Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭୁବନେଶ୍ୱରରେ ପଠାନ ଫିଲ୍ମ ରିଲିଜ୍‌: ଖୁସୀରେ ଝୁମିଲେ ଫ୍ୟାନ୍, କଳିଙ୍ଗ ସେନାର ଜୋର୍‌ଦାର ବିରୋଧ

ଭୁବନେଶ୍ୱର: ଦୀର୍ଘ ୪ ବର୍ଷ ପରେ ସୁପର ଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’ ଆଜି ସର୍ବଭାରତୀ ସ୍ତରରେ ରିଲିଜ୍ ହୋଇଛି। ଶାହାରୁଖ ଖାନ୍‌ଙ୍କ ଫିଲ୍ମ ଦେଖି ଖୁସୀରେ ଝୁମୁଛନ୍ତି ଫ୍ୟାନ୍। ସିନେମା ହଲ୍ ବି ଫୁଲ୍। ଭୁବନେଶ୍ୱରରେ ମହାରାଜ ସିନେମା ହଲରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।…

ଆଥେୟାଙ୍କ ଲେହେଙ୍ଗାକୁ ନେଇ ଚର୍ଚ୍ଚା, ତିଆରି ହେବାକୁ ଲାଗିଥିଲା ୧୦,୦୦୦ ଘଣ୍ଟା

ମୁମ୍ବାଇ: ଗତ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି   ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଓ କ୍ରିକେଟର୍‌ କେ.ଏଲ୍ ରାହୁଲ । ସୁନୀଲଙ୍କ ଖଣ୍ଡାଲାସ୍ଥିତ ଫାର୍ମହାଉସ୍‌ରେ କ୍ରିକେଟର୍‌ କେ.ଏଲ୍ ରାହୁଲଙ୍କ ସହ ଆଥିଆଙ୍କର  ବିବାହ ସମ୍ପନ୍ନ ହୋଇଥିଲା। ବିବାହରେ ବଲିଉଡର ବହୁ ନାମିଦାମୀ…

ବିବାଦ ମଧ୍ୟରେ ରିଲିଜ୍ ହେଲା ଫିଲ୍ମ ‘ପଠାନ୍‌’

ନୂଆଦିଲ୍ଲୀ : ୪ବର୍ଷ ପରେ ପ୍ରେକ୍ଷାଳୟକୁ ଫେରିଛନ୍ତି କିଙ୍ଗ ଖାନ୍ । ବିବାଦ ଭିତରେ ଆଜି ରିଲିଜ୍ ହୋଇଛି ବହୂ ପ୍ରତିକ୍ଷିତ ଫିଲ୍ମ ‘ପଠାନ’ । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ନାହିଁ ନଥିବା କ୍ରେଜ୍। ଲିଡ ରୋଲରେ ନଜର ଆସିଛନ୍ତି କିଙ୍ଗ ଖାନ୍ ଶାହରୁଖ ଓ ମସ୍ତାନୀ ଗର୍ଲ…

ଯଦି ମୁମ୍ବାଇରେ ଆପଣଙ୍କ ଘର ଅଛି ତାହେଲେ ଉର୍ଫିଙ୍କ ସମସ୍ୟାର ସମାଧାନ କରିପାରିବେ?

ମୁମ୍ବାଇ: ଟିଭି ଅଭିନେତ୍ରୀ ତଥା ସୋସିଆଲ ମିଡିଆ ସେନସେନ ଉର୍ଫି ଜାଭେଦ ପୁଣି ଚର୍ଚ୍ଚାରେ। ଏଥର କାରଣ ଟିକେ ଅଲଗା ରହିଛି। ମୁମ୍ବାଇରେ ରହିବାକୁ ଭଡା ଘର ପାଉ ନାହାନ୍ତି ଏହି ଅଭିନେତ୍ରୀ। ଘର ପାଇବା ପାଇଁ ଅନେକ ସମସ୍ୟାରେ ପଡିଲେଣି ଉର୍ଫି ଜାଭେଦ। ଏବେ ସେ ସାମ୍ନା କରୁଥିବା ସମସ୍ୟା ବାବଦରେ…

‘ନାଟୁ ନାଟୁ’ ଓସ୍କାର ପାଇଁ ମନୋନୀତ, କିଏ ଏହି ଗୀତର ଲେଖକ ଏବଂ ମ୍ୟୁଜିକ କମ୍ପୋଜର ?

ନୂଆଦିଲ୍ଲୀ: ଚଳିତ ବର୍ଷ ଓସ୍କାର ପାଇଁ ଭାରତର ଏକମାତ୍ର ଫିଲ୍ମ ଭାବେ ଦକ୍ଷିଣ ଭାରତର ଫିଲ୍ମ ଆରଆରଆରର 'ନାଟୁ ନାଟୁ' ଗୀତ ନୋମିନେଟେ ହୋଇଛି। ବେଷ୍ଟ ଅରିଜିନାଲ ସଙ୍ଗ କ୍ୟାଟାଗୋରୀରେ ୫ଟି ଫିଲ୍ମର ଗୀତ ସାମିଲ ହୋଇଛି। ଏଥିରେ ଏସ୍ ଏସ ରାଜାମୌଲିଙ୍କ ଫିଲ୍ମ ଆରଆରଆରର 'ନାଟୁ ନାଟୁ' ଗୀତ…

ଟୁଇଟରକୁ ଫେରିଲେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ଟୁଇଟରକୁ ଫେରିଛନ୍ତି । ବିବାଦୀୟ ବୟାନ ଯୋଗୁ କଙ୍ଗନାଙ୍କ ଆକାଂଉଟକୁ ୨୦୨୧ରେ ବ୍ୟାନ କରାଯାଇଥିଲଶ । ପ୍ରାୟ ୨ ବର୍ଷ ପରେ ସେ ଏହି ଲୋକପ୍ରିୟ ପ୍ଲାଟଫର୍ମକୁ ଫେରିଛନ୍ତି । କଙ୍ଗନା ଟୁଇଟ କରି ପ୍ରଶଂସକଙ୍କୁ ଏ ସମ୍ପର୍କରେ ସୂଚନା…

ମାଧୁରୀ ଦିକ୍ଷୀତଙ୍କୁ ଟକ୍କର ଦେଲେ ୩ ଯୁବକ

ନୂଆଦିଲ୍ଳୀ : ଯୁଗ ବଦଳିବା ସହ ବଦଳୁଛି ଲୋକଙ୍କ ଭାବନା । ମଣିଷ ଜୀବନର ବିବାହ ସବୁଠୁ ବଡ଼ ଉତ୍ସବ ହୋଇଥିବାରୁ ଏହି ଉତ୍ସବକୁ ଲୋକେ ନିଆରା ଭାବେ ମନେଇ ସ୍ମୃତି କରି ରଖିବାକୁ ଚାହାଁନ୍ତି । ଆଉ ସେଥିପାଇଁ ଆଜିକାଲି ବିବାହ ଉତ୍ସବରେ ବିଭିନ୍ନ ପ୍ରକାରର ସ୍ବତନ୍ତ୍ର ଘଟଣା ସବୁ ଘଟୁଥିବା…

ଆଗୁଆ ଟିକେଟ ବୁକିଂରେ ୨୦ କୋଟି ଟପିଲା ଫିଲ୍ମ ‘ପଠାନ୍‌’ 

ମୁମ୍ବାଇ: ଆଗୁଆ ବୁକିଂରେ ରେକର୍ଡ ଭାଙ୍ଗିଲା ଫିଲ୍ମ ‘ପଠାନ୍‌’  । ରିଲିଜ ହେବାକୁ ଯାଉଛି ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଅପକମିଙ୍ଗ ଚଳଚ୍ଚିତ୍ର ‘ପଠାନ’ । ଯାହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦର୍ଶକ  । ତେବେ ଏହି ଫିଲ୍ମ  ଆସନ୍ତା ୨୫ ତାରିଖରେ ରିଲିଜ୍‌ ହେବାକୁ ଥିବା ବେଳେ…

ଦ୍ୱିତୀୟ ବିବାହ ପରେ ପାଲଟିଗଲେ ବଲିଉଡ଼ର ସଫଳ ଦମ୍ପତ୍ତି

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରେମୀ ଯୁଗଳଙ୍କ ବିଷୟରେ ଆଲୋଚନା ବେଳେ ସମୀର ସୋନି ଓ ନୀଲମ କୋଠାରୀଙ୍କ ନାମ ସାମ୍ନାକୁ ଆସେ । ଏହି ଦମ୍ପତ୍ତି ଉଭୟ ଗ୍ଲାମର ଦୁନିଆର ବେଶ୍ ଲୋକପ୍ରିୟ । ୯୦ ଦଶକର ଏହି ସୁପରହିଟ୍ ଯୋଡ଼ିଙ୍କର ଆଜି ହେଉଛି ବିବାହ ବାର୍ଷିକୀ । ମଜା କଥା ହେଲା ଦ୍ୱିତୀୟ ବିବାହ…

ସଂପତ୍ତି ଲୋଭରେ ନିଜକୁ ବେଶ୍ୟା ପରିଚୟ ଦେଇଥିଲେ ଏଇ ବଲିଉଡ ଅଭିନେତ୍ରୀ

ମୁମ୍ବାଇ: ସେ ଥିଲେ ରୂପ ରାଇଜର ରାଣୀ । ୪୦ ବର୍ଷ ଧରି କରିଥିଲେ ବଲିଉଡରେ ରାଜ । କ୍ୟୁଟ କୁଇନଙ୍କ ଜଲୱା ଜଳାଇ ଦେଉଥିଲା ନାମୀ ଦାମୀ ହିରୋଙ୍କ ଦିଲ । ୨୦ରୁ ୮୦ ଦଶକ ଥିଲା ତାଙ୍କ ନାଁରେ । ଆମେ କହୁଛୁ ବଲିଉଡ ଅଭିନେତ୍ରୀ ମାଲା ସିହ୍ନାଙ୍କ କଥା । ଦେଉଥିଲେ ଗୋଟିଏ ପରେ ଗୋଟିଏ ସୁପର ଡୁପର…