Latest Odisha News

BREAKING NEWS

Browsing Category

ଖେଳ

ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ନର୍ମାନଙ୍କ ଜୀବନ ନେଲା କିଲର କରୋନା

ଲିଡ୍ସ: ଇଂଲଣ୍ଡର ଖ୍ୟାତନାମା ଫୁଟବଲ ଖେଳାଳି ନର୍ମାନ ହଂଟରଙ୍କ ଜୀବନ ନେଇଛି କିଲର କରୋନା । ୭୬ ବର୍ଷୀୟ ଏହି ଖେଳାଳି କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ସ୍ୱାସ୍ଥ୍ୟୃାବସ୍ଥ ବିଗିଡି ଥିଲା । ଏପ୍ରିଲ ୧୦ରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସମସ୍ତ ଉଦ୍ୟମ କରାଯିବା ସତ୍ୱେ…

ଅନଲାଇନ କୋଚିଂ ପାଇଁ ହାତ ମିଳାଇଲେ ସାଇ ଓ ଏଆଇଏଫଏଫ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସବୁ କିଛି ବନ୍ଦ ହୋଇଯାଇଛି କହିଲେ ଭୁଲ ହେବ ନାହିଁ । ଖେଳାଳିମାନଙ୍କ ପାଇଁ ପ୍ରତିେଖେଳାଳିମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଜରୁରୀ । ଏବେ ୨ଟି ଯାକ ସମ୍ଭବପର ହେଉ ନ ଥିବାରୁ ଭାରତୀୟ ଫୁଟବଲ ଫେଡେରେଶନ ଓ ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ ହାତ ମିଳାଇବା ପାଇଁ…

ଅନଲାଇନ ଅନ୍ତର୍ଜାତୀୟ ଶୁଟିଂ ଚାମ୍ପିୟନଶିପରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ

ନୂଆଦିଲ୍ଲୀ: କରୋନା ଯୋଗୁ ସମସ୍ତ କ୍ରୀଡା ପ୍ରତିଯୋଗିତା ବନ୍ଦ ରହିଛି । ତେବେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଅନଲାଇନ ଅନ୍ତର୍ଜାତୀୟ ଶୁଟିଂ ଚାମ୍ପିୟନଶିପରେ ଭାରତୀୟ ଶୁଟର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ମେଘନା ସଜ୍ଜନର ୧୦ମିଟର ଏୟାର ରାଇଲଫଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସେ…

୨୦୨୧ ଦିନିକିଆ ମହିଳା ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ନ୍ୟୁଜିଲାଣ୍ଡରେ ଖେଳାଯିବାକୁ ଦିନିକିଆ ମହିଳା ବିଶ୍ୱକପ କ୍ରିକେଟ ପାଇଁ ଟିମ୍ ଇଣ୍ଡିଆ ଯୋଗ୍ୟତା ହାସଲ କରିଛି । ଆଇସିସି ଟେକନିକାଲ କମିଟି ମହିଳା ଚାମ୍ପିୟନଶିପର ୩ଟି ସିରିଜ ବାତିଲ କରି ଦେଇଛି । ପଏଂଟ ଭିତିରେ ଭାରତ ଯୋଗ୍ୟତା ହାସଲ କରିଛି । ଅଷ୍ଟ୍ରେଲିଆ (୩୭),…

ଏଏଫ୍‌ସି ଚାମ୍ପିୟନ୍ସ ଲିଗ, ଏଏଫ୍‌ସି କପ୍ ଆୟୋଜନ ହେବ !

କୁଆଲାଲମ୍ପୁର: କୋଭିଡ୍‌-୧୯ ସଂକ୍ରମଣ ସତ୍ତ୍ୱେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟଗୁଡିକୁ ଆୟୋଜନ କରିବା ନେଇ ଆୟୋଜକ ଦେଶଗୁଡିକ ଧିରେ ଧିରେ ଅଂଟା ଭିଡୁଛନ୍ତି । ଏସିଆରେ ଫୁଟବଲ ଟୁର୍ନାମେଣ୍ଟଗୁଡିକ ଆୟୋଜନ ଚାଲୁ ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଆବଶ୍ୟକ ପଡିଲେ…

କରୋନା ଯୋଗୁ ଟୁର ଡି ଫ୍ରାନ୍ସ ଘୁଂଚିଲା

ପ୍ୟାରିସ: କରୋନା ଭାଇରସ ଯୋଗୁ ଟୁର ଡି ଫ୍ରାନ୍ସ ସାଇକେଲ ରେସକୁ ଘୁଂଚାଇ ଦିଆଯାଇଛି । ଆୟୋଜକଙ୍କଠାରୁ ମିଳିଥିବା ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହା ଅକ୍ଟୋବରରେ ହୋଇପାରେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହା ୨୭ ଜୁନରୁ ଆରମ୍ଭ ହେବାକୁ ଥିଲା । ୩ ସପ୍ତାହ ବ୍ୟାପୀ ହେବାକୁ…

ତାଇୱାନରେ ବେସବଲ ଲିଗ୍ ଆରମ୍ଭ: ମନୋବଳ ବଢ଼ାଇବା ପାଇଁ ରୋବୋଟ, ପ୍ରଶଂସକଙ୍କ କଣ୍ଢେଇ ରଖାଗଲା

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ଲକଡାଉନରେ ରହିଛି କହିଲେ ଭୁଲ ହେବ ନାହିଁ । ସବୁ ବଡ କ୍ରୀଡା ଇଭେଂଟକୁ ବାତିଲ କରି ଦିଆଯାଇଛି । ତେବେ ଏହା ମଧ୍ୟରେ ତାଇୱାନ ସାହସିକ ପଦକ୍ଷେପ ନେଇ ବିନା ଦର୍ଶକରେ ବେସବଲ ଲିଗ୍ ଆରମ୍ଭ କରିଦେଇଛି । ଖେଳାଳିଙ୍କ ମନୋବଳ ଏବଂ ଉତ୍ସାହ ବଢ଼ାଇବା ପାଇଁ ଆୟୋଜକ ଅଭିନବ…

ଆଇପିଏଲ ପୁନର୍ବାର ଘୁଂଚିଲା

ମୁମ୍ବାଇ: କୋଭିଡ-୧୯ ଲକଡାଉନ ସମୟସୀମାକୁ ଭାରତ ସରକାର ବୃଦ୍ଧି କରିଛନ୍ତି । ଫଳରେ ଆଇପିଏଲ ୨୦୨୦ ଅୟୋଜନକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଘୁଂଚାଇ ଦତିଆଯାଇଛି । ଆଇପିଏଲର ୧୩ ତମ ସଂସ୍କରଣ ଅନୁଷ୍ଠିତ ହେବା ନେଇ ଆଶା ମଉଳିବାରେ ଲାଗିଛି । ପୂର୍ବରୁ ଏପ୍ରିଲ ୧୪ ପରେ ଆଇପିଏଲ ଅନୁଷ୍ଠିତ ହେବ ବୋଲି…

ଲକଡାଉନରେ ଅନଲାଇନ ଲୁଡୋ ଖେଳି ସମୟ କାଟୁଛନ୍ତି ଭାରତୀୟ ମହିଳା କ୍ରିକେଟ ଖେଳାଳି

ମୁମ୍ବାଇ: କରୋନା ଭାଇରସ ନେଇ ସରକାର ଦେଶରେ ଲକଡାଉନ ନିୟମ ଲାଗୁ କରିଛନ୍ତି । ଭାରତୀୟ ମହିଳା କ୍ରିକେଟ ଟିମର ସଦସ୍ୟ ଏହି ନିୟମ ପାଳନ କରିବା ସହ ସମୟ କାଟିବା ପାଇଁ ଅନଲାଇନରେ ଲୁଡୋ ଖେଳୁଛନ୍ତି । ସୋମବାର ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ସ୍ମୃତି ମାନ୍ଧନା ଏହା କହିଛନ୍ତି । ଏହା ଦ୍ୱାରା ଆମେ…

ସୁମୋ ରେସଲରଙ୍କୁ କରୋନା

ଟୋକିଓ: ଜାପାନର ଜନୈକ ସୁମୋ ରେସଲର କୋଭିଡ-୧୯ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ । ସେ ଏବେ କ୍ୱାରେଂଟାଇନରେ ଅଛନ୍ତି ।  ଜାପାନର ଏହି ପୁରାତନ ଖେଳକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯାଉଛି। ଏପରି ବନ୍ଦ ଘର ମଧ୍ୟରେ ଏହାର କିଛି ମ୍ୟାଚ୍…