Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରଭାବଶାଳୀ ଅନ୍ତରାଷ୍ଟ୍ରୀୟ ମହିଳା ତାଲିକାରେ ଆଲିଆ ଭଟ୍ଟ

ମୁମ୍ବାଇ: ପ୍ରଭାବଶାଳୀ ଅନ୍ତରାଷ୍ଟ୍ରୀୟ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଏବେ ସବୁଠି ତାଙ୍କର ଢେର ପ୍ରଶଂସା । ଏହି ସଫଳତା କାରଣରୁ ସୋସିଆଲ ମିଡ଼ିଆରେ ଖୁବ୍ ପଜେଟିଭ୍ କମେଣ୍ଟ ପାଉଛନ୍ତି ଆଲିଆ । ନିକଟରେ ପ୍ରକାଶ ପାଇଛି ଭେରାଇଟି ୨୦୨୩ର ପ୍ରଭାବଶାଳୀ ମହିଳା…

ପଠାନ ପରେ ଧୂମ ୪ରେ ଶାହାରୁଖ-ସିଦ୍ଧାର୍ଥ ଯୋଡି

ମୁମ୍ବାଇ: କ୍ରମାଗତ ଫ୍ଲପ ଫିଲ୍ମ ପରେ ପଠାନ ଫିଲ୍ମ ମାଧ୍ୟମରେ ଶାହାରୁଖ ଖାଁ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ତାଜା ରିପୋର୍ଟ ଅନୁସାରେ ଧୂମ ୪ରେ ୟଶରାଜ ପ୍ରଡକ୍ସନ ଶାହାରୁଖଙ୍କୁ ନେବା ଚୂଡାନ୍ତ ହୋଇଛି । ଏହାର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେବେ । ପଠାନ ପରେ ୟଶରାଜ ବ୍ୟାନରର…

ହୋଲିରେ ମୁକ୍ତିଲାଭ କରିବ ‘ତୁ ଝୁଠି ମୈ ମକ୍କାର’

ମୁମ୍ବାଇ: ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ତୁ ଝୁଠି ମୈ ମକ୍କାର' ହୋଲିରେ ମୁକ୍ତିଲାଭ କରିବ । ଏହି ଫିଲର ଆଡ଼ଭାନ୍ସ ବୁକିଂ ଜୋରସୋରରେ ଚାଲିଛି । ଫିଲ୍ମ ‘ପଠାନ' ପରି ଏହି ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତିି । ନିକଟରେ ମୁକ୍ତିଲାଭ କରିଥିବା…

ତାହାହେଲେ ସାରା ନୁହେଁ ଏହି ହୀରୋଇନଙ୍କୁ ଭଲ ପାଉଛନ୍ତି ଶୁଭମନ

ମୁମ୍ବାଇ: ଯୁବ କ୍ରିକେଟର ଶୁଭମନ ଗିଲଙ୍କ ପ୍ରେମ ସମ୍ପର୍କ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ସାରା ଅଲୀ ଖାଁଙ୍କ ସହ ତାଙ୍କ ସମ୍ପର୍କ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏବେ ରଶ୍ମିମା ମାନ୍ଦନାଙ୍କ ସହ ତାଙ୍କ ସମ୍ପର୍କ ଏଥିରେ ଆଉ ଏକ ଅଧ୍ୟାୟ ଯୋଡିଛି । ଏହା ସତ ନା ଗୁଜବ ତାହା…

୧୦୦ କୋଟି କ୍ଲବରେ ସାମିଲ ହେଲା ‘ସାର’

ଚେନ୍ନାଇ: ସାଉଥ ସୁପରଷ୍ଟାର ଧନୁଷଙ୍କ ଫିଲ୍ମ 'ସାର' ବକ୍ସଅଫିସରେ କମାଲ କରିଛି । ଖୁବ କମ ପ୍ରମୋସନ ସତ୍ତ୍ୱେ ଫିଲ୍ମଟି ବକ୍ସଅଫିସରେ ୧୦୦ କୋଟି କ୍ଲବରେ ସାମିଲ ହୋଇପାରିଛି । ଏହି ଫିଲ୍ମଟି ୧୭ ଫେବୃୟାରୀରେ ରିଲିଜ ହୋଇଥିବାବେଳେ କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ଭଲ ରେସପନ୍ସ ମିଳିଛି ।…

ଜୁନିୟର ଏନଟିଆର, ଜାହ୍ନବୀ ଅଭିନୀତ ଏନଟିଆର ୩୦ର ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: ଜୁନିୟର ଏନଟିଆରଙ୍କ ବହୁପ୍ରତୀକ୍ଷିତ ଏନଟିଆର ୩୦ର ଆଜି ଫାଷ୍ଟ ଲୁକ ଜାରୀ କରାଯାଇଛି । ଏଥିରେ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କାପୁର ଅଭିନୟ କରୁଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଜନତା ଗ୍ୟାରେଜର ନିର୍ଦ୍ଦେଶକ କୋରାତାଲା ଶିବା ଦେବେ । ଆସନ୍ତା ବର୍ଷ ୫ ଏପ୍ରିଲ ୨୦୨୪ରେ ଏହା ରିଲିଜ…

‘ଭୋଳା’ର ଟ୍ରେଲର ରିଲିଜ୍‌, ନୂଆ ଲୁକ୍‌ରେ ଅଜୟ

ମୁମ୍ବାଇ: ଆଗାମୀ ଫିଲ୍ମ ‘ଭୋଳା’କୁ ନେଇ ଅଭିନେତା ଅଜୟ ଦେବଗନ ଚର୍ଚ୍ଚାରେ ଅଛନ୍ତି । ଏହାର ଟ୍ରେଲର ରିଲିଜ୍ ହୋଇଯାଇଛି । ଏଥିରେ ଅଜୟ ନୂଆ ଲୁକ୍‌ରେ ନଜର ଆସିଛନ୍ତି,ଯାହାକୁ ଲୋକେ ଖୁବ୍‌୍ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ତବୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତବୁ…

ସାପ ଡ଼୍ରେସ ପିନ୍ଧି ଅଡ଼ିସନକୁ ଗଲେ ଅଭିନେତ୍ରୀ ଉର୍ଫି

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ସାପ ଡ଼୍ରେସ ପିନ୍ଧି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ନାଗିନ୍ ୭ ଅଡ଼ିସନକୁ ସାପ ଡ଼୍ରେସ ପିନ୍ଧି ଯାଇଥିବା ନଜରକୁ ଆସଛନ୍ତିି । ସେ ତଳେ ସବୁଜ ରଙ୍ଗର ଏକ ସ୍କଟ୍ ପିନ୍ଧିଥିବା ବେଳେ ଟପ୍…

୭୦ଦିନ ପରେ ଜେଲରୁ ମୁକୁଳିଲେ ଶିଜାନ

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲା । ୭୦ଦିନ ପୋଲିସ ହେପାଜତରେ ରହିବା ପରେ ଏବେ ଜେଲରୁ ବାହାରିଛନ୍ତି ଅଭିନେତା ଶିଜାନ ଖାନ । ଗତ ଶନିବାର ଦିନ ମହାରାଷ୍ଟ୍ର କୋର୍ଟ ଶିଜାନଙ୍କୁ ୧ଲକ୍ଷ ଟଙ୍କାର ମୁଚଲିକା ସହିତ ଜାମିନ ପ୍ରଦାନ କରିଥିଲେ। ଗତକାଲି ଜେଲରୁ ଆସିବା…

ଖସିପଡିଲା ଝୁମର, ଅଳ୍ପକେ ବର୍ତ୍ତିଗଲେ ଏଆର୍ ରହମାନଙ୍କ ପୁଅ

ମୁମ୍ବାଇ: ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରହମାନଙ୍କ ପୁଅ ଏଆର୍ ଅମିନ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆଉ ଏନେଇ ନିଜେ ଅମିନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ବାସ୍ତବରେ ଏକ କାର୍ଯ୍ୟକ୍ରମ ସମୟରେ ଏହି ଦୁର୍ଘଟଣା ଘଟିଥିଲା ​। ବାସ୍ତବରେ, ଅମିନ ଛିଡା…