Latest Odisha News

BREAKING NEWS

Browsing Category

ଖେଳ

ଜର୍ମାନୀରେ ଫଶିଯାଇଛନ୍ତି ଟେନିସ ତାରକା ସୁମିତ

ନୂଆଦିଲ୍ଲୀ:ଭାରତର ଉଦୀୟମାନ ଟେନିସ ଖେଳାଳି ସୁମିତ ନଗଲ ଜର୍ମାନୀରେ ଫଶିଯାଇଛନ୍ତି । କରୋନା ମହାମାରୀ ଭାବେ ଘୋଷଣା ହେବା ପରେ ସେ ଏଠାରେ ରହି ଯାଇଥିଲେ । ସୁମିତ ବିଏନ୍‌ପି ପାରିବାସ ଓପନ୍‌ରେ ଭାଗ ନେବା ଲାଗି କାଲିଫର୍ନିଆର ଇଣ୍ଡିଆନ୍ ୱେଲ୍ସରେ ପହଞ୍ଚିଥିଲେ। ଏହି ପ୍ରତିଯୋଗିତା ମାର୍ଚ…

କରୋନା ଅପଡେଟ୍ ; ୫୦୦୦ ଲୋକଙ୍କୁ ରାସନ୍ ଯୋଗାଇବେ ସଚ୍ଚିନ ତେନ୍ଦୁଲକର !

ମୁମ୍ବାଇ: କରୋନା ମହାମାରୀରେ ଲଗାତାର ଅସହାୟଙ୍କୁ ସହାୟତା ଦେଇଆସୁଛନ୍ତି କ୍ରିକେଟ ର ଭଗବାନ ବୋଲାଉଥିବା ସଚ୍ଚିନ ତେନ୍ଦୁଲକର । ମୁମ୍ବାଇର ଶିବାଜୀ ନଗର ଅଂଚଳରେ ଥିବା ୫ ହଜାର ଲୋକଙ୍କୁ ସେ ରାସନ୍ ଯୋଗାଇବେ । Thankyou,@sachin_rt for stepping in & helping Apnalaya help…

ବିସିସିଆଇ ଦେଲା ଖେଳାଳିଙ୍କ ପାରିଶ୍ରମିକ

ମୁମ୍ବାଇ : ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚୁକ୍ତିଭିତିକ ଖେଳାଳିଙ୍କ ବକେୟା ପାରିଶ୍ରମିକ ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛି । ଅସୁବିଧା ସମୟରେ ଖେଳାଳିଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବା ଉଚିତ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା…

କରୋନା ପାଣ୍ଠି ଲାଗି ଭାରତ-ପାକ ମ୍ୟାଚ; ସୋଏବଙ୍କ ପ୍ରସ୍ତାବକୁ କପିଳ ଦେବଙ୍କ ନାପସନ୍ଦ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଏବେ ଏକ ମହାମାରୀର ରୂପ ନେଇଛି । ବିଶ୍ୱର ଅନେକ ରାଷ୍ଟ୍ର ସମେତ ଭାରତ ଓ ପାକିସ୍ତାନ ମଧ୍ୟ ଏହି ଘାତକ କରୋନା ରୋଗର ଶିକାର ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନର ପୂର୍ବତନ ଫାଷ୍ଟବୋଲର୍ ସୋଏବ୍ ଅଖତାର ଏକ ପ୍ରସ୍ତାବ ଦେଇଥିଲେ । କରୋନା ପାଣ୍ଠି…

କରୋନା ଭାଇରସ ସଂକ୍ରମଣରେ ଇଟାଲୀର ପୂର୍ବତନ ଷ୍ଟାର ଆଥଲେଟ ଡୋନାଟୋଙ୍କ ମୃତ୍ୟୁ

ରୋମ:ଇଟାଲୀର ପୂର୍ବତନ ଷ୍ଟାର ଆଥଲେଟ ଡୋନାଟୋ ସାବିଏ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ପୂର୍ବରୁ ତାଙ୍କ ବାପାଙ୍କ ଜୀବନ ମଧ୍ୟ କରୋନା ଭାଇରସ ନେଇଥିଲା । ୧୯୮୪ ଲସ୍‌ଏଞ୍ଜେଲ୍ସ ଏବଂ ୧୯୮୮ ସିଓଲ ଅଲିମ୍ପିକ୍ସରେ ସେ ଯଥାକ୍ରମେ ୫ମ ଓ ୭ମ ସ୍ଥାନ ଅଧିକାର କରିଥିଲେ।  ଇଟାଲିଆନ…

କୋହଲିଙ୍କ ରାଜୁତି ଭଙ୍ଗ କଲେ ବେନ ଷ୍ଟୋକ୍ସ

ମୁମ୍ବାଇ: ଇଂଲଣ୍ଡର ବେନ ଷ୍ଟୋକ୍ସ ୨୦୧୯ ପାଇଁ ୱିଜଡେନ ପକ୍ଷରୁ ସର୍ବଶ୍ରେଷ୍ଠ କ୍ରିକେଟର ଭାବେ ବଛା ହୋଇଛନ୍ତି । ଏଥିସହ ସେ ଭାରତର ବିରାଟ କୋହଲିଙ୍କ ରାଜୁତିକୁ ଭଙ୍ଗ କରିଛନ୍ତି । କୋହଲି ୨୦୧୬, ୧୭ ଓ ୧୮ରେ କ୍ରମାଗତ ୩ଥର ଶ୍ରେଷ୍ଠ କ୍ରିକେଟର ବିବେଚିତ ହୋଇଥିଲେ । ଅପରପକ୍ଷରେ ୧୪ ବର୍ଷ ପରେ…

କୋଭିଡ-୧୯ ମୁକାବିଲା ପାଇଁ ଗାଭାସ୍କର ଦେଲେ ୫୯ ଲକ୍ଷ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ କ୍ରିକେଟ ଖେଳାଳି ସୁନୀଲ ଗାଭାସ୍କର କୋଭିଡ-୧୯ ପାଇଁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ସେ ସମସ୍ତ ତଥ୍ୟ ଲୁଚାଇ ରଖିଥିଲେ । ପ୍ରଥମେ ଅମୋଲ ମଜମୁଦାର ଓ ପରେ ତାଙ୍କ ପୁତ୍ର ରୋହନ ଗାଭାସ୍କର ଗଣମାଧ୍ୟମ ଆଗରେ ଏହାର ଉଜାଗର କରିଥିଲେ । ସେ ୫୯…

ଜେଲରୁ ମୁକୁଳିଲେ ଫୁଟବଲର୍ ରୋନାଲଡିନୋ, ଏବେ ଗୃହବନ୍ଦୀ !

ପାରାଗୁଏ: ୬ମାସ ଜେଲ ଦଣ୍ଡାଦେଶ ଥିଲେ ବି ମାତ୍ର ୩୨ଦିନ ପରେ ପାରାଗୁଏ ଜେଲରୁ ମୁକୁଳିଲେ ରୋନାଲଡିନୋ । ଫେକ୍ ପାସ୍‌ପୋର୍ଟ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । Ronaldinho has been released from prison in Paraguay after paying 1.6 million US dollars ?…

କରୋନା ସଂକ୍ରମଣରେ ଆଇସ ହକିର ମହାନ ଖେଳାଳି ରୋଜର ଚ୍ୟାପଟଙ୍କ ମୃତ୍ୟୁ

ଜ୍ୟୁରିକ୍‌:କରୋନା ଭାଇରସ ସଂକ୍ରମଣ ଯୋଗୁ ବୁଧବାର ଆଇସ ହକିର ମହାନ ଖେଳାଳି ରୋଜର ଚ୍ୟାପଟଙ୍କ ମୃତ୍ୟୁ ହୋଇଛି । ୭୯ ବର୍ଷୀୟ ରୋଜର ୧୯୬୪ ଶୀତକାଳୀନ ଅଲିମ୍ପିକ୍ସରେ ନିଜ ଦେଶ ପକ୍ଷଣୁ ଅଂଶଗ୍ରହଣ କରିଥିଲେ । ସେ ୧୦୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୧୦ ଦିନ ମଧ୍ୟରେ ୫ମ ଖେଳାଳି…

ସମୟ କାଟିବା ପାଇଁ ଶାରାପୋଭା ଟୁଇଟରରେ ଫୋନ ନଂ ଶେୟାର କଲେ

ମସ୍କୋ: ରୁଷିଆର ପୂର୍ବତନ ଟେନିସ ଖେଳାଳି ମାରିଆ ଶାରାପୋଭା ଏବେ କରୋନା ଭାଇରସ ସଂକ୍ରମଣରୁ ନିଜକୁ ଦୂରେଇ ରଖିଛନ୍ତି । ଆଇସୋଲେଶନ ରହିବା ପରେ ତାଙ୍କ ସମୟ କାଟୁ ନ ଥିବାରୁ ସେ ନିଜର ଟୁଇଟରରେ ଫୋନ ନମ୍ବର ଶେୟାର କରିଥିଲେ । ଏଥିରେ ତାଙ୍କୁ ମେସେଜ କରିବା ପାଇଁ ସେ ଅନୁରୋଧ କରିଥିଲେ । ଏହା…