Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବନ୍ଦ ହେଇଗଲା ଆଲିୟା, କ୍ୟାଟ୍ରିନା, ପ୍ରିୟଙ୍କାଙ୍କ ଜୀ ଲେ ଜରା ଫିଲ୍ମ

ମୁମ୍ବାଇ: ଫରଆନ ଅଖତାରଙ୍କ ଜୀ ଲେ ଜରା ଫିଲ୍ମର ଶୁଟିଂ ହେବାରେ ବିଳମ୍ବ ହେବାରୁ ଶେଷରେ ଏହାକୁ ବନ୍ଦ କରି ଦିଆଯାଇଛି । ବଲିଉଡର ୩ ପ୍ରତିଷ୍ଠିତ ଅଭିନେତ୍ରୀ ଆଲିୟା ଭଟ୍ଟ, କ୍ୟାଟ୍ରିନା କୈଫ ଓ ପ୍ରିୟଙ୍କା ଚୋପ୍ରା ଅଭିନୀତ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଆଗ୍ରହ ଥିଲା । ମାତ୍ର ବ୍ୟସ୍ତବହୂଳ…

ଓଟିଟିରେ ନଜର ଆସିଲେ ଐଶ୍ୱର୍ଯ୍ୟା: ରିଲିଜ୍ ହେଲା ପିଏସ-୨

ମୁମ୍ବାଇ: ଏବେ ବଲିଉଡ଼ର ଅନେକ ବଡ଼ ବଡ଼ ଅଭିନେତା ଅଭିନେତ୍ରୀ ଓଟିଟିରେ କାମ କରିବାକୁ ପସନ୍ଦ କରୁଛନ୍ତି ।  ଅନେକ କଳାକାର ଓଟିିଟିରେ କାମ କରିଥିବା ବେଳେ ଏବେ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଓଟିଟିରେ ନଜର ଆସିଛନ୍ତି । ନିକଟରେ ଓଟିଟି ପ୍ଲାଟଫର୍ମରେ ତାଙ୍କର ଏକ ଫିଲ୍ମ ପିଏସ-୨ ରିଲିଜ୍ ହୋଇଯାଇଛି ।…

‘ଆଦିପୁରୁଷ’ ନିର୍ମାତା ମାଗିଲେ କ୍ଷମା: ନେପାଳ ସରକାରଙ୍କୁ ଲେଖିଲେ ଚିଠି

ମୁମ୍ବାଇ:‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ହେଲେ ଫିଲ୍ମ ରିଲିଜ୍ ହେଉ ହେଉ ବିବାଦ…

ବନ୍ଦ ହେବ ‘ଦ କପିଲ ଶର୍ମା ସୋ’, ସୁଟ ହେଲା ଚଳିତ ସିଜିନର ଶେଷ ଏପିସୋଡ୍

ମୁମ୍ବାଇ: 'ଦ କପିଲ ଶର୍ମା ସୋ' ଲୋକଙ୍କୁ ବହୁତ ହସାଇଛି। ଏବେ କିନ୍ତୁ ଏହି ସୋ ଶେଷ ହେବାର ସମୟ ଆସିଯାଇଛି। ସୋ’ର ଟିମ୍ ଗୁରୁବାର ଚଳିତ ସିଜିନର ଶେଷ ଏପିସୋଡ୍ ସୁଟ୍ କରିଛି। 'ଦି କପିଲ ଶର୍ମା ସୋ'ରେ ବିନ୍ଦୁ ଭୂମିକାରେ ଅଭିନୟ କରୁଥିବା ସୁମୋନା ଚକ୍ରବର୍ତ୍ତୀ ତାଙ୍କ ଇନଷ୍ଟାଗ୍ରାମ…

ଇତିହାସ ରଚିବ ଫିଲ୍ମ ‘ବୱାଲ’, ଏଫିଲ ଟାୱାରରେ ହେବ ୱାର୍ଲ୍ଡ ପ୍ରିମିୟର

ମୁମ୍ବାଇ: ଅଭିନେତା ବରୁଣ ଧୱନ ଏବଂ ଜାହ୍ନବୀ କପୁର ପ୍ରଥମ ଥର ପାଇଁ 'ବୱାଲ' ଫିଲ୍ମରେ ଏକାଠି ନଜର ଆସିବେ। ସାଜିଦ ନାଡିଆଜୱାଲାଙ୍କ ପ୍ରଡକ୍ସନ୍ ହାଉସ୍ ଅଧୀନରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନୀତେଶ ତିୱାରୀ। ନିର୍ମାତା ଏହି ଚଳଚ୍ଚିତ୍ରକୁ ସର୍ବଭାରତୀୟ ସ୍ତରରେ…

୨୯ରେ ରିଲିଜ୍ ହେବ ‘ପ୍ରିୟେ ତୁ ମୋ ସିଏ’ : ପ୍ରଥମଥର ଏକାଠି ନଜର ଆସିବେ ଅମ୍ଳାନ-ଏଲିନା

ଭୁବନେଶ୍ୱର: ପ୍ରେମ ହେଇଯାଏ କେଉଁଠି, କେମିତି, କେତେବେଳେ.. । ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ । ବେଫିକର ଗରୀବ ପୁଅକୁ ମନରେ ଜାଗା ଦେଇଛି ଜମିଦାରର ଝିଅ । ଏମିତି କାହିଁକି ହେଲା, କେମିତି ହେଲା । କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ…

ରାଞ୍ଝା ପରେ ପୁଣି ଏକତ୍ର ହେଲେ ଧନୁଷ ଓ ଆନନ୍ଦ ଏଲ ରାୟ

ମୁମ୍ବାଇ: ଫିଲ୍ମମେକର ଆନନ୍ଦ ଏଲ ରାୟ ସର୍ବଦା ସମୟଠାରୁ ଆଗର କାହାଣୀ ଦେଖାଇ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି । ୧୦ ବର୍ଷ ତଳେ ରିଲିଜ ହୋଇଥିବା ଧନୁଷ ଅଭିନୀତ ରାଞ୍ଝା ଏବେ ବି ଦର୍ଶକଙ୍କ ମନକୁ ଆନ୍ଦୋଳିତ କରୁଛି । ଏହି ୧୦ ବର୍ଷ ପୂର୍ତି ଅବସରରେ ଆନନ୍ଦ ରାୟ ତାଙ୍କର ଆଗାମୀ ଫିଲ୍ମର ଘୋଷଣା…

ନିଜେ ପଢିଥିବା ସ୍କୁଲ୍‌ର ପିଲାଙ୍କୁ ‘ଆଦିପୁରୁଷ’ ଦେଖାଇବେ କ୍ରିତି

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଗତ ୧୬ ତାରିଖରେ ରିଲିଜ୍ ହୋଇଯାଇଛି । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା…

ହନୀ ସିଂଙ୍କୁ ଗୋଲ୍ଡି ବ୍ରାର ଗ୍ୟାଙ୍ଗର ହତ୍ୟା ଧମକ

ନୂଆଦିଲ୍ଲୀ: ଲୋକପ୍ରିୟ ଗାୟକ ୟୋ ୟୋ ହନୀ ସିଂଙ୍କୁ ମିଳିଛି ହତ୍ୟା ଧମକ । ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର ଦେଇଛି ଏକ ଧମକ । ହନୀ ସିଂ ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡରେ ଏହି ଗ୍ୟାଙ୍ଗଷ୍ଟାରର ହାତ ଥିବା ସନ୍ଦେହ କରାଯାଉଛି । କାନାଡାରେ ଲୁଚି…

ରାମାୟଣ ମନୋରଞ୍ଜନର ମାଧ୍ୟମ ନୁହେଁ: ଏମିତି କହିଲେ ସୀତା

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୬ ତାରିଖରେ ରିଲିଜ ହୋଇଯାଇଛି । ରିଲିଜ୍ ହେବା ଦିନଠାରୁ ହିଁ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ନେଇ ସାରା ଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି । ଏମିତି କି ଫିଲ୍ମ ବ୍ୟାନ୍ କରିବାକୁ…