୟାରଙ୍କ ଉପରେ ପଡିଛି ଫାଇନ୍ ।…

ଆଇପିଏଲ୍ ମହାସମର: ବିଜୟ ସହ ଆଇପିଏଲରେ ଖାତା ଖୋଲିଲା ହାଇଦ୍ରାବାଦ

ଆବୁଧାବି: ଆଇପିଏଲରେ ଆଜି ଖେଳାଯାଇଥିବା ୧୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସକୁ ୧୫ ରନ୍‌ରେ ପରାସ୍ତ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ବିଜୟ ସହ ଆଇପିଏଲରେ ନିଜ ଖାତା ଖଲିଛି ହାଇଦ୍ରାବାଦ ଦଳ । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୧୬୨ ରନ୍ କରିଥିଲା । ଦିଲ୍ଲୀ…

IPL ସୁପର ଓଭରରେ ୨ଟି ମ୍ୟାଚ୍ ଜିତିଛି ବେଙ୍ଗାଳୁରୁ

ଦୁବାଇ: ଆଇପିଏଲର ଦୁଇଟି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ସୁପର ଓଭରରେ ବିଜୟୀ ହୋଇଛି । ଗୋଟିଏ ୨୦୧୩ରେ ଖେଳାଯାଇଥିଲା । ଆଉ ଗୋଟିଏ ମ୍ୟାଚ୍ ଚଳିତ ସିଜିନର ଗତକାଲିର ମୁକାବିଲାରେ ବିଜୟୀ ହୋଇଛି ବେଙ୍ଗାଳୁରୁ । ଦିଲ୍ଲୀ ବନାମ ବେଙ୍ଗାଳୁରୁ (୨୦୧୩ IPL)୨୦୧୩ IPL ସୁପର ଓଭର ମ୍ୟାଚ୍…

ସୁପର ଓଭରର ଶେଷ ବଲରେ ବିରାଟଙ୍କ ଚଉକା ବଳରେ ମୁମ୍ବାଇକୁ ହରାଇଲା ବେଙ୍ଗାଳୁରୁ

ଦୁବାଇ : ଆଜି ଆଇପିଏଲ-୨୦୨୦ର ଏକ ଉତ୍କଣ୍ଠା ଭରା ମ୍ୟାଚରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ସୁପରଓଭରରେ ହରାଇ ବାଜି ମାରିନେଇଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ । ସୁପର ଓଭର ବୋଲିଂ କରିବାକୁ ଆସିଥିବା ବେଙ୍ଗାଳୁରୁର ନବଦୀପ ସାଇନି ମୁମ୍ବାଇ ଇଣ୍ଡିଆନ୍ସ ବିସ୍ଫୋରକ…