Latest Odisha News

BREAKING NEWS

Browsing Category

ଖେଳ

ଇଓଏନ୍ ମୋର୍ଗାନ୍ ଓ ପ୍ୟାଟ୍ କମିନ୍ସ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଉପଲବ୍ଧ ହେବେ: ଦଳୀୟ ଅଧିକାରୀ

ୟୁଏଇ: ଆଇପିଏଲ୍ ୨୦୨୦ ରେ କୋଲକାତା ନାଇଟ୍ ରାଇଡର୍ସର ପ୍ରଥମ ଦଳୀୟ ମ୍ୟାଚ ରେ ଇଂଲଣ୍ଡର ଅଧିନାୟକ ଇଏନ୍ ମୋର୍ଗାନ୍ ଏବଂ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଉଭୟ ଉପଲବ୍ଧ ହେବେ ବୋଲି ଜଣାପଡିଛି । ଭେଙ୍କି ମାଇସୋର ESPNCricinfo.com କୁ କହିଛନ୍ତି ଯେ ନାଇଟ୍ ରାଇଡର୍ସ ଆବୁଧାବିରେ…

ୟୁଏସ ଓପନ ଟେନିସ : ସେମିରେ ହାରିଲେ ସେରେନା, ଆଜରେଙ୍କା-ଓସକା ଟାଇଟଲ ମୁକାବିଲା

ୱାଶିଂଟନ:ୟୁଏସ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ଲାଇନଅପ ଚୂଡାନ୍ତ ହୋଇଛି । ବେଲାରୁଷର ଭିକ୍ଟୋରିଆ ଆଜରେଙ୍କା ଓ ଜାପାନର ନାଓମି ଓସକା ମଧ୍ୟରେ ଶନିବାର ଫାଇନାଲ ମ୍ୟାଚ ଖେଳାଯିବ । ସେମିଫାଇନାଲ ମୁକାବିଲାରେ ଆଜରେଙ୍କା ଆମେରିକାର ସେରେନା ୱିଲିୟମ୍ସଙ୍କୁ ୧-୬, ୬-୩, ୬-୩ ସେଟରେ ପରାସ୍ତ କରିଥିଲେ…

ପ୍ରାଚୀଙ୍କ ସହ ପୃଥ୍ୱୀ ଶ’ଙ୍କର କିଛି ଚକ୍କର ଚାଲିଛି କି!

ମୁମ୍ବାଇ: ଟିମ୍ ଇଣ୍ଡିଆର ଉଦୀୟମାନ ପୃଥ୍ୱୀ ଶ’ ଓ ଅଭିନେତ୍ରୀ ପ୍ରାଚୀ ସିଂଙ୍କ ମଧ୍ୟରେ କିଛି ଚକ୍କର ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଏଥିନେଇ ଉଭୟଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଆସି ନାହିଁ । ଏବେ ଶ’ ଇଣ୍ଡିଆନ ପ୍ରିମିୟର ଲିଗ ଖେଳିବା ପାଇଁ ୟୁଏଇ ଗସ୍ତରେ ଅଛନ୍ତି । ସେ ଦିଲ୍ଲୀ…

ଟଙ୍କା ଧାର ଦେଇ ଫସିଗଲେ ହରଭଜନ ସିଂ !

ତାମିଲନାଡୁ: ଚର୍ଚ୍ଚାରେ ରହିଛନ୍ତି କ୍ରିକେଟର୍ ହରଭଜନ ସିଂ । ନିକଟରେ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲରୁ ଦୂରେଇଥିଲେ । ଆଉ ଏବେ ୪ କୋଟିର ଠକେଇ ପରେ ଚେନ୍ନାଇ ପୋଲିସ ନିକଟରେ ଅଭିଯୋଗ ଆଣିଛନ୍ତି । ରିପୋର୍ଟ ଅନୁଯାୟୀ ୨୦୧୫ରେ ଚେନ୍ନାଇର ଜଣେ ବ୍ୟବସାୟୀଙ୍କୁ ହରଭଜନ ୪ କୋଟି ଟଙ୍କା ଧାର…

ପୁଣି ପଡିଆକୁ ଫେରିବେ ଯୁବରାଜ !

ମୋହାଲୀ: ଭାରତୀୟ କ୍ରିକେଟର ଦଳର ଷ୍ଟାର ଖେଳାଳି ଯୁବରାଜ ସିଂ କିଛି ଦିନ ତଳେ କ୍ରିକେଟରୁ ସନ୍ୟାସ ନେଇଥିଲେ । ଏବେ ସେ ଏଥିରୁ ଓହରି ପୁନର୍ବାର ଖେଳ ଜାରି ରଖିବା ପାଇଁ ମନ ବଳାଇଛନ୍ତି । ଏଥିନେଇ ସେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ପତ୍ର ଲେଖି ଅନୁମତି…

ବହୁ ପ୍ରତୀକ୍ଷାର ଅନ୍ତ ପରେ ସାନିଆ, ପୁଅ ଇଜହାନଙ୍କୁ ଭେଟିଲେ ସୋଏବ

ନୂଆଦିଲ୍ଲୀ: କରୋନା ଭାଇରସ ଏବଂ ଲକଡାଉନ କଟକଣା ଯୋଗୁ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ପରସ୍ପରଠାରୁ ଦୀର୍ଘ ଦିନ ଧରି ଅଲଗା ରହିଥିଲେ । ଏହାର ମୂଖ୍ୟ କାରଣ ହେଲା ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା । ଜୁଲାଇରେ ପତ୍ନୀ ଓ ପୁତ୍ର ଇଜହାନଙ୍କୁ…

କାଷ୍ଟର ସେମେନ୍ୟା ଗୁରୁତ୍ୱପୂର୍ଣ୍ଣ ମାମଲା ହାରିଲେ, ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି

ବର୍ଣ୍ଣ:ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲିମ୍ପିଆନ୍ କାଷ୍ଟର ସେମେନ୍ୟା ବୁଧବାର ତାଙ୍କ ଗୁରୁତ୍ୱପୂର୍ଣ୍ଣ ମାମଲା ହାରିଯାଇଛନ୍ତି । ଫଳରେ ତାଙ୍କର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହିଳାଙ୍କ ଶରୀରର ସୀମିତ ଟେଷ୍ଟୋଷ୍ଟେରନ ମାତ୍ରା ବିରୋଧରେ ସେ କେସ୍ କରିଥିଲେ । ମାତ୍ର ଏଥିରେ ସେ ୨ଟି…

ୟୁଏସ ଓପନ ନକଆଉଟ ପର୍ଯ୍ୟାୟରେ ପ୍ରଥମ ଥର ପାଇଁ ପ୍ରବେଶ କଲେ ୩ ମାଆ

ନ୍ୟୁୟର୍କ: ଗ୍ରାଣ୍ଡସ୍ଲାମ ଟେନିସ ଇତିହାସରେ ଆଜି ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି । ପ୍ରଥମ ଥର ପାଇଁ ୟୁଏସ ଓପନ ମହିଳା ସିଙ୍ଗଲ୍ସ ନକଆଉଟ ପର୍ଯ୍ୟାୟରେ ୩ଜଣ ମାଆ ପ୍ରବେଶ କରିଛନ୍ତି । ସେମାନେ ହେଲେ ଆମେରିକାର ସେରେନା ୱିଲିୟମ୍ସ, ବେଲାରୁଷର ଭିକ୍ଟୋରିଆ ଆଜରେଙ୍କା ଓ ବୁଲଗେରିଆର ଶ୍ୱେତନା…

ଜ୍ୱାଲା ଗୁଟ୍ଟା-ବିଷ୍ଣୁ ବିଶାଳଙ୍କ ମଧ୍ୟରେ ନିର୍ବନ୍ଧ, ଉଭୟଙ୍କ ପାରିବାରିକ ଜୀବନର ଏହା ଦ୍ୱିତୀୟ ଇନିଂସ

ଚେନ୍ନାଇ:ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଜ୍ୱାଲା ଗୁଟ୍ଟା ଓ ଦକ୍ଷିଣ ଭାରତର ଅଭିନେତା ବିଷ୍ଣୁ ବିଶାଳଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଜ୍ୱାଲାଙ୍କୁ ୩୭ତମ ଜନ୍ମ ଦିବସ ଅବସରରେ ବିଷ୍ଣୁ ତାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଥିଲେ । ଉଭୟଙ୍କ ପାରିବାରିକ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ…

ପ୍ରଫେଶନାଲ କ୍ରିକେଟରୁ ଅବସର ନେଲେ ଇଆନ ବେଲ୍‌

ଲଣ୍ଡନ: ଇଂଲଣ୍ଡର ସିନିୟର କ୍ରିକେଟ ଖେଳାଳି ଇଆନ ବେଲ୍ ରବିବାର ପ୍ରଫେଶନାଲ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟେଷ୍ଟ ଉପରେ ଗୁରୁତ୍ୱ ଦେବା ପାଇଁ ସେ ୨୦୧୫ରେ ଦିନିକିଆ କ୍ରିକେଟକୁ ଅଲବିଦା କହିଥିଲେ । ନଭେମ୍ବର ୨୦୧୫ରେ ସେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହା ପରେ କେବଳ ଘରୋଇ କ୍ରିକେଟ…