Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଖେଳ ଓ ଖାଦ୍ୟ ପ୍ରିୟ ଥିଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର୍‌

ମୁମ୍ବାଇ: ଆଜିବି ମନେ ପଡ଼ନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର  । ‘ମେରି ଆୱାଜ ହି ପେହେଚାନ ହୈ ମେରି..’ ବାସ୍ ଏଇ ଗୋଟିଏ ଧାଡି ହିଁ ତାଙ୍କର ପରିଚୟ । ଭାରତ ରତ୍ନ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ପୁଣି ମନେ ପଡିଛନ୍ତି କୋକିଳ କଣ୍ଠି ଗାୟିକା ଲତା…

ମାମୁ ଅମୀରଙ୍କ ପରେ ଏବେ ଭଣଜା ଇମ୍ରାନ ବି ପଡିଛନ୍ତି ପ୍ରେମରେ

ମୁମ୍ବାଇ: ଅମୀର ଖାଁଙ୍କ ପରେ ଏବେ ତାଙ୍କ ଭଣଜା ଇମ୍ରାନ ଖାଁ ମଧ୍ୟ ପ୍ରେମରେ ପଡିଛନ୍ତି । ଇମ୍ରାନ ବଲିଉଡରେ ନିଜ ସ୍ଥିତି ଜାହୀର କରିଥିଲେ ମଧ୍ୟ ହଠାତ ବଲିଉଡରୁ ଦୂରେଇ ଯାଇଥିଲେ । ଏପରିକି ସେ ସୋସିଆଲ ମିଡିଆରେ ମଧ୍ୟ ଦୂରତା ଅବଲମ୍ବନ କରିଥିଲେ । ତେବେ ଦୀର୍ଘ ଦିନ ପରେ ଇମ୍ରାନଙ୍କୁ ଲେଖା…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଖ୍ୟାତ ଗାୟିକା ବାଣୀ ଜୟରାମଙ୍କ ଶେଷକୃତ୍ୟ ସମ୍ପନ୍ନ

ଚେନ୍ନାଇ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଖ୍ୟାତ ଗାୟିକା ବାଣୀ ଜୟରାମଙ୍କ ଶେଷକୃତ୍ୟ ସମ୍ପନ୍ନ। ଚେନ୍ନାଇର ବସନ୍ତ ନଗର ଶ୍ମାଶାନରେ ଇଲେକ୍ଟ୍ରିକ ଚୁଲାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପଞ୍ଚଭୂତରେ ଲୀନ ହୋଇଛନ୍ତି ସ୍ୱରର ରାଣୀ ବାଣୀ। ଗତକାଲି ଚେନ୍ନାଇର ନୁଙ୍ଗବକ୍କମରେ ଥିବା…

‘ଡେଲିଭରୀ ବୟ” ଙ୍କ କାହାଣୀକୁ ନେଇ ନିର୍ମାଣ ହେଲା ଚଳଚ୍ଚିତ୍ର

ଭୁବନେଶ୍ୱର:ଏବେ ସବୁକିଛି ଅନ୍‌ଲାଇନ୍‌ରେ ଉପଲବ୍ଧ । ଯେ କୌଣସି ଜିନିଷ ଅନ୍‌ଲାଇନ୍‌ରେ ମଗାଇବା ପରେ କମ୍ପାନୀରୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପାଇଁ ଡେଲିଭରି ବୟ ହିଁ ଏକମାତ୍ର ମାଧ୍ୟମ । ହେଲେ ଠିକ୍ ସମୟରେ, ଠିକ୍ ବ୍ୟକ୍ତି ପାଖରେ ଏବଂ ଠିକ୍ ଠିକଣାରେ ଜିନିଷ ପହଞ୍ଚାଇବାକୁ ହେଲେ ଡେଲିଭରି…

ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଉର୍ବଶୀ ଢୋଲକିଆ…

ମୁମ୍ବାଇ : ଛୋଟ ପରଦାରେ ବେଶ୍‌ ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ଢୋଲକିଆ । ଏବେ ଉର୍ବଶୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ମୁମ୍ବାଇରେ ଉର୍ବଶୀଙ୍କ କାର ଦୁର୍ଘଟଣାର ଶିକାର ହୋଇଛି । ହେଲେ ଉର୍ବଶୀଙ୍କର ବିଶେଷ କ୍ଷତି ହୋଇ ନଥିବା ସୂଚନା ରହିଛି । ସମାଚାର ଏଜେନ୍ସି ଏଏନଆଇର ରିପୋର୍ଟ…

୧୦ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ‘ସଲାମ ଭେଙ୍କି’

ମୁମ୍ବାଇ: ଫେବୃୟାରୀ ୧୦ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଫିଲ୍ମ ‘ସଲାମ ଭେଙ୍କି’ । ଏହି ଚଳଚ୍ଚିତ୍ରଟି ସିନେ ଇଣ୍ଡଷ୍ଟ୍ରିଜ୍‌ରେ ହଇଚଇ ସୃଷ୍ଟି କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ଏଥିରେ ଅଭିନେତ୍ରୀ କାଜୋଲ ଜଣେ ମାଆ ଭୂମିକାରେ ଦମ୍‌ଦାର ଅଭିନୟ କରିଛନ୍ତି ।…

ଫୁଟିଲା ବୋମା, ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ସନ୍ନି ଲିଓନି

ଇମ୍ଫାଲ : ମଣିପୁରର ରାଜଧାନୀ ଇମ୍ଫାଲରେ ବିସ୍ଫୋରଣ । ଇମ୍ଫାଲରେ ଏକ ଫ୍ୟାଶନ୍‌ ଶୋ' ଆୟୋଜନ ହୋଇଥିଲା  । ଏଥିରେ ଯୋଗ ଦେଇଥାନ୍ତେ ବଲିଉଡ କୁଇନ୍‌ ସନ୍ନି ଲିଓନି  । ହେଲେ ଆୟୋଜନ ସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଥିଲା ଅଘଟଣ  । ଫ୍ୟାଶନ ଶୋ' ନିକଟରେ ଫୁଟିଥିଲା ବୋମା । ଅଳ୍ପକେ ବର୍ତ୍ତି…

ଅଭୁଲା ଗୀତ : ଏଇ ଝୁମା ଝୁମା ଗୋଲାପୀ ବେଳାରେ

ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ଅନୁରୋଧରେ ଗୀତ: ସଂଗ୍ରାମ ମହାନ୍ତି ସଙ୍ଗୀତ : ସରୋଜ ପଟ୍ଟନାୟକ ଗାୟନ: ହରିହରନ ଓ ଆରତୀ ମୁଖାର୍ଜୀ ଚଳଚ୍ଚିତ୍ର : ଅଭିଳାଷ, ୧୯୮୪ ଏଇ ଝୁମା ଝୁମା ଗୋଲାପୀ ବେଳାରେ ଏଇ ଝୁମା ଝୁମା ଗୋଲାପୀ ବେଳାରେ ଏଇ ଝୁମା ଝୁମା ଗୋଲାପୀ ବେଳାରେ ସାଥେ ଆମ ସ୍ମୃତି…

ଦଙ୍ଗଲକୁ ପଛରେ ପକାଇ ସବୁଠୁ ଅଧିକ ଆୟ କରିଥିବା ବଲିଉଡ୍ ଫିଲ୍ମ ହେଲା ପଠାନ

ମୁମ୍ବାଇ: ନାନା ବିରୋଧ ପ୍ରତିରୋଧ ପରେ ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନର ଅଭୂତପୂର୍ବ ସଫଳତା। ଦଙ୍ଗଲକୁ ପଛରେ ପକାଇ ସବୁଠୁ ଅଧିକ ଆୟ କରିଥିବା ବଲିଉଡ୍ ଫିଲ୍ମ ହେଲା ପଠାନ। ଆସନ୍ତାକାଲି ପ୍ରଥମ ବଲିଉଡ୍‌ ଫିଲ୍ମ ଭାବେ ପଠାନ ଭାରତରେ ୪୦୦ କୋଟି ଛୁଇଁବ ବୋଲି ଆକଳନ କରାଯାଉଛି। ପୂର୍ବରୁ…

ହ୍ୱିଲ ଚେୟାରରେ ବସି ସୁଟିଂ କରୁଛନ୍ତି ଅଭିନେତ୍ରୀ ସୁସ୍ମିତା

ନୂଆଦିଲ୍ଲୀ: ବର୍ଷିୟାନ ଅଭିନେତ୍ରୀ ସୁସ୍ମିତା ମୁଖାର୍ଜୀ ନିଜର ନିଖୁଣ ଅଭିନୟ ପାଇଁ ଘରେ ଘରେ ବେଶ୍ ପରିଚିତ । ମାଆ ଭୁମିକାଠାରୁ ଆରମ୍ଭ କରି ବିଭିନ୍ନ ଭୂମିକାକୁ ଚମାତ୍କାର ଭାବେ ଫୁଟାଇ ପାରିଥିବା ସୁସ୍ମିତା କିନ୍ତୁ ଭ୍ୟାମ୍ଫ ବା ନକରାତ୍ମକ ଚରିତ୍ରରେ ଚମାତ୍କାର ଅଭିନୟ କରିଥାନ୍ତି । ଏବେ…