Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମେ ୨୫ରେ ରିଲିଜ ହେବ ଓଡ଼ିଆ ଫିଲ୍ମ ପ୍ରୀତି ବନ୍ଧନ

ଭୁବନେଶ୍ୱର: ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହୋଇଛି ନୂଆ ଓଡ଼ିଆ ଫିଲ୍ମ ‘ପ୍ରୀତି ବନ୍ଧନ’ । ଏହି ଫିଲ୍ମ ମେ ୨୫ ତାରିଖରେ ରିଲିଜ୍ ହେବ । ନେକ୍ସଟ୍‌ଡୋର ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମ ଓଡିଆ ଘରର କଥାବସ୍ତୁ ଉପରେ କାହାଣୀ ଗତିଶୀଳ ହୋଇଛି । ଏଥିରେ ଆମ ଓଡ଼ିଶାର କଳା, ସଂସ୍କୃତି…

ଖତ୍‌ରୋଁ କେ ଖିଲାଡ଼ିରେ ଷ୍ଟଣ୍ଟ କରୁଥିବା ବେଳେ ଆହତ ହେଲେ ଅଭିନେତ୍ରୀ ଏଶ୍ୱର୍ଯ୍ୟା

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ଷ୍ଟଣ୍ଟ୍ ଶୋ ଖତ୍‌ରୋଁ କେ ଖିଲାଡି ସିଜିନ୍ ୧୩ର ସୁଟିଂ ଆରମ୍ଭ ହୋଇଛି । ଏଥିରେ ଅନେକ ଲୋକପ୍ରିୟ ଟିଭି ଅଭିନେତା ଅଭିନେତ୍ରୀ ସାମିଲ ହୋଇ ଶୋ’ରେ ଷ୍ଟଣ୍ଟ ଦେଖାଇବାକୁ ଯାଉଛନ୍ତି । ନିକଟରେ ଅଭିନେତ୍ରୀ ଏଶ୍ୱର୍ଯ୍ୟା ଶର୍ମା ଷ୍ଟଣ୍ଟ କରୁଥିବା ବେଳେ ଆହତ…

ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଝିଅଙ୍କ ନିର୍ବନ୍ଧ ଶେଷ

ମୁମ୍ବାଇ: ବଲିଉଡର ଭେଟେରାନ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଝିଅ ତଥା ଅଭିନେତ୍ରୀ ଆଲିଆ କାଶ୍ୟପଙ୍କ ନିର୍ବନ୍ଧ ଶେଷ ହୋଇଛି । ତାଙ୍କର ଦୀର୍ଘ ଦିନର ପ୍ରେମିକ ସଚିନ ଗ୍ରେଗୋରଙ୍କ ସହ ନିର୍ବନ୍ଧ ହୋଇଛି । ଆଲିଆ ନିଜେ ସୋସିଆଲ ମିଡ଼ିଆରେ ଏହାର ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ଆଲିଆ…

ବିଳାସପୂର୍ଣ୍ଣ କାର ଛାଡି ଟ୍ରାକ୍ଟର ଚଲାଇଲେ ଅମିତାଭଙ୍କ ନାତୁଣୀ

ମୁମ୍ବାଇ: ବିଳାସପୂର୍ଣ୍ଣ କାର ଛାଡି ଟ୍ରାକ୍ଟର ଚଲାଇଲେ ବଲିଉଡ଼ର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବୟା ନାଭେଲି ନନ୍ଦା । ନବୟା ଅଭିନୟ ଜଗତରେ ସକ୍ରିୟ ନ ହୋଇପାରନ୍ତି, କିନ୍ତୁ ତାଙ୍କର ଲୋକପ୍ରିୟତା ଜଣେ ଅଭିନେତ୍ରୀଙ୍କ ତୁଳନାରେ କମ୍ ନୁହେଁ । ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର…

ସଡକ ଦୁର୍ଘଟଣାରେ ଚାଲିଗଲେ ଏଇ ଅଭିନେତ୍ରୀ

ମୁମ୍ବାଇ: ବଙ୍ଗଳା ଫିଲ୍ମ ଜଗତରେ ଖେଳି ଯାଇଛି ଶୋକର ଛାୟା । ଜଣେ ଉଦୀୟମାନ ଅଭିନେତ୍ରୀଙ୍କୁ ହରାଇଛି ଇଣ୍ଡଷ୍ଟ୍ରି । ବଙ୍ଗ ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତ ଆଉ ନାହାନ୍ତି । ଏକ ସଡକ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବଙ୍ଗୀୟ ଅଭିନେତ୍ରୀ ସୁଚନ୍ଦ୍ରା । ମିଳିଥିବା ସୂଚନା ଅନୁଯାୟୀ,…

ପାଣି ଭିତରେ ଅଙ୍କିତାଙ୍କୁ ଚୁମ୍ବନ ଦେଲେ ମିଲିନ୍ଦ, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ଼ ଅଭିନେତା ମିଲିନ୍ଦ ସୋମନ ଏବେ ଖୁବ୍ ଚର୍ଚ୍ଚାରେ । ସେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ତାଙ୍କ ପତ୍ନୀ ଅଙ୍କିତା କନୱାରଙ୍କ ସହ ମାଳଦ୍ୱୀପ ବୁଲିବାକୁ ଯାଇଛନ୍ତି । ସେଠାରେ ପାଣିଭିତରେ ପତ୍ନୀ ଅଙ୍କିତାଙ୍କୁ ଚୁମ୍ବନ ଦେଉଥିବା ନଜର ଆସିଛନ୍ତି ।…

ଆଦିପୁରୁଷର ‘ଜୟ ଶ୍ରୀ ରାମ’ ଗୀତ ରିଲିଜ୍

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଶନିବାର ଏହାର ଏକ ଗୀତ ‘ଜୟ ଶ୍ରୀ ରାମ’ ରିଲିଜ୍ ହୋଇଛି । ଏହି ଗୀତ ଜବରଦସ୍ତ ହୋଇଛି । ଏହି ଗୀତକୁ ଲୋକେ ବହୁତ ପସନ୍ଦ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗରେ ରିଲିଜ୍ ହେଉନାହିିଁ ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ର ଟ୍ରେଲର ରିଲିଜ୍ ପରଠାରୁ ଦେଖାଦେଇଥିବା ବିବାଦ ପିଛା ଛାଡ଼ୁନି । ଏହି ଫିଲ୍ମ ବିରୋଧସତ୍ତ୍ୱେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ପଶ୍ଚିମବଙ୍ଗରେ ଏହି ଫିଲ୍ମ ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ମଧ୍ୟ ଏହି…

ମୁମ୍ବାଇରେ ହୋଟେଲ ନିର୍ମାଣ କରିବେ ସଲମାନ

ମୁମ୍ବାଇ: ବଲିଉଡ଼ର ଅଭିନେତା ଅଭିନେତ୍ରୀମାନେ ମୁମ୍ବାଇରେ ବିଳାସପୂର୍ଣ୍ଣ ବଙ୍ଗଳା ଏବଂ ଆପାର୍ଟମେଣ୍ଟ କିଣୁଛନ୍ତି । ଏବେ ବଲିଉଡ଼ର ଭାଇଜାନ ତଥା ସଲମାନ ଖାନ୍ ମୁମ୍ବାଇର ବାନ୍ଦ୍ରାସ୍ଥିତ କାର୍ଟର ରୋଡ଼ରେ ଏକ ହୋଟେଲ ଖୋଲିବାକୁ ଯାଉଛନ୍ତି । ସେଥିଲାଗି ସେ ଏକ ପ୍ଲଟ ବି କିଣି ସାରିଛନ୍ତି ।…

ଦେଶୀ ଷ୍ଟେଜରୁ ସିଧା କାନ୍ସର ରେଡ କାର୍ପେଟରେ ପହଞ୍ଚିଲେ ସ୍ୱପ୍ନା, ୩୦ କିଲୋ ଓଜନର ପିନ୍ଧିଲେ ଗାଉନ

ମୁମ୍ବାଇ: ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକରୁ ଅଧିକ ବଲିଉଡ ଅଭିନେତ୍ରୀଙ୍କ ଡେବ୍ୟୁ ଦେଖିବାକୁ ମିଳୁଛି । ବଲିଉଡ଼ର ଅଭିନେତ୍ରୀ ସାରା ଅଲି ଖାନ, ମନୁଷୀ ଚିଲାର ଡେବ୍ୟୁ କରିଛନ୍ତି । ବଲିଉଡ ଅଭିନେତ୍ରୀଙ୍କ ପରେ ଆଉ ଜଣେ କଳାକାରଙ୍କ ଡେବ୍ୟୁ ଦେଖିବାକୁ ମିଳିଛି । ସେ ହେଉଛନ୍ତି ହରିୟାଣାର…