Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଟିଭିରୁ ବିଦାୟ ନେବେ ଆଦିତ୍ୟ

ନୂଆଦିଲ୍ଲୀ: ଭାରତୀୟ ସିଙ୍ଗର୍‌ ତଥା ଇଣ୍ଡିଆନ୍ ଆଇଡଲ୍ ୧୨ର ଉପସ୍ଥାପକ ଆଦିତ୍ୟ ନାରାୟଣ ୨୦୨୨ ମସିହାରେ ଟେଲିଭିଜନରୁ ବିରତି ନେବେ ବୋଲି କହିଛନ୍ତି। ସେ ଏଥିରୁ ବିରତି ଦନଇ ସଙ୍ଗୀତ କ୍ୟାରିୟରକୁ ପ୍ରତି ଧ୍ୟାନ ଦେବେ ବୋଲି ସେ କହିଛନ୍ତି। ସଙ୍ଗୀତ ତାଙ୍କର ପ୍ରଥମ ପ୍ରେମ ବୋଲି କହିଛନ୍ତି…

୩ ଲକ୍ଷ ଫାଇନ୍‌ ଦେବେ ରାଜ୍‌ ଓ ଶିଳ୍ପା

ମୁମ୍ବାଇ: ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ଓ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଅଡୁଆ ବଢିବାରେ ଲାଗିଛି। ୩ ଲକ୍ଷ ଫାଇନ୍‌ ଦେବେ ରାଜ କୁନ୍ଦ୍ରା ଓ ଶିଳ୍ପା ଶେଟ୍ଟୀ। ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଏହାର ଅନ୍ତର୍ନିହିତ ବାଣିଜ୍ୟ ନିୟମ ଉଲ୍ଲଂଘନ ଅଭିଯୋଗରେ…

ଶର୍ଲିନ୍‌ଙ୍କୁ ଘାରିଲାଣି ଗିରଫ ଭୟ

ନୂଆଦିଲ୍ଲୀ: ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ଧୀରେ ଧୀରେ ବଢିଚାଲିଥିବା ବେଳେ ରାଜଙ୍କ ସହ ଯୋଡିହୋଇଥିବା ଅନ୍ୟମାନେ ମଧ୍ୟ ଗିରଫଦାରୀକୁ ଭୟ କଲେଣି। ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ବେ ଆକ୍ସ ମୁଡ୍‌ରେ ଅଛି। ଏହା ଭିତରେ ଶର୍ଲିନ୍ ଚୋପ୍ରାଙ୍କୁ ମୁମ୍ବାଇ ପୋଲିସ ପକ୍ଷରୁ ସାକ୍ଷ୍ୟ ଭାବରେ ଅଶ୍ଳୀଳ…

ଫରେନ୍‌ସିକ୍‌ରେ ଏକାଠି ନଜର ଆସିବେ ବିକ୍ରାନ୍ତ ଓ ରାଧିକା 

ନୂଆଦିଲ୍ଲୀ: ଫିଲ୍ମ ଫରେନସିକ୍‌ର ନିର୍ମାତା ଆଜି ସେମାନଙ୍କର ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି। ବିଶାଲ ଫୁରିଆଙ୍କ ନିର୍ଦ୍ଦେଶିତ ତଥା ମାନସୀ ବାଗଲାଙ୍କ ଦ୍ୱାରା ନିର୍ମିତ ଫରେନ୍‌ସିକ୍‌ର ମାଲାୟାଲମ୍‌ର ହିନ୍ଦୀ ରିମେକ୍‌ରେ ଏକାଠି ନଜର ଆସିବେ ବଲିଉଡ୍‌ କଳାକାର ବିକ୍ରାନ୍ତ ମାସେ…

ବଢିଲା ଅଡୁଆ; ଆଉ ୧୪ ଦିନ ଜେଲ୍‌ରେ ରହିବେ ରାଜ୍‌

ନୂଆଦିଲ୍ଲୀ: ବଢୁଛି ରାଜଙ୍କ ଅଡୁଆ। ଆଜି ଶେଷ ହେବାକୁ ଥିବା ନ୍ୟାୟିକ ହେପାଜତକୁ ମୁମ୍ବାଇ କୋର୍ଟ ଆହୁରି ୧୪ ଦିନ ଯାଏ ବଢାଇ ଦେଇଛନ୍ତି। ମଙ୍ଗଳବାର ଦିନ ଅଶ୍ଳୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ମାମଲାରେ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ପୋଲିସ ହାଜତରେ ରହିବାକୁ…

ବିଗ୍‌ ବସ୍‌ ୧୫ର ପ୍ରତିଯୋଗୀ ହେବେ ଆଦିତ୍ୟ!

ନୂଆଦିଲ୍ଲୀ: ବିଗ୍‌ ବସ୍‌ ସିଜିନ ୧୫ରେ ପ୍ରତିଯୋଗୀ ଭାବେ ନଜର ଆସିପାରନ୍ତି ଗାୟକ ଆଦିତ୍ୟ ନାରାୟଣ। ଏଥରର ସଂସ୍କରଣ ହୋଷ୍ଟ କରିବେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର। ତେବେ ବିଗ୍ ବସ୍ ସିଜନ ୧୫ର ଓଟିଟି ସଂସ୍କରଣର ପ୍ରତିଯୋଗୀ ହେବେ ଗାୟକ ତଥା ଟେଲିଭିଜନ ଉପସ୍ଥାପିକା ଆଦିତ୍ୟ ନାରାୟଣ। ଏନେଇ…

ରାଜଧାନୀରେ ଖୋଲିବ ସିନେମା ହଲ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସ୍ବାଭାବିକ ସ୍ଥିତିକୁ ଆସିଲାଣି। ଏପରିକି ଦିଲ୍ଲୀରେ ସଂକ୍ରମଣ ହାର କମିବା ସହ କେବେ କେବେ ଦୈନିକ ମୃତ୍ୟୁ ମାମଲା ମଧ୍ୟ ଶୁନ୍ୟ ଆସୁିଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ସମସ୍ତ କୋଭିଡ୍‌ କଟକଣାକୁ ଧୀରେ ଧୀରେ କୋହଳ…

ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆଜି

ମୁମ୍ବାଇ: ଅଶ୍ଲୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ଗତ ୨୩ ତାରିଖରେ ବିଶିଷ୍ଟ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିଥିଲେ ବମ୍ବେ ହାଇକୋର୍ଟ। ଏହାକୁ ବଢାଯାଇ ଜୁଲାଇ ୨୭ ଯାଏ କରାଯାଇଥିଲା। ଆଜି ରାଜ୍‌ଙ୍କ ରିମାଣ୍ଡ ଶେଷ ହେବାକୁ ଯାଉଛି। ଆଜି ରାଜ୍‌…

ଅଭିନୟ ଦୁନିଆରେ ପାଦ ଦେବେ ଗୁରୁ

ନୂଆଦିଲ୍ଲୀ: ନିଆରା ଗୀତ ଶୈଳୀରେ ଲୋକଙ୍କୁ ମତୁଆଲା କରୁଥିବା ବଲିଉଡ୍‌ ସିଙ୍ଗର୍‌ ଗୁରୁ ରାନ୍ଧୱା ଏବେ ଫିଲ୍ମି ଦୁନିଆରେ ପଦାର୍ପଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ଗୀତ ଶୈଳୀରେ ଦର୍ଶକଙ୍କୁ ଆକର୍ଷିତ କରିବା ପରେ ସେ ଏବେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି। ଏକ ବିବୃତ୍ତି…

ହରଭଜନ, ଗୀତା ସୋସିଆଲ ସାଇଟରେ ଶେୟାର କଲେ ପୁଅର ଫଟୋ

ମୁମ୍ବାଇ: ପୂର୍ବତନ କ୍ରିକେଟର ହରଭଜନ ସିଂ ଏବଂ ଅଭିନେତ୍ରୀ ଗୀତା ବାସ୍ରା ଆଜି ପୁଅର ନାମ ଦୁନିଆର ସାମ୍ନାକୁ ଆଣିଛନ୍ତି । ସୋସିଆଲ ସାଇଟରେ ଝିଅ ହିନାୟା ହୀର ପ୍ଲାହାଙ୍କ ସହ ପୁଅର ଫଟୋ ଶେୟାର କରିଛନ୍ତି । ପୁଅର ନାମ ଜୋଭାନ ଭୀର ସିଂ ପ୍ଲାହା ରଖିଛନ୍ତି । ହିନାୟା ଭାଇକୁ କୋଳରେ ଧରି କପାଳକୁ…