Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜୁନିୟର ଏନଟିଆର, ଜାହ୍ନବୀ ଅଭିନୀତ ଏନଟିଆର ୩୦ର ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: ଜୁନିୟର ଏନଟିଆରଙ୍କ ବହୁପ୍ରତୀକ୍ଷିତ ଏନଟିଆର ୩୦ର ଆଜି ଫାଷ୍ଟ ଲୁକ ଜାରୀ କରାଯାଇଛି । ଏଥିରେ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କାପୁର ଅଭିନୟ କରୁଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଜନତା ଗ୍ୟାରେଜର ନିର୍ଦ୍ଦେଶକ କୋରାତାଲା ଶିବା ଦେବେ । ଆସନ୍ତା ବର୍ଷ ୫ ଏପ୍ରିଲ ୨୦୨୪ରେ ଏହା ରିଲିଜ…

‘ଭୋଳା’ର ଟ୍ରେଲର ରିଲିଜ୍‌, ନୂଆ ଲୁକ୍‌ରେ ଅଜୟ

ମୁମ୍ବାଇ: ଆଗାମୀ ଫିଲ୍ମ ‘ଭୋଳା’କୁ ନେଇ ଅଭିନେତା ଅଜୟ ଦେବଗନ ଚର୍ଚ୍ଚାରେ ଅଛନ୍ତି । ଏହାର ଟ୍ରେଲର ରିଲିଜ୍ ହୋଇଯାଇଛି । ଏଥିରେ ଅଜୟ ନୂଆ ଲୁକ୍‌ରେ ନଜର ଆସିଛନ୍ତି,ଯାହାକୁ ଲୋକେ ଖୁବ୍‌୍ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ତବୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତବୁ…

ସାପ ଡ଼୍ରେସ ପିନ୍ଧି ଅଡ଼ିସନକୁ ଗଲେ ଅଭିନେତ୍ରୀ ଉର୍ଫି

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ସାପ ଡ଼୍ରେସ ପିନ୍ଧି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ନାଗିନ୍ ୭ ଅଡ଼ିସନକୁ ସାପ ଡ଼୍ରେସ ପିନ୍ଧି ଯାଇଥିବା ନଜରକୁ ଆସଛନ୍ତିି । ସେ ତଳେ ସବୁଜ ରଙ୍ଗର ଏକ ସ୍କଟ୍ ପିନ୍ଧିଥିବା ବେଳେ ଟପ୍…

୭୦ଦିନ ପରେ ଜେଲରୁ ମୁକୁଳିଲେ ଶିଜାନ

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲା । ୭୦ଦିନ ପୋଲିସ ହେପାଜତରେ ରହିବା ପରେ ଏବେ ଜେଲରୁ ବାହାରିଛନ୍ତି ଅଭିନେତା ଶିଜାନ ଖାନ । ଗତ ଶନିବାର ଦିନ ମହାରାଷ୍ଟ୍ର କୋର୍ଟ ଶିଜାନଙ୍କୁ ୧ଲକ୍ଷ ଟଙ୍କାର ମୁଚଲିକା ସହିତ ଜାମିନ ପ୍ରଦାନ କରିଥିଲେ। ଗତକାଲି ଜେଲରୁ ଆସିବା…

ଖସିପଡିଲା ଝୁମର, ଅଳ୍ପକେ ବର୍ତ୍ତିଗଲେ ଏଆର୍ ରହମାନଙ୍କ ପୁଅ

ମୁମ୍ବାଇ: ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରହମାନଙ୍କ ପୁଅ ଏଆର୍ ଅମିନ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆଉ ଏନେଇ ନିଜେ ଅମିନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ବାସ୍ତବରେ ଏକ କାର୍ଯ୍ୟକ୍ରମ ସମୟରେ ଏହି ଦୁର୍ଘଟଣା ଘଟିଥିଲା ​। ବାସ୍ତବରେ, ଅମିନ ଛିଡା…

୩୪ ବର୍ଷ ପରେ କଶ୍ମୀରରେ ହେଉଛି ଶତାଧିକ ଫିଲ୍ମର ଶୁଟିଂ

ନୂଆଦିଲ୍ଲୀ: ଫିଲ୍ମ ପରଦାରେ ଏବେ ପୁନର୍ବାର କଶ୍ମୀରର ସୌନ୍ଦର୍ଯ୍ୟ ଝଲସିବା ଆରମ୍ଭ ହୋଇଛି । ୩୪ ବର୍ଷ ପରେ ଏଠାରେ ଫିଲ୍ମ ଶୁଟିଂର ହାର ଦ୍ରୁତ ବେଗରେ ବୃଦ୍ଧି ପାଇଛି । ୨ ବର୍ଷ ମଧ୍ୟରେ ୨୦୦ ଫିଲ୍ମ, ୱେବ ସିରିଜ ଓ ଆଲବମର ଶୁଟିଂ ଏଠାରେ ହୋଇ ସାରିଲାଣି । ଆତଙ୍କବାଦୀଙ୍କ କବଜାରେ ଥିବା କଶ୍ମୀର…

ସୁଟିଂ ସମୟରେ ବିଗ୍‌ ବି ଅମିତାଭ ବଚ୍ଚନ ଆହତ…

ମୁମ୍ବାଇ : ‘ପ୍ରୋଜେକ୍ଟ କେ’ସୁଟିଂ ସମୟରେ ବିଗ୍‌ ବି ଅମିତାଭ ବଚ୍ଚନ ଆହତ ହୋଇଛନ୍ତି । ଆକ୍ସନ ସେଟର ସୁଟିଂ ବେଳେ ଅମିତାଭଙ୍କ ମାଂସପେଶୀରେ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ…

ପସନ୍ଦ ଆସିଲାନି ଆରାଧ୍ୟାଙ୍କ ଷ୍ଟାଇଲ୍

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କ ଝିଅ ଆରାଧ୍ୟାଙ୍କ ଷ୍ଟାଇଲକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଆରାଧ୍ୟାଙ୍କୁ ଏବେ ୧୧ ବର୍ଷ ବୟସ । ସେ ପ୍ରାୟତଃ ତାଙ୍କ ବାପାମାଆଙ୍କ ସହ ଦେଖିବାକୁ ମିଳିଥାନ୍ତି । ନିକଟରେ ମୁମ୍ବାଇରେ ଆୟୋଜିତ ଏକ ଗ୍ରାଣ୍ଡ ଇଭେଣ୍ଟରେ ଆରାଧ୍ୟା ତାଙ୍କ…

ଅଭିନୟ ନୁହେଁ, ଫିଲ୍ମ ନିର୍ମାଣ କରିବାକୁ ପସନ୍ଦ କରନ୍ତି ରିୟା

ମୁମ୍ବାଇ: ବଲିଉଡର ଶ୍ରେଷ୍ଠ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ରିୟା କପୁର । ପ୍ରାୟତଃ ରିୟା ବଲିଉଡର ଲାଇମଲାଇଟ୍‌ଠାରୁ ବହୁତ ଦୂରରେ । ସେ ପ୍ରାୟତଃ କୌଣସି ଇଭେଣ୍ଟ ବା ପୁରସ୍କାର ଉତ୍ସବକୁ ଯାଆନ୍ତି ନାହିଁ । ତେବେ ଅଭିନୟ ପରିବର୍ତ୍ତେ ଫିଲ୍ମ ନିର୍ମାଣ ଏବଂ ଫ୍ୟାଶନ ଡିଜାଇନିଂକୁ ରିୟା…

ହୃଦଘାତ ସମ୍ପର୍କରେ ଆଉ ଏକ କଥା ,ସେୟାର କଲେ ସୁସ୍ମିତା।

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ସବୁବେଳେ ନିଜକୁ ଫିଟ୍ ରଖିବା ସହ ସେ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ । ହେଲେ କିଛି ଦିନ ତଳେ ସେ ହୃଦଘାତର ଶିକାର ହୋଇଥିଲେ । ଏ ନେଇ ଗୁରୁବାର ସେ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ମେସେଜ ଦେଇ ଏ ସମ୍ପର୍କରେ ଜଣାଇଥିଲେ । ହୃଦଘାତ ପରେ…