Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବଡେ ମିଆଁ ଛୋଟେ ମିଆଁ ଫିଲ୍ମର ରିଲିଜ ଡେଟ୍ ଘୋଷଣା

ମୁମ୍ବାଇ: ବଡେ ମିଆଁ ଛୋଟେ ମିଆଁ ଫିଲ୍ମର ରିଲିଜ ଡେଟ୍ ଘୋଷଣା ହେଲା । ଏହି ଫିଲ୍ମରେ ବଲିଉଡର ଦୁଇ ଆକ୍ସନ ଷ୍ଟାର ଏକାଠି ପରଦାକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି। ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ଏକାଠି ମିଶି ଆକ୍ସନ କରୁଥିବାର ନଜର ଆସିବେ। ଫିଲ୍ମର ଟିଜର ରିଲିଜ ହୋଇଛି। ଯାହା ସୋସିଆଲ୍…

ରନ୍ଥାମ୍ଭୋରରେ ବିବାହ କରିବେ ରଣବୀର-ଆଲିଆ !

ମୁମ୍ବାଇ: ବଲିଉଡର ଦୁଇ ଚର୍ଚ୍ଚିତ ଯୋଡି ରଣବୀର କାପୁର ଓ ଆଲିଆ ଭଟ୍ଟଙ୍କ ରାଜସ୍ଥାନର ରନ୍ଥାଭୋରରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଏପ୍ରିଲରେ ଏହି ବିବାହ ହେବ ବୋଲି ବିଭିନ୍ନ ୱେବସାଇଟରେ ଖବର ପ୍ରକାଶ ପାଇଛି । ଡିସେମ୍ବର ୨୦୨୧ରେ ବିବାହ…

[ଭିଡିଓ] ଭାଇରାଲ ହେଉଛି କୁନି ଝିଅଙ୍କ ‘ଗଙ୍ଗୁବାଇ କାଠିଆୱାଡି’ର ଅବତାର

ନୂଆଦିଲ୍ଲୀ : ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଟ୍ରେଲରରେ ଆଲିଆଙ୍କ ଡାଇଲଗ୍ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି । ନିକଟରେ ସୋସିଆଲ ମିଡିଆରେ ଜଣେ କୁନି ଝିଅ ଆଲିଆ ଭଟ୍ଟଙ୍କ ଡାଇଲଗ୍ କହୁଥିବାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ କ୍ଲିପ ଏବେ ଚାରିଆଡେ…

ଓସ୍କାର ୨୦୨୨ନୋମିନେଶନ: ଡକ୍ୟୁମେଂଟ ବିଭାଗରେ ସ୍ଥାନ ପାଇଲା ଭାରତର ରାଇଟିଂ ୱିଥ ଫାୟାର

ନୂଆଦିଲ୍ଲୀ: ଓସ୍କାର ୨୦୨୨ ନୋମିନେଶନରେ ଡକ୍ୟୁମେଂଟ ବିଭାଗରେ ସ୍ଥାନ ପାଇଲା ଭାରତର ରାଇଟିଂ ୱିଥ ଫାୟାର । ରିଂଟୁ ଥୋମାସ ଓ ସୁସ୍ମିତ ଘୋଷ ଏହି ଡକ୍ୟୁମେଂଟ ଫିଲ୍ମ ପ୍ରସ୍ତୁତ କରିଥିଲେ । ନୋମିନେଶନରେ ସାମିଲ ହେବା ଶୁଣିବା ପରେ ରିଂଟୁ ଓ ଥୋମାସ ଖୁସିରେ ନାଚିଥିଲେ । ରିଂଟୁ ଟୁଇଟରରେ ଏ…

ପୱନଦୀପ ରାଜନଙ୍କ ଭଉଣୀ ବାହାଘରରେ ଯୋଗଦେଲେ ଅରୁଣିତା କାଞ୍ଜିଲାଲ ,ଫଟୋ ଭାଇରାଲ

ମୁମ୍ୱାଇ : ଇଣ୍ଡିଆନ ଆଇଡଲ ୧୨ର ବିଜେତା ପୱନଦୀପ ରାଜନଙ୍କ ଭଉଣୀ ବାହାଘରରେ ଯୋଗଦେଲେ ଅରୁଣିତା କାଞ୍ଜିଲାଲ ।ଏହି ୱଡିଂ ସେରିମନିରେ ଅରୁଣିତା ଯୋଗଦେଇଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅରୁଣିତା ଏହି ବାହାଘରରେ ପହଁଞ୍ଚି ସବୁ ରୀତିନୀତିରେ ସାମିଲ ହୋଇଥିଲେ ।…

[ଭିଡିଓ] ହରିୟାଣା ଟୁଇଷ୍ଟ ସହ ମାର୍କେଟକୁ ଆସିଲା “କାଚା ବାଦାମ୍‌” ମ୍ୟୁଜିକ୍ ଭିଡିଓ

ଭୁବନେଶ୍ୱର: ଇନଷ୍ଟାଗ୍ରାମ୍ ହେଉ ଅବା ଫେସବୁକ୍ କିମ୍ବା ୟୁଟ୍ୟୁବ୍ ସର୍ଟସ୍ ଖୋଲିବା ମାତ୍ରେ କାଚା ବାଦାମ୍ ଗୀତ ସାମ୍ନାକୁ ଆସୁଛି । ଅନେକ ସୋସିଆଲ ମିଡିଆ ୟୁଜର୍ ଏହି ଭାଇରାଲ୍ ଗୀତର ତାଳେତାଳେ ସର୍ଟସ୍ ଣିଡିଓ ପ୍ରସ୍ତୁତ କରିବାକୁ ପସନ୍ଦ କରୁଛନ୍ତି । ଖାସ ଏହି କାରଣକୁ ନେଇ ରିଲିଜ୍ ହେଲା…

ଓସ୍କାର ନୋମିନେଶନ ଲିଷ୍ଟରୁ ବାଦ ପଡିଲା ଭାରତର ଜୟ ଭୀମ, ମରାକ୍କର

ମୁମ୍ବାଇ: ୯୪ତମ ଓସ୍କାର ୨୦୨୨ର ନୋମିନେଶନ ମଙ୍ଗଳବାର ଘୋଷଣା ହୋଇଯାଇଛି । ଭାରତୀୟ ଚଳଚ୍ଚିତ୍ରପ୍ରେମୀ ତାଲିକା ପ୍ରକାଶ ପାଇବା ପରେ ନିରାଶ ହେବାକୁ ପଡିଛି । ସୂର୍ଯ୍ୟାଙ୍କ ଅଭିନୀତ ଜୟ ଭୀମ ଓ ମୋହନଲାଲଙ୍କ ମରାକ୍କର ଏହି ତାଲିକାରୁ ବାଦ ପଡିଛି । ଟ୍ରେସି ଏଲିସ ରସ ଓ ଲେସଲୀ ଜୋର୍ଡାନ ଲାଇଭ…

୫ ମିନିଟ ମଧ୍ୟରେ ବିକ୍ରି ହୋଇଗଲା ଭାରତ-ପାକ ବିଶ୍ୱକପ ଟି୨୦ ମ୍ୟାଚର ଟିକେଟ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଆଉ ୮ ମାସ ସମୟ ରହିଛି । ମେଲବୋର୍ଣ୍ଣରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲା ପାଇଁ ମଙ୍ଗଳବାର ମାତ୍ର ୫ ମିନିଟ ମଧ୍ୟରେ ସମସ୍ତ ଟିକେଟ ବିକ୍ରି ହୋଇ ଯାଇଥିଲା । ଭାରତ ଏବଂ ପାକିସ୍ତାନ ଉଭୟ ଟିମ ଗ୍ରୁପ ୨ରେ ସ୍ଥାନ ପାଇଛନ୍ତି । ଏହା ବ୍ୟତୀତ…

ଅମିତାଭ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ଝୁଣ୍ଡ’ର ଟିଜର ରିଲିଜ୍, ଦମଦାର ଲୁକରେ ନଜର ଆସିଲେ ବିଗ୍ ବି

ମୁମ୍ବାଇ : ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ଝୁଣ୍ଡ’ ର ଟିଜର ରିଲିଜ ହୋଇଯାଇଛି । 'ଝୁଣ୍ଡ'ର ୧ ମିନିଟ୍ ୩୬ ସେକେଣ୍ଡର ଟିଜର ଭିଡିଓକୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି । ଟି ସିରିଜ ଏହି ଟିଜରକୁ ସେୟାର କରିଛି । ଏହି ଭିଡିଓରେ ପିଲାମାନଙ୍କ ସହ ଅମିତାଭ୍ ବଚ୍ଚନ ନଜର ଆସିଛନ୍ତି…

ଲତା ମଙ୍ଗେଶକରଙ୍କ ନାଁରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତିଆରି ହେବ ପୋଷ୍ଟାଲ୍ ଷ୍ଟାମ୍ପ

ନୂଆଦିଲ୍ଲୀ : ଗାୟିକା ଲତା ମଙ୍ଗେସକରଙ୍କୁ ସମ୍ମାନ ଜଣାଇବା ପାଇଁ କେନ୍ଦ୍ର ସରକାର ଏକ ପୋଷ୍ଟାଲ୍ ଷ୍ଟାମ୍ପ ବନାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ବଜେଟ ରାଉଣ୍ଡ ସାକ୍ଷାତକାରରେ କେନ୍ଦ୍ର ରେଳବାଇ ଯୋଗାଯୋଗ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  କହିଛନ୍ତି ।।…