Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୨୪ ଘଣ୍ଟିଆ ଅକ୍ସିଜେନ ସପୋର୍ଟରେ ସୁସ୍ମିତା ସେନଙ୍କ ବୟଫ୍ରେଣ୍ଡ ଲଳିତ ମୋଦି

ମୁମ୍ବଇ: ସୁସ୍ମିତା ସେନାଙ୍କ ବନ୍ଧୁ ତଥା ବ୍ୟବସାୟୀ ଲଳିତ ମୋଦି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ୨୪ ଘଣ୍ଟିଆ ଅକ୍ସଜେନ ସପୋର୍ଟରେ ରଖାଯାଇଛି ।  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଏୟାର ଲିପ୍ଟେଡ ହୋଇଥିଲେ ।   ଲଳିତ ନିଜେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୋସିଆଲ…

ଫିଲ୍ମ ‘ଆଦିପୁରୁଷ’ରେ ରାବଣର ଲୁକ୍ ନେଇ ଉଠିଲା ପ୍ରଶ୍ନ; କୋର୍ଟରେ ପହଞ୍ଚିଲା ମାମଲା

ଅଲ୍ଲାହବାଦ: ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’କୁ ନେଇ ବିବାଦ ଥମି ନଥିବା ବେଳେ ମୁକ୍ତିଲାଭ କରିବାକୁ ଥିବା ଫିଲ୍ମ ଅଦିପୁରଷ ବିରୋଧରେ ମାମଲା କୋର୍ଟରେ ପହଞ୍ଚିଛି। ଏନେଇ ଅହ୍ଲାବାଦ ହାଇକୋର୍ଟ ଫିଲ୍ମ ସେନ୍‌ସର ବୋର୍ଡକୁ ନୋଟିସ୍ କରି ଫିଲ୍ମ ବିରୋଧରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର…

ବିଜେପି ନେତ୍ରୀଙ୍କ ବିରୋଧରେ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ଉର୍ଫି ଯାଦବ

ନୂଆଦିଲ୍ଲୀ: ବିଜେପି ନେତ୍ରୀଙ୍କ ବିରୋଧରେ ଫେରାଦ ହେଲେ ସୋସିଆଲ୍ ମିଡିଆ ସେନ୍ସସେସନ ଉର୍ଫି ଯାଦବ। ବିଜେପି ମହିଳା ନେତ୍ରୀ ଚିତ୍ରା କିଶୋର ୱାଗଙ୍କ ବିରୋଧରେ ଆଜି ମହାରାଷ୍ଟ୍ର ମହିଳା କମିଶନଙ୍କୁ ଭେଟି ଉର୍ଫି ନିଜର ଅଭିଯୋଗ ଜଣାଇଛନ୍ତି। ସୂଚନା ଅନୁସାରେ, ଗତକାଲି ଚିତ୍ରା ଉର୍ଫିଙ୍କ…

ରିଲିଜ୍‌ ହେଲା ‘ଦମନ’ର ହିନ୍ଦୀ ଟ୍ରେଲର

ଭୁବନେଶ୍ୱର : ରିଲିଜ୍‌ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ହିନ୍ଦୀ ଟ୍ରେଲର । ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ରାଜ୍ୟରେ ଚହଳ ପକାଇଥିବା ବେଳେ ଏହି ଫିଲ୍ମକୁ ହିନ୍ଦୀ ଭାଷାରେ ପ୍ରସ୍ତୁତ କରାଯାଇଛି । ହିନ୍ଦୀ ଟ୍ରେଲର ରିଲିଜ ନେଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ସୂଚନା ଦେଇଛନ୍ତି ।…

ସାଉଥ ଫିଲ୍ମ ଶରଣରେ ଏବେ ଅଧା ବଲିଉଡ ଷ୍ଟାର

ମୁମ୍ବାଇ: ବଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ ହେଉଥିବା ବେଳେ ଦକ୍ଷିଣ ଭାରତ ଫିଲ୍ମ ଇତିହାସ ରଚୁଛି । ଏହା ଦେଖି ଅଧା ବଲିଉଡ ଷ୍ଟାର ସାଉଥ ଫିଲ୍ମ ଶରଣରେ ପଶିଛନ୍ତି । ଫ୍ଲପ କ୍ୟାରିୟର ସଜାଡିବା ପାଇଁ ଶାହାରୁଖ ଖାଁଙ୍କଠାରୁ ଆରମ୍ଭ କରି ଅକ୍ଷୟ କୁମାର, ରଣବୀର କାପୁର ଓ ସଲମାନ ଖାଁ ବି…

ସେଲ୍ସ ଟ୍ୟାକ୍ସକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ଅନୁଷ୍କା ଶର୍ମା

ମୁମ୍ବାଇ: ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା । ସେଲ୍ସ ଟ୍ୟାକ୍ସ ବିଭାଗର ନୋଟିସକୁ ଚ୍ୟାଲେଞ୍ଜ କରି ଅନୁଷ୍କା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୧୩-୧୩ ଓ ୨୦୧୩-୧୪ ଆର୍ଥିକ ବର୍ଷର ବକେୟା ଟିକସ ପାଇଁ ଅନୁଷ୍କାଙ୍କୁ ନୋଟିସ୍ ଜାରି କରିଥିଲା ସେଲ୍ସ ଟ୍ୟାକ୍ସ ବିଭାଗ…

ଶ୍ରୀରାମ ଜନ୍ମଭୂମି ଇତିହାସକୁ ସମ୍ମୁଖକୁ ଆଣିବ ଫିଲ୍ମ ୬୯୫

ମୁମ୍ବାଇ: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିର ଆଲୋଚନା କେବେ ହେଲେ ଥମିବାର ନାମ ଧରୁନି । ଏବେ ନିର୍ଦ୍ଦେଶକ ଯୋଗେଶ ଭରଦ୍ୱାଜ ତାଙ୍କ ଆଗାମୀ ଫିଲ୍ମ ୬୯୫କୁ ନେଇ ବେଶ ଚର୍ଚ୍ଚା ସାଉଁଟିଛନ୍ତି । ଫିଲ୍ମଟି ଶ୍ରୀରାମ ଜନ୍ମଭୂମି ଇତିହାସ ଓ ବିବାଦ ଉପରେ ପର୍ଯ୍ୟବେଶିତ । ତେବେ ସେ କାହିଁକି ଏହାର ନାମ…

ତାପସୀଙ୍କ ଫିର ଆଇ ହସୀନ ଦିଲରୁବାର ଜାରୀ ହେଲା ପୋଷ୍ଟର

ମୁମ୍ବାଇ: ତାପସୀ ପନ୍ନୁ ପୁନର୍ବାର ହସୀନ ଦିଲରୁବା ହୋଇ ଆସୁଛନ୍ତି । ଗୁରୁବାର ଏହାର ପ୍ରଥମ ପୋଷ୍ଟର ଜାରୀ କରାଯାଇଛି । ଆନନ୍ଦ ଏଲ ରାୟ ଏହାର ନିର୍ଦ୍ଦେଶନା ଦେବେ । ତାପସୀଙ୍କ ବ୍ୟତୀତ ବିକ୍ରାନ୍ତ ମେସି ଓ ଭିକ୍କି କୌଶଲଙ୍କ ଭାଇ ସନୀ କୌଶଲ ଏଥିରେ ଅଭିନୟ କରୁଛନ୍ତି । ପୂର୍ବରୁ ତାପସୀଙ୍କ…

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଆଥିୟା-କେ.ଏଲ ରାହୁଲ, ଚାଲିଛି ପ୍ରସ୍ତୁତି..

ନୂଆଦିଲ୍ଲୀ : ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଅଥିୟା ସେଟ୍ଟି ଓ କ୍ରିକେଟର କେ.ଏଲ ରାହୁଲ । ସାମ୍ନାକୁ ଆସିଲା ବିବାହ ତାରିଖ  । ଖଣ୍ଡାଲାରେ ୩ ଦିନ ଧରି ଚାଲିବ ଦୁହିଁଙ୍କ ବିବାହ ଉତ୍ସବ । ବିବାହରେ ଯୋଗଦେବେ ବଲିଉଡ ଏବଂ କ୍ରିକେଟର ନାମୀ ଦାମୀ ତାରକା  । ଏହି ତାରକା…

‘ଆର୍‌ଆର୍‌ଆର୍‌’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ଜିତିଛି ‘ଆର୍‌ଆର୍‌ଆର୍‌’ ଫିଲ୍ମ । ଏସଏସ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ର ‘ନାଟୁ ନାଟୁ’ ଗୀତକୁ ଶ୍ରେଷ୍ଠ ଅରିଜନାଲ ଗୀତର ଆୱାର୍ଡ ମିଳିଛି।‘ଆର୍‌ଆର୍‌ଆର୍‌’ ରେ ଜୁନିଆର୍‌ ଏନ୍‌ଟିଆର୍‌ ଓ ରାମ ଚରଣଙ୍କ ଅଭିନୀତ ଏହି ଗୀତ…