Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଖତରୋଁ କି ଖିଲାଡି’ ଶୋରୁ ବିଦାୟ ନେଲେ ରୋହିତ ରଏ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ଶୋ ହେଉଛି ଖତରୋଁ କି ଖିଲାଡି । ଏହି ଶୋରେ ଭାଗ ନେଇ ଷ୍ଟଣ୍ଟ ଦେଖାଇବାକୁ ଅନେକ ସେଲିବ୍ରିଟ୍ ଇଛା କରିଥାନ୍ତି । କିନ୍ତୁ ନିକଟରେ ଅଭିନେତା ରୋହିତ ରଏ ଷ୍ଟଣ୍ଟ କରୁଥିବା ବେଳେ ଆହତ ହୋଇଛନ୍ତି । ତେଣୁ ତାଙ୍କ ସ୍ୱାସ୍ଥ୍ୟ ଭଲ ନ ଥିବାରୁ ସେ ଏହି ଶୋରୁ…

ବିଳାସପୂର୍ଣ୍ଣ କାର ଛାଡି ଅଟୋରେ ଘରକୁ ଫେରିଲେ ସାରା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲି ଖାନ୍ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଜରା ହଟ୍‌କେ ଜରା ବଚକେ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସାରା ବିଳାସପୂର୍ଣ୍ଣ କାର ଛାଡ଼ି ଏକ ଅଟୋରେ ଘରକୁ ଫେରିଛନ୍ତି । ଏହାର ଭିଡ଼ିଓ ଓ ଫଟୋ ସୋସିଆଲ…

ଦି କଶ୍ମୀର ଫାଇଲ୍ସ, କେରଳ ଷ୍ଟୋରୀ ପରେ ଏବେ ନିର୍ମିିତ ହେବ ଆଜମେର ଫାଇଲ୍ସ

ମୁମ୍ବାଇ: କଶ୍ମୀର ଫାଇଲ୍ସ ଓ କେରଳ ଷ୍ଟୋରୀ ଫିଲ୍ମର ସଫଳତା ପରେ ଏବେ ନିର୍ମିତ ହେବାକୁ ଯାଉଛି ଆଜମେର ଫାଇଲ୍ସ । ୧୯୯୨ରେ ଘଟିଥିବା ଏକ ସତ୍ୟ କାହାଣୀ ଉପରେ ଏହା ଆଧାରିତ । ଭୂଜ ଦି ପ୍ରାଇଡ ଅଫ ଇଣ୍ଡିଆର ନିର୍ଦ୍ଦେଶକ ଅଭିଷେକ ଦୁଧୈୟା ପ୍ରଥମେ ଏହାକୁ ୱେବ ସିରିଜ କରିବେ ବୋଲି ଯୋଜନା କରିଥିଲେ…

୬୦ ବର୍ଷରେ ଦ୍ୱିତୀୟ ଇନିଂସ ଆରମ୍ଭ କଲେ ଆଶୀଷ ବିଦ୍ୟାର୍ଥୀ

କୋଲକାତା: ବଲିଉଡ ଅଭିନେତା ଆଶିଷ ବିଦ୍ୟାର୍ଥୀ ଦ୍ୱିତୀୟ ବିବାହ କରିଛନ୍ତି । ୬୦ ବର୍ଷୀୟ ଆଶିଷ ଆସାମର ରୂପାଲୀ ବରୁଆଙ୍କ ସହ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ପରିବାରବର୍ଗ ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ କୋଲକାତାର ଏକ କ୍ଲବରେ ସେମାନଙ୍କ ବିବାହ ହୋଇଥିଲା । ମୁଁ ଖୁସି ।…

ଲଭ ଟୁଡେର ରିମେକରେ ଏକତ୍ର ଆସିବେ ଅମୀରଙ୍କ ପୁତ୍ର ଜୁନୈଦ ଓ ଶ୍ରୀଦେବୀଙ୍କ ଝିଅ ଖୁସି

ମୁମ୍ବାଇ: ସାଉଥର ସୁପରହିଟ ଫିଲ୍ମ ଲଭ ଟୁଡେର ରିମେକରେ ଅମୀର ଖାଁଙ୍କ ପୁତ୍ର ଜୁନୈଦ ଓ ଶ୍ରୀଦେବୀଙ୍କ ଝିଅ ଖୁସି ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ସିକ୍ରେଟ ସୁପରଷ୍ଟାର ଓ ଲାଲ ସିଂ ଚଢ଼ା ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଅଦ୍ୱେର୍ତ ଚନ୍ଦନ ଏହାର ନିର୍ଦ୍ଦେଶକ ରହିଛନ୍ତି । ଫିଲ୍ମର ସଫଳତା…

କିନ୍ନରଙ୍କ ସଂଘର୍ଷମୟ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଫିଲ୍ମ ‘ଟି’: ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର…

ଭୁବନେଶ୍ୱର: କିନ୍ନରମାନଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ଫିଲ୍ମ ‘ଟି' । ଏହି ଫିଲ୍ମ ମେ ୨୫ ତାରିଖରେ ରିଲିଜ୍ ହେବ । ଏହାପୂର୍ବରୁ ଏହାର ସ୍ୱତନ୍ତ୍ର ସ୍କ୍ରିନିଂ ଭୁବନେଶ୍ୱର ଏସପ୍ଲାନେଡ଼ ସପିଙ୍ଗ ମଲ ପରିସରରେ ଥିବା ସିନେପଲିସ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ।…

ଆଗକୁ ଆସୁଛି ନୂଆ ଫିଲ୍ମ “ଖଇରୀ’ : ନଜର ଆସିବେ ଅନେକ ୟ୍ୟୁଟୁବର

ଭୁବନେଶ୍ୱର:  ଆଗକୁ ଆସୁଛି ଭିନ୍ନ ଧରଣର ଓଡ଼ିଆ ଫିଲ୍ମ “ଖଇରୀ” । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଦିବ୍ୟଜ୍ୟୋତି ଉଦୟସିଂ । ଏଥିରେ ଅଭିନେତ୍ରୀ ତମନ୍ନା ନାୟିକା ସାଜିଥିବା ବେଳେ ନାୟକ ଭାବେ ସୁଜିତ୍ ପାଇକରାୟ ନଜର ଆସିବେ । ଏହି ଫିଲ୍ମରେ ଅନେକ ୟ୍ୟୁ ଟୁବରଙ୍କୁ ଦେଖିବାକୁ ମିଳିବ ।…

‘ବିଗ୍ ବସ୍ ଓଟିଟି ସିଜନ୍ ୨’ରେ ନଜର ଆସିବେ ନାହିଁ ସୁସ୍ମିତାଙ୍କ ଭାଇ, କାରଣ କ’ଣ ଜଣାଇଲେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସେ ‘ବିଗ୍ ବସ୍ ଓଟିଟି ସିଜନ୍ ୨'ରେ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ସେ ଏହି ଶୋ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ‘ବିଗ୍ ବସ୍…

ଚଳିତ ବର୍ଷ ହିଁ ରିଲିଜ୍ ହେବ ‘ପୁଷ୍ପା ୨’

ମୁମ୍ବାଇ: ଏବେ ସାଉଥ ଫିଲ୍ମ ବକ୍ସ ଅଫିସରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି । ୨୦୨୧ ମସିହାରେ ରିଲିଜ୍ ହୋଇଥିବା ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ବେଶ୍ ଲୋକପ୍ରିୟ ହୋଇପାରିଥିଲା । ଫିଲ୍ମର କାହାଣୀ, ଅଲୁ ଅର୍ଜୁନଙ୍କ ଶୈଳୀ ଏବଂ ଏହାର ଗୀତଗୁଡ଼ିକ ଦର୍ଶକଙ୍କ ହୃଦୟକୁ ଛୁଇଁବା ସହ ଭଲ ବ୍ୟବସାୟ ବି…

ଜାକ୍‌ଲିନ୍‌ଙ୍କୁ ମିଳିଲା ବିଦେଶ ଗସ୍ତ ଅନୁମତି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାକ୍‌ଲିନ୍ ଫର୍ନାଣ୍ଡିସ୍‌ଙ୍କୁ ବିଦେଶ ଗସ୍ତ ଲାଗି ମିଳିଛି ଅନୁମତି । ସେ ମେ ୨୫ରୁ ଜୁନ୍ ୧୨ ତାରିଖ ମଧ୍ୟରେ ବିଦେଶ ଯାଇପାରିବେ ବୋଲି ଦିଲ୍ଲୀର ଏକ ଅଦାଲତ ଏହି ଅନୁମତି ଦେଇଛନ୍ତି । ଆବୁଧାବୀରେ ଆଇଆଇଏଫ୍‌ଏ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହେବ । ସେ ମେ’…