Latest Odisha News

BREAKING NEWS

Browsing Category

ଖେଳ

ରୋହିତ-ରାହୁଲ୍ ଓ କୋହଲୀଙ୍କ ବିସ୍ଫୋରକ ବ୍ୟାଟିଂ; ୱେଷ୍ଟଇଣ୍ଡିଜକୁ ୨୪୧ ରନର ବିରାଟ ଟାର୍ଗେଟ୍ !

ମୁମ୍ବାଇ: ମୁମ୍ବାଇର ୱାଂଙ୍ଖେଡ଼େ ଷ୍ଟାଡ଼ିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଅନୁଷ୍ଠିତ ହେଉଥିବା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ଧୁଆଁଧାର ବ୍ୟାଟିଂ ପ୍ରଦର୍ଶନ କରିଛି । ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ସାଙ୍ଗକୁ କପ୍ତାନ…

ଚାମ୍ପିୟନ୍ସ ଲିଗ: ସର୍ବକନିଷ୍ଠ ଗୋଲ ସ୍କୋରର୍ ହେଲେ ଅଂଶୁ ଫାତି !

ମାଦ୍ରିଦ: ବାର୍ସିଲୋନାର ଫୁଟବଲ ଖେଳାଳି ନିଜ ନାମରେ ଏକ କୀର୍ତିମାନ ଯୋଡିଛନ୍ତି । ସେ ଚାମ୍ପିୟନ୍ସ ଲିଗରେ ସର୍ବ କନିଷ୍ଠ ( ୧୭ ବର୍ଷ ୪୦ ଦିନ) ଖେଳାଳି ଭାବେ ଗୋଲ ସ୍କୋର କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କର ଚମକ୍ରାର ଗୋଲ ବଳରେ ବାର୍ସିଲୋନା ୨-୧ ଗୋଲରେ ଇଂଟର ମିଲାନକୁ ପରାସ୍ତ…

ଡୋପ୍ ଟେଷ୍ଟରେ ବିଫଳ ହେଲେ ଷ୍ଟାର୍ ବକ୍ସର୍ ସୁମିତ୍ ସାଙ୍ଗୱାନ୍ !

ନୂଆଦିଲ୍ଲୀ: ଭାରତର ଯୁବ ବକ୍ସର ସୁମିତ ସାଙ୍ଗୱାନ ଡୋପ ଟେଷ୍ଟରେ ବିଫଳ ହୋଇଛି । ୯୧ କିଲୋଗ୍ରାମ ବିଭାଗର ଏହି ବକ୍ସର ଭାରତର ମାନ ତଳେ ପକାଇଛନ୍ତି । ଫଳରେ ସେ ଟୋକିଓ ଅଲିମ୍ପିକ୍ସରୁ ବାଦ୍ ପଡିଛନ୍ତି । ସୁମିତଙ୍କ ଶରୀରୁ ଶକ୍ତିବର୍ଦ୍ଧକ ଔଷଧର ମାତ୍ରା ମିଳିବା ପରେ ନ୍ୟାଶନାଲ ଆଂଟି ଡୋପିଂ…

ଆଜି ବିରୁଷ୍କାଙ୍କ ମ୍ୟାରେଜ୍ ଆନିଭର୍ସରୀ; ସୋସିଆଲ୍ ମିଡ଼ିଆରେ ସେୟାର୍ କଲେ ଫଟୋ !

ମୁମ୍ବାଇ: ଷ୍ଟାର୍ କ୍ରିକେଟର୍ ବିରାଟ କୋହଲି ଓ ବଲିଉଡ ଆକ୍ଟ୍ରେସ୍ ଅନୁଷ୍କା ଶର୍ମା ଦୁଇବର୍ଷ ତଳେ ଆଜିର ଦିନ (୧୧ ଡିସେମ୍ବର)ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । "To love another person is to see the face of God" -Victor Hugo The thing about love is that it's…

ଆଜି ଭାରତ-ୱେଷ୍ଟଇଣ୍ଡିଜ ନିର୍ଣ୍ଣାୟକ ଟି-୨୦; ବିଜୟ ଲକ୍ଷ୍ୟରେ ଉଭୟ ବିରାଟ ଓ ପୋଲାର୍ଡ଼ !

ମୁମ୍ବାଇ: ଆଜି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ନିର୍ଣ୍ଣାୟକ ତଥା ଚୂଡ଼ାନ୍ତ ଟି-ଟ୍ୱେଣ୍ଟି ମ୍ୟାଚ୍ । ଏହି ମ୍ୟାଚରେ ବିଜୟୀ ଦଳ ହିଁ ଶୃଙ୍ଖଳା ହାସଲ କରିପାରିବ । ତେଣୁ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ ଦୁଇ ଦଳର କପ୍ତାନ ବିରାଟ କୋହଲୀ…

ଉଦଯାପିତ ହେଲା ସାଉଥ ଏସିଆନ ଗେମ୍ସ; ୩୧୨ଟି ପଦକ ସହିତ ରେକର୍ଡ କଲା ଭାରତ !

କାଠମାଣ୍ଡୁ: ନେପାଳରେ ଅନୁଷ୍ଠିତ ହେଉଥିବା ଦକ୍ଷିଣ ଏସିଆ କ୍ରୀଡ଼ା (ସାଫ ଗେମ୍ସ) ପ୍ରତିଯୋଗିତା ମଙ୍ଗଳବାର ଦିନ ଉଦଯାପିତ ହୋଇଛି । ସମୁଦାୟ ୩୧୨ଟି ପଦକ ସହିତ ଭାରତ ପଦକ ତାଲିକାର ଶୀର୍ଷରେ ରହିଛି । ଭାରତ ୨ୟ ଥର ଲାଗି ୩୦୦ଟି ପଦକ ହାସଲ କରିବା ସହିତ ସର୍ବାଧିକ ପଦକ ରେକର୍ଡ କରିବାର ଗୌରବ…

ଉନ୍ମୋଚିତ ହେଲା ବାରବାଟୀ ଦିନିକିଆ ଟିକେଟ; ଡ଼ିସେମ୍ବର ୧୯ରୁ ବିକ୍ରି ଆରମ୍ଭ

କଟକ/ଭୁବନେଶ୍ୱର: କଟକର ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଡ଼ିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ । ଏହି କ୍ରିକେଟ ମ୍ୟାଚ ଲାଗି ଆସନ୍ତା ୧୯ ଓ ୨୦ ତାରିଖରେ ଟିକଟ ବିକ୍ରି ହେବାକୁ ଥିବାବେଳେ ଆଜି ଏହାର ଟିକେଟ ଉନ୍ମୋଚିତ ହୋଇଛି ।…

ରାଷ୍ଟ୍ରୀୟଗାନକୁ ସମ୍ମାନ ନ’ଦେଇ ଦଣ୍ଡିତ ହେଲେ ଫ୍ରାନ୍ସ ଖେଳାଳି !

ବେଜିଂ: ଚୀନରେ ରାଷ୍ଟ୍ରୀୟ ସଙ୍ଗୀତଙ୍କୁ ସମ୍ମାନ ନ ଦେବା ଫଳରେ ଫ୍ରାନ୍ସ ବାସ୍କେଟବଲ ଖେଳାଳି ଗୁସଚେନ ୟାବୁସେଲଙ୍କୁ ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ଫ୍ରାନ୍ସ ଖେଳାଳିଜଣକ ଚାଇନା ବାସ୍କେଟବଲ ଆସୋସିଏଶନ ସହ ଜଡିତ । ସ୍ଥାନୀୟ ଏକ କ୍ଲବ ମ୍ୟାଚ ପୂର୍ବରୁ ଚାଇନାର ଜାତୀୟ ସଙ୍ଗୀତ…

୨୩ ଲକ୍ଷ ଟଙ୍କାରେ ନିଲାମ ହେଲା ଏହି ଖେଳାଳିଙ୍କ ଜର୍ସି, ଜାଣନ୍ତୁ

ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ଏକ ଜର୍ସି ୨୩ ଲକ୍ଷ ଟଙ୍କାରେ ନିଲାମ ହୋଇଛି ।୧୯୭୧ରେ ଜେନେରିଆର ମାରାକାନା ଷ୍ଟାଡିୟମରେ ଖେଳା ଯାଇଥିବା ଯୁଗୋସଲୋଭିକିଆ ବିପକ୍ଷ ଅନ୍ତିମ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଏହାକୁ ପିନ୍ଧିଥିଲେ । ଇଟାଲୀର ତୁରିନ ସହରରେ ଏହି ନିଲାମ ପ୍ରକ୍ରିୟା ଆୟୋଜିତ…

ଉଦଯାପିତ ହେଲା ବିଜେଇଏମ୍-୨ ବାର୍ଷିକ କ୍ରୀଡ଼ା ଉତ୍ସବ

ଭୁବନେଶ୍ୱର: ସ୍ଥାନୀୟ ସତ୍ୟଭାମାପୁର ସ୍ଥିତ ବିଜେଇଏମ୍-୨ ସ୍କୁଲର ୧୪ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଯୁଏଗୋ ଶନିବାର ଦିନ ଉଦଯାପିତ ହୋଇଯାଇଛି । ଭୁବନେଶ୍ୱର କ୍ରୀଡ଼ା ସଂସଦର ସମ୍ପାଦକ ଡ. ସୌର୍ଯ୍ୟରଞ୍ଜନ ପରିଜା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଦିଗ…