Latest Odisha News

BREAKING NEWS

Browsing Category

ଖେଳ

କୋଭିଡ୍‌-୧୯: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଶିଖରଙ୍କ ସହାୟତା

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ଦାନ କଲେ ଟିମ୍ ଇଣ୍ଡିଆ କ୍ରିକେଟର୍ ଶିଖର ଧାୱନ । ସୋସିଆଲ୍ ମିଡିଆରେ ଶିଖର ଘୋଷଣା କରିବା ସହ କରୋନା ମହାମାରୀର ମୁକାବିଲା କରିବା ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି । Hi everyone remember to stay indoors & take care of…

କରୋନା ଲାଗି ସହାୟତାର ହାତ ବଢାଇଲେ ପାକିସ୍ତାନୀ ଓ ବଙ୍ଗଳାଦେଶୀ ଦଳ, ଏବେ ଭାରତୀୟଙ୍କ ପାଳି !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଛି । ଗୋଟେପଟେ ପାକିସ୍ତାନୀ ଖେଳାଳୀ ୫୦ ଲକ୍ଷ ଓ ବଙ୍ଗଳାଦେଶୀ ନିଜ ଅଧା ଦରମା (୨୫ଲକ୍ଷ) ଦାନ କରିଛନ୍ତି । ଏପରି ସ୍ଥିତିରେ ଭାରତୀୟ କ୍ରିକେଟର ଅର୍ଥଦାନ କରିନଥିବାରୁ ଲୋକେ ସୋସିଆଲ ମିଡିଆରେ…

ବନ୍ଦ ହେଲା ଅଲିମ୍ପିକ ମଶାଲ ରିଲେ

ଟୋକିଓ: ଶେଷର ଅଲିମ୍ପିକ ମଶାଲ ରିଲେ ଅଟକିଲା । ଗୁରୁବାରଠାରୁ ଏହା ଆରମ୍ଭ ହେବାର ଥିଲା । ମାତ୍ର ଅଲିମ୍ପିକ ଘୁଂଚିବା ପରେ ଏହାର ଏବେ ଜରୁରୀ ନାହିଁ ବୋଲି ଦର୍ଶାଇ ରିଲେକୁ ବନ୍ଦ କରାଯାଇଛି । ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଏହାର…

କରୋନା ଆତଙ୍କ: ବର୍ଷକ ଲାଗି ସ୍ଥଗିତ ରହିଲା ଟୋକିଓ ଅଲିମ୍ପିକ୍ସ

ଟୋକିଓ: ଚଳିତ ବର୍ଷ ଜୁଲାଇ ୨୪ରେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ୨୦୨୦ ଟୋକିଓ ଅଲିମ୍ପିକ୍ସ କରୋନା ଭୂତାଣୁ ସଂକ୍ରମଣ ଲାଗି ସ୍ଥଗିତ ରହିଛି । ଏନେଇ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଏବଂ ଜାପାନ ସରକାର କୋଭିଡ୍ ୧୯ ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏକବର୍ଷ ଲାଗି ସ୍ଥଗିତ ରଖିଥିବା…

ଆଇପିଏଲ ଆୟୋଜନ ସମ୍ଭାବନା କ୍ଷୀଣ

ମୁମ୍ବାଇ: କରୋନା ଭାଇରସ ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୦ ସଂସ୍କରଣ ଆୟୋଜନ ଆଶା କ୍ଷୀଣ ହୋଇଯାଇଛି । ପୂର୍ବରୁ ଏହା ୨୯ ମାର୍ଚ୍ଚକୁ ୧୫ ଏପ୍ରିଲକୁ ଘୁଂଚାଇ ଦିଆଯାଇଛି । ବିସିସିଆଇର ପ୍ରମୁଖ ଅଧିକାରୀଙ୍କ ମତରେ ମେ ସୁଦ୍ଧା ଏଥିନେଇ ନିଷ୍ପତି ନ…

ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ସହ କନଫରେନ୍ସ କଲ୍ ବାତିଲ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲକୁ ନେଇ ସସପେନ୍ସ ଜାରି । ଚଳିତ ସଂସ୍କରଣ ଖେଳାଯିବ କି ନାହିଁ ? କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଜି ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ସହ କନଫରେନ୍ସ କଲକୁ ବାତିଲ କରିଛି ବିସିସିଆଇ । ଏହି ବୈଠକରେ ଆଇପିଏଲ୍ ଆୟୋଜନ ନେଇ ବିସିସଆଇ ଓ…

ଏକାନ୍ତବାସରେ ହାମିଲଟନ

ଲଣ୍ଡନ: ଫର୍ମୁଲା ୱାନ ଚାମ୍ପିୟନ ଲୁଇସ ହାମିଲଟନ କରୋନା ଭାଇରସ ଭୟରେ ନିଜକୁ ସେଲଫ ଆଇସୋଲେସନ(ଏକାନ୍ତବାସରେ) ରଖିଛନ୍ତି । ନିକଟରେ ହାମିଲଟନ କିଛି ଲୋକଙ୍କୁ ଭେଟିଥିଲେ। ପରେ ସେହି ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ ଠାବ ହୋଇଛି। ଏହାକୁ ଦେଖି ହାମିଲଟନ ନିଜକୁ ଆଇସୋଲେସନ କରିନେଇଛନ୍ତି।…

ମହିଳା ଖେଳାଳିଙ୍କୁ ଖରାପ ବ୍ୟବହାର ଦେଖାଇ ଅତୁଳ ବେଡାଡେ ନିଲମ୍ବିତ

ନୂଆଦିଲ୍ଲୀ: ବରୋଦା କ୍ରିକେଟ ଆସୋସିଏଶନର ମହିଳା ଟିମ୍ କୋଚ ଅତୁଳ ବେଡାଡୋଙ୍କୁ ମହିଳା ଖେଳାଳିଙ୍କୁ ଖରାପ ବ୍ୟବହାର ଦେଖାଇ ନିଲମ୍ବିତ ହୋଇଛନ୍ତି । ଖେଳାଳୀଜଣକଙ୍କ ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଓ ସର୍ବ ସମ୍ମୁଖରେ ଅପମାନିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ବିସିଏ ମୁଖ୍ୟ…

ଅଲିମ୍ପିକ୍ ୨୦୨୦, ଦଳ ପଠାଇବେନି କାନାଡା ଓ ଅଷ୍ଟ୍ରେଲିଆ !

ଜାପାନ: ଟୋକିଓରେ ହେବାକୁ ଥିବା ଅଲିମ୍ପିକ ଗେମ୍ସ(୨୦୨୦)କୁ ଦଳ ପଠାଇବେନି କାନାଡା ଓ ଅଷ୍ଟ୍ରେଲିଆ । କୋଭିଡ୍ -୧୯କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି ଦୁଇ ଦେଶର ଅଲିମ୍ପିକ କମିଟି । ଟୋକିଓ ଅଲିମ୍ପିକକୁ ୨୦୨୧ପର୍ଯ୍ୟନ୍ତ ସ୍ଥଗିତ ରଖିବା ଲାଗି ଆୟୋଜକଙ୍କୁ ନିବେଦନ କରିଛନ୍ତି…

ଜାପାନ: ଅଲିମ୍ପିକ ମଶାଲ ପ୍ରଦର୍ଶନ, ହଜାରହଜାର ଲୋକଙ୍କ ଭିଡ

ଜାପାନ: ସାରା ବିଶ୍ୱରେ କରୋନାଭାଇରସ୍ ର କହର । ହେଲେ ଏହାକୁ ଖାତିର ନ କରି ଜାପାନରେ ଏକାଠି ହେଲେ ୫୦ହଜାରରୁ ଅଧିକ ଲୋକ ।କରୋନା ମହାମାରୀକୁ ଆଡେଇ ଅଲିମ୍ପିକ ମଶାଲକୁ ଜାପାନର ସେଣ୍ଡାଇ ଷ୍ଟେସନଠାରେ ପ୍ରଦର୍ଶିତ କରାଯାଇଥିଲା । ଶନିବାର ଏହି ମଶାଲକୁ ଦେଖିବା ପାଇଁ ସମସ୍ତ ବର୍ଗର ଜନତା…