Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଭିନୟ ନୁହେଁ, ଏବେ ସଚେତନତା ପାଇଁ ବ୍ୟସ୍ତ ପୂଜା ବେଦୀ

ମୁମ୍ବାଇ :ବଲିଉଡର ଜଣାଶୁଣା ନାୟିକାଙ୍କ ମଧ୍ୟରୁ ପୂଜା ବେଦୀ ଅନ୍ୟତମ । ଅନେକ ଫିଲ୍ମରେ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଛନ୍ତି ପୂଜା ବେଦୀ । ତେବେ ଅଭିନୟ ସହ ସ୍ୱେଚ୍ଛାସେବୀ ଭାବେ କାମକୁ ସେ ଗୁରୁତ୍ୱ ଦେଉଛନ୍ତି । ଅଭିନୟଠାରୁ ସଚେତନତା କାର୍ଯ୍ୟକ୍ରମ କରିବା ତାଙ୍କୁ ଅଧିକ ଖୁସି ଦେଇଥାଏ…

ପୁଣି ବିବାଦରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି

ମୁମ୍ବାଇ: ବଲିଉଡରେ ନିଜର ଅଭିନୟର ଯାଦୁରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକି ଏବେ ନିଜ ବୈବାହିକ ଜୀବନକୁ ନେଇ ବିବାଦରେ । କିଛିଦିନ ପୂର୍ବେ ତାଙ୍କ ବିରୋଧରେ ତାଙ୍କ ପତ୍ନୀ ଆଲିଆ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ । ତେବେ ପୁଣି ଏକ ଭିଡିଓ ମାଧ୍ୟମରେ ଆଲିଆ…

ପରିବାରର ଲୋକଙ୍କ ସହ ମ୍ୟାଚ୍ କରୁନି ଲିଭର, ଚିକିତ୍ସା ପାଇଁ ହାଇଦ୍ରାବାଦ ଯିବେ ପିଣ୍ଟୁ ନନ୍ଦ

ଭୁନେଶ୍ୱର: ଲିଭର ସୋରୋସିସ୍‌ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦଙ୍କ ପାଇଁ ଏବେ ଆଉ ଏକ ସମସ୍ୟା ଦେଖା ହୋଇଛି। ପରିବାର ଲୋକଙ୍କ ସହ ମିଶୁନି ଅଭିନେତା ପିଣ୍ଟୁ ନନ୍ଦଙ୍କକ ଲିଭର। ତେଣୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ନିଆଯିବ ବୋଲି ସୂଚନା ମିଳିଛି। ସୂଚନା ଥାଉକି,…

ମେଗା ଧାରାବାହିକ ‘ସୁନା ଝିଅ’ କରୁଛି ଧମାଲ

ଭୁବନେଶ୍ୱର: ଜୀ-ସାର୍ଥକରେ ପ୍ରସାରିତ ପାରିବାରିକ ମେଗା ଧାରାବାହିକ ‘ସୁନା ଝିଅ’ ଏବେ ଓଡ଼ିଶାର ଅଗଣିତ ଦର୍ଶକଙ୍କ ସୁନା ଝିଅ ହୋଇଛି । ସଫଳତାର ସହ ୨୪୩ ତମ ଏପିସୋଡ ରେ ପହଞ୍ଚିଛି ଏହି ମେଗା ଧାରାବାହିକ । ଏହା ଏବେ ଟେଲି ଦୁନିଆରେ ଧମାଲ କରୁଛି । ‘ସୁନା ଝିଅ’ ଧାରାବାହିକ ହେଉଛି ଆମ ଓଡିଆ…

କୌଣସି ପାର୍ଟି ଆଟେଣ୍ଡ କରନ୍ତି ନାହିଁ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କୁ ହିଟ୍ ମେସିନ୍ ବୋଲି କୁହାଯାଇଥାଏ । ଅର୍ଥାତ୍ ବଲିଉଡରେ ସର୍ବାଧିକ ଚଳଚ୍ଚିତ୍ର କରିଥିବା ଅଭିନେତାଙ୍କ ମଧ୍ୟରୁ ସେ ଅନ୍ୟତମ । ଅକ୍ଷୟ କୁମାର ଗୋଟିଏ ବର୍ଷରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥାନ୍ତି । ଅନେକଙ୍କ ଧାରଣା ବଲିଉଡ଼ରେ ନିଜର ସ୍ଥାନ ବଜାୟ…

ସ୍କୁଲରୁ ମିଳିଲା ୯୪ ବର୍ଷର ପୁରୁଣା ବିଲ୍

ଗତ କିଛି ମାସ ଧରି ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରକାର ପୁରୁଣା ବିଲ୍ ବେଶ୍ ଭାଇରାଲ ହେବାରେ ଲାଗିଛି । ଖାଦ୍ୟ ବିଲ୍, ବିଦ୍ୟୁତ୍ ବିଲ୍, ପେଟ୍ରୋଲ୍ ବିଲ୍, ବୁଲେଟ୍ କିମ୍ବା ସାଇକେଲ୍ ବିଲ୍ ଏବଂ ଏହା ସୁନା କିମ୍ବା ରୂପା କିଣିବା ପାଇଁ ବିଲ୍ କି ନୁହେଁ; ଲୋକମାନେ ସମସ୍ତ ପ୍ରକାର ବିଲ୍…

୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ବି ଭଡା ଘରେ ରୁହନ୍ତି ଅନୁପମ ଖେର

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ଜୀବନରେ ନିଜର ଏକ ଘରକୁ ନେଇ ସ୍ବପ୍ନ ଦେଖିଥାନ୍ତି, ଯେଉଁଠାରେ ସେମାନେ ନିଜର ପରିବାର ଲୋକଙ୍କ ସହିତ ଖୁସିରେ ବଞ୍ଚିପାରିବେ | ଲୋକମାନେ ପ୍ରଥମେ ଘର କିଣିବା ପାଇଁ କଠିନ ପରିଶ୍ରମ କରନ୍ତି, ତା’ପରେ ଏହାକୁ ନିର୍ମାଣ କିମ୍ବା କିଣିବା ପାଇଁ ସେମାନଙ୍କର ପୁରା…

କାନାଡ଼ା ନାଗରିକତା ତ୍ୟାଗ କରିବେ ଅକ୍ଷୟ କୁମାର; କହିଲେ, ଭାରତ ମୋ ପାଇଁ ସବୁକିଛି

ମୁମ୍ବାଇ: କାନାଡ଼ା ନାଗରିକତା ତ୍ୟାଗ କରିବେ ବଲିଉଡ୍‌ ଷ୍ଟାର୍ ଅକ୍ଷୟ କୁମାର। ଭାରତୀୟ ନାଗରିକତା ପାଇଁ ସେ ଆବେଦନ କରିସାରିଛନ୍ତି ବୋଲି ଅକ୍ଷୟ ନିଜେ ସୂଚନା ଦେଇଛନ୍ତି। ଜାତୀୟ ଗମଣାଧ୍ୟମରେ ଏକା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଦେଶ ପ୍ରତି ଥିବା ତାଙ୍କର ଭଲପାଇବାକୁ ସେ ପ୍ରମାଣିତ…

ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶାର ୫ ପ୍ରତିଭାଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା କେନ୍ଦ୍ର ସଂଗୀତ ଏକାଡେମୀ ପକ୍ଷରୁ ଓଡ଼ିଶାର ୫ ଜଣ ବିଶିଷ୍ଟ କଳାକାରଙ୍କୁ ୨୦୨୦ ଓ ୨୦୨୧ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଓଡିଶାରୁ ୫ ଜଣଙ୍କୁ ଏହି ପୁରସ୍କାର ମିଳିଥିବାରୁ ଏହା ରାଜ୍ୟ ପାଇଁ ଏକ…