Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚର୍ମ ରୋଗ ପାଇଁ ବିଗିଡ଼ିଲା ଅଦାଙ୍କ ସ୍ୱାସ୍ଥ୍ୟାବସ୍ଥା, ସୋସିଆଲ ମିଡିଆରେ କଲେ ସେୟାର

ମୁମ୍ବାଇ : ଅଭିନେତ୍ରୀ ଅଦା ଶର୍ମା ନିଜ ଅଭିନୟ ପାଇଁ ବେଶ୍ ଜଣାଶୁଣା । ବିବାଦୀୟ ଫିଲ୍ମ ‘ ଦ କେରଳ ଷ୍ଟୋରୀ’ ରିଲିଜ୍ ପରେ ଅଦାଙ୍କ ଲୋକପ୍ରିୟତା ବଢିଛି । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏବେ ଚର୍ମ ରୋଗ ଯୋଗୁ ଅଦାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗଡ଼ି ଯାଇଛି । ତେଣୁ…

୩ ବର୍ଷ ପରେ ପୁଣି ଫିଲ୍ମ କରିବେ ହେମାମାଳିନି: ରଖିଲେ ଏମିତି କିଛି ସର୍ତ୍ତ

ମୁମ୍ବାଇ: ଦୀର୍ଘ ୩ ବର୍ଷ ପରେ ପୁଣି ଫିଲ୍ମ ଦୁନିଆକୁ ଫେରିବେ ବଲିଉଡ଼ର ‘ଡ୍ରିମ୍ ଗାର୍ଲ\' ତଥା ଅଭିନେତ୍ରୀ ହେମା ମାଳିିନି । ସେ ଗତ ୩ବର୍ଷ ଧରି ଫିଲ୍ମ ଦୁନିଆଠାରୁ ଦୂରରେ ରହିଥିଲେ । ୨୦୨୦ ମସିହାରେ ତାଙ୍କୁ ଫିଲ୍ମ ‘ଶିମଲା ମିର୍ଚି\'ରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ରାଜନୀତି…

୪୯ ବର୍ଷରେ କାଜୋଲ, ଧୁମ୍‌ଧାମ୍‌ରେ ପାଳିଲେ ଜନ୍ମଦିନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜୋଲ ଶନିବାର ୪୯ ବର୍ଷରେ ପାଦ ଦେଇଛନ୍ତି । ଏହି ଖାସ ଦିନକୁ ସେ ତାଙ୍କ ପରିବାର ସହ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତାଙ୍କର ବନ୍ଧୁ, ସମ୍ପର୍କୀୟ ଏବଂ ପରିବାରଲୋକ ସାମିଲ ହୋଇଥିଲେ । ତାଙ୍କ ଜନ୍ମଦିନ ସମସ୍ତଙ୍କ ପାଇଁ ଛୁଟିଦିନ ବୋଲି…

ପାପାରାଜିଙ୍କୁ ଦେଖି ଡରିଗଲେ ଜାହ୍ନବୀ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ବବାଲ’ କୁ ନେଇ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ମଧ୍ୟ ଲୋକେ ଖୁବ ପସନ୍ଦ କରିଛନ୍ତି । ବର୍ତ୍ତମାନ ଜାହ୍ନବୀଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ…

ଚନ୍ଦ୍ରମୂଖୀ ୨ରେ କଙ୍ଗନାଙ୍କ ଲୁକ ଜାରୀ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ବହୁ ଚର୍ଚ୍ଚିତ ହରର କମେଡି ଚନ୍ଦ୍ରମୂଖୀ ୨ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଶନିବାର ଏହି ଫିଲ୍ମର କଙ୍ଗନାଙ୍କ ପ୍ରଥମ ଲୁକ ଜାରୀ କରାଯାଇଛି । ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏହା ପୂର୍ବରୁ ରାଘବ ଲରେନ୍ସଙ୍କ ଫାଷ୍ଟ ଲୁକ ଜାରୀ…

ହୃଦଘାତରେ ଅଭିନେତ୍ରୀଙ୍କ ସ୍ୱାମୀ ମୃତ, ବର୍ଷକ ତଳେ ହୋଇଥିଲା ବିବାହ

ହାଇଦ୍ରାବାଦ: ସାଉଥ ଅଭିନେତ୍ରୀ ଶ୍ରୁତି ସନ୍‌ମୁଗ ପ୍ରିୟାଙ୍କ ସ୍ୱାମୀ ଅରବିନ୍ଦ ଶେଖରଙ୍କର ଅଚାନକ ପରଲୋକ ହୋଇଯାଇଛି । ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଶ୍ରୁତି ୨୦୨୨ ମସିହା ମେ ମାସରେ ବିବାହ କରିଥିଲେ । ବିବାହକୁ ମାତ୍ର ୧ ବର୍ଷ ପୂରଣ ହେଉଣୁ ବିଧବା ହୋଇ ଯାଇଛନ୍ତି । ଅରବିନ୍ଦ…

୨୫ କିଲୋ ଓଜନ କମାଇଲେ ପାରସ ଛାବ୍ରା: ଫଟୋ କଲେ ସେୟାର

ମୁମ୍ବାଇ: ବିଗ୍ ବସ୍ ସିଜିନ୍‌୧୩ର ପ୍ରତିଯୋଗୀ ସାଜିଥିବା ଅଭିନେତା ପାରସ୍ ଛାବ୍ରା ଏବେ ଖୁବ୍ ଚର୍ଚ୍ଚାରେ । ସେ ନିଜର ୨୫ କିଲୋ ଓଜନ ହ୍ରାସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ପୂର୍ବରୁ ତାଙ୍କର ଓଜନ ୧୨୫କିଲୋ ଥିବା ବେଳେ ଏବେ ତାଙ୍କ ଓଜନ ହ୍ରାସ ପାଇ ୧୦୦ କିଲୋ ରହିଛି । ସେ ନିଜେ…

୨୦ ବର୍ଷ ପରେ ପୁଣି ପରଦାକୁ ଆସିିଲା ହ୍ରିତିକ ରୋଶନଙ୍କ ‘କୋଇ … ମିଲ ଗୟା’

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ଶୁକ୍ରବାର ପୁଣି ପରଦାକୁ ଆସିିଛି ବଲିଉଡ଼ର ସୁପରଷ୍ଟାର ହ୍ରିତିକ ରୋଶନଙ୍କ ‘କୋଇ ... ମିଲ ଗୟା’ । ପ୍ରଖ୍ୟାତ ନିର୍ମାତା-ନିର୍ଦେଶକ ରାକେଶ ରୋଶନଙ୍କ ବ୍ଲକବଷ୍ଟର ଫିଲ୍ମ ‘କୋଇ ... ମିଲ ଗୟା’ ଦେଶର ୩୦ଟି ସହରରେ ପୁଣି ରିଲିଜ୍ କରାଯାଇଛି । ଫିଲ୍ମର ୨୦ତମ…

ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ବେଷ୍ଟ ଆକ୍ଟର ଆୱାର୍ଡ ପାଇଲେ ମନୋଜ ବାଜପେୟୀ

ମୁମ୍ବାଇ: ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ-୨୦୨୩ରେ ବେଷ୍ଟ ଆକ୍ଟର ଆୱାର୍ଡ ପାଇଲେ ଅଭିନେତା ମନୋଜ ବାଜପେୟୀ । ଫିଲ୍ମ ‘ଜୋରାମ’ ପାଇଁ ତାଙ୍କୁ ଏହି ଆୱାର୍ଡ଼ ମିଳିଛି । ଏନେଇ ମନୋଜ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେବା ସହ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଖବର ପାଇବା ପରେ ତାଙ୍କ…

ରାସ୍ତା କଡ଼ରୁ ମିଳିଲା ତାମିଲ ହାସ୍ୟାଭିନେତାଙ୍କ ମୃତଦେହ

ମୁମ୍ବାଇ: ରାସ୍ତାକଡ଼ରୁ ମିଳିଲା ତାମିଲ ହାସ୍ୟାଭିନେତାଙ୍କ ମୃତଦେହ । ତାମିଲନାଡୁର ମଦୁରେର ତିରୁପରଂଗୁଂନ୍ଦ୍ରମ ଅଞ୍ଚଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନେକଦିନ ଭୋକ ଉପବାସରେ ରହିବା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ହାସ୍ୟାଭିନେତା ଜଣକ ହେଲେ ମୋହନ । ଅଭିନେତା…