Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିବାହ ପରେ ପ୍ରଥମ ଥର; ଏକାଠି ଖ୍ରୀଷ୍ଟମାସ ସେଲିବ୍ରେଟ୍‌ କଲେ ଭିକି ଓ କ୍ୟାଟ୍‌

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ନବ ବିବାହିତ ଦମ୍ପତି ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଚଳିତ ମାସ ୯ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ ପରେ ପ୍ରଥମ ଥର ପାଇଁ ଦୁହେଁ ଏକାଠି ଖ୍ରୀଷ୍ଟମାସ ସେଲିବ୍ରେଟ୍‌ କରିଥିବା ଦେଖିବାକୁ ମିଳିଛି। ଏହି ଦମ୍ପତି ସେମାନଙ୍କ କିଛି…

ସରିଲା ସ୍ମୃତି ଇରାନିଙ୍କ ଝିଅଙ୍କ ନିର୍ବନ୍ଧ; ଖୁବ୍‌ ଶୀଘ୍ର ବାହାଘର

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ କେନ୍ଦ୍ର ମନ୍ତ୍ରୀ ତଥା ଆମେଥୀ ସାଂସଦ ସ୍ମୃତି ଇରାନୀ ତାଙ୍କ ଝିଅ ଶାନେଲଙ୍କ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କ ଝିଅ ଏବଂ ତାଙ୍କ ଜ୍ୱାଇଁଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ସ୍ମୃତି ତାଙ୍କ…

ଫିଲ୍ମ ‘୮୩’ରେ ରଣବୀରଙ୍କ ଅଭିନୟକୁ ପ୍ରଶଂସା କଲେ ବିରାଟ-ଅନୁଷ୍କା

ମୁମ୍ବାଇ : ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ଷ୍ଟାରଫିଲ୍ମ '୮୩' ରିଲିଜ ହୋଇସାରିଛି । ଏହି ମୁଭିକୁ ଖୁବ୍ ତାରିଫ କରିଛନ୍ତି ବିରାଟ ଓ ଅନୁଷ୍କା  । ଏନେଇ ବିରାଟ ନିଜ ଟୁଇଟର ଆକାଉଣ୍ଟରେ ଫିଲ୍ମକୁ ନେଇ ନିଜର ଇମୋସନ୍ ସେୟାର କରିଛନ୍ତି । ବିରାଟ କହିଛନ୍ତି ଯେ ଭାରତୀୟ କ୍ରିକେଟ ପାଇଁ ଏହି…

ଅଡୁଆରେ ଜ୍ୟାକଲିନ; ଘରକୁ ଯିବାକୁ ଇଡିଠୁ ଲୋଡିଲେ ଅନୁମତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୂଚନା ଅନୁଯାୟୀ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଦିଲ୍ଲୀ କୋର୍ଟରେ ଦାଖଲ ହୋଇଥିବା ପ୍ରାୟ ୭୦୦୦ ପୃଷ୍ଠାର ଚାର୍ଜସିଟରେ ଇଡି ଏହି ସୂଚନା ଦେଇଛି। ସୂଚନା…

ସଲମାନଙ୍କ ଟାଇଗର ୩ରେ ର’ ଅଫିସର ହେବେ ଶାହାରୁଖ

ମୁମ୍ବାଇ: ସଲମାନ ଖାଁ ଓ କ୍ୟାଟ୍ରିନା କୈଫ ଅଭିନୀତ ଟାଇଗର ୩ଫିଲ୍ମରେ ଶାହାରୁଖ ଖାଁ ନଜର ଆସିବେ । ଫିଲ୍ମ ସହିତ ଜଡିତ ନିକଟତମ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଶାହାରୁଖ ଏହି ଫିଲ୍ମରେ ଜଣେ ର’ ଅଫିସର ଭୂମିକାରେ ଅବତୀର୍ଣ୍ଣ ହେବେ । ସେ ଏହି ଫିଲ୍ମର ୧୨ ଦିନ ଶିଡ୍ୟୁଲ ଶେଷ କରିଛନ୍ତି ।…

ମଧ୍ୟପ୍ରଦେଶରେ ସୈଫ-କରୀନାଙ୍କ ପୁଅ କିଏ ପ୍ରଶ୍ନ ପଚାରି ଅଡୁଆରେ ପ୍ରାଇଭେଟ ସ୍କୁଲ

ଭୋପାଳ: ମଧ୍ୟପ୍ରଦେଶର ଖଣ୍ଡୱାର ଏକାଡେମିକ ହାଇଟ୍ସ ପ୍ରାଇଭେଟ ସ୍କୁଲ ସୈଫ ଅଲି ଖାଁ ଓ କରୀନା କାପୁରଙ୍କ ପୁଅ କିଏ ପ୍ରଶ୍ନ ପଚାରି ଅଡୁଆରେ ପଡିଛି । ଅଭିଭାବକ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଜିଲା ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଥିଲେ । କଳାକାର ପିଲାମାନଙ୍କ ନାଁ ଜାଣିବା କଣ ଜରୁରୀ…

ଫିଲ୍ମ ‘ଫାଇଟର’ରେ ଅନୀଲଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: ଫିଲ୍ମ ଫାଇଟରରେ ଏଣ୍ଟ୍ରି କଲେ ଅନୀଲ କପୁର। ଡିସେମ୍ବର ୨୪ରେ ଅନିଲ କପୁର ତାଙ୍କର ୬୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କୁ ଫିଲ୍ମ 'ଫାଇଟର' କାଷ୍ଟରେ ସ୍ୱାଗତ ମଧ୍ୟ କରିଛନ୍ତି।…

ହାପି ବାର୍ଥ ଡେ ଅନୀଲ

ମୁମ୍ବାଇ: ଏଭର୍‌ଗ୍ରୀନ୍‌ ଆକ୍ଟର ଅନୀଲ କପୁର। ଆଜି ତାଙ୍କ ୬୫ ତମ ଜନ୍ମଦିନ। ନିଜର ଚାର୍ମିଂ ଚେହେରା ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ଅନିଲ। ଡିସେମ୍ବର ୨୪ରେ ଅଭିନେତା ୬୫ ବର୍ଷ ବୟସରେ ପାଦ ଦେଇଛନ୍ତି। ଅନିଲଙ୍କ ଭାଇ ବୋନି କପୁର ସେମାନଙ୍କର ଥ୍ରୋବ୍ୟାକ୍ ଫଟୋ ସେୟାର କରି…

ଗାୟବ ହୋଇଗଲା ମୀରାଙ୍କ ୪ ବର୍ଷ ପୁରୁଣା ଖ୍ରୀଷ୍ଟମାସ ଟ୍ରି

ମୁମ୍ବାଇ: ଆସନ୍ତାକାଲି ବଡଦିନ ଅର୍ଥାତ୍‌ ଖ୍ରୀଷ୍ଟମାସ। ଖ୍ରୀଷ୍ଟମାସ ପାଳନ ଲାଗି ଏବେଠୁ ପାର୍ଟି ମଧ୍ୟ ଆରମ୍ଭ ହୋଇଗଲାଣି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ବଲିଉଡ ସେଲିବ୍ରିଟି ସେମାନଙ୍କ ଘରେ ଖ୍ରୀଷ୍ଟମାସ ଟ୍ରି ସଜାଇଛନ୍ତି। ଏଥି ସହିତ, କେହି କେହି ଏହି ଅବସରରେ ଏକ ପାର୍ଟିର ଆୟୋଜନ…

ଅଲୀ ଆବାସ ଜାଫରଙ୍କ ଆଗାମୀ ଫିଲ୍ମରେ ଏକତ୍ର ଅଭିନୟ କରିବେ ଅକ୍ଷୟ, ଟାଇଗର

ମୁମ୍ବାଇ: ସୁଲତାନ ଫିଲ୍ମର ଡାଇରେକ୍ଟର ଅଲୀ ଆବାସ ଜାଫର ତାଙ୍କର ଆଗାମୀ ଫିଲ୍ମରେ ଦୁଇ ଆକ୍ସନ ଷ୍ଟାର ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କୁ ନେବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । ୨୦୧୯ରେ ହ୍ରିତକ ରୋଶନ ଏବଂ ଟାଇଗରଙ୍କ ୱାର ଫିଲ୍ମ ସୁପରହିଟ ହେବା ପରେ ଏବେ ବଲିଉଡ ଡବଲ ହୀରୋ ଟ୍ରେଣ୍ଡ ଆରମ୍ଭ…