Latest Odisha News
Browsing Category

ମନୋରଞ୍ଜନ

ପରଦାକୁ ପୁଣି ଫେରିବାକୁ ଚାହୁଁଛନ୍ତି ଡ଼୍ରିମ୍‌ଗାର୍ଲ: ତାଙ୍କ ପାଇଁ କାମ ଖୋଜୁଛନ୍ତି ଇଶା

ମୁମ୍ବାଇ: ଦୀର୍ଘ ୩ ବର୍ଷ ପରେ ପରଦାକୁ ପୁଣି ଫେରିବାକୁ ଚାହୁଁଛନ୍ତି ଅଭିନେତ୍ରୀ ତଥା ଡ଼୍ରିମ୍‌ଗାର୍ଲ ହେମା ମାଳିନୀ । ଏକଥା ହେମାମାଳିନୀ ନୁହେଁ ତାଙ୍କ ଝିଅ ଇଶା ଏକ ସାକ୍ଷାତକାରରେ ଏହା କହିଛନ୍ତି । ହେଲେ ସେ କହିଛନ୍ତି ତାଙ୍କ ମାଆ ଏବେ ଭଲ ରୋଲ ଓ ସ୍କ୍ରିପ୍ଟ ଅପେକ୍ଷାରେ ଅଛନ୍ତି ।…

ସିଂଘମ ଏଗେନରେ ଭିଲେନ ହେବେ ଅର୍ଜୁନ କାପୁର

ମୁମ୍ବାଇ: ବଲିଉଡର ହିଟ ଫ୍ରାଂଚାଇଜ ସିଂଘମର ପରବର୍ତୀ ପାର୍ଟ ସିଂଘମ ଏଗେନ ପାଇଁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଅଜୟ ଦେବଗନ, ଦୀପିକା ପାଦୁକୋନ ଅଭିନୀତ ଏହି ଫିଲ୍ମରେ ଅର୍ଜୁନ କାପୁର ଭିଲେନ ଭୂମିକା କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାରେ ପ୍ରକାଶିତ ଖବର ଅନୁସାରେ ରୋହିତ ଶେଟ୍ଟୀ…

୧୦ ବର୍ଷ ପରେ ପରଦାକୁ ଫେରିବେ ଗୋପୀ ବୋହୂ

ମୁମ୍ବାଇ: ଦୀର୍ଘ ୧୦ ବର୍ଷ ପରେ ଖୁବ୍‌ଶୀଘ୍ର ପରଦାକୁ ଫେରିବେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦେଭୋଲିନା ଭଟ୍ଟାଚାର୍ଜ ତଥା ଗୋପୀ ବୋହୂ । ବହୁ ବର୍ଷ ଧରି ଅଭିନୟ ଦୁନିଆରୁ ଦୂରରେ ଥିବା ଗୋପୀ ବୋହୂ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଚଳାଇଛନ୍ତି । ଏବେ ସେ ଧାରାବାହିକ ‘ଦିଲ୍ ଦିୟାନ୍…

ଅକ୍ଷୟ, ସୁନୀଲ ଅଭିନୀତ ଧଡକନର ସୀକ୍ୱେଲ ଖୁବ ଶୀଘ୍ର

ମୁମ୍ବାଇ: ୨୦୦୦ରେ ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଓ ଶିଳ୍ପା ଶେଟ୍ଟୀଙ୍କ ଅଭିନୀତ ରୋମାଂଟିକ ଡ୍ରାମା ଧଡକନ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଫିଲ୍ମର ଗୀତ ଏବଂ କଳାକାରଙ୍କ ଜୀବନ୍ତ ଅଭିନୟ ଏବେ ବି ଫିଲ୍ମକୁ ସ୍ମରଣୀୟ କରି ରଖିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ମେକର୍ସ…

୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି-ରାଘବ, ଭାଇରାଲ ହେଲା ନିମନ୍ତ୍ରଣ କାର୍ଡ଼

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା । ଆସନ୍ତା ୨୪ ତାରିଖରେ ଉଭୟ ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ କରିବେ । ଏବେ ସେମାନଙ୍କ ବିବାହ କାର୍ଡ଼ ସାମ୍ନାକୁ ଆସିଛି । ବିବାହ ଆଉ କମ୍ ଦିନ ଥିବାରୁ…

ଚିକିତ୍ସା ପାଇଁ ନୁହେଁ, ଛୁଟି କାଟିବାକୁ ଆମେରିକା ଯାଇଛନ୍ତି ଧମେନ୍ଦ୍ରଙ୍କ ପରିବାର

ମୁମ୍ବାଇ: ଗଦର୨ର ସଫଳତା ପରେ ସନୀ ଦେଓଲ ତାଙ୍କ ହଜି ଯାଇଥିବା ଷ୍ଟାରଡମ ଫେରି ପାଇଛନ୍ତି । ନିକଟରେ ସନୀ ଦେଓଲ ତାଙ୍କ ବାପା ଧର୍ମେନ୍ଦ୍ର ଏବଂ ପରିବାରର ଅନ୍ୟମାନଙ୍କ ସହ ଛୁଟି କାଟିବା ପାଇଁ ଆମେରିକା ଯାଇଛନ୍ତି । ଧମେନ୍ଦ୍ର ତାଙ୍କ ସୋସିଆଲ ମିଡିଆ ଆକାଂଉଟରେ ଏହାର ଫଟୋ ଏବଂ ଭିଡିଓ ମଧ୍ୟ…

ସମୁଦ୍ର କୂଳରେ ଫ୍ଲାଟ କିଣିଲେ ସୋନାକ୍ଷୀ

ମୁମ୍ବାଇ: କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଏବେ ସେ ମୁମ୍ବାଇରେ ନିଜର ଏକ ବିଳାସପୂର୍ଣ୍ଣ ଫ୍ଲାଟ କିଣିଛନ୍ତି । ଏହି ଫ୍ଲାଟଟି ସମୁଦ୍ର କୂଳରେ ହିିଁ ରହିଛି । ଅଭିନେତ୍ରୀଙ୍କ ଏହି ବିଳାସପୂର୍ଣ୍ଣ ଘରର ମୂଲ୍ୟ ୧୧ କୋଟି…

କଶ୍ମୀର ଫାଇଲ୍ସର ସଫଳତାକୁ ନେଇ ନାସିରୁଦ୍ଦିନଙ୍କ ‘ଭୟଙ୍କର’ ପ୍ରତିକ୍ରିୟା:  ବିବେକ ଦେଲେ ଜବାବ

ମୁମ୍ବାଇ:କଶ୍ମୀର ଫାଇଲ୍ସକୁ ନେଇ ପୁଣି ଆରମ୍ଭ ହୋଇଯାଇଛି ବିବାଦ । ଦୀର୍ଘ ଏକ ବର୍ଷ ପରେ କାଶ୍ମୀର ଫାଇଲ୍ସକୁ ନେଇ ମୁହାଁମୁହିଁ ହୋଇଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ଅଭିନେତା ନାସିରୁଦ୍ଦିନ ଶାହ । ନାସିରୁଦ୍ଦିନ ଖାଲି କାଶ୍ମୀର ଫାଇଲ୍ସ ନୁହେଁ ବରଂ ଗଦ୍ଦର-୨ର ସଫଳତାକୁ ନେଇ…

ଆରପାରିରେ ବଲିଉଡର ହାସ୍ୟାଭିନେତା ବୀରବଲ ଖୋସଲା

ମୁମ୍ବାଇ: ସିନେ ଜଗତ ପାଇଁ ଦୁଃଖଦ ଖବର । ୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ହାସ୍ୟାଭିନେତା ବୀରବଲ ଖୋସଲା ଆଉ ନାହାନ୍ତି । ୮୪ ବର୍ଷ ବୟସ୍କ ବୀରବଲ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ଉତ୍ସାହ କମିଗଲେ ଅଭିନୟ ଛାଡ଼ିଦେବି, ଏମିତି କିଛି କହିଲେ କରୀନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ତାଙ୍କର ଆଗାମୀ ଫିଲ୍ମ ‘ଜାନେ ଜାନ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଏହି କ୍ରାଇମ ଥ୍ରୀଲର ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ତାଙ୍କ ସହ ଅଭିନେତା ବିଜୟ ବର୍ମା ଏବଂ ଜୟଦୀପ ଅହଲୱାତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ…