Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆସନ୍ତୁ ଜାଣିବା କେଉଁ କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ମାଧୁରୀ

ମୁମ୍ବାଇ: କ୍ରିକେଟ ଓ ବଲିଉଡର ପ୍ରେମ ସମ୍ପର୍କ ବହୁ ପୂରୁଣା । ବିଶେଷ କରି ବଲିଉଡର ଅଭିନେତ୍ରୀଙ୍କ ପ୍ରେମରେ ଷ୍ଟାର କ୍ରିକେଟର ବାରମ୍ବାର ପଡିଥାନ୍ତି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଅଜୟ ଜାଡେଜା ଓ ମାଧୁରୀ ଦୀକ୍ଷିତଙ୍କ ପ୍ରେମ ସେ ସମ୍ପର୍କରେ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ତେବେ…

‘ରକି ଔର ରାନୀ କି ପ୍ରେମ କାହାଣୀ’ରେ ନଜର ଆସିବେ ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଖୁବଶୀଘ୍ର ବଲିଉଡକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଏହାକୁ ନେଇ ସେ ଏବଂ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଏନେଇ ତାଙ୍କ ପରିବାର ମଧ୍ୟ ବହୁତ ଖୁସି ଅଛନ୍ତି । ଖୁବ୍‌ଶୀଘ୍ର ଧର୍ମେନ୍ଦ୍ର ଫିଲ୍ମ ‘ରକି ଔର ରାନୀ କି…

ଲରେନ୍ସଙ୍କ ଧମକକୁ ଖାତିର କରୁ ନାହାନ୍ତି ସଲମାନ

ମୁମ୍ବାଇ: ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇଙ୍କ ସଲମାନ ଖାଁଙ୍କୁ ଧମକ ନେଇ ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି । ଏଥିପାଇଁ ସେମାନେ ପୋଲିସର ସହାୟତା ମଧ୍ୟ ମଗାଇଛନ୍ତି । ତେବେ ସଲମାନ ଏହି ଧମକକୁ ଖାତିର କରୁ ନାହାନ୍ତି । ତାଙ୍କର ଜଣେ ନିକଟତମ ବନ୍ଧୁଙ୍କ କହିବା ଅନୁସାରେ ସେ ମୁକ୍ତ ଭାବେ…

ଆଡ଼ଭାନ୍ସ ଟିକେଟ୍ ବୁକିଂରେ ‘ଦୃଶ୍ୟମ ୨’କୁ ପଛରେ ପକାଇବ‘ଭୋଲା’

ମୁମ୍ବାଇ: ଅଜୟ ଦେବଗନଙ୍କ ସୁପରହିଟ୍ ଫିଲ୍ମ ‘ଦୃଶ୍ୟମ୍ ୨' ବକ୍ସ ଅଫିସରେ କମାଲ କରିଥିଲା । ଏବେ ଅଜୟଙ୍କ ଅଭିନିତ ଫିଲ୍ମ ‘ଭୋଲା’କୁ ନେଇ ଖୁବ୍ ଚର୍ଚ୍ଚା । ମାର୍ଚ୍ଚ ୧୯ ତାରିଖରୁ ଏହାର ଆଡ଼ଭାନ୍ସ ଟିକେଟ ବୁକିଂ ଆରମ୍ଭ ହୋଇଛି । ଏହା ମାତ୍ର ତିନି ଦିନ ମଧ୍ୟରେ ଚମତ୍କାର ବ୍ୟବସାୟ କରିଛି । ତେଣୁ…

ପାପାରାଜିଙ୍କୁ ଫଟୋ ପୋଜ୍ ଦେବାରୁ କରିନାଙ୍କ ଉପରେ ରାଗିଲେ ସୈଫ

ମୁମ୍ବାଇ: ବି-ଟାଉନରେ ସବୁଠାରୁ ଅଧିକ ଫଟୋ କ୍ଲିକ୍ ହୋଇଥିବା ସେଲିବ୍ରିଟିମାନଙ୍କ ମଧ୍ୟରୁ କରୀନା କପୁର ଖାନ୍ ଅନ୍ୟତମ । ଯେତେବେଳେ ସେ ମୁମ୍ବାଇର ରାସ୍ତାରେ ଯାଆନ୍ତି ପାପାରାଜି ତାଙ୍କୁ କ୍ୟାମେରାରେ କଏଦ କରିବାକୁ ଉତ୍ସାହିତ ହୁଅନ୍ତି । ପାପାରାଜିଙ୍କ ସହିତ ପ୍ରଶଂସକଙ୍କ ହୃଦୟ ଜିତିବାରେ…

ନାଟୁନାଟୁ ଗୀତରେ କାର ଲାଇଟିଂ ଡ୍ୟାନ୍ସ

ୱାଶିଂଟନ: ଓସ୍କାର ବିଜେତା ନାଟୁ ନାଟୁ ଗୀତ ଏବେ ବିଶ୍ୱର କୋଣ ଅନୁକୋଣରେ ଧୁମ୍ ମଚାଉଛି । ପିଲାଠାରୁ ବୁଢାଯାଏଁ ସମସ୍ତେ ଏହି ଗୀତରେ ନାଚିବାକୁ ପାଗଳ । ଆଉ ସୋସିଆଲ ମିଡ଼ିଆରେ ଏହି ଗୀତକୁ ନେଇ ରିଲସ୍ କରିବା ସଂଖ୍ୟା ଅଗଣତି । ନିକଟରେ ସାଉଥ ଫିଲ୍ମର ଗୀତ ନାଟୁ ନାଟୁରେ ଆମେରିକୀୟ ପୋଲିସମାନେ…

ସମସ୍ତଙ୍କ ସାମ୍ନାରେ ଅଭିନେତ୍ରୀ ଶ୍ରୀୟାଙ୍କୁ ଚୁମ୍ବନ ଦେଲେ ପତି ଆଣ୍ଡ୍ରେଇ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ‘ଦୃଶ୍ୟମ’ର ଅଭିନେତ୍ରୀ ଶ୍ରୀୟା ସାରନ୍ । ସମସ୍ତଙ୍କ ସାମ୍ନାରେ ଶ୍ରୀୟାଙ୍କୁ ଚୁମ୍ବନ ଦେଲେ ତାଙ୍କ ସ୍ୱାମୀ ଆଣ୍ଡ୍ରେଇ କୋଶେଭ । ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା । ଅନେକ ଏହାକୁ ଟ୍ରୋଲ ମଧ୍ୟ କରିଛନ୍ତି । ଫିଲ୍ମ ଇଭେଣ୍ଟ ସମୟରେ ଶ୍ରୀୟା ଏବଂ…

ମାଆ ହେବାକୁ ଯାଉଛନ୍ତି ଟିଭି ଅଭିନେତ୍ରୀ ଦୀପିକା କକ୍କର

ମୁମ୍ବାଇ: ଜଣାଶୁଣା ଟିଭି ଅଭିନେତ୍ରୀ ଦୀପିକା କକ୍କର ଖୁବ୍‌ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଦୀପିକା ସୋସିଆଲ ମିଡିଆରେ ଫଟୋ ସେୟାର କରିବା ସହ ଏକଥା ସ୍ୱଷ୍ଟ କରିିଛନ୍ତି । କେବଳ ସେତିକି ନୁହେଁ ଦୀପିକା ଏହି ଭିଡିଓରେ ତାଙ୍କର ଡେଲିଭରି ତାରିଖ ମଧ୍ୟ ପ୍ରକାଶ କରଛନ୍ତି । ଏହି ଭିଡ଼ିଓ ଏବେ…

ଛୋଟ ପରଦାରେ ରାଜ କରୁଥିବା ଅଙ୍କିତାଙ୍କୁ ଏବେ ମିଳୁନି କାମ

ମୁମ୍ବାଇ: ବହୁ ବର୍ଷ ଧରି ଅନେକ ଅଭିନେତା ଏବଂ ଅଭିନେତ୍ରୀ ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରିରେ ଧମାଲ କରୁଥିଲେ । ହେଲେ ଦୁଃଖର ବିଷୟ ସେମାନଙ୍କୁ ଏବେ କାମ ମିଳୁନାହିଁ । ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ଘର ଓ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ମିଳୁନି କାମ । ଆଉ କିଛି କଳାକାର ନିଜ ସ୍ୱାଭିମାନ ପାଇଁ…

ସଲମାନଙ୍କୁ ଧମକ ନେଇ ଚିନ୍ତାରେ ପରିବାର

ମୁମ୍ବାଇ: ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଧମକରେ ଏବେ ସଲମାନ ଖାଁଙ୍କ ପରିବାର ଲୋକେ ଭୟଭୀତ । କୃଷ୍ଣସାର ମୃଗ ହତ୍ୟା କରି ସଲମାନ ବିଶ୍ନୋଇ ସମ୍ପ୍ରଦାୟର ଶତ୍ରୁ ପାଲଟି ଯାଇଛନ୍ତି । ଧମକ ପରେ ଏବେ ସଲମାନଙ୍କ ଘର ଆଗରେ ପୋଲିସ ନିୟୋଜିତ କରାଯାଇଛି । ରିପୋର୍ଟ ମୁତାବକ ସଲମାନଙ୍କୁ ଅନ ଗ୍ରାଉଣ୍ଡ…