Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଷ୍ପା ୨ରେ ଆଇଟମ ନମ୍ବର କରିବେ ଉର୍ବଶୀ, ୩ମିନିଟ ଗୀତ ପାଇଁ ୩ କୋଟି ଟଙ୍କା

ମୁମ୍ବାଇ: ଆଲ୍ଲ ଅର୍ଜୁନ ଏବେ ପୁଷ୍ପା ୨ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏକ ଆଇଟମ ସଙ୍ଗ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ୩ ମିନିଟର ଏହି ଗୀତ ପାଇଁ ଉର୍ବଶୀ ୨ରୁ୩ କୋଟି ଟଙ୍କା ଦାବୀ କରିଛନ୍ତି । ଅବଶ୍ୟ ଏ ନେଇ ମେକର୍ସ କିମ୍ବା…

ରଣବୀରଙ୍କ ଜନ୍ମ ଦିନରେ ସଞ୍ଜୟ ଦେଲେ ନୂତନ ଫିଲ୍ମର ଅଫର

ମୁମ୍ବାଇ: ରଣବୀର ସିଂ ୬ ଜୁଲାଇରେ ୩୮ତମ ଜନ୍ମ ଦିବସ ଧୂମଧାମରେ ପାଳନ କରିଛନ୍ତି । ଜନ୍ମ ଦିନରେ ଲୋକପ୍ରିୟ ଫିଲ୍ମ ମେକର୍ସ ସଞ୍ଜୟ ଲୀଲା ଭନ୍ସାଲୀ ତାଙ୍କୁ ନୂତନ ଫିଲ୍ମର ଅଫର ଦେଇଛନ୍ତି । ସେ ତାଙ୍କର ଆଗାମୀ ମ୍ୟୁଜିକାଲା ଡ୍ରାମା ବୈଜୁ ବାୱାରାରେ ରଣବୀରଙ୍କୁ ନେବା ପାଇଁ ନିଷ୍ପତି ନେଇଛନ୍ତି…

ରାମ ମନ୍ଦିର ବିବାଦକୁ ନେଇ ତିଆରି ହେବ ଫିଲ୍ମ: ମୁହାଁମୁହିଁ ହେବେ ସନ୍ନି ଦେଓଲ-ସଞ୍ଜୟ ଦତ୍ତ

ମୁମ୍ବାଇ: ରାମ  ମନ୍ଦିରକୁ ନେଇ ଦେଖାଦେଇଥିବା ଆଇନଗତ ବିବାଦ ଉପରେ ତିଆରି ଫିଲ୍ମ  । ଏଥିପାଇଁ ଚାଲିଛି ପ୍ରସ୍ତୁତି । ଫିଲ୍ମର ସୁଟିଂ ଆସନ୍ତା ଅଗଷ୍ଟ ମାସରୁ ଆରମ୍ଭ ହେବ  । ଫିଲ୍ମର ନାମ ହେବ ଜନ୍ମଭୂମି । ଫିଲ୍ମରେ ସନି ଦେଓଲ ଏବଂ ସଞ୍ଜୟ ଦତ୍ତ ନଜରକୁ ଆସିବେ । ମିଳିଥିବା ଖବର ଅନୁଯାୟୀ,…

‘ସାଲାର’ ଟିଜର ଆଉଟ୍, ଦମଦାର ରୋଲ୍ ରେ ନଜର ଆସିଲେ ପ୍ରଭାସ

ମୁମ୍ବାଇ:  ‘ଆଦିପୁରୁଷ’ ଫିଲ୍ମ ବିବାଦ ପରିସରଭୁକ୍ତ ହୋଇଥିଲେ ହେଁ ଏଥିରେ ପ୍ରଭାସଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି। ଏହି ସିନେମାରେ ସେ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ନଜର ଆସିଥିଲେ। ତେବେ ଏବେ ସମସ୍ତଙ୍କ ନଜର ତାଙ୍କର ଆଗାମୀ ଦୁଇଟି ଫିଲ୍ମ ‘ସାଲାର’ ଏବଂ ‘ପ୍ରୋଜେକ୍ଟ କେ’…

ଜାପାନରେ ଧମାଲ କରିବ ଫିଲ୍ମ ‘ପଠାନ’, ଘୋଷଣା ହେଲା ରିଲିଜ ତାରିଖ

ମୁମ୍ବାଇ: ଚଳିତ ବର୍ଷ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଫିଲ୍ମ 'ପଠାନ' ଭଲ ଆୟ କରିଛି। ଚାରି ବର୍ଷ ପରେ ଶାହାରୁଖ ଖାନ ବଡ଼ ସଫଳତା ହାସଲ କରିଛନ୍ତି। ଚଳଚ୍ଚିତ୍ରଟି କେବଳ ରୋଜଗାର ଦିଗରେ ନୁହେଁ ବରଂ ବକ୍ସ ଅଫିସରେ ମଧ୍ୟ ଅନେକ ରେକର୍ଡ ସୃଷ୍ଟି କରିଛି। ଏହା ଶାହରୁଖ ଖାନଙ୍କ ସର୍ବାଧିକ ଆୟ…

ମାଆ ହେଲେ ଅଭିନେତ୍ରୀ ସନା ଖାନ୍

ମୁମ୍ବାଇ: ମାଆ ହେଲେ ବଲିଉଡ଼ ଅଭିନେତ୍ରୀ ସନା ଖାନ୍ । ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ସନା ନିଜେ ସୋସିଆଲ ମିଡ଼ିଆରେ ଏହି ଖୁସି ଖବର ସେୟାର କରିଛନ୍ତି । ଏନେଇ ଉଭୟଙ୍କ ପରିବାର ମଧ୍ୟରେ ଖୁସି ଦେଖାଦେଇଛି । ଏହି ଖବର ପାଇବା ପରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।…

“ଫିଲ୍ମ ଅପରେସନ ୧୨/୧୭” ର ପୋଷ୍ଟର ଲୋକାର୍ପଣ

ଭୁବନେଶ୍ୱର: ଆଗକୁ ଆସୁଛି ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ "ଅପରେସନ ୧୨/୧୭"ର । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା ଏବଂ…

ଆଗକୁ ଆସୁଛି କଙ୍ଗନାଙ୍କ ୩ ଫିଲ୍ମ, ଘୋଷଣା ହେଲା ରିଲିଜ ତାରିଖ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନିତ ୩ଟି ଫିଲ୍ମ ଖୁବ୍‌ଶୀଘ୍ର ରିଲିଜ୍ ହେବ । ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ଏହି ତିନି ମାସରେ ୩ଟି ଯାକ ଫିଲ୍ମ ପରଦାକୁ ଆସିବ । ସେପ୍ଟେମ୍ବରରେ ‘ଚନ୍ଦ୍ରମୁଖୀ’, ‘ଅକ୍ଟୋବରରେ ‘ତେଜସ୍‌’ ଏବଂ ନଭେମ୍ବରରେ ‘ଇମରଜେନ୍ସ’ ରିଲିଜ…

କ୍ରିତିଙ୍କ ପ୍ରଡକ୍ସନ ହାଉସ ବ୍ଲୁ ବଟରଫ୍ଲାଏର ପ୍ରଥମ ଫିଲ୍ମ ହେବ ଦୋ ପତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଆଦିପୁରୁଷରେ ଜାନକୀ ରୋଲ କରିଥିବା କ୍ରିତି ସେନନ ତାଙ୍କର ନୂତନ ପ୍ରଡକ୍ସନ ହାଉସ ଆରମ୍ଭ କରିଛନ୍ତି । କ୍ରିତିଙ୍କ ବ୍ଲୁ ବଟରଫ୍ଲାଏ ବ୍ୟାନର ତଳେ ଦୋ ପତି ନାମକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏହି ଥ୍ରୀଲର ଫିଲ୍ମରେ କାଜଲ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ…

ପ୍ରଥମ ଥର ପାଇଁ ଭୋଗ୍‌ରେ ନଜର ଆସିଲେ ରେଖା

ମୁମ୍ବାଇ: ଆମେରିକାର ମାସିକ ଫ୍ୟାଶନ ଏବଂ ଜୀବନଶୈଳୀ ପତ୍ରିକା ଭୋଗ୍‌ରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି ଭେଟେରାନ ଅଭିନେତ୍ରୀ ରେଖା । ସେ ପତ୍ରିକାର କଭରପେଜରେ ନଜର ଆସିଛନ୍ତି । ତାହା ପୁଣି ରାଣୀ ବେଶରେ । ପୂର୍ବରୁ ବଲିଉଡ଼ର ଅନେକ ଅଭିନେତ୍ରୀ, ଅଭିନେତାଙ୍କୁ ଏହି ପତ୍ରିକାରେ ଦେଖିବାକୁ…