Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏହି ମହାନ ବ୍ୟକ୍ତିମାନେ କପିଲ ଶର୍ମା ଶୋଠାରୁ ଏବେ ବି ନିଜକୁ ଦୂରେଇ ରଖିଛନ୍ତି

ମୁମ୍ବାଇ: କପିଳ ଶର୍ମାଙ୍କ କମେଡି ଶୋ ଦି କପିଲ ଶର୍ମା ଶୋ ବଲିଉଡ ଫିଲ୍ମ ପ୍ରମୋଶନର ଏକ ଭଲ ପ୍ଲାଟଫର୍ମ ସାଜିଛି । ଦର୍ଶକଙ୍କ ପସନ୍ଦ ସତ୍ୱେ ଫିଲ୍ମ ଇଣ୍ଡଷ୍ଟ୍ରି ତଥା ଅନ୍ୟ ବିଭାଗର ମହାନ ବ୍ୟକ୍ତିମାନେ ବାରମ୍ବାର ନିମନ୍ତ୍ରଣ ସତ୍ୱେ ଶୋରେ ଯୋଗ ଦେବାକୁ ପସନ୍ଦ କରି ନାହାନ୍ତି । ସେମାନଙ୍କ…

ପାଖେଇ ଆସିଲାଣି ବିବାହ ସମୟ ,ଏବେଠୁ ବ୍ରେକ୍ ନେଲେଣି କ୍ୟାଟ୍ରିନା କୈଫ୍

ମୁମ୍ବାଇ : ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚିକିନି ଚମେଲୀ କ୍ୟାଟ୍ରିନା କୈଫ୍ । ସେ ଆସନ୍ତା ମାସରେ ବଲିଉଡ୍ ହିଟ୍ ଷ୍ଟାର, ହ୍ୟାଣ୍ଡସମ୍ ବୟେ ଭିକି କୌଶଲଙ୍କୁ ବିବାହ କରିବାକୁ ଯାଉଛନ୍ତିା ବିବାହ ତାରିଖ ପାଖେଇ ଆସିଲାଣି । ଏହି ଗ୍ରାଣ୍ଡ ମ୍ୟାରେଜକୁ ନେଇ ସମସ୍ତଙ୍କ ମନରେ…

ଫିଲ୍ମ ‘ଆଦିପୁରୁଷ’ ପାଇଁ ୧୫୦ କୋଟି ନେଇଛନ୍ତି ପ୍ରଭାସ!

ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ପ୍ରଭାସ ଇଣ୍ଡଷ୍ଟ୍ରିର ଜଣେ ବିଗ୍‌ ବଜେଟ୍‌ ଆକ୍ଟର ମଧ୍ୟରୁ ଜଣେ ତାଙ୍କର ଏକ ଭିନ୍ନ ଲୋକପ୍ରିୟତା ରହିଛି। ତାଙ୍କ ଲୋକପ୍ରିୟତା ଯେତିକି ତାଙ୍କ ପାଉଣା ମଧ୍ୟ ବେଶ୍‌ ଦମ୍‌ଦାର ରହିଥାଏ। ବ୍ଲକବ୍ଲଷ୍ଟର ମୁଭି ‘ବାହୁବଲୀ’ ପାଇଁ ବେଶି ଲୋକପ୍ରିୟତା ହାସଲ…

କେଜିଏଫ୍‌ ନିର୍ମାତାଙ୍କୁ କ୍ଷମା ମାଗିଲେ ଅମୀର

ନୂଆଦିଲ୍ଲୀ: ଫିଲ୍ମ କେଜିଏଫ୍‌ ୨ର ନିର୍ମାତା ଏବଂ ଅଭିନେତା ୟଶ୍‌ଙ୍କୁ କ୍ଷମା ମାଗିଛନ୍ତି। କେଜିଏଫ୍‌ ୨ ଏବଂ ଲାଲ୍‌ ସିଂ ଚଢାର ରିଲିଜ ଡେଟ୍‌ ଏକାସାଙ୍ଗେ ରହିଥିବାରୁ ଅମୀର ଏପରି କରିଥିବା ଜଣାପଡ଼ିଛି। ହଲିଉଡର କ୍ଲାସିକ୍ ଫରେଷ୍ଟ ଗୁମ୍ପର ଅଫିସିଆଲ୍ ରିମେକ୍ ଲାଲ ସିଂ ଚଢା ଓ କେଜିଏଫ୍ ୨…

ମିଷ୍ଟର ବିନଙ୍କ ମୃତ୍ୟୁ ଖବର ନେଇ ଗୁଜବ

ନୂଆଦିଲ୍ଲୀ: ମିଷ୍ଟର ବିନ ଭୂମିକା କରି ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିବା କମେଡିଆନ ରୋୱନ ଆଟକିନସନଙ୍କ ମୃତ୍ୟୁ ଖବର ମଙ୍ଗଳବାର ହଇଚଇ ସୃଷ୍ଟି କରି ଦେଇଥିଲା । ପରେ ଏହା ସମ୍ପୂର୍ଣ୍ଣ ଭାବେ ଏକ ଗୁଜବ ବୋଲି ଜଣା ପଡିଥିଲା । ୟୁଏସ ବ୍ରଡକାଷ୍ଟର ଫକ୍ସ ନ୍ୟୁଜ ନାମକ ଏକ ସଂସ୍ଥା ଟୁଇଟରରେ…

ଅତରଂଗୀରେ ଫିଲ୍ମର ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଅତରଂଗୀରେ ଫିଲ୍ମର ଆଜି ଫାଷ୍ଟ ଲୁକ ଜାରୀ ହୋଇଛି । ସିନେମା ହଲ ବଦଳରେ ଏହାକୁ ଓଟିଟି ପ୍ଲାଟଫର୍ମ ଡିଜନୀ ପ୍ଲସ ହଟଷ୍ଟାରରେ ରିଲିଜ କରାଯିବ । ଆନନ୍ଦ ଏଲ ରାୟଙ୍କ ଏହି ଫିଲ୍ମରେ ସାଉଥ ଷ୍ଟାର ଧନୁଷ, ସାରା ଅଲୀ ଖାଁ ଏବଂ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ…

ଜୋନାସ ନିକ ନେମ ହଟାଇଲେ ପ୍ରିୟଙ୍କା, ଛାଡପତ୍ର ନେଇ ଜୋର ଧରିଲା ଗୁଜବ !

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ହଲିଉଡର ଲୋକପ୍ରିୟ ଗାୟକ ନିକ ଜୋନାସଙ୍କ ଯୋଡି ବାହାଘର ପରଠାରୁ ବିଭିନ୍ନ କାରଣ ନେଇ ଚର୍ଚ୍ଚା ସାଁଉଟିବାରେ ଲାଗିଛନ୍ତି । ପ୍ରିୟଙ୍କା ସୋମବାର ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଜୋନାସ ଟାଇଟଲ ହଟାଇ ଦେଇଛନ୍ତି । ବାସ୍ ଏହା…

କରୋନା ସଂକ୍ରମିତ ହେଲେ କମଳା ହାସନ

ମୁମ୍ବାଇ: ଫିଲ୍ମ ଷ୍ଟାର କମଳା ହାସନ କରୋନା ସଂକ୍ରମିତ ହୋଇଛନ୍ତି । ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଛନ୍ତି । ଆମେରିକା ଗସ୍ତରୁ ଫେରିବା ପରେ ତାଙ୍କୁ ସାମାନ୍ୟ କାଶ ହୋଇଥିଲା । ଏହା ପରେ ସେ କୋଭିଡ ଟେଷ୍ଟ କରାଇଥିଲେ ଏବଂ ଏହା ପଜିଟିଭ ଆସିଥିଲେ । ସେ ସୋସିଆଲ ସାଇଟରେ…

ଓଲିଉଡକୁ କମ୍ ବ୍ୟାକ୍ କଲେ ଅଭିନେତ୍ରୀ ପ୍ରିୟା ଚୌଧୁରୀ

ଭୁବନେଶ୍ୱର : ଫିଲ୍ମ ଜଗତଠାରୁ ଦୂରେଇ ଯାଇଥିବା ଅଭିନେତ୍ରୀ ପ୍ରିୟା ଚୌଧୁରୀ ପୁଣି ଓଲିଉଡକୁ କମ୍ ବ୍ୟାକ୍ କରୁଛନ୍ତି । ଏଥର ପ୍ରିୟା ଭିନ୍ନ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡିଛି । ଉପସ୍ଥାପିକା ତଥା ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏବେ ସୁଟିଂ ସେଟରେ ନିଜର ଅପକମିଂ ଫିଲ୍ମ ପାଇଁ ବ୍ୟସ୍ତ…

‘ଅନୁପମା’ ଆକ୍ଟର ମାଧବୀ ଗୋଗ୍‌ଟେଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ 'ଅନୁପମା'ରେ ରୁପାଲି ଗାଙ୍ଗୁଲିଙ୍କ ମାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ମାଧବୀ ଗୋଗ୍‌ଟେଙ୍କ ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ସେ କରୋନା ଆକ୍ରାନ୍ତ ଥିଲେ। ସେ ନଭେମ୍ବର ୨୧ରେ ମୁମ୍ବାଇର ସେଭେନ ହିଲ୍ସ…