Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶ୍ରେୟାଶଙ୍କ ସ୍ଥାନରେ କେକେଆର ଦଳରେ ଯୋଗ ଦେଲେ ଜାସନ

କୋଲକାତା: କୋଲକାତା ନାଇଟ ରାଇଡର୍ସ ଚଳିତ ଆଇପିଏଲରେ ଆଘାତପ୍ରାପ୍ତ ଶ୍ରେୟାଶ ଆୟରଙ୍କ ସ୍ଥାନରେ ଇଂଲଣ୍ଡର ଜାସନ ରାୟଙ୍କୁ ସାମିଲ କରିଛି । ପୂର୍ବରୁ ଶ୍ରେୟାଶଙ୍କ ପରେ ଶକିବ ଉଲ ହାସନ ଆଇପିଏଲରୁ ନାମ ପ୍ରତ୍ୟାହାର କରିନେବା ପରେ କୋଲକାତା ଟିମ ଚିନ୍ତାରେ ପଡିଥିଲା । ଜାସନଙ୍କୁ ଏବେ ଦଳ ୨.୮…

ରିଲ ନୁହେଁ ରିଅଲ ବଲିଉଡ କାହାଣୀ..ସୁଟିଂ ସେଟରେ ନାୟିକାଙ୍କୁ ଚାପୁଡା ମାରିଲେ ନିର୍ଦ୍ଦେଶକଙ୍କ ପତ୍ନୀ

ମୁମ୍ବାଇ:ବଲିଉଡର କାହାଣୀ । ନାୟିକାଙ୍କ ପ୍ରେମରେ ପାଗଳ ହୋଇଗଲେ ଫିଲ୍ମ ଡାଇରେକ୍ଟର । ତାଙ୍କର ସବୁ ଫିଲ୍ମରେ ତାଙ୍କୁ ହିଁ ନେବାକୁ ଚାହିଁଲେ । ଗୋଟିଏ ପରେ ଗୋଟିଏ ଫିଲ୍ମ ବି ସଫଳ ହେବାକୁ ଲାଗିଲା । ତାଙ୍କର କ୍ୟାରିଅରରେ ଚାର ଚାନ୍ଦ ଲାଗିଗଲା । କମ ବୟସରେ ଏତେ ନେମ..ଫେମ.. । ନାୟିକା ବି…

ୱାର ୨ରେ ହ୍ରିତିକ ସହ ମୁହାଁମୁହିଁ ହେବେ ଜୁନିୟର ଏନଟିଆର

ମୁମ୍ବାଇ: ୟଶରାଜ ଫିଲ୍ମସର ସ୍ପାଏ ୟୁନିଭର୍ସ ଗୋଟିଏ ପରେ ଗୋଟିଏ ଘୋଷଣା କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରାଇବାରେ ଲାଗିଛି । ନିକଟରେ ୱାର୨କୁ ନେଇ ମେକର୍ସଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି । ହ୍ରିତିକ ରୋଶନଙ୍କ ୱାର ୨ରେ ପ୍ରଥମ ଥର ପାଇଁ ଜୁନିୟର ଏନଟିଆରଙ୍କ ଏଂଟ୍ରି ହୋଇଛି । ଏଥିରେ ଦର୍ଶକ…

ଅଭିନେତା ସୋନୁଙ୍କ ଅନୁପସ୍ଥିତିରେ ପୁଅ ଇଶାନ ବୁଝୁଛି ଲୋକଙ୍କ ସମସ୍ୟା

ମୁମ୍ବାଇ: ହିନ୍ଦି ସିନେମାରେ ମୁଖ୍ୟତଃ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ବଲିଉଡ଼ ଅଭିନେତା ସୋନୁ ସୁଦ୍ ନିଜର କାର୍ଯ୍ୟକଳାପ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କୌଣସି ଲୋକ ଅସୁବିଧାରେ ଥିଲେ ତାଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇଥାନ୍ତି ସୋନୁ । ଏହି କାରଣରୁ ସୋନୁ ସୁଦ୍‌ଙ୍କ…

ଅମିତାଭଙ୍କୁ ପସନ୍ଦ ହେଲା ସାଧୁଙ୍କ ମୁଣ୍ଡର ସୌରଶକ୍ତି ଚାଳିତ ପଙ୍ଖା

ମୁମ୍ବାଇ : ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଜଣେ ସାଧୁ ମୁଣ୍ଡରେ ସୌରଶକ୍ତି ଚାଳିତ ପଙ୍ଖା ଲଗାଇଥିବା ଦୃଶ୍ୟ ବେଶ୍ ଆକୃଷ୍ଟ କରିଛି । ଏହାର ଭିଡ଼ିଓକୁ ନିଜେ ବିଗ୍ ବି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସାଧୁ ଜଣକ ଗେରୁଆ ଡ଼୍ରେସ ପିନ୍ଧିବା ସହ ହାତରେ ଘଣ୍ଟା ଲଗାଇଛନ୍ତି । ସେ ମୁଣ୍ଡରେ…

ରିଲିଜ୍ ହେଲା ‘କିସି କା ଭାଇ କିସି କି ଜାନ୍‌’ର ନୂଆ ଗୀତ : ଲୁଙ୍ଗି ପିନ୍ଧି ସଲମାନଙ୍କ ସହ ଡ଼୍ୟାନ୍ସ କଲେ ରାମଚରଣ

ମୁମ୍ବାଇ: ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ\' କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଆସନ୍ତା ୨୧ ତାରିଖରେ ଇଦ୍ ଅବସରରେ ମୁକ୍ତିଲାଭ କରିବ । ନିକଟରେ ଏହାର ଏକ ଗୀତ ରିଲିଜ୍ ହୋଇଛି, ଯେଉଁଥିରେ ସଲମାନଙ୍କ ସହ ସାଉଥ୍ ସୁପରଷ୍ଟାର ରାମଚରଣ…

ପୁଷ୍ପା ୨ର ଶୁଟିଂ ହଠାତ ରୋକିଲେ ନିର୍ଦ୍ଦେଶକ ସୁକୁମାର

ମାଡ୍ରାସ: ୨୦୨୧ରେ ରିଲିଜ ହୋଇଥିବା ଅଲ୍ଲୁ ଅର୍ଜୁନ, ରଶ୍ମିକା ମାନ୍ଦାନାଙ୍କ ପୁଷ୍ପା ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ଦର୍ଶକମାନେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ ବେଶ ପସନ୍ଦ କରିଥିଲେ । ଏହାର ପାର୍ଟ ୨ ଘୋଷଣା ହେବା ପରେ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଥିଲେ । ଏବେ ଏ ଭଳି…

ରିଚାର୍ଡ କିସ୍‌ ମାମଲାରେ ଶିଳ୍ପାସେଟ୍ଟୀଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ : ବହୁଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପାସେଟ୍ଟୀ । ନିଜର ଷ୍ଟାଇଲ୍‌ ଏବଂ ଗ୍ଲାମର ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ସେ ନିଜର ଫିଟ୍‌ନେସ ପାଇଁ ସାନ ଅଭିନେତ୍ରୀ ମାନଙ୍କୁ ପଛରେ ପକାଇ ଦିଅନ୍ତି । ବର୍ତ୍ତମାନ ତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ୨୦୦୭ରେ ହଲିଉଡ ତାରକା…

‘ଡେଲିଭରୀ ବୟ’ ଚଳଚ୍ଚିତ୍ର ଉପରୁ ପ୍ରମୋଦକର ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ…

ଇଦ୍‌ରେ ରିଲିଜ୍ ହେବ ଫିଲ୍ମ ‘ଯୱାନ’ର ଟିଜର

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ଼ କରିଛି । ଏଥିରେ କିଙ୍ଗ୍ ଖାନ୍‌ଙ୍କ ଜବରଦସ୍ତ ଅଭିନୟ ଦେଖିବା ପରେ ପ୍ରଶଂସକମାନେ ତାଙ୍କର ଆଗାମୀ ଫିଲ୍ମ ‘ଯୱାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ସେ ପୁଣି ଥରେ ଭିନ୍ନ ଚରିତ୍ରରେ ନଜର ଆସିବେ ।…