Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅତରଙ୍ଗୀ ରେ ପରେ ଧନୁଷଙ୍କ ହାତରେ ଆଉ ୨ ବଲିଉଡ ଫିଲ୍ମ

ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ଧନୁଷଙ୍କ ଲୋକପ୍ରିୟତା ବଲିଉଡରେ ବଢ଼ିବାରେ ଲାଗିଛି । ଆନନ୍ଦ ଏଲ ରାୟଙ୍କ ଅତରଙ୍ଗୀ ରେ ପରେ ଧନୁଷ ଏବେ ବଲିଉଡର ୨ଟି ମେଗା ବଜେଟ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ତାଙ୍କ ପ୍ରିୟ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ଆଉ ଏକ ଫିଲ୍ମ ରହିଛି । ପୂର୍ବରୁ ଉଭୟ…

ହଲିଉଡ ଅଭିନେତା ରିଚାର୍ଡଙ୍କ ବିବାଦୀୟ ଚୁମ୍ବନ: ଶିଳ୍ପାଙ୍କୁ ପୀଡିତା ଆଖ୍ୟା ଦେଲେ ମୁମ୍ବାଇ କୋର୍ଟ

ମୁମ୍ବାଇ: ୨୦୦୭ରେ ହଲିଉଡ ଅଭିନେତା ରିଚାର୍ଡ ଗେରେ ଏକ ଏଡସ ସଚେତନତା କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବଳପୂର୍ବକ ଚୁମ୍ବନ ଦେଇଥିଲେ । ଯାହାକୁ ନେଇ ବିବାଦୀୟ ପରିସ୍ଥିତ ସୃଷ୍ଟି ହୋଇଥିଲା । ଦେଶବ୍ୟାପି ଏହାକୁ ବିରୋଧ କରାଯାଇଥିଲା । ଶିଳ୍ପା କାହିଁକି ବିରୋଧ କଲେ…

ବାପା ହେବାକୁ ଯାଉଛନ୍ତି ହୋଷ୍ଟ ଆଦିତ୍ୟ ନାରାୟଣ ,ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ମୁମ୍ବାଇ : ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି ଲୋକପ୍ରିୟ ଗାୟକ ଉଦିତ ନାରାୟଣଙ୍କ ପୁଅ ହୋଷ୍ଟ ଆଦିତ୍ୟ ନାରାୟଣ ।ଏନେଇ ଆଦିତ୍ୟ ପତ୍ନୀ ଶ୍ୱେତାଙ୍କ ସହ କରିଥିବା ମ୍ୟାଟରନିଟି ଫୋଟୋ ସୁଟ ସମୟର କିଛି ଫଟୋକୁ ସୋସିାଲ ମିଡିଆରେ ସେୟାର କରିଛନ୍ତି । ନିଜେ ବାପା ହେବାକୁ ଯାଉଛନ୍ତି ବୋଲି ନିଜର…

ମାଆ ହେଲେ ପ୍ରିୟଙ୍କା ଚୋପ୍ରା, ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ: ମାଆ ହେଲେ ପ୍ରିୟଙ୍କା ଚୋପ୍ରା । ବଲିଉଡ୍ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ନିଜ ଫ୍ୟାନଙ୍କୁ ଖୁସି ଖବର ଦେଇଛନ୍ତି । ସରୋଗେସୀ ଜରିଆରେ ପ୍ରିୟଙ୍କା ଓ ନିକ୍ ଜୋନ୍ସ ନିଜ ଘରକୁ ନୂଆ ଅତିଥିଙ୍କୁ ଆମନ୍ତ୍ରଣ କରିଛନ୍ତି । ମାଆ ହେବା ଖୁସି ଖବର ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି…

ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲା ମିହିର ଦାସଙ୍କ ପ୍ରଥମ ଫିଲ୍ମ ‘ସ୍କୁଲ ମାଷ୍ଟର୍’

ଭୁବନେଶ୍ୱର: ଭେଟେରାନ ଓଡ଼ିଆ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ OTT ପ୍ଲାଟଫର୍ମ AAO NXT ତାଙ୍କର ଡ଼େବ୍ୟୁ ଫିଚର ଫିଲ୍ମ ‘ସ୍କୁଲ ମାଷ୍ଟର୍’ ମୁକ୍ତିଲାଭ କରିଛି । ୧୯୭୦ ଦଶକର ଚଳଚ୍ଚିତ୍ର ଏକ ମଧ୍ୟବିତ୍ତ ପରିବାରର ଅଭିଳାଷ, ସଂଘର୍ଷ ଓ ଉତଥାନକୁ ନେଇ ଚିତ୍ରଣ ହୋଇଛି ।…

ମୁକ୍ତିଲାଭ କଲା ଓଡିଆ ସଙ୍ଗୀତ ଆଲବମ୍ ‘ବାଲିଘର’

ଭୁବନେଶ୍ୱର: ମୁକ୍ତିଲାଭ କଲା ଓଡିଆ ସଙ୍ଗୀତ ଆଲବମ୍ ‘ବାଲିଘର’ । ସଙ୍ଗୀତଜ୍ଞ ଶ୍ରୀଯୁକ୍ତ ପ୍ରଣବ କିଶୋର ପଟ୍ଟନାୟକଙ୍କ ୮୫ତମ ଜନ୍ମଦିନ ଅବସରରେ 'ମୋ ଟିଭି' ବ୍ୟାନରରେ ଏକ ନୂତନ ଓଡିଆ ସଙ୍ଗୀତ ଆଲବମ୍ ‘ବାଲିଘର’ ମୁକ୍ତିଲାଭ କରିଛି । ସୀମିତ ଦର୍ଶକଙ୍କ ଗହଣରେ କୋଭିଡ୍ ନୀତିକୁ ଅନୁପାଳନ କରି…

ଆସିଲା ଗାୟିକା ଲତା ମଙ୍ଗେସକରଙ୍କ ହେଲଥ ଅପଡେଟ ,ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି କହିଲେ ଡାକ୍ତର

ମୁମ୍ବାଇ : ଆସିଲା ଗାୟିକା ଲତା ମଙ୍ଗେସକରଙ୍କ ହେଲଥ୍ ଅପଡେଟ । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଲତା ମଙ୍ଗେସକରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଭେଟେରାନ୍ ଗାଇକା ଲତା ଏବେ ଆଇସିୟୁରେ ଅଛନ୍ତି । ସେ ସୁସ୍ଥ ଅଛନ୍ତି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଜାନୁଆରୀ…

ଜୀବନ ଥିବା ଯାଏ ମନେ ରହିବେ ମନୋଜ ଦାଦା; ବରୁଣ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତାଙ୍କ ବରୁଣ ଧାୱନଙ୍କ ବ୍ୟକ୍ତିଗତ ଡ୍ରାଇଭର ମନୋଜ ସାହୁଙ୍କ ଗତ ମଙ୍ଗଳବାର ହୃୃଦ୍‌ଘାତରେ ପରଲୋକ ହୋଇଛି। ଗତକାଲି ସନ୍ଧ୍ୟାରେ ମନୋଜଙ୍କ ଅନ୍ତିମ ସଂସ୍କାର ସମୟରେ ବରୁଣ ଏବଂ ଭାଇ ରୋହିତ ଧାୱନଙ୍କୁ ଦେଖିବାକୁ ମିଳିଥିଲା। ମନୋଜ ସାହୁଙ୍କୁ…

ଆର ପାରିରେ ଗାୟକ ଶାନଙ୍କ ମାଆ ସୋନାଲୀ ମୁର୍ଖାଜୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ରୋମାଂଟିକ ଗାୟକ ଶାନଙ୍କ ମାଆ ସୋନାଲୀ ମୂର୍ଖାଜୀଙ୍କର ଦେହାନ୍ତ ହୋଇଯାଇଛି । ତେବେ କେଉଁ କାରଣ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି ତାହା ଜଣାପଡି ନାହିଁ । ବୁଧବାର ବିଳମ୍ବିତ ରାତିରେ ସେ ଶୋଇଥିବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସୋନାଲୀ ଜଣେ ଭଲ ଗାୟିକା…

ଅଭିନେତା ଶାହିର ଶେଖଙ୍କ ପିତା ଶାହାନାୱାଜ ଶେଖଙ୍କ ଦେହାନ୍ତ ନେଇ ସୂଚନା

ଦିଲ୍ଲୀ: ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା ଶାହିର ଶେଖଙ୍କ ପିତା ଶାହନାୱାଜ ଶେଖଙ୍କ ଦେହାନ୍ତ ହୋଇଯାଇଛି । ଶାହନାୱାଜ ଗତ କିଛି ଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ବୁଧବାର ଶାହିର ଶେଖଙ୍କ ପିତାଙ୍କ ଦେହାନ୍ତ…