Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବକ୍ସ ଅଫିସରେ ଧମାଲ ମଚାଇଲା `ଦ କାଶ୍ମୀର ଫାଇଲ୍ସ`

ମୁମ୍ବାଇ : ରେକର୍ଡ ଭାଙ୍ଗିଲା ''ଦ କାଶ୍ମୀର ଫାଇଲ୍ସ'' । ଡାଇରେକ୍ଟର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ନ ''ଦ କାଶ୍ମୀର ଫାଇଲ୍ସ'' ଏବେ ଦମଦାର ବକ୍ସ ଅଫିସ କଲେକ୍ସନ କରୁଛି । ବକ୍ସ ଅଫିସରେ ଧମାଲ କରୁଛି ''ଦ କାଶ୍ମୀର ଫାଇଲ୍ସ'' ଫିଲ୍ମ, ୩ ଦିନରେ ରେକର୍ଡ ଭଙ୍ଗା କଲେକ୍ସନ। ୨୭ କୋଟି ଟଙ୍କା…

ମଲାଇକା ଆରୋରା ପିନ୍ଧିଲେ ଗୋଲ୍ଡ ହିଲ୍, ଡ୍ରେସ୍ ଦାମକୁ ନେଇ ଫ୍ୟାନ୍ ତାଜୁବ୍

ମୁମ୍ବାଇ : ବଲିଉଡ୍ ବିୟୁଟି ମଲାଇକା ଆରୋରା ଖାନ୍ ସବୁବେଳେ କିଛି ନା କିଛି କରି ଚର୍ଚ୍ଚାରେ ଥାନ୍ତି ।ସେ ବଲିଉଡ୍ ଫ୍ୟାଶନ୍ ଦୁନିଆର ଆଇକନ୍ ଅଟନ୍ତି । ନିକଟରେ ମଲାଇକାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି । ଏହି ଫଟୋରେ ମଲାଇକା ଗ୍ରୀନ୍ ଡ୍ରେସ୍ ପିନ୍ଧିଥିବା ନଜର ଆସିଛନ୍ତି ।…

ଦି କଶ୍ମୀର ଫାଇଲ୍ସ: ବିବେକ, ଅନୁପମଙ୍କ ଯୋଡି ଲୁଟି ନେଲେ ପ୍ରଶଂସକଙ୍କ ମନ

ମୁମ୍ବାଇ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଦି କଶ୍ମୀର ଫାଇଲ୍ସ ଫିଲ୍ମ ସମସ୍ତଙ୍କ ମନ କିଣିବାରେ ସଫଳ ହୋଇଛନ୍ତି । ଅନୁପମ ଖେର ଓ ମିଥୁନ ଚକ୍ରବର୍ତିଙ୍କ ଅଭିନୟ ଆଖିରୁ ଲୁହ ବନ୍ଦ କରୁନି । କଶ୍ମୀର ପଣ୍ଡିତଙ୍କ ଊପରେ ୯୦ ଦଶକରେ ହୋଇଥିବା ଅମାନୁଷିକ ଅତ୍ୟାଚାର କାହାଣୀ ପରଦା ଉପରେ…

ସୋନମ କପୁରଙ୍କ ଶଶ୍ୱରଙ୍କର ୨୭ କୋଟି ଲୁଟିନେଲେ ସାଇବର ଠକ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଶ୍ୱଶୁର ହରିଶ ଅହୁଜାଙ୍କୁ ଲୁଟିଦେଲେ ସାଇବର ଠକ । ପ୍ରାୟ 27 କୋଟି ଟଙ୍କା ସାଇବର ଠକ ସୋନମଙ୍କ ଶ୍ୱଶୁରକୁ ଠକି ଦେଇଛନ୍ତି। ହରିଶ ଅହୁଜାଙ୍କ ଫରିଦାବାଦ ସ୍ଥିତ କମ୍ପାନୀ ଶାହି ରପ୍ତାନି ଫ୍ୟାକ୍ଟରରୁ ଏହି 27 କୋଟିରୁ ଅଧିକ ଟଙ୍କା ଠକେଇ…

ରଣବୀର-ଆଲିଆଙ୍କ ନୂତନ ବିବାହ ତାରିଖ ଘୋଷଣା !

ମୁମ୍ବାଇ: ରଣବୀର କାପୁର ଓ ଆଲିଆ ଭଟ୍ଟଙ୍କ ବିବାହ ପାଇଁ ପୁନର୍ବାର ନୂତନ ତାରିଖ ଘୋଷଣା କରାଯାଇଛି । ଅବଶ୍ୟ ଏହି ସବୁ ତାରିଖ ମିଡିଆ ଦ୍ୱାରା ପ୍ରକାଶ ପାଇଛି । ରଣବୀର କିମ୍ବା ଆଲିଆ ଅଫିସିଆଲ ଭାବେ କୌଣସି ଘୋଷଣା ଏ ପର୍ଯ୍ୟନ୍ତ କରି ନାହାନ୍ତି । ପୂର୍ବରୁ ଡିସେମ୍ବର ୨୦୨୨ରେ ଉଭୟଙ୍କ ବିବାହ…

ସିଙ୍ଗର ମିକା ସିଂଙ୍କ ସ୍ୱଂୟମ୍ବର ପ୍ରମୋ ଭିଡିଓ ରିଲିଜ

 ମୁମ୍ବାଇ : ସିଙ୍ଗର୍ ମିକା ସିଂଙ୍କ ପାଇଁ ଚାଲିଛି ଝିଅ ଖୋଜା । ରିଆଲିଟି ସୋ ଜରିଆରେ ସ୍ୱଂୟମ୍ବର କରି ନିଜ ପାଇଁ ଜୀବନସାଥୀ ଖୋଜିବେ ମିକା ସିଂ । ରିଆଲିଟି ସୋ ‘ମିକା ଦି ବୋଟି’ ରେ ଆସି ନିଜ ପାଇଁ ଝିଅ ଖୋଜିବେ ମିକା ସିଂ ।ଆଉ ଏହି ରିଆଲିଟି ସୋ କୁ ନେଇ ବେଶ୍ ଏକ୍ସାଇଟେଡ୍ ଅଛନ୍ତି ମିକା…

”ଦ କାଶ୍ମୀର ଫାଇଲ୍ସ” ଫିଲ୍ମର କିଛି ସିନ୍ ହଟାଇବାକୁ କୋର୍ଟର ନିର୍ଦ୍ଦେଶ

ଦିଲ୍ଲୀ :ଫିଲ୍ମ ''ଦ କାଶ୍ମୀର ଫାଇଲ୍ସ'’କୁ କୋର୍ଟର ଝଟକା । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ''ଦ କାଶ୍ମୀର ଫାଇଲ୍ସ'' ର କିଛି ସିନ୍ କାଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫିଲ୍ଲରେ ସ୍ୱର୍ଗତ ଆଇଏଫଏଫ୍ ସ୍କା୍ୱାଡ୍ରୋନ୍ ଲିଡର ରବି ଖାନ୍ନାଙ୍କ ଚିତ୍ର ଦର୍ଶାଇବାକୁ ବାରଣ…

”ତୁମେ ପଞ୍ଜାବ ବାସୀଙ୍କ ହୃଦୟ ଜିତିଛ” କହି ଭଗବନ୍ତ ମାନଙ୍କୁ ଶୁଭେଚ୍ଛା ଜଣାଇଲେ କପିଲ୍ ଶର୍ମା

ମୁମ୍ୱାଇ : ଭଗବନ୍ତ ମାନଙ୍କ ବିଜୟକୁ ନେଇ ଶୁଭେଚ୍ଛା ଜଣାଇଲେ କପିଲ୍ ଶର୍ମା । କମେଡିଆନ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ଭଗବନ୍ତ। ହେଲେ ଏବେ ପଞ୍ଜାବରେ ଆମ ଆଦମୀ ପାର୍ଟି ବାଜିମାତ କରିବା ପରେ ସିଏମ୍ ଫେସ୍ ହେଉଛନ୍ତି ଭଗବନ୍ତ ମାନ । ଆପ୍ ରୁ ନିର୍ବାଚନ ଲଢୁଥିବା ପଞ୍ଜାବ ବିଧାନସଭା ଆସନରେ…

ଦ କଶ୍ମୀର ଫାଇଲ୍ସ ପ୍ରମୋଶନ୍ ନାଟ, ଜବାବ୍ ରଖିଲେ କପିଲ୍ ଶର୍ମା

ମୁମ୍ବାଇ: ରିଲିଜ୍ ନହେଉଣୁ ଖୁବ ଚର୍ଚ୍ଚା ସାଉଣ୍ଟିଛି ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର୍ ଫାଇଲ୍ସ । ତେବେ ଫିଲ୍ମର କଣ୍ଟେଣ୍ଟ ନୁହେଁ ବରଂ ପ୍ରମୋଶନକୁ ନେଇ ବିବେକଙ୍କ ବୟାନ୍ ଏବେ ଅନେକଙ୍କୁ ତାଜୁବ୍ କରିଛି । ବିବେକଙ୍କ ଟୁଇଟ୍ ଅନୁଯାୟୀ ଦ କଶ୍ମୀର ଫାଇଲ୍ସରେ କୁଆଡେ ବଡ ଷ୍ଟାର୍…

ସବା ଆଜାଦଙ୍କୁ ବିବାହ କରିପାରନ୍ତି ହ୍ରିତିକ୍ ! ଦୁହିଁଙ୍କ ରିଲେସନସିପକୁ ନେଇ ଚର୍ଚ୍ଚା

ମୁମ୍ବାଇ : ହ୍ୟାଣ୍ଡ ସମ୍ ହଙ୍କ୍ ହ୍ରତିକ ରୋଶନ ଓ ସବା ଆଜାଦଙ୍କୁ ନେଇ ବଲିଉଡରେ ଚର୍ଚ୍ଚା ବଢିବାରେ ଲାଗିଛି । ହ୍ରିତିକ୍ ରୋଶନଙ୍କ ଫ୍ୟାମିଲି ଗେଟ୍ ଟୁ ଗେଦରରେ ସବାଙ୍କ ଉପସ୍ଥିତି ଥିବା ଦେଖିବାକୁ ମିଳିଥିଲା । ହ୍ରିତିକଙ୍କ ଏକ୍ସ ୱାଇଫ୍ ମଧ୍ୟ ସବାଙ୍କୁ ସୋସିଆଲ ମିଡିଆରେ ପ୍ରଂଶସା କରିଥିଲେ…