Latest Odisha News

BREAKING NEWS

Browsing Category

ଖେଳ

ଧୋନୀ ଓ ଡିଭିଲିୟର୍ସଙ୍କ ପାଇଁ ବାଧକ ସାଜିଲା କରୋନାଭାଇରସ୍ !

ମୁମ୍ବାଇ: କ୍ରିକେଟ୍ ଦୁନିଆର ଅଭିନ୍ନ ଅଙ୍ଗ ଫଟାଫଟ୍ କ୍ରିକେଟ ଫର୍ମାଟ ଆଇପିଏଲ୍ । ହେଲେ ଚଳିତବର୍ଷ କରୋନାଭାଇରସ୍ ଅନେକ କ୍ରିକେଟରଙ୍କ ସ୍ୱପ୍ନକୁ ଝାପ୍ସା କରିଦେଇଛି । କରୋନା ମହାମାରୀର ତାଣ୍ଡବକୁ ଦେଖି ଏହି ପ୍ରତିଯୋଗୀତାକୁ ଏପ୍ରିଲ୍ ୧୫ ପର୍ମ୍ୟନ୍ତ ସ୍ଥଗିତ ରଖାଯାଇଛି । ଏଥର ଆଇପିଏଲ୍…

ଭାରତୀୟ ଫୁଟବଲ କିମ୍ବଦନ୍ତୀ ପି କେ ବାନାର୍ଜୀଙ୍କ ପରଲୋକ

କୋଲକାତା: ଭାରତୀୟ ଫୁଟବଲ ଜଗତର କିମ୍ବଦନ୍ତୀ ପି କେ ବାନାର୍ଜୀଙ୍କ ଶୁକ୍ରବାର ଦିନ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରୁଥିବା ସହିତ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ମୃତୁ୍ୟବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା ।…

ଜାପାନରେ ପହଂଚିଲା ଅଲିମ୍ପିକ ମଶାଲ

ଟୋକିଓ: କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିଯିବା ପରେ ଏଥିରୁ ମୁକୁଳିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି । ଏହା ବିଚାରକୁ ନେଲେ ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କ ସୃଷ୍ଟି ହୋଇଛି । ତେବେ ଏ ପର୍ଯ୍ୟନ୍ତ ଆୟୋଜକ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି କୌଣସି ମନ୍ତବ୍ୟ ଦେଇ…

କରୋନା ପାଇଁ ଓସଜା କ୍ରୀଡା ପୁରସ୍କାର ସ୍ଥଗିତ

ଭୁବନେଶ୍ୱର: ମାରାତ୍ମକ ଭୂତାଣୁ କରୋନା ପାଇଁ ଚଳିତ ବର୍ଷ ଓସଜା (ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ) ବାର୍ଷିକ ପୁରସ୍କାର କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ପଡିଛି । ମାର୍ଚ୍ଚ ୨୧ ତାରିଖରେ ଏହି କାର୍ୟ୍ୟକ୍ରମ କଟକରେ ଅନୁଷ୍ଠିତ ହେବାର ଥିଲା । ବିଶ୍ବ ଚାମ୍ପିଅନସିପ୍ ସ୍ବର୍ଣ୍ଣ ପଦକ ବି‌ଜେତା…

ଦକ୍ଷିଣ ଆଫ୍ରିକା ଟିମକୁ କ୍ୱାରେଣ୍ଟାଇନରେ ରଖାଗଲା

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ(ଏକାନ୍ତବାସ)ରେ ରଖାଯାଇଛି । ଭାରତରେ ଦିନିକିଆ ସିରିଜ୍ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଟିମ୍ ସିରିଜ୍ ବାତିଲ ହେବା ପରେ ସ୍ୱଦେଶ ଫେରିଯାଇଛି । ସବୁ ଖେଳାଳିମାନଙ୍କୁ ୧୪…

ମହିଳା ଟ୍ରେନିଂଙ୍କୁ ଅଶୋଭନୀୟ ବ୍ୟବହାର ଅଭିଯୋଗରେ ହରିୟାଣା ବକ୍ସିଂ କୋଚ୍‌ ଗିରଫ

ନୂଆଦିଲ୍ଲୀ: ମହିଳା ଟ୍ରେନିଂଙ୍କୁ ଅଶୋଭନୀୟ ବ୍ୟବହାର  ଅଭିଯୋଗରେ ହରିୟାଣା ବକ୍ସିଂ କୋଚ୍‌ ସନ୍ଦୀପ କୁମାରଙ୍କୁ ଗିରଫ କରାଯାଇଛି। ଫେବୃୟାରୀରେ ଓ୍ବେଷ୍ଟ ବେଙ୍ଗଲ କ୍ଲାସିକ ବକ୍ସିଂ ଚାମ୍ପିୟନଶିପ୍ ପାଇଁ କୋଲକାତା ଗସ୍ତ କରୁଥିବାବେଳେ ଏହି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ମହିଳା ପ୍ରଶିକ୍ଷକ…

କରୋନା ସଂକ୍ରମଣ ପାଇଁ ସେପ୍ଟେମ୍ବରକୁ ଘୁଞ୍ଚିଲା ଫ୍ରେଞ୍ଚ ଓପନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆଗାମୀ ମେ ମାସରେ ହେବାକୁ ଥିବା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ କୁ ସେପ୍ଟେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଛି । କ୍ଳେ କୋର୍ଟରେ ଖେଳାଯାଉଥିବା ଏହି ଏକମାତ୍ର ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଏବେ…

ବିଦେଶରେ ଫସିଛନ୍ତି ଭାରତର ଷ୍ଟାର ଆଥଲେଟ

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଭାରତରେ କେତେକ ଷ୍ଟାର ଆଥଲେଟ ବିଦେଶକୁ ପ୍ରଶିକ୍ଷଣ ଏବଂ ଟୁର୍ଣ୍ଣାମେଂଟ ଖେଳିବାକୁ ଯାଇ ଫସିଯାଇଛନ୍ତି । ସେମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛି । ତୁର୍କୀରେ ଟ୍ରେନିଂରେ କ୍ୟାମ୍ପରେ ଯୋଗଦେବାକୁ ଯାଇଥିବା ଭାରତର  ଜ୍ୟାଭେଲିନ୍…

ୟୁରୋ ଚାମ୍ପିୟନଶିପ୍,କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ

ନୂଆଦିଲ୍ଲୀ:ବିଶ୍ୱ ଫୁଟବଲ ଦୁଇ ବଡ ଟୁର୍ଣ୍ଣାମେଂଟ କୋପା ଆମେରିକା ଓ ୟୁରୋ ଚାମ୍ପିୟନଶିପକୁ କୋରନା ଭାଇରସ ସତର୍କତା ଦୃଷ୍ଟିକୋଣରୁ ବାତିଲ କରି ଦିଆଯାଇଛି । ଆସନ୍ତା ବର୍ଷକୁ ଏହା ଘୁଚାଂଇ ଦିଆଯାଇଛି । ଚଳିତ ବର୍ଷ ଜୁନ୍ ଓ ଜୁଲାଇରେ ୟୁରୋ ଚାମ୍ପିୟନଶିପ୍ ଆୟୋଜିତ ହେବାର ଥିଲା ଆସନ୍ତାବର୍ଷ ଏହି…

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପୁରୁଷ ଟି୨୦ ବିଶ୍ୱ କପ୍ ଅନୁଷ୍ଠିତ ହେବ !

ସିଡ୍‌ନୀ: କୋଭିଡ୍‌-୧୯ର ପ୍ରକୋପ ସତ୍ତ୍ୱେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଦେଶରେ ପୁରୁଷ ଟି୨୦ ବିଶ୍ୱ କପ୍ ଅନୁଷ୍ଠିତ ହେବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମଙ୍ଗଳବାର ପ୍ରକାଶ କରିଛି । କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କେଭିନ୍ ରବଟର୍‌ସ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିରେ କେବେ ସୁଧାର…