Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିଗ୍‌ବସ ଫିନାଲେରେ ଜଲ୍‌ୱା ଦେଖାଇବେ ଅବ୍ଦୁ

ନୂଆଦିଲ୍ଲୀ: ଲୋକପ୍ରିୟ ରିଅଲିଟି ଶୋ ‘ବିଗ୍ ବସ ସିଜିନ ୧୬’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ଏହାର ଫିନାଲେ ୱିକ୍ ବା ଶେଷ ସପ୍ତାହର କାର୍ଯ୍ୟକ୍ରମ ପ୍ରସାରଣ ହେଉଛି । ୧୨ ତାରିଖରେ ଅନୁଷ୍ଠିତ ହେବ ଏହାର ଫିନାଲେ । ଏହାକୁ ନେଇ ବିଗ୍ ବସ୍‌ର ଦର୍ଶକଙ୍କ ମଧ୍ୟରେ ଭରପୂର ଉତ୍କଣ୍ଠା ଲାଗି ରହିଛି…

ଅଡ଼ୁଆରେ ପଡ଼ିଲେ ଚାହତ ଖାନ୍ନା, ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲେ ସୁକେଶ

ନୂଆଦିଲ୍ଲୀ : ପୁଣି ସମସ୍ୟା ଘେରରେ ଅଭିନେତ୍ରୀ ଚାହତ ଖାନ୍ନା  । ଜେଲରେ ଥିବା ମହାଠକ ସୁକେଶ ଚାହତ ଖାନ୍ନାଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି । ପୂର୍ବରୁ ୨୦୦କୋଟି ଟଙ୍କା ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଚାହତ ଖାନ୍ନା ନାଁରେ…

ଶ୍ରୀଦେବୀଙ୍କ ଜୀବନୀକୁ ନେଇ ପ୍ରକାଶ ପାଇବ ପୁସ୍ତକ ‘ଶ୍ରୀଦେବୀ-ଦି ଲାଇଫ ଅଫ ଲିଜେଣ୍ଡ’

ମୁମ୍ବାଇ: ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଫ୍ୟାନ ଓ ଫଲୋଅର୍ସଙ୍କ ପାଇଁ ଖୁସି ଖବର । ଶ୍ରୀଦେବୀଙ୍କ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି । ଯାହାର ନାଁ ରହିଛି ‘ଶ୍ରୀଦେବୀ-ଦି ଲାଇଫ ଅଫ ଲିଜେଣ୍ଡ’ । ୨୦୧୮ ମସିହାରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ସ୍ମୃତିରେ…

ପୁଣି ଅଭିନେତା ସୋନୁ ସୁଦ୍‌ଙ୍କ ମନ୍ଦିର ନିର୍ମାଣ

ମୁମ୍ବାଇ: ହିନ୍ଦି ସିନେମାରେ ମୁଖ୍ୟତଃ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ବଲିଉଡ଼ ଅଭିନେତା ସୋନୁ ସୁଦ୍ ନିଜର କାର୍ଯ୍ୟକଳାପ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କୌଣସି ଲୋକ ଅସୁବିଧାରେ ଥିଲେ ତାଙ୍କ ପାଖରେ ପହଞ୍ôଚ ସହାୟତାର ହାତ ବଢାଇଥାନ୍ତି ସୋନୁ । ଏହି କାରଣରୁ ସୋନୁ ସୁଦ୍‌ଙ୍କ…

ବିମାନରେ ସହଯାତ୍ରୀଙ୍କୁ ଏମିତି ସାହାଯ୍ୟ ଅନିଲ କପୁର, ଭାବୁକ ହେଲେ ଯୁବତୀ

ନୂଆଦିଲ୍ଲୀ: ବେଳେବେଳେ ଛୋଟ ଛୋଟ ଘଟଣା ସୁନ୍ଦର ସ୍ମୃତି ହୋଇ ମନରେ ରହିଯାଏ । ଯେତେବେଳେ ଏହି ସ୍ମୃତି ମନେ ପଡେ ତାହାର ମହକ ମୁହୂର୍ତ୍ତକ ପାଇଁ ହେଉ ପଛେ ମନକୁ ମହକାଇ ଦିଏ । ସୋସିଆଲ ମିଡିଆରେ ଜଣେ ମହିଳା ଏମିତି ଏକ ଅନୁଭୂତି ସେୟାର କରିଛନ୍ତି । ସେ କହିଛନ୍ତି, ଛୋଟ ଛୋଟ କାମ…

ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ

ଜୟପୁର: ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନେଲ ଇରାନୀ । ରାଜସ୍ଥାନର ଖିମ୍ବସର୍‌ ଦୁର୍ଗରେ  ଅର୍ଜୁନ ଭଲ୍ଲାଙ୍କୁ ବିବାହ କରିଛନ୍ତି ଶନେଲ । ଅର୍ଜୁନ ଓ ଶନେଲଙ୍କ ବିବାହର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା ହେଲା ଏହି…

ଅଭିନେତ୍ରୀ ଶିବାଲିକା ଓବରଇଙ୍କ ହାତ ଧରିଲେ ଦୃଶ୍ୟମ-୨ର ନିର୍ଦ୍ଦେଶକ

ମୁମ୍ବାଇ: ଏବେ ବଲିଉଡରେ ଚାଲିଛି ବିବାହ ଋତୁ । ପ୍ରଥମେ କେ.ଏଲ୍. ରାହୁଲ ଓ ଆଥେୟାଙ୍କ ପରେ କ୍ରିକେଟର ଅକ୍ଷର ପଟେଲ ଓ ମେହା, ଏବଂ ତାଙ୍କ ପରେ  କିଆରା ଓ ସିଦ୍ଧାର୍ଥଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ଏହି କ୍ରମରେ ସୁପରହିଟ୍‌ ଫିଲ୍ମ ‘ଦୃଶ୍ୟମ-୨’ର ନିର୍ଦ୍ଦେଶକ ଅଭିଷେକ ପାଠକ କେମିତି ବା ପଛରେ…

ମଲାୟାଲମ୍ ଚଳଚ୍ଚିତ୍ରର ପ୍ରଥମ ଦଳିତ ଅଭିନେତ୍ରୀ ପି.କେ ରୋଜିଙ୍କୁ ସମ୍ମାନିତ କରିଛି ଗୁଗୁଲ୍

ସମୟ ସମୟରେ ଗୁଗୁଲ ନିଜର ଡୁଡଲ୍ ଅପଡେଟ୍ କରିଥାଏ । ଗୁଗୁଲ ଆଜି ଦେଶର ପ୍ରଥମ ଦଳିତ ଅଭିନେତ୍ରୀଙ୍କୁ ଡୁଡୁଲରେ ସ୍ଥାନ ଦେଇ ସମ୍ମାନ ଜଣାଇଛି । ଆଜି ହେଉଛି ଅଭିନେତ୍ରୀଙ୍କ ଜନ୍ମଦିନ । ଜଣେ ମହିଳାଙ୍କୁ ଏପରି ସମ୍ମାନ ଦେଇ ଡୁଡଲ୍ ସୃଷ୍ଟି କରିଛି ଏକ ନିଆରା ଉଦାହରଣ । ଅଭିନେତ୍ରୀ ଜଣକ…

କ୍ରିକେଟର ଲାଲା ଅମରନାଥଙ୍କ ଉପରେ ଫିଲ୍ମ କରିବା ନେଇ ହିରାନୀ ଆଗ୍ରହୀ

ମୁମ୍ବାଇ:ଲୋକପ୍ରିୟ ଫିଲ୍ମମେକର ରାଜକୁମାର ହିରାନୀ ଏବେ ଶାହାରୁଖ ଖାଁଙ୍କୁ ନେଇ ଡଙ୍କି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ଚଳିତ ବର୍ଷ ଶେଷ ଭାଗରେ ରିଲିଜ ହେବ । ଡଙ୍କି ପରେ ଆଉ ଏକ ଫିଲ୍ମ କରିବା ନେଇ ହିରାନୀ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଲେଣି । ରିପୋର୍ଟ ମୁତାବକ ଭାରତର ଷ୍ଟାର…

ଦେଶର ସବୁଠାରୁ ବଡ ଗୋଇନ୍ଦା ରବୀନ୍ଦ୍ରଙ୍କ ଉପର ଫିଲ୍ମ କରିବେ ଅନୁରାଗ

ମୁମ୍ବାଇ: ଅନୁରାଗ ବସୁ ଭାରତର ବଡ ଗୋଇନ୍ଦା ଭାବେ ପରିଚିତ ରବୀନ୍ଦ୍ର କୌଶିକଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ରବୀନ୍ଦ୍ରଙ୍କ କ୍ୟାରିୟର ନେଇ ଅନୁରାଗ ବେଶ ପ୍ରଭାବିତ ହୋଇଛନ୍ତି । ମାତ୍ର ୨୦ ବର୍ଷ ବୟସରେ ସେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର…