Latest Odisha News

BREAKING NEWS

Browsing Category

ଖେଳ

କିଟରେ ଆସନ୍ତା ୨୧ରୁ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ୨୧ ତାରିଖଠାରୁ ଆରମ୍ଭ ହେଉଛି । ଏହା ହେଉଛି ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ସର୍ବ ବୃହତ କ୍ରୀଡ଼ା ମହୋତ୍ସବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର…

୩ ବର୍ଷ ପରେ କ୍ରିକେଟର ଗୋଟିଏ ଫର୍ମାଟ ଛାଡିବା କଥା ଚିନ୍ତା କରିବେ କୋହଲି

ନୂଆଦିଲ୍ଲୀ: ଆଗାମୀ ୩ ବର୍ଷ ମଧ୍ୟରେ କ୍ରିକେଟର ଗୋଟିଏ ଫର୍ମାଟ ଛାଡିବା କଥା ଚିନ୍ତା କରିବି ବୋଲି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କହିଛନ୍ତି । ୨୧ ଫେବୃୟାରୀରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ସେ ଏହି ମନ୍ତବ୍ୟ ଦେଇଛନ୍ତ । ୩ବର୍ଷ ମଧ୍ୟରେ ୨ଟି ଟି୨୦…

ଟୋକିଓ ଅଲିମ୍ପିକ ଆୟୋଜନ ନେଇ ଏବେ କୌଣସି ବିପଦ ନାହିଁ : ଡବ୍ଲ୍ୟୁଏଚଓ

ଟୋକିଓ: କରେନା ଭାଇରସ ପ୍ରଭାବ ଟୋକିଓ ଅଲିମ୍ପିକ୍ସ ଆୟୋଜନରେ ଉପରେ ପଡିବ ନାହିଁ ବୋଲି ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି । ଚୀନର କରୋନା ଭାଇରସ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ବ୍ୟାପିବାରେ ଲାଗିଛି । ଏହା ବିଚାରକୁ ନେଲେ ୨୪ ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ…

ସଚିନଙ୍କୁ ମିଳିଲା ଲୌରେସ ସ୍ପୋର୍ଟିଂ ପୁରସ୍କାର

ବର୍ଲିନ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଲୌରେସ ସ୍ପୋର୍ଟିଂ ମୁମେଂଟ ପୁରସ୍କାର ମିଳିଛି । ୨୦୧୧ ବିଶ୍ୱକପ କ୍ରିକେଟ ଜିତିବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ସଚିନଙ୍କ କାନ୍ଧରେ ବସାଇ ବିଜୟ ଉତ୍ସବ ପାଳନ କରିଥିଲେ । ଜର୍ମାନୀର ରାଜଧାନୀ ବର୍ଲନରେ ଲୌରେସ ପକ୍ଷରୁ ବିଶ୍ୱର…

ଫେବୃୟାରୀ ୨୧ରୁ ମହିଳା ଟି୨୦ ବିଶ୍ୱକପ

ମେଲବୋର୍ନ: ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଫେବୃୟାରୀ ୨୧ରୁ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଏହା ଆୟୋଜିତ ହେବାକୁ ଯାଉଛି । ଫେବୃୟାରୀ ୨୧ରେ ଉଦଘାଟନୀ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଫାଇନାଲ ମ୍ୟାଚ ମାର୍ଚ୍ଚ ୮ରେ ମେଲବୋର୍ଣ୍ଣରେ ଖେଳାଯିବ ।…

ଆଇପିଏଲ ୨୦୨୦: ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନସ ଓ ଚେନ୍ନାଇ ସୁପର କିଙ୍ଗ

ମୁମ୍ବାଇ: ଆସନ୍ତା ମାର୍ଚ୍ଚ ମାସ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚଳିତ ୨୦୨୦ ବର୍ଷର ଆଇପିଏଲ ମୁକାବିଲା । ଏହି ୧୩ ତମ ଆଇପିଏଲର ଉଦଘାଟନୀ ମ୍ୟାଚ ମୁମ୍ବାଇ ସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଉଦଘାଟନୀ ମ୍ୟାଚରେ ପୂର୍ବ ବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସଅପ…

ଏସିଆନ୍ ରେସଲିଂ ଚାମ୍ପିୟନଶିପ ପାଇଁ ଚୀନ ରେସଲରଙ୍କୁ ଭିଜା ମିଳିଲାନି

ନୂଆଦିଲ୍ଲୀ: ଏସିଆନ୍ ରେସଲିଂ ଚାମ୍ପିୟନଶିପ୍ ପାଇଁ ଭାରତ ଚୀନ ରେସଲରଙ୍କୁ ଭିଜା ପ୍ରଦାନ କରିନାହିଁ । ଭାରତୀୟ ରେସଲିଂ ଫେଡେରେଶନ ଏହା ସ୍ପଷ୍ଟ କରିଛି । କରୋନା ଭାଇରସ ଯୋଗୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଅପରପକ୍ଷରେ ପାକିସ୍ତାନ ରେସଲରଙ୍କୁ ଭିଜା ପ୍ରଦାନ କରାଯାଇଛି । ବିଭିନ୍ନ…

ରଣଜୀ ଟ୍ରଫି: ଏବେ ଖେଳାଳିଙ୍କୁ ମିଳିବ ପୁରସ୍କାର ରାଶି

କଟକ: ରାଜ୍ୟ ରଣଜୀ ଟିମକୁ ଅର୍ଥରାଶି ପ୍ରଦାନ କରିବା ପାଇଁ ରବିବାର ଦିନ ଘୋଷଣା କରିଛି ଓଡିଶା କ୍ରିକେଟ ଆସୋସିଏସନ୍ (ଓସିଏ) । ଏସମ୍ପର୍କରେ ଓସିଏ ସଚିବ ସଞ୍ଜୟ ବେହେରା କହିଛନ୍ତି, “ଯଦି ଟିମ୍ କୌଣସି ଟୁର୍ଣ୍ଣାମେଣ୍ଟ ର ଫାଇନାଲ୍ କିମ୍ବା ସେମିଫାଇନାଲକୁ କ୍ୱାଲିଫାଏ କଲେ, ତାହେଲେ ଟିମର…

ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଦିବାରାତ୍ର ଟେଷ୍ଟ ଖେଳିବ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ସମ୍ମତି ଜଣାଇଛି । ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୪ ଟେଷ୍ଟ ମ୍ୟାଚ ଡିସେମ୍ବର-ଜାନୁୟାରୀ ମଧ୍ୟରେ ଖେଳିବ । ଏହି ଅବସରରେ ଗୋଟିଏ ଦିବା-ରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ ।…

ପାକିସ୍ତାନରେ ଜାତୀୟ ପତାକା ଅଧିନରେ ଭାରତ କବାଡି ଟିମ୍ ଖେଳିପାରିବନି

ନୂଆଦିଲ୍ଲୀ: ବିନା ଅନୁମତିରେ ପାକିସ୍ତ୍‌ନ ଗସ୍ତରେ ଯାଇଥିବା ଭାରତୀୟ କବାଡି ଟିମ୍ ଉପରେ ସରକାର ଅସନ୍ତୋଷ ବ୍ୟକ୍ତ କରିଛି । ଫଳସ୍ୱରୂପ ଭାରତୀୟ କବାଡି ଫେଡେରେଶନ ପାକିସ୍ତାନକୁ ପତ୍ର ଲେଖି ଜଣାଇଛି ଯେ, ଜାତୀୟ ପତାକା ଅଧିନରେ ଭାରତ ଟିମକୁ ବିଶ୍ୱକପ ଖେଳିବାକୁ ଅନୁମତି ନ ଦିଆଯାଉ ।…