Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଟ୍ରୋଲ ହେବା ପରେ କ୍ଷମା ମାଗିଲେ ରିଚା, ଡିଲିଟ କଲେ ଟ୍ୱିଟ

ମୁମ୍ବାଇ: ଶେଷରେ କ୍ଷମା ମାଗିଲେ ବଲିଉଡର ଦମଦାର ଅଭିନେତ୍ରୀ ରିଚା ଚଡ୍ଡା ।   ସେ କରିଥିବା ଏକ ଟ୍ୱିଟ ଯୋଗୁଁ ତାଙ୍କୁ ବହୁତ ଟ୍ରୋଲ ହେବାକୁ ପଡିଥିଲା । ଯେଉଁଥିପାଇଁ ସେ ଟ୍ୱିଟକୁ ଡିଲିଟ କରିବା ସହ ରିଟ୍ୱିଟ କରି କ୍ଷମା ମାଗିଛନ୍ତି । ଗତ ମଙ୍ଗଳବାର ଦିନ ଉତ୍ତର ସେନା କମାଣ୍ଡର…

ଆଲିଆ ଭଟ୍ଟ ଦୀପିକା ପାଦୁକୋନଙ୍କୁ ପଛରେ ପକାଇଲେ ସାମନ୍ଥା

ନୂଆାଦିଲ୍ଲୀ : ଚର୍ଚ୍ଚାରେ ଅଛନ୍ତି ସାମନ୍ଥା ରୁଥ। ବଲିଉଡର ସମସ୍ତ ଅଭିନେତ୍ରୀମାନଙ୍କୁ ପଛରେ ପକାଇଛନ୍ତି ସାମନ୍ଥା। ଓରମାକ୍ସ ମିଡିଆ ଅକ୍ଟୋବର ୨୦୨୨ରେ ଲୋକପ୍ରିୟ ମହିଳା ଷ୍ଟାରର ତାଲିକାରେ ଶୀର୍ଷରେ ସାମନ୍ଥାଙ୍କ ନାଁ ରହିଛି । ଏହି ତାଲିକାରେ ସାମନ୍ଥା ପ୍ରଥମ ସ୍ଥାନରେ ଥିବାବେଳେ ଆଲିଆ…

ବିକ୍ରମ ଗୋଖଲେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଗୁଜବ ପ୍ରଚାର ନକରିବାକୁ ଝିଅଙ୍କ ଅନୁରୋଧ

ମୁମ୍ବାଇ: ବଲିଉଡର  ଜଣାଶୁଣା ଅଭିନେତା ବିକ୍ରମ ଗୋଖଲେ  ।  ତାଙ୍କର ସ୍ୱାସ୍ଥ୍ୟାବସ୍ଥା  ଗୁରୁତର ଥିବାରୁ ତାଙ୍କୁ ପୁଣେର ଦିନାନାଥ ମଙ୍ଗେସ୍କର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିକ୍ରମ ଗତ କିଛି ଦିନ ହେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଝିଅଙ୍କ କହିବାନୁସାରେ,…

ହଠାତ ଅସୁସ୍ଥ ଅନୁଭବ କଲେ ବଲିଉଡ ଆକ୍ଟର କମଲ ହାସନ; ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ସାଉଥ ତଥା ବଲିଉଡର ବରିଷ୍ଠ ଅଭିନେତା କମଲ ହାସନ ଅସୁସ୍ଥ ।  ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କମଲ ହାସନ ।  ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଏକ ପ୍ରାଇଭେଟ ଡାକ୍ତରଖାନାର ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁସାରେ, ୨୩ ନଭେମ୍ୱରରେ କମଲଙ୍କୁ ଜ୍ୱର…

ଜିଲ୍ଲାସ୍ତରରେ ‘ଦମନ’ ଦେଖିବେ ସ୍ୱାସ୍ଥ୍ୟ କର୍ମଚାରୀ, ସରକାର ଦେବେ ଟଙ୍କା

ଭୁବନେଶ୍ୱର: ମାଲେରିଆ ସହ ଉପାନ୍ତ ଅଞ୍ଚଳର ଲଢ଼େଇକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ଦମନ’ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ପ୍ରଦର୍ଶିତ ହେବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, କର୍ମଚାରୀଙ୍କ…

‘ପ୍ରତୀକ୍ଷା’ର ହିନ୍ଦୀ ରିମେକ କରିବେ ଅନୁପମ ଖେର, ବାପା ଭୂମିକାରେ ଅଭିନୟ ବି କରିବେ

ସାରା ଦେଶରେ ‘ପ୍ରତୀକ୍ଷା’ର ଚର୍ଚ୍ଚା । ଓଡ଼ିଆ ଫିଲ୍ମ ପ୍ରତୀକ୍ଷା ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ପାନୋରାମା ବିଭାଗରେ ସ୍ଥାନ ପାଇ ପ୍ରଶଂସା ସାଉଁଟିଛି । ଏବେ ପ୍ରତୀକ୍ଷା ପାଇଁ ଆଉ ଏକ ଖୁସି ଖବର । ହିନ୍ଦୀରେ ରିମେକ ହେବ ପ୍ରତୀକ୍ଷା । ବଲିଉଡର ପ୍ରଖ୍ୟାତ…

ଲଣ୍ଡନରେ ‘ବର୍ଷା’ କହି କାହିଁକି ହାତ ଯୋଡ଼ିଲେ ଅନୁଭବ

ଭୁବନେଶ୍ୱର: ‘ବର୍ଷା’ଙ୍କ ପାଇଁ ଅନୁଭବଙ୍କ ପାରିବାରିକ ଜୀବନରେ ବହୁ ଝଡ଼ ଆସିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ଷା, ଶାଶୂ ଘର ଛାଡ଼ି ବାହାରେ ରହିବା ପରେ ଏବେ ଆଶ୍ୱସ୍ତ ଅନୁଭବଙ୍କ ପରିବାର । ପାରିବାରିକ ବିବାଦରୁ ଟିକେ ଆଶ୍ୱସ୍ତି ମିଳିବା ପରେ ବହୁଦିନ ଧରି ସୁଟିଂ ସେଟରୁ ଦୂରେଇ ରହିଥିବା…

ମେକର୍ସଙ୍କୁ ବିଗାଡି ଦେଲେ ଅକ୍ଷୟ: ହେରାଫେରୀ ୩ ପରେ ହାତରୁ ଗଲା ଆୱାରା ପାଗଲ ଦିୱାନା ୨, ୱେଲକମ ୩

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବେଳା ଭଲ ନାହିଁ ଲଗାତର ଫିଲ୍ମ ଫ୍ଲପ ହେବା ପରେ ଏବେ ଭଲ ଭଲ ମୁଭି ତାଙ୍କ ହାତଛଡା ହେବାରେ ଲାଗିଛି । ହେରା ଫେରୀ୩କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅକ୍ଷୟ ଏ ଭଳି ଡିମାଣ୍ଡ କଲେ ଯେ, ପ୍ରଡ୍ୟୁସର ଫରୋଜ ନାଡିୟାଡୱାଲା ତାଙ୍କୁ ହଟେଇ କାର୍ତିକ ଆର୍ଯ୍ୟନଙ୍କୁ…

ଅମିତାଭଙ୍କ କୁନି ଫ୍ୟାନ; ପାଦ ଛୁଇଁବା ପାଇଁ ଭାଙ୍ଗିଲା ସୁରକ୍ଷା ବଳୟ

ମୁମ୍ବାଇ: ବଲିଓଡର ବିଗ ବି ତଥା ମେଗାଷ୍ଟାର  ଅମିତାଭ ବଚ୍ଚନଙ୍କ ପାଇଁ ତାଙ୍କର ଫ୍ୟାନ୍ସ ପାଗଳ । ଏକଥା ଆମେ ଜାଣୁ । କିନ୍ତୁି ଏମିତି ପାଗଳ..! ବିଗ୍ ବିଙ୍କର ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସ ମାନେ ତାଙ୍କର ଘର ସାମ୍ନାରେ ପ୍ରତିଦିନ ଛିଡା ହୋଇଥାନ୍ତି । ଅମିତାଭ ବି ତାଙ୍କ ଫ୍ୟାନ୍ସଙ୍କ…

ଅଶ୍ଳୀଳ ଭିଡିଓ ସୁଟିଂ ମାମଲାରେ ରାଜ୍‌ଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ : ସମସ୍ୟାରେ ପଡ଼ିଲେ ବଲିଉଡ ସୁନ୍ଦରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରା । ରାଜ୍‌ କୁନ୍ଦ୍ରାଙ୍କ ପିଛା ଛାଡ଼ିବାର ନାଁ ଧରୁନି  ସମସ୍ୟା । ଅଶ୍ଳୀଳ ଭିଡିଓ ଉତ୍ତୋଳନ ମାମଲାରେ ରାଜ୍‌ କୁନ୍ଦ୍ରା, ଶର୍ଲିନ ଚୋପ୍ରା ଓ ପୁନମ ପାଣ୍ଡେଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ…