Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭାରତୀୟ ସିନେମା ପାଇଁ ବଡ଼ ସଫଳତା: ଗୋଲ୍‌ଡେନ ଗ୍ଲୋବ୍ସ ୨୦୨୩ ପୁରସ୍କାର ଜିତିଲା RRR ଫିଲ୍ମର ନାଟୁ ନାଟୁ ଗୀତ

କାର୍ଲିଫର୍ଣ୍ଣିଆ: ଭାରତୀୟ ସିନେମା ପାଇଁ ବଡ଼  ସଫଳତା। ବିଦେଶରୁ ସମ୍ମାନୀୟ ପୁରସ୍କାର ଜିତିଲା ଏସ୍‌ଏସ୍ ରାଜା ମୌଲୀଙ୍କ ଫିଲ୍ମ RRR । ଆମେରିକାର କାର୍ଲିଫର୍ଣ୍ଣିଆୟରେ ଆୟୋଜିତ ଗୋଲ୍ଡେନ ଗ୍ଲୋବ୍ସ ୨୦୨୩ ପୁରସ୍କାର ଜିତିଲା ନାଟୁ ନାଟୁ ଗୀତ। ବେଷ୍ଟ ଅରଜିନାଲ ଗୀତ ବର୍ଗରେ ନାଟୁ ନାଟୁକୁ…

ଧନୀ ତାଲିକାରେ ଟମ କ୍ରୁଜଙ୍କୁ ପଛରେ ପକାଇଲେ ଶାହାରୁଖ

ମୁମ୍ବାଇ: ୱାର୍ଲ୍ଡ ଅଫ ଷ୍ଟାଟିଷ୍ଟିକ୍ସ ଟ୍ୱିଟର ଆକାଂଉଟରେ ବିଶ୍ୱର ଧନୀ ଅଭିନେତାଙ୍କ ଏକ ସୂଚୀ ଜାରି କରାଯାଇଛି । ଏହି ତାଲିକାରେ ଭାରତର ଶାହାରୁଖ ଖାଁ ୪ର୍ଥ ସ୍ଥାନରେ ରହିଛନ୍ତି । ସେ ଟମ କ୍ରୁଜଙ୍କୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ଶାହାରୁଖଙ୍କ…

ଓସ୍କାର ଦୌଡ଼ରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଓସ୍କାର ୨୦୨୩ରେ ବେଷ୍ଟ ଫିଲ୍ମ ଓ ବେଷ୍ଟ ଆକ୍ଟର କାଟାଗୋରୀରେ ସାମିଲ ହୋଇଛି ‘ଦ କଶ୍ମୀର ଫାଇଲ୍ସ’ । ଓସ୍କାର ୨୦୨୩ର ଲିଷ୍ଟରେ କାନ୍ତାରା, ଆରଆରଆର, ଆଲିଆ ଭଟ୍ଟଙ୍କ ଅଭିନୀତ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ବି ସର୍ଟଲିଷ୍ଟ ହୋଇଛି । ଏଥିସହ ମାଧବନଙ୍କ ଦ୍ୱାରା ନିର୍ଦ୍ଦେଶିତ ମୁଭି…

‘ଶେହଜାଦା’ଫିଲ୍ମର ଶୁଟିଂ ସମୟରେ ଆହତ ହେଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି  ।  ଫିଲ୍ମ ‘ଶେହଜାଦା’ର ଶୁଟିଂ ସମୟରେ କାର୍ତ୍ତିକ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫଳରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। କାର୍ତ୍ତିକ ଆର୍ଯ୍ୟନ ନିଜେ ସୋସିଆଲ ମିଡିଆରେ ଏକ ଫଟୋ…

ଖୁବ୍‌ ଶୀଘ୍ର ରିଲିଜ୍‌ ହେବ କେଜିଏଫ୍‌ ଚାପ୍ଟର-୩

ମୁମ୍ବାଇ : ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବ । ଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି କେଜିଏଫ୍‌ ଚାପ୍ଟର –୩  । ଯାହାକୁ ନେଇ ଦର୍ଶକଙ୍କ ମନରେ ଭରିରହିଛି ଉତ୍ସାହ । ଭାରତୀୟ ସିନେମା ଜଗତରେ କନ୍ନଡ଼ ଫିଲ୍ମ ‘କେଜିଏଫ୍‌’ ଦେଶ ବିଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଫିଲ୍ମକୁ ଦର୍ଶକ ବହୁତ…

ଭାରତରେ ଏକ ନମ୍ବର ହଲିଉଡ ଫିଲ୍ମ ହେଲା ଅବତାର ୨

ମୁମ୍ବାଇ: ଜେମ୍ସ କାମେରୁନଙ୍କ ଅବତାର ୨ ଫିଲ୍ମ ସାରା ବିଶ୍ୱରେ ଜବରଦସ୍ତ ବ୍ୟବସାୟ କରୁଛି । ରିପୋର୍ଟ ମୁତାବକ ଏହା ପାଖାପାଖି ୧୩ ହଜାର କୋଟି ଟଙ୍କାର ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଏହା ରେକର୍ଡ ବ୍ୟବସାୟ ଜାରୀ ରଖିଛି । ରବିବାର ଆଡଭାନ୍ସ ବୁକିଂ ରିପୋର୍ଟ ଆସିବା ପରେ ଏହା ୩୭୨.୨୫…

ପାକିସ୍ତାନୀ ଅଭିନେତ୍ରୀ ସାଦିୟାଙ୍କୁ ଡେଟ କରୁଛନ୍ତି ଆର୍ଯ୍ୟନ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ପାକିସ୍ତାନ ଅଭିନେତ୍ରୀ ସାଦିୟା ଖାଁଙ୍କୁ ଡେଟ କରୁଥିବା ଖବର ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଉଭୟଙ୍କୁ ଏକତ୍ର ଫଟୋରେ ଦେଖିବା ପରେ ପ୍ରଶଂସକମାନେ ଏହା ଅନୁମାନ କରିଛନ୍ତି । ନୂଆ ବର୍ଷ ପାଳନ ଅବସରରେ ଦୁବାଇରେ…

ଅଭୁଲା ଗୀତ : ଦେଲେ ଧରା କଥା ସରେ

ଗୀତ: ନରସିଂହ ମହାପାତ୍ର ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ: ଆରତି ମୁଖାର୍ଜୀ ଓ ମହମ୍ମଦ୍ ସିକନ୍ଦର ଆଲାମ୍‌ ଚଳଚ୍ଚିତ୍ର: ଅମଡ଼ାବାଟ, ୧୯୬୪ ଦେଲେ ଧରା କଥା ସରେ ନାୟିକା:ଦେଲେ ଧରା କଥା ସରେ ଥାଏ ମଜା ଦୂରେ ଦୂରେ ଦେଲେ ଧରା କଥା ସରେ ଥାଏ ମଜା ଦୂରେ ଦୂରେ ଦେଲେ ଧରା ନାୟକ:ଅଳି…

ୱେବ ସିରିଜ ଶୁଟିଂ ଅବସରରେ ଆହତ ହେଲେ ରୋହିତ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଫିଲ୍ମମେକର ରୋହିତ ସେଟ୍ଟି ଆହତ ହୋଇଛନ୍ତି । ୱେବ ସିରିଜ ଇଣ୍ଡିଆନ ପୋଲିସ ଫୋର୍ସ ଶୁଟିଂ ଅବସରରେ ଏହି ଦୁର୍ଘଟଣା ଘଟିଥିଲା । ରାମୋଜୀ ରାଓ ଷ୍ଟୁଡିଓରେ ଏହାର ଶୁଟିଂ ଚାଲିଥିଲା । ଏକ କାର ଚେଜ ଦୃଶ୍ୟର ଶୁଟିଂ ବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା । ରୋହିତଙ୍କୁ…

ତେଜାବର ରିମେକରେ ଅଭିନୟ କରିବେ ରଣବୀର, ଜାହ୍ନବୀ !

ମୁମ୍ବାଇ: ଅନୀଲ କାପୁର ଓ ମାଧୁରୀ ଦୀକ୍ଷିତ ଅଭିନୀତ ତେଜାବ ଫିଲ୍ମର ରିମେକ ପାଇଁ ଫିଲ୍ମମେକର କୁରାଦ ଖେତାନୀ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପୂର୍ବରୁ ଏଥିରେ କାର୍ତିକ ଆର୍ଯ୍ୟନ ଓ ଶ୍ରଦ୍ଧା କାପୁର ଅଭିନୟ କରିବେ ବୋଲି ଖବର ପ୍ରକାଶ ପାଇଥିଲା । ତେବେ ବଲିଉଡ ହଙ୍ଗାମାରେ ପ୍ରକାଶିତ…