Latest Odisha News

BREAKING NEWS

Browsing Category

ମନୋରଞ୍ଜନ

“ଦ କପିଲ ଶର୍ମା ସୋ” ବିରୋଧରେ କୋର୍ଟରେ ମାମଲା ଦାୟର

ମୁୁମ୍ବାଇ: ପୁଣିଥରେ ବିବାଦ ଘେରକୁ ଆସିଛି ଦ କପିଲ ଶର୍ମା ସୋ' । ହେଲେ ଏଥର ସୋ'ର ସମସ୍ତ କ୍ରିଉ ବିରୋଧରେ ଆସିଛି ଏକକାଳୀନ ଅଭିଯୋଗ । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା କୋର୍ଟରେ ଦ କପିଲ ଶର୍ମା ସୋ' ବିରୋଧରେ ମାମଲା ଦାୟର ହୋଇଥିବା ଜଣାପଡିଛି । ଟେଲି ଟାଉନର ଏହି ଚର୍ଚ୍ଚିତ କମେଡି ସୋ'ର…

ରାଗିଗଲେ ଟଲିଉଡ ଷ୍ଟାର ନାଗା ଚୈତନ୍ୟ

ହାଇଦ୍ରାବାଦ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ନାଗା ଚୈତନ୍ୟ ତାଙ୍କ ବିବାହ ବିଚ୍ଛେଦ ଖବର ନେଇ ମୁହଁ ଖୋଲିଛନ୍ତି । ସେ ଏବଂ ତାଙ୍କ ପତ୍ନୀ ସମନ୍ଥା ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି ବୋଲି ଗୁଜବ ଉଠିଥିଲା । ଏହା ଏକ ମିଛ କଥା ଆମ ଭିତରେ ଉତମ ବୁଝାମଣା ରହିଛି ବୋଲି…

ଆସନ୍ତୁ ଜାଣିବା କାହିଁକି ୪୦୦ କୋଟିର ଅଫର ପ୍ରତ୍ୟାଖ୍ୟାନ କଲେ ଆଦିତ୍ୟ ଚୋପ୍ରା !

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ ନ କରିବା ଜିଦରେ ରହିଛନ୍ତି ୟଶରାଜ ଫିଲ୍ମର ମୂଖ୍ୟ ଆଦିତ୍ୟ ଚୋପ୍ରା । ଏପରିକି ଓଟିଟି ପ୍ଲାଟଫର୍ମରେ ତାଙ୍କ ଫିଲ୍ମ ରିଲିଜ କରିବା ପାଇଁ ୪୦୦ କୋଟି ଟଙ୍କାର ଅଫରକୁ ସେ ପ୍ରତ୍ୟାଖାନ କରି ଦେଇଛନ୍ତି । ଫିଲ୍ମ ଏକଜିଭିଟର୍ସଙ୍କୁ ମୁଁ କୌଣସି…

ଖୁବ୍‌ ଶୀଘ୍ର କମ୍‌ ବ୍ୟାକ୍‌ କରୁଛନ୍ତି ଶାହାରୁଖ୍‌ ଓ ହିରାନୀଙ୍କ ଯୋଡି

ନୂଆଦିଲ୍ଲୀ: ଶେଷ ଥର ପାଇଁ ଫିଲ୍ମ 'ଜିରୋ'ରେ ଏକାଠି କାମ କରିଥିଲେ ଶାହାରୁଖ୍‌ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜକୁମାର ହିରାନୀ। ତେବେ ପୁଣି ଉଭୟ ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଶାହାରୁଖ୍‌ ଏପର୍ଯ୍ୟନ୍ତ ତାଙ୍କର ଆଗାମୀ ଚଳଚ୍ଚିତ୍ରର ଶୀର୍ଷକ ଘୋଷଣା…

ଗୀତିକାର ମନୋଜଙ୍କ ଉପରେ ଲାଗିଲା ଗୀତ ଚୋରିର ଅଭିଯୋଗ

ନୂଆଦିଲ୍ଲୀ: ଗୀତିକାର ମନୋଜ ମୁନ୍ତାଶୀର ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ତାଙ୍କର ଗୋଟିଏ କବିତା ପାଇଁ ତାଙ୍କୁ ଟ୍ରୋଲ ସୋସିଆଲ ମିଡିଆରେ କରାଯାଉଛି। ତାଙ୍କ ବିରୋଧରେ ଇଂରାଜୀ କବିତା ନକଲ କରିଥିବା ଅଭିଯୋଗ ହୋଇଛି। ‌ରିପୋର୍ଟ ଅନୁଯାୟୀ ସେ ରବର୍ଟ ଜେ ଲେଭେରୀଙ୍କ…

ପୋଙ୍ଗଲରେ ବିଜୟଙ୍କ ବିଷ୍ଟ ଆଉ ଅଜିତଙ୍କ ଭାଲିମାଇ ମଧ୍ୟରେ ମୁକାବିଲା

ମାଡ୍ରାସ: ପୋଙ୍ଗଲ ଅବସରରେ ଦକ୍ଷିଣ ଭାରତ ଫିଲ୍ମପ୍ରେମୀ ପାଇଁ ମନୋରଞ୍ଜନର ଡବଲ ଡୋଜ ଆସୁଛି । ରିପୋର୍ଟ ମୁତାବକ ଅଜିତଙ୍କ ଭାଲିମାଇ ଫିଲ୍ମ ଆସନ୍ତା ବର୍ଷ ପୋଙ୍ଗଲ ଅବସରରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । ବନି କାପୁର ଏହା ପ୍ରଡ୍ୟୁସର ଅଛନ୍ତି । ଅପରପକ୍ଷରେ ସୁପରଷ୍ଟାର ବିଜୟଙ୍କ ଥ୍ରୀଲର…

ଫ୍ୟାନ୍ ଙ୍କୁ ଧକ୍କା ମାରିଲେ ଜନ୍ ଅବ୍ରାହମ୍

ମୁମ୍ବାଇ : ସେଲଫି ନେବା ବେଳେ ଫ୍ୟାନ୍ ଙ୍କୁ ଧକ୍କାମାରି ବିବାଦରେ ବଲିଉଡ୍  ହ୍ୟାଣ୍ଡସମ୍ ହଙ୍କ୍ ଜନ୍ ଅବ୍ରାହମ୍ । ଫିଲ୍ମ ଦୁନିଆଠାରୁ କିଛି ଦିନ ହେବ ଦୂରରେ ଥିବା ଜନ୍ ଆବ୍ରାହିମ୍ ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଘୁରି ବୁଲୁଛି । ଜନ୍ ମଲ୍ ଯାଇଥିବା ସମୟରେ…

ତାଲିବାନ ସହ ଆର୍‌ଏସ୍‌ଏସ୍‌ର ତୁଳନା ଜାଭେଦଙ୍କୁ ପଡ଼ିଲା ମହଙ୍ଗା, କ୍ଷମା ନମାଗିଲେ…

ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନକୁ ତାଲିବାନ ସହିତ ତୁଳନା କରିବା ନେଇ ଗୀତିକାର ଜାଭେଦ ଅଖତରଙ୍କ ଅଡୁଆ ବଢିବାରେ ଲାଗିଛି। ଆରଏସଏସ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ଜଣେ ଓକିଲ ଜାଭେଦ ଅଖତରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହାସହ ତାଙ୍କୁ କ୍ଷମା ମାଗିବାକୁ ମଧ୍ୟ କୁହାଯାଇଛି।…

ପାଇକ ବିଦ୍ରୋହରେ ବୀରତ୍ୱର କାହାଣୀ ’ବିଦ୍ରୋହୀ’

ଭୁବନେଶ୍ୱର: ସାରା ଦେଶ ଦେଖିବ ପାଇକ ବିଦ୍ରୋହ । ପାଇକ ସଂଗ୍ରାମରେ ଦେଖିବ ବିଦ୍ରୋହୀଙ୍କ ବୀରତ୍ୱର କାହାଣୀ । ଏକ ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବାକୁୂ ଯାଉଛି ପାଇକ ବିଦ୍ରୋହକୁ ନେଇ ଧାରାବାହିକ ’ବିଦ୍ରୋହୀ’ । ପାଇକମାନଙ୍କର ଅସାଧାରଣ ବୀରତ୍ୱରୁ ନେଇ ରହିଛି କିଛି ଐତିହାସିକ କଥା । ୧୮୧୭…

ଅର୍ଜୁନ ବିଜ୍‌ଲାନି ହେଲେ ଖ‌ତ୍‌ରୋଁ କେ ଖିଲାଡି’ ସିଜିନ ୧୧ର ବିଜେତା

ମୁମ୍ବାଇ: ଅଭିନେତା ଅର୍ଜୁନ ବିଜଲାନି ଷ୍ଟଣ୍ଟ ଭିତ୍ତିକ ରିଆଲିଟି ସୋ ଫିୟର ଫ୍ୟାକ୍ଟର: ଖ‌ତ୍‌ରୋଁ କେ ଖିଲାଡି’ର ୧୧ତମ ସିଜନରେ ବିଜୟ ହାସଲ କରିଛନ୍ତି। ସେ ଦିବ୍ୟଙ୍କା ତ୍ରିପାଠୀ, ଶ୍ୱେତା ତିୱାରୀ, ବରୁଣ ସୁଦ, ବିଶାଲ ଆଦିତ୍ୟ ସିଂ ଏବଂ ରାହୁଲ ବୈଦ୍ୟଙ୍କୁ ପରାସ୍ତ କରି ବିଜେତା ଟ୍ରଫି…