Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ୍‌ ସେୟାର୍‌ କରିବେ ସମନ୍ଥା!

ନୂଆଦିଲ୍ଲୀ: ନିକଟରେ ଦକ୍ଷିଣୀ ନାୟିକା ସମନ୍ଥା ତାଙ୍କ ସ୍ୱାମୀ ନାଗା ଚୌତନ୍ୟଙ୍କ ବୈବାହିକ ବିଚ୍ଛେଦକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ସମନ୍ଥା ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ ସେୟାର୍‌ କରିବେ ବୋଲି ସୂଚନା ମିଳିଛି। ଦୁଃଖର ବିଷୟ ହେଉଛି ସେମାନଙ୍କୁ…

ଶାହାରୁଖ୍ ଖାନଙ୍କ ମନ୍ନତକୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ମୁମ୍ବାଇ : ଶାହାରୁଖ ଖାନଙ୍କ ବଙ୍ଗଳା ମନ୍ନତକୁ ବୋମାରେ ଉଡାଇଦେଇଥିବା ବ୍ୟକ୍ତି ଗିରଫ । ଏହି ମାମଲାରେ ମଧ୍ୟପ୍ରଦେଶ ପୋଲିସ ଅଭିଯୁକ୍ତ ଯୁବକକୁ ଜବଲପୁରରୁ ଗିରଫ କରିଛି । ଆତଙ୍କବାଦୀ ଆକ୍ରମଣ ଓ ବାମୋ ବିସ୍ପୋରଣ କରିବା ଧମକ ଦେଇଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ…

ଲତା ମଙ୍ଗେଶକରଙ୍କୁ କରୋନା

ନୂଆଦିଲ୍ଲୀ: ସାରା ଦେଶରେ କରୋନା ମାମଲା କ୍ଷୀପ୍ର ବେଗରେ ବଢୁଛି। ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏହାରି ଭିତରେ ଲୋକପ୍ରିୟ ଗାୟିକା ଲତା ମଙ୍ଗେଶକର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ୯୨ ବର୍ଷୀୟ…

୧୪ରେ ଓଟିଟିରେ ରିଲିଜ କରିବ ଫିଲ୍ମ ‘ପୁଷ୍ପା’

ନୂଆଦିଲ୍ଲୀ: ଦକ୍ଷିଣୀ ସିନେ ଷ୍ଟାର୍‌ ଆଲୁ ଅର୍ଜୁନଙ୍କ ଅଭିନୀତ ବ୍ଲକବଷ୍ଟର ମୁଭି 'ପୁଷ୍ପା'ର ବକ୍ସ ଅଫିସରେ ବଡ଼ ସଫଳତା ହାସଲ କରିଛି। ୩୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି ଫିଲ୍ମ ପୁଷ୍ପା। ଏହାର ହିନ୍ଦୀ ସଂସ୍କରଣ ଜାନୁଆରୀ ୧୪ରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ବୋଲି ଘୋଷଣା…

ସୁଜେନ ଖାନ ଓମିକ୍ରନ୍‌ ପଜିଟିଭ

ନୂଆଦିଲ୍ଲୀ: ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜେନ ଖାନ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ନିଜେ ଏହି ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି। ସେ ନିଜେ ଏକ ଫଟୋ ସେୟାର କରି ସେ ସମସ୍ତଙ୍କୁ ନିରାପଦରେ ରହିବାକୁ ଏବଂ ନିଜ ପ୍ରିୟଜନଙ୍କ ଯତ୍ନ ନେବାକୁ କହିଛନ୍ତି। ସୁଜେନ…

ଆଜି ଦେଶରେ କମିଛି ସଂକ୍ରମିତଙ୍କ ସଂଖ୍ୟା, ଗତକାଲି ଅପେକ୍ଷା ୬.୫% କମ୍

ନୂଆଦିଲ୍ଲୀ: ଦେଶରେ ଆଜି କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ୬.୫ ପ୍ରତିଶତ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସାରା ଦେଶରୁ ବାହାରିଛନ୍ତି ୧ଲକ୍ଷ ୬୮ହଜାର ୬୩ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧ଲକ୍ଷ ୭୯ହଜାର ୭୨୩ । ଅର୍ଥାତ୍ ପାଖାପାଖି ୧୦…

ଖୁସି କପୁର କରୋନା ପଜିଟିଭ

ନୂଆଦିଲ୍ଲୀ: ନିକଟରେ ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ କୋଭିଡ-୧୯ ସଂକ୍ରମିତ ହୋଇଥିଲେ। ଏହା ପରେ ସେମାନେ ହୋମ୍‌ କ୍ବାରେଣ୍ଟାଇନ୍‌‌ରେ ମଧ୍ୟ ଥିଲେ। ରିପୋର୍ଟ ଅନୁଯାୟୀ ବୋନି କପୁରଙ୍କ ଝିଅ ଖୁସି କପୁର କରୋନା ସଂକ୍ରମିତ ‌ହୋଇଥିବା ଜଣାପଡ଼ିଛି। ତେବେ ବୋନି  କପୁର ଏବଂ ଜାନଭି କପୁର ଙ୍କ…

ନିଜ ଜନ୍ମଦିନରେ କାହିଁକି ଏପରି ଅବତାର୍ ନେଲେ ହ୍ରିତିକ ରୋଶନ୍‌?

ମୁମ୍ବାଇ: ଆଜି ବଲିଉଡର ଗ୍ରୀକ୍‌ଗଡ୍ ଓରଫ୍ ହ୍ରିତିକ୍ ରୋଶନ୍‌ଙ୍କ ୪୮ତମ ଜନ୍ମଦିନ । ଖାସ ଏହି ମଉକାରେ ହ୍ରିତିକ୍ ଏକ ଭିନ୍ନ ଧରଣର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଏହି ଫଟୋରେ ସେ କିଛି ହିଣ୍ଟ ଦେବାକୁ ଯାଇ କେବଳ ୱେଧା ବୋଲି ଲେଖିଛନ୍ତି । वेधा . VEDHA#vikramvedha…

ହାପି ବାର୍ଥ ଡ଼େ’ ହ୍ରିତିକ

ମୁମ୍ବାଇ: ବଲିଉଡ଼ର ମୋଷ୍ଟ୍ ହ୍ୟାଣ୍ଡସମ୍ ହଙ୍କ୍ ଓ ଡ଼୍ୟାସିଙ୍ଗ୍ ଷ୍ଟାରଭାବେ ପରିଚିତ ହ୍ରିତିକ୍ ରୋଶନ୍ । ଆଜି ସେ ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି । ହ୍ରିତିକ୍ ରୋଶନଙ୍କ ଷ୍ଟାଇଲ୍, ଫ୍ୟାସନ ଓ ଫିଟନେସକୁ ଆଜିବି ଲୋକେ ଅନୁସରଣ କରିବାକୁ ପସନ୍ଦ କରନ୍ତି । ଫ୍ୟାନ୍ସ, ସେଲିବ୍ରିଟି…

ଅଭିନେତ୍ରୀ କିଶ୍ବର ମର୍ଚାଣ୍ଟଙ୍କ ୪ ମାସର ପୁଅକୁ କରୋନା

ମୁମ୍ବାଇ: ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ କିଶ୍ବର ମର୍ଚାଣ୍ଟ ଏବଂ ସୁୟାଶ ରାୟଙ୍କ ୪ ମାସର ପୁଅକୁ କରୋନା। କିଶ୍ବର ଏକ ପୋଷ୍ଟ ଲେଖି ଏ ବିଷୟରେ ସୂଚନା ଦେଇଛନ୍ତି। ୫ ଦିନ ପୂର୍ବରୁ ନିର୍‌ବୈର୍‌ଙ୍କ ନାନୀ କୋଭିଡ୍‌ ସଂକ୍ରମିତ ହୋଇଥିଲେ। ଏହାପରେ ପୁଅ ନିର୍‌ବୈର୍‌ ମଧ୍ୟ କରୋନା…