Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶୁକ୍ରାଚାର୍ଯ୍ୟ ହେବେ ଅକ୍ଷୟ ଖାନ୍ନା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଧୂରନ୍ଧରର ସଫଳତା ପରେ ଏବେ ପ୍ରଶଂସକମାନେ ତାଙ୍କ ଆଗାମୀ ଫିଲ୍ମକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଫିଲ୍ମମେକର୍ସ ପ୍ରଶାନ୍ତ ବର୍ମା ତାଙ୍କ ଆଗାମୀ ଫିଲ୍ମ ମହାକାଳୀ ପାଇଁ…

Dhurandhar 2: ୯ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲା ‘ଧୁରନ୍ଧର ୨’, ନିଜେ ‘ବାହୁବଳୀ ୨’ର…

ମୁମ୍ବାଇ: ରଣବୀର ସିଂହଙ୍କ 'ଧୁରନ୍ଧର: ଦି ରିଭେଞ୍ଜ' ଉତ୍ତର ଆମେରିକାରେ ପ୍ରଭାସଙ୍କ 'ବାହୁବଳୀ ୨: ଦି କନକ୍ଲୁଜନ'ର ବହୁ ପ୍ରତୀକ୍ଷିତ ଓପନିଂକୁ ପଛରେ ପକାଇ ଦେଇଛି । ବହୁ ବର୍ଷର ରେକର୍ଡ ଭାଙ୍ଗିଛି। 'ବାହୁବଳୀ ୨' ପ୍ରଯୋଜକ ଶୋବୁ ତାଙ୍କ ସୋସିଆଲ ମିଡିଆରେ ନିଜେ ଏହି ଅପଡେଟ୍ ସେୟାର କରିବା…

ଅକ୍ଷୟ ଖାନ୍ନା: ‘ଧୂରନ୍ଧର’ରେ ରେହମାନ ଡକାୟତ କାଷ୍ଟିଂ ଡାଇରେକ୍ଟରଙ୍କୁ ଧମକ ଦେଇଥିଲେ

ମୁମ୍ବାଇ: ଅକ୍ଷୟ ଖାନ୍ନା ୨୯ ବର୍ଷ ଧରି ଫିଲ୍ମ ଜଗତରେ କାମ କରୁଛନ୍ତି। ୧୯୯୭ ମସିହାରେ ‘ହିମାଳୟ ପୁତ୍ର’ ଫିଲ୍ମ ଦ୍ୱାରା ଡେବ୍ୟୁ କରିଥିଲେ। କିନ୍ତୁ ଗତ ବର୍ଷ ରିଲିଜ ହୋଇଥିବା ‘ଧୂରନ୍ଧର’ ଫିଲ୍ମରେ ରେହମାନ ଡକାଇତ ଭୂମିକା କରି ସେ ଅନ୍ୟ ଏକ ସ୍ତରର ଲୋକପ୍ରିୟତା ପାଇଛନ୍ତି। ତାଙ୍କର ସୀନ୍…

Boman Irani Trump ‘Iranis’ joke: ଟ୍ରମ୍ପଙ୍କୁ ଏମିତି କହିଲେ ବୋମନ ଇରାନୀ, ମିନିଟକରେ ଭାଇରାଲ ହେଲା…

ନୂଆଦିଲ୍ଲୀ: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ UAE ଏବଂ ଭାରତ ଭଳି ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ପ୍ରଭାବିତ କରିଛି, ଯଦିଓ ଏହି ଅଞ୍ଚଳଗୁଡ଼ିକର କୌଣସି ସିଧାସଳଖ ସମ୍ପୃକ୍ତି ନାହିଁ, ତଥାପି ଗ୍ୟାସ୍ ଏବଂ ତେଲ ସଂକଟ ଚିନ୍ତାର କାରଣ ପାଲଟିଛି। ଏସବୁ…

ଏପ୍ରିଲରେ ରିଲିଜ ହେବ ଓଡ଼ିଆ ଫିଲ୍ମ‘ବିନ୍ଦୁସାଗର’;ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ହୋଇଥିଲା ବିଶ୍ବ ପ୍ରିମିୟର

ଭୁବନେଶ୍ବର: ୫୬ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI)ରେ ବିଶ୍ୱ ପ୍ରିମିୟର ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ‘ବିନ୍ଦୁସାଗର’। ଏହି ଓଡ଼ିଆ ଫିଲ୍ମ 'ବିନ୍ଦୁସାଗର' ଏପ୍ରିଲରେ ରିଲିଜ ହେବାକୁ ଯାଉଛି । ଫିଲ୍ମ ଏପ୍ରିଲ ୧୦ରେ ରିଲିଜ ହୋଇଥାନ୍ତା କିନ୍ତୁ ବର୍ତ୍ତମାନ ଫିଲ୍ମର ରିଲିଜରେ…

Dhurandhar 2: ସିନେମାରେ ଅସଲି ବାହୁବଳୀ ‘ଧୁରନ୍ଧର ୨’, ଗୋଟିଏ ସପ୍ତାହରେ ଛାପିଲା ୧୦୦୦ କୋଟି

ମୁମ୍ବାଇ: ଭାରତୀୟ ସିନେମା ଏବେ ଏକ ଐତିହାସିକ ମୁହୂର୍ତ୍ତ ଦେଇ ଯାଉଛି। 'ଧୁରନ୍ଧର ୨' ବକ୍ସ ଅଫିସରେ ସୁନାମୀ ସୃଷ୍ଟି କରିଛି ଏବଂ ପ୍ରମାଣ କରିଛି ଯେ ଦର୍ଶକମାନେ ବଡ଼ ପରଦାର ନିଚ୍ଛକତା ଅନୁଭବ କଲେ ରେକର୍ଡ ଭାଙ୍ଗିପାରିବେ। ମାତ୍ର ସାତ ଦିନରେ ୧୦୦୦ କୋଟି ଟଙ୍କା ଅତିକ୍ରମ କରିବା କୌଣସି ଛୋଟ…

`Operation Sindoor` Film: ଖୁବଶୀଘ୍ର ଅପରେସନ୍ ସିନ୍ଦୁର ଫିଲ୍ମ, ବଡ଼ ପରଦାକୁ ଆଣିବେ ବିବେକ ଅଗ୍ନିହୋତ୍ରୀ 

ମୁମ୍ବାଇ: ଅପରେସନ୍ ସିନ୍ଦୁର ଉପରେ ଫିଲ୍ମ ଘୋଷଣା କରାଯାଇଛି। ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ପରବର୍ତ୍ତୀ ଫିଲ୍ମ ଅପରେସନ ସିନ୍ଦୂର ଉପରେ ଏକ କାହାଣୀ ହେବାକୁ ଯାଉଛି। ଯାହା ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଏବେ ଆନୁଷ୍ଠାନିକ ଭାବେ ଏନେଇ ଘୋଷଣା କରାଯାଇଛି। ଏହି ଫିଲ୍ମଟି…

ସତ ହେଲା କିଙ୍ଗ୍ ଖାନଙ୍କ ଭବିଷ୍ୟବାଣୀ !

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ୧୬ ବର୍ଷ ତଳର ଭିଡିଓ । ଚାରିଆଡ଼େ କେବଳ ଗୋଟିଏ ନାଁକୁ ନେଇ ଚର୍ଚ୍ଚା, 'ରଣବୀର ସିଂ'। ନିଜର ବ୍ୟାକ୍-ଟୁ-ବ୍ୟାକ୍ ହିଟ୍ ଫିଲ୍ମ 'ଧୁରନ୍ଧର' ଏବଂ 'ଧୁରନ୍ଧର ୨' ର ସଫଳତା ପରେ ରଣବୀର ଏବେ ବଲିଉଡର ସୁପରଷ୍ଟାର । କିନ୍ତୁ ଏହି ସଫଳତା ଭିତରେ ଏବେ…

Badshah Ties Knot: ଦ୍ୱିତୀୟ ଥର ବିବାହ କଲେ ରାପର୍ ବାଦଶାହ? ଫଟୋ ଭାଇରାଲ

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଏବଂ ରାପର୍ ବାଦଶାହ ପୁଣି ଥରେ ବିବାହ କରିଛନ୍ତି। ତାଙ୍କ ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। କିଛି ସମୟ ଧରି ବାଦଶାହଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା, କିନ୍ତୁ କିଛି ନିଶ୍ଚିତ ହୋଇନଥିଲା। ଏବେ, ହଠାତ୍, ପୁନମ ରିଖି ନାମକ ଜଣେ ମହିଳା…

ଧୂରନ୍ଧର: ଦି ରିଭେଂଜର ପ୍ରଭାବ, ଟକ୍ସିକ ପରେ ଘୁଂଚିବ ଦୃଶ୍ୟମ ୩

ମୁମ୍ବାଇ: ରଣବୀର ସିଂଙ୍କ ଧୂରନ୍ଧର: ଦି ରିଭେଂଜ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏହାର ପ୍ରଭାବ ଏପରି ରହିଛି ୟଶଙ୍କ ଟକ୍ସିକ ଫିଲ୍ମ ଏହାର ରିଲିଜ ତାରିଖ ଘୁଂଚାଇଥିଲା । ଏବେ ରିପୋର୍ଟ ମୁତାବକ ମୋହନଲାଲ ଅଭିନୀତ ଦୃଶ୍ୟମ ୩ ମଧ୍ୟ ତାର ରିଲିଜ ତାରିଖ ବଦଳାଇବା ପାଇଁ…