Latest Odisha News
Browsing Category

ଲକ୍‌ଡାଉନ ଡାଏରୀ

ଲକଡାଉନ ଡାଏରୀ: ଘର କାମରେ ସ୍ୱାମୀ ସାହାଯ୍ୟ କରୁଥିବାରୁ ନିଜକୁ ଭାଗ୍ୟବତୀ ମନେ କରନ୍ତି ଅଭିନେତ୍ରୀ ପୁପୁଲ

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟରେ ଲକ୍‌ଡାଉନ । ଏ ଭିତରେ ଦୋକାନ ବଜାର ଖୋଲିବାରେ କିଛିଟା କୋହଳ କରିଛନ୍ତି ସରକାର । ଅନେକ ଅଫିସ ମଧ୍ୟ ଖୋଲିଲାଣି । ତଥାପି କିଛି ସ୍ଥାନରେ ସନ୍ଧ୍ୟା ୭ଟା ପରେ କର୍ଫ୍ୟୁ ଜାରି ହେଉଛି । ତେବେ ଏହି ଲକଡାଉନ ପିରିୟଡରେ କିଏ କଣ କରୁଛନ୍ତି, କେମିତି କଟୁଛି ଦିନ…

ଲକଡାଉନ ଡାଏରୀ: ଓଡିଶୀ ନୃତ୍ୟଶିଳ୍ପୀ ସୋନାଲିକା ଓ ତାଙ୍କ ଝିଅ ଶ୍ରୀନିକାଙ୍କୁ ଏକାଠି ନୃତ୍ୟାଭ୍ୟାସ ପାଇଁ ମିଳିଛି ସମୟ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନର ଆଜି ଶେଷ ଦିନ । କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ଲକ୍ ଡାଉନ ଅବଧିକୁ ମେ ୩୧ ଯାଏଁ ବୃଦ୍ଧି କରିଛନ୍ତି । ତେବେ ଏହି ଲକ୍ ଡାଉନରେ ଲୋକେ ଘରେ ରହି ବୋର ହେବା ଅପେକ୍ଷା କଣ କଲେ ନିଜକୁ ଅଧିକ ଖୁସି ମିଳି ପାରିବ ତାର ବାଟ କାଢିଛନ୍ତି ।…

ଲକ୍‌ଡାଉନ ଡାଏରୀ : ଜଗନ୍ନାଥଙ୍କ ବହି ପଢିବା ସହ ମାହାରୀ ନୃତ୍ୟ ସମ୍ପର୍କୀତ ଭିଡିଓ ପ୍ରସ୍ତୁତ କରୁଛନ୍ତି ନୃତ୍ୟଶିଳ୍ପୀ…

ପୁରୀ : ଲକ୍‌ଡାଉନ ସାରା ଦେଶକୁ ସ୍ଥାଣୁ କରିଦେଇଛି । ପ୍ରତ୍ୟେକ କିଛି ନା କିଛି କ୍ଷତି ସହୁଛନ୍ତି । ଏହା ଆମ ପାଇଁ କ୍ଷତି ତ କରିଛି ତେବେ ଲାଭ ବି ଅନେକ କରିଛି । ଲୋକେ ପରିବାର ସହ ସମୟ କାଟିବାକୁ ସୁଯୋଗ ପାଇଛନ୍ତି । ଏଥି ସହ ଅନେକଙ୍କ ଲୁକ୍କାୟିତ ପ୍ରତିଭା ବି ଲୋକଲୋଚନକୁ ଆସିପାରିଛି ।…

ଲକଡାଉନ୍ ଡାଏରୀ : ଗାଳ୍ପିକ ଅମରେଶ ବିଶ୍ୱାଳଙ୍କ ପାଇଁ ଲକ୍ ଡାଉନ ଏକ ନିଛାଟିଆ ଓ ନୀରବ ପ୍ରେମର ନାଁ

ଭୁବନେଶ୍ୱର : ଲକ୍ ଡାଉନ । ପ୍ରାୟ ସବୁ କିଛି ବନ୍ଦ ହୋଇଥିବାବେଳେ ଲକ୍‌ଡାଉନ୍‌ର ଅନୁଭୁତି ସମସ୍ତଙ୍କ ପାଇଁ ନିଆରା । ଏସମ୍ପର୍କରେ ଆମର ସ୍ୱତନ୍ତ୍ର ସେଗ୍‌ମେଣ୍ଟ୍ ଲକ୍‌ଡାଉନ୍ ଡାଏରୀରେ ଆଜି ଜାଣିବା ଗାଳ୍ପିକ, କବି ଓ ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କ ଲକ୍‌ଡାଉନ୍ ସମୟର ଅନୁଭୁତି ଓ…

ଲକ୍ ଡାଉନ ଡାଏରୀ: କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ସାଙ୍ଗକୁ ସ୍କେଚ୍ କରୁଛନ୍ତି ଅଭିନେତା ପାର୍ଥ 

ଭୁବନେଶ୍ୱର: ଦେଶବ୍ୟାପୀ ଲକ୍ ଡାଇଉନ ଯେତେବଳେ ସମସ୍ତଙ୍କୁ ଘରେ ରହିବାକୁ ବାଧ୍ୟ କରିଛି । ଏବେ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ ଶେଷ ହେବାକୁ ଯାଉଛି । ତେବେ ଏହି ଲକ୍ ଡାଉନ ସମୟରେ ଲୋକେ ଘରେ ରହିବା ସହିତ ନିଜକୁ ସୃଜନଶୀଳ କାମରେ ନିୟୋଜିତ କରୁଛନ୍ତି । ଏହି ସମୟରେ କିଏ କେମିତି କାଟୁଛନ୍ତି ସମୟ…

ଲକ୍‌ଡାଉନ ଡାଏରୀ : କରୋନା ସମ୍ପର୍କରେ ସୋସିଆଲ ମିଡିଆରେ ସଚେତନ କରୁଛନ୍ତି ଅଧ୍ୟାପକ ତଥା ନାଟ୍ୟକାର ମନୋଜ ରଥ

ଭୁବନେଶ୍ୱର : ଲକ୍‌ଡାଉନ, ଅନେକ କ୍ଷେତ୍ରରେ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । କିନ୍ତୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସମ୍ପର୍କର ସେତୁ ବାନ୍ଧିଛି ଏହି ଲକ୍ ଡାଉନ । ସମସ୍ତେ ନିଜ ନିଜ କର୍ମବ୍ୟସ୍ତତା ମଧ୍ୟରେ ପାରିବାରିକ ସମ୍ପର୍କଠାରୁ ଦୂରେଇ ଯାଉଥିବା ବେଳେ ଯୋଡି ହୋଇଛନ୍ତି ଏହି…

ଲକ୍ ଡାଉନ ଡାଏରୀ: ମୋ ଭଳି କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ସଙ୍କଟର ସମୟ ବୋଲି କହିଛନ୍ତି ଡିଜାଇନର ଜ୍ୟୋତ୍ସା ଦାସ

ଭୁବନେଶ୍ୱର : ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଚାଲିଥିବା ବେଳେ କେତେକ ସ୍ଥାନରେ ଯାତାୟତ ଓ ଦୋକାନ ବଜାର ଖୋଲିବା ନେଇ କିଛିଟା କୋହଳ ହେଲାଣି । ତଥାପି ଜୀବନାଯାତ୍ରା ସ୍ୱାଭାବିକ ହୋଇନାହିଁ । ତେବେ ଏହି ଲକ୍ ଡାଉନ ସମୟରେ କିଏ କେମିତି ସମୟ କାଟୁଛନ୍ତି ତାହା ଜାଣିବା ପାଇଁ ଆମର ସ୍ୱତନ୍ତ୍ର…

ଲକ୍‌ଡାଉନ ଡାଏରୀ : ଶିଶୁ ସାହିତ୍ୟିକ ଦାଶ ବେନହୂରଙ୍କ ପାଇଁ ଏହା ଡବଲ ଲକ୍‌ଡାଉନ

ଲକ୍ ଡାଉନ କାହା ପାଇଁ କେମିତି । କାହାକୁ ପରିବାର ସାଥୀରେ ରଖିଛି ତ କାହାକୁ ପରିବାର ଲୋକଙ୍କଠାରୁ ଦୂରେଇ ରଖିଛି । କିନ୍ତୁ ଏହା ସତ କଥା ଯେ ଏହା ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ଦେଇଛି । ତେବେ ଏହି ଲକ୍ ଡାଉନ ସମୟକୁ କିଏ କେମିତି କାଟୁଛନ୍ତି ତାହାକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ…

ଲକ୍‌ଡାଉନ ଡାଏରୀ : ଘର କାମରେ ମାଆଙ୍କୁ ସାହାଯ୍ୟ କରିବା ସହ ନୃତ୍ୟାଭ୍ୟାସ କରୁଛନ୍ତି ଅଭିନେତ୍ରୀ ଦିବ୍ୟା

ଭୁବନେଶ୍ୱର : ତୃତୀୟ ଥର ପାଇଁ ବଢିଛି ଲକ୍ ଡାଉନ ଅବଧି । ତେବେ ଏହି ସମୟରେ ସମସ୍ତେ ସମୟକୁ ଉପଯୋଗ କରିବାକୁ ଯାଇ କିଏ ବହି ପଢାରେ ତ କିଏ ନୃତ୍ୟ, ଗୀତ କିମ୍ବା ଚିତ୍ର କରିବାରେ ମନୋନିବେଶ କରୁଛନ୍ତି । ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକ୍‌ଡାଉନ ଡାଏରୀରେ ଜାଣିବା ଓଲିଉଡର ଅଭିନେତ୍ରୀ ଦିବ୍ୟା…

ଲକ୍‌ଡାଉନ ଡାଏରୀ : ପଶୁପ୍ରେମୀ ପୂରବୀ ଓ ତାଙ୍କ ଟିମ୍ ରାସ୍ତାରେ ବୁଲୁଥିବା ପଶୁଙ୍କୁ ଖାଇବାକୁ ଦେବାକୁ ଲୋକଙ୍କୁ…

ଭୁୁବନେଶ୍ୱର: କରୋନା ସଂକ୍ରମଣ ଭୟରେ ଘରୁ ବାହାରିବା ଉପରେ ରୋକ ଲଗାଯାଇଛି । ତେଣୁ ଏବେ ସମସ୍ତେ ଘରେ । କିଏ ରାମାୟଣ ମହାଭାରତ ଦେଖି ତ କିଏ ବିଭିନ୍ନ ପ୍ରକାର ରୋଷେଇ କରି ସମୟ କାଟୁଛନ୍ତି । କିନ୍ତୁ ଭୁବନେଶ୍ୱରର ନିଆରା ପଶୁପ୍ରେମୀ ପୂରବୀ ପାତ୍ରଙ୍କ ପାଇଁ କାମ ବଢିଯାଇଛି । ପୂରବୀ…