Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ ହେଲା କାର୍ତ୍ତିକ-କିଆରାଙ୍କ ଚଳଚ୍ଚିତ୍ର ‘ସତ୍ୟ ପ୍ରେମ କି କଥା’ର ଟ୍ରେଲର

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ 'ସତ୍ୟ ପ୍ରେମ କି କଥା'ର ଟ୍ରେଲର ରିଲିଜ ହୋଇଛି। ଭୁଲ ଭୁଲେୟା ପରେ 'ସତ୍ୟ ପ୍ରେମ କି କଥା' ଚଳଚ୍ଚିତ୍ର ସହ ଏହି ରୋମାଣ୍ଟିକ ଯୋଡିର ଅନସ୍କ୍ରିନ ରୋମାନ୍ସ ପୁଣିଥରେ ବଡ଼ ପରଦାରେ ନଜର ଆସିବ। 'ଶେହଜାଦା' ପରେ ବର୍ତ୍ତମାନ କାର୍ତ୍ତିକ…

ଆହତଙ୍କ ପାଇଁ ବ୍ଲଡ଼ କ୍ୟାମ୍ପର ଆୟୋଜନ କଲେ ଅଭିନେତ୍ରୀ ଏଲିନା

ଭୁବନେଶ୍ୱର: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱ ଦୁଃଖ ପ୍ରକାଶ କରିଛି । ବିଶ୍ୱର ବହୁ ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ବଲିଉଡ଼ର ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ…

ପରଲୋକରେ ମହାଭାରତର ‘ଶକୁନି ମାମୁ’ ଗୁଫି ପେଣ୍ଟଲ

ମୁମ୍ବାଇ:ଶେଷ ଶଯ୍ୟାରେ ମହାଭାରତର ଶକୁନି । ବିଆର ଚୋପ୍ରାଙ୍କ ମହାଭାରତରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟଲଙ୍କର ଆଜି ୭୮ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇ ଯାଇଛି । ଗୁଫି ପେଣ୍ଟଲଙ୍କ ପରିବାର ସୂତ୍ରରୁ ମିଳିଥିବା ଖବର ଅନୁଯୟୀ, ଆଜି ସକାଳେ ତାଙ୍କର ପରଲୋକ ହୋଇ…

ଗୁଣ୍ଡୁଚି ହୋଇ କରିବି ସାହାଯ୍ୟ: ଏମିତି କହିଲେ ଅଭିନେତ୍ରୀ ରାନୀ ପଣ୍ଡା

ଭୁବନେଶ୍ୱର: ବାହାନାଗା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ପୀଡିତ ଲୋକଙ୍କ ପାଇଁ ସହାନୁଭୁତି ଓ ସହାୟତାର ହାତ ବଢାଇଲେ ଅଭିନେତ୍ରୀ ରାନୀ ପଣ୍ଡା । ଗୁଣ୍ଡୁଚି ହୋଇ ଲୋକଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି । ଖବର ପାଉ ପାଉ ଶନିବାର ଦୁର୍ଘଟଣାସ୍ଥଳୀକୁ ଯାଇଥିଲେ ରାନୀ । ଘଟଣାସ୍ଥଳ ବୁଲି…

ଟ୍ରେନ ଦୁର୍ଘଟଣା: ସହାୟତା ନୁହେଁ, ସ୍ଥାୟୀ ସହାୟତା ପାଣ୍ଠି ଉପରେ ସୋନୁ ସୁଦ୍‌ଙ୍କ ଗୁରୁତ୍ୱ

ମୁମ୍ବାଇ: ବାହାନାଗା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ନେଇ ବଲିଉଡ଼ ଅଭିନେତା ସୋନୁ ସୁଦ ଦୁଃଖ ପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି । ଏଭଳି ଦୁଃଖ ସମୟରେ ରାଜନୈତିକ ଦଳଗୁଡ଼ିକ ପରସ୍ପର…

ଗୁଜବ ନେଇ ମୁହଁ ଖୋଲିଲେ ଚିରଞ୍ଜିବୀ, ମୋତେ କର୍କଟ ରୋଗ ହୋଇନି

ମାଡ୍ରାସ: ଦକ୍ଷିଣ ଭାରତର ସୁପରଷ୍ଟାର ଚିରଞ୍ଜିବୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଏକ ଗୁଜବ ଘୁରି ବୁଲୁଛି । ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକମାନେ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ । ରବିବାର ଚିରଞ୍ଜିବୀ ତାଙ୍କ ଅସୁସ୍ଥତା ଖବର ନେଇ ମୁହଁ ଖୋଲିଛନ୍ତି…

ଧର୍ମେନ୍ଦ୍ରଙ୍କ ଅନସ୍କ୍ରିନ ମାଆ ସୁଲୋଚନାଙ୍କ ପରଲୋକ

ମୁମ୍ବାଇ: ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କ ପରଲୋକ ହୋଇଯାଇଛି । ଅନସ୍କ୍ରିନରେ ଧର୍ମେନ୍ଦ୍ରଙ୍କ ମାଆ ଭାବେ ପରିଚିତ ସୁଲୋଚନାଙ୍କୁ ମୃତ୍ୟୁବେଳକୁ ୯୪ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ…

ଟ୍ରେନ ଦୁର୍ଘଟଣାକୁ ନେଇ ବଲିଉଡ଼ ସେଲିବ୍ରିଟିଙ୍କ ଶୋକ: ରକ୍ତଦାନ କରିବାକୁ ଫ୍ୟାନ୍ସଙ୍କୁ ଅନୁରୋଧ

ମୁମ୍ବାଇ: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ଛାତି ଥରା ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ବିଶ୍ୱର ବହୁ ବଡ଼ ବଡ଼ ନେତା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ କାମନା କରିଛନ୍ତି । ସେହିପରି ବଲିଉଡ଼ର ଅଭିନେତା ଓ…

ଦି କେରଳ ଷ୍ଟୋରି ପରେ ୭୨ ହୁରେଂର ରିଲିଜ ହେଲା ଟିଜର

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ, ଦି କେରଳ ଷ୍ଟୋରିର ସଫଳତା ପରେ ଏବେ ୭୨ ହୁରେଂ ନାମକ ଆଉ ଏକ ଫିଲ୍ମ ଆସୁଛି । ରବିବାର ଏହାର ଟିଜର ରିଲିଜ ହୋଇଛି । ଆତଙ୍କବାଦୀଙ୍କ ଉପରେ ଏହି ଫିଲ୍ମ ଆଧାରିତ । କିପରି ସ୍ୱର୍ଗ ଓ ୭୨ ହୁରେଂର ସ୍ୱପ୍ନ ଦେଖାଇ ଯୁବପିଢ଼ୀଙ୍କୁ ପଥଭ୍ରଷ୍ଟ କରାଯାଉଛି ତାହା ଏହି…

ବିଶ୍ୱାସ ନ ହେଲେ ବି ସତ, ସ୍ୱୀଡେନରେ ହେବ ୟୁରୋପିଆନ ସେକ୍ସ ଚାମ୍ପିୟନଶିପ

ଷ୍ଟକହୋମ: ସେକ୍ସ ଏ ଭଳି ଏକ ଶବ୍ଦ ଯାହାକୁ ସର୍ବ ସମ୍ମୁଖରେ ଆଲୋଚନା କରିବା ଅନେକଙ୍କୁ କୁଂଠାବୋଧ ହୋଇଥାଏ । ତେବେ ୟୁରୋପ ଅନ୍ୟ ଦେଶଠାରୁ ପାଦେ ଆଗେଇଯାଇଛି । ରିପୋର୍ଟ ମୁତାବକ ସ୍ୱୀଡେନ ପ୍ରଥମ ଦେଶ ଭାବେ ୟୁରୋପିଆନ ସେକ୍ସ ଚାମ୍ପିୟନଶିପ ଆୟୋଜନ କରିବାକୁ ଯାଉଛିି । କ୍ରିକେଟ, ଫୁଟବଲ, ହକି…