Latest Odisha News

BREAKING NEWS

Browsing Category

ଖେଳ

ଫ୍ରାନ୍ସ ଫୁଟବଲ କ୍ଲବ ରେମ୍ସର ଡାକ୍ତର ଗୋଞ୍ଜାଲେଜଙ୍କ ଆତ୍ମହତ୍ୟା, କରୋନା ସଂକ୍ରମଣ ନେଇ ଚାପରେ ଥିଲେ

ପ୍ୟାରିସ: ଫ୍ରାନ୍ସ ଫୁଟବଲ କ୍ଲବ ରେମ୍ସର ଡାକ୍ତର ବର୍ଣ୍ଣାଡ ଗୋଞ୍ଜାଲେଜ ସୋମବାର ଆତ୍ମହତ୍ୟା କରିଛନ୍ତି । ୧୦ ବର୍ଷୀୟ ଏହି ଲୋକପ୍ରିୟ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିଲେ । ଏଥିନେଇ ସେ ଚାପରେ ଥିବାରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେ ଦୀର୍ଘ ୨୦ ବର୍ଷ ଧରି କ୍ଲବ ସହିତ…

୮୯ ବର୍ଷ ବୟସରେ ବାପା ହେବେ ଫର୍ମୁଲା ୱାନର ପୂର୍ବତନ ବସ୍‌

ଲସ ଆଞ୍ଜେଲ୍ସ: ଫର୍ମୁଲା ୱାନର ପୂର୍ବତନ ବସ୍ ବର୍ଣ୍ଣି ଇକେଲଷ୍ଟୋନ୍ ୮୯ ବର୍ଷ ବୟସରେ ବାପା ହେବାକୁ ଯାଉଛନ୍ତି । ବିଶ୍ୱାସ ନ ହେଉ ଥିଲେ ମଧ୍ୟ ଏହା ସତ୍ୟ । ଇକେଲଷ୍ଟୋନ୍ ଏବଂ ତାଙ୍କ ୪୪ ବର୍ଷୀୟ ପତ୍ନୀ ଫାବିୟାନା ଫ୍ଲୋସି ଏହି ଘୋଷଣା କରିଛନ୍ତି । ଜୁଲାଇରେ ତାଙ୍କ ଆଶା ଓ ସ୍ୱପ୍ନ ସାକାର ହେବ…

ପିଏମ୍ କେୟାର୍ସ ଫଣ୍ଡ ପାଇଁ ଅନ ଲାଇନ ପ୍ରଦର୍ଶନୀ ଚେସ୍ ପ୍ରତିଯୋଗିତାରେ ଭାଗ ନେବେ ଭାରତର ଶ୍ରେଷ୍ଠ ୬ ଚେସ୍ ଖେଳାଳିି

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଶିଳ୍ପପତି କ୍ରୀଡାବିତ ତଥା କର୍ପୋରେଟ ହାଉସମାନେ କରୋନା ରିଲିଫ ପାଇଁ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରୁଛନ୍ତି । ଏ ଦିଗରେ ଏକ ଅଭିନବ ପ୍ରୟାସ ସହିତ ଏବେ ସାମିଲ ହୋଇଛନ୍ତି ଦେଶର ପ୍ରମୁଖ ଆନ୍ତର୍ଜାତୀୟ ଚେସ୍ ଖେଳାଳି । ଆସନ୍ତା ୧୧…

ଇଂଲିଶ ପ୍ରିମିୟର ଲିଗ୍ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ

ଲଣ୍ଡନ: ଇଂଲିଶ ପ୍ରିମିୟର ଲିଗ୍ ଲୋକପ୍ରିୟ ଫୁଟବଲ ଟୁର୍ନାମେଂଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ କରିଦିଆଯାଇଛି । କରୋନା ଭାଇରସ ସମ୍ପୂର୍ଣ୍ଣ ଭାବେ ପ୍ରଭାବହୀନ ନ ହେଲା ପର୍ଯ୍ୟନ୍ତ ଏହା ଖେଳାଯିବ ନାହିଁ । ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ଆମର ଦାୟିତ୍ୱ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।…

କରୋନା ମହାପ୍ରଭାବ; ଫିଫା (U-17) ମହିଳା ଫୁଟବଲ୍ ବିଶ୍ୱକପ୍ ସ୍ଥଗିତ !

ଭୁବନେଶ୍ୱର: ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବନି ଅଣ୍ଡର-୧୭ ଫିଫା ମହିଳା ବିଶ୍ୱକପ ପ୍ରତିଯୋଗୀତା । ଶନିବାର ଦିନ ଫିଫାର ବିଶ୍ୱ ପରିଚାଳନା କମିଟି ଏହି ପ୍ରତିଯୋଗୀତାକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି । Dedicated COVID-19 working group proposes…

ଅଷ୍ଟ୍ରେଲିଆ ମହିଳା ହକି ଖେଳାଳି ନର୍ସ ଦାୟିତ୍ୱ ତୁଲାଇବେ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ମହିଳା ହକି ଦଳର ଗୋଲକିପର ରସେଲ ଲଂଚ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ଦଳର ସଦସ୍ୟ ହେବା ନେଇ ଆଶା ରଖିଥିଲେ । କରୋନା ମହାମାରୀ ଯୋଗୁ ଅଲିମ୍ପିକ୍ସକୁ ଘୁଂଚାଇ ଦିଆଯାଇଛି । ତେବେ ସବୁଠାରୁ ବଡ କଥା ରସେଲ ଏବେ ହକି କଥା ଭୁଲିଯାଇ ନର୍ସ ଦାୟିତ୍ୱ ତୁଲାଇବା…

କୋଭିଡ-୧୯; ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ !

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନ୍ସିଂ ଜରିଆରେ ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ କରୋନା ମହାମାରୀ ବିପଦକୁ ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନା ଚକ୍ରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ କିରନ୍ ରିଜ୍ଜୁଙ୍କ ସମେତ ୪୦ରୁ ଅଧିକ କ୍ରୀଡାବିତ୍ ସାମିଲ…

ବୁମରାହଙ୍କ ବୋଲିଂ ଆକ୍ସନକୁ କପି କଲେ ରୋହିତଙ୍କ ଝିଅ

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ରୋହିତ ଶର୍ମାଙ୍କ ଝିଅ ଯଶପ୍ରୀତ ବୁମରାହଙ୍କ ବୋଲିଂ ଆକ୍ସନ କରୁଥିବା ଭିଡିଓ ଲୋକଙ୍କୁ ଏବେ ବେଶ୍ ପସନ୍ଦ ଆସୁଛି । ରୋହିତ ଓ ବୁମରାହଙ୍କ ଭିଡିଓ ଚାଟରେ ସାମୟାରାଙ୍କ ଆକ୍ସନ ଦେଖିବାକୁ ମିିଳିଛି । ବୁମରାହ ମଧ୍ୟ ଏହି ବୋଲିଂ ଆକ୍ସନ ଦେଖି ହସ ରୋକି ପାରି…

ଡକ୍ୱୱର୍ଥ ଲୁଇସ ନିୟମ ତିଆରି କରିଥିବା ଗଣିତଜ୍ଞ ଟୋନି ଲୁଇସଙ୍କ ଦେହାନ୍ତ

ନୂଆଦିଲ୍ଲୀ: କ୍ରିକେଟ ଜଗତକୁ ଡକ୍ୱୱର୍ଥ ଲୁଇସ ନିୟମ ନେଇଥିବା ଗଣିତଜ୍ଞ ଟୋନି ଲୁଇସଙ୍କ ୭୮ ବର୍ଷରେ ପରଲୋକ ହୋଇଯାଇଛି । ଫ୍ରାଙ୍କ ଡକ୍ୱୱର୍ଥ ଓ ଲୁଇସ ମିଳିତ ଭାବେ ୧୯୯୨ରେ ଏହି ଫର୍ମୁଲା ତିଆରି କରିଥିଲେ । ଆଇସିସି ୧୯୯୯ ବିଶ୍ୱକପରେ ଏହି ନିୟମକୁ ବିଧିବଦ୍ଧ ଭାବେ ଆପଣାଇଥିଲା । ଟୋନି ଏବଂ…

କୋଭିଡ୍‌-୧୯ ପ୍ରଭାବ; ୱିମ୍ବଲଡନ୍ ୨୦୨୦ ବାତିଲ୍‌ !

ଲଣ୍ଡନ: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ସର୍ବଶ୍ରେଷ୍ଠ ତଥା ପ୍ରତିଷ୍ଠିତ ଟେନିସ୍ ପ୍ରତିଯୋଗୀତାକୁ ୱିମ୍ବଲଡନ୍‌କୁ ବାତିଲ କରାଯାଇଛି । ଏଥିପାଇଁ କାରଣ ସାଜିଛି କରୋନା ମହାମାରୀ । It is with great regret that the AELTC has today decided that The Championships…