Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜୁଲାଇ ୩୧; ଓଟିଟି ପ୍ଲାଟଫର୍ମରେ ଏକାଠି ରିିଲିଜ୍ ହେବ ୪ଟି ଫିଲ୍ମ !

ମୁମ୍ବାଇ: ଜୁନ୍ ମାସରୁ ବଲିଉଡ ଆରମ୍ଭ କରିଥିଲା ଫିଲ୍ମର ଡିଜିଟାଲ ପ୍ରିମିଅର । କରୋନା ପାଇଁ ସିନେମା ହଲ୍‌ଠୁ ଆରମ୍ଭ କରି ମଲ୍‌ଟିପ୍ଲେକସ୍ ବି ବନ୍ଦ ପଡିଥିଲା । ପୂର୍ବରୁ ଗୋଟିଏ ଦିନରେ ଏକାଧିକ ଫିଲ୍ମ ରିିଲିଜ ହେବା କିଛି ବଡ କଥା ନଥିଲା । ହେଲେ ଓଟିଟି ପ୍ଲାଟଫର୍ମରେ ପ୍ରଥମ ଥର ପାଇଁ ଏକାଠି…

ଆସୁଛି ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକ୍ “ସୁଇସାଇଡ୍ ଅର୍ ମର୍ଡର୍”

ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ଦୋହଲାଇଦେଇଥିଲା । ତାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ଭଳି ଦେଖାଯାଉଥିବା ସଚ୍ଚିନ ତିୱାରୀଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଖୁବ୍‌ଶୀଘ୍ର ସଚ୍ଚିନ ତିୱାରୀ ବିଜୟ ଶେଖର ଗୁପ୍ତାଙ୍କ…

ଚଳଚଂଚଳ ବଲିଉଡ; ଆଗକୁ ଆସୁଛି କ୍ୟାଟ୍ରିନା କୈଫ୍‌ଙ୍କ ଫୋନ୍ ଭୂତ୍ !

ମୁମ୍ବାଇ: ପୁଣି ଚଳଚଂଚଳ ଟିନ୍‌ସେଲ୍ ଟାଉନ୍ । ଆରମ୍ଭ ହେଲାଣି ବଡ ପରଦାର ସୁହାନା ସଫର । ଖୁବ ଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ କ୍ୟାଟ୍ରିନା କୈଫ୍‌ଙ୍କ ସୁପର୍ ନାଚୁରାଲ୍ ହରର୍ କମେଡି ଫିଲ୍ମ "ଫୋନ୍ ଭୂତ" । View this post on Instagram…

ଏକାଠି ଅଭିନୟ କରିବେ ପ୍ରଭାସ୍ ଓ ଦୀପିକା ପାଦୁକୋନ !

ହାଇଦ୍ରାବାଦ: ଖୁବଶୀଘ୍ର ଏକାଠି ରୂପେଲି ପରଦାରେ ନଜର ଆସିବେ ଦୀପିକା ପାଦୁକୋନ ଓ ବାହୁବଲି ଫେମ୍ ଆକ୍ଟର ପ୍ରଭାସ୍ । ବୈଜୟନ୍ତୀ ମୁଭିସ୍ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଏକ ଐତିହାସିକ ଫିଲ୍ମରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ବିଗ୍ ବଜେଟ୍ ମୁଭିର ନିର୍ଦ୍ଦେଶନା ଭାର…

ଟ୍ରାକ୍ଟର ଚଳାଇ ଚାଷ କଲେ ସଲମାନ ଖାନ୍

ସଲମାନ ଖାନଙ୍କ ଚାଷୀ ଅନ୍ଦାଜ । ନିଜେ ଟ୍ରାକ୍ଟର ଚଳାଇ ବିଲରେ ଚାଳ କରିଛନ୍ତି । ପାଣି କାଦୁଅ ଭିତରେ ଜମିରେ ଟ୍ରାକ୍ଟର ଚଳାଇଛନ୍ତି ବଲିଉଡ ସୁପରଷ୍ଟାର । ଏହାର ଭିଡିଓ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଲେଖିଛନ୍ତି ଫାର୍ମିଂ । ଅର୍ଥାତ ଚାଷ କରୁଛି । ଭିଡିଓରେ ସଲମାନ ଟ୍ରାକ୍ଟର…

ଆଜି ଟମ୍ ଆଣ୍ଡ ଜେରୀଙ୍କ ଜନ୍ମଦିନ, ୭୯ ବର୍ଷ ତଳେ ସମ୍ମୁଖକୁ ଆସିଥିଲା ଏହି ଲୋକପ୍ରିୟ କାର୍ଟୁନ

ମୁମ୍ବାଇ: ଆଜି ଟମ ଆଣ୍ଡ ଜେରୀଙ୍କ ଜନ୍ମଦିନ । ୭୯ ବର୍ଷ ତଳେ ୧୯ ଜୁଲାଇ ୧୯୪୧ ଏହି ଲୋକପ୍ରିୟ କାର୍ଟୁନ କ୍ୟାରେକ୍ଟର ସମ୍ମୁଖକୁ ଆସିଥିଲା । ମିଡନାଇଟ ସ୍ନେକ ନାମକ ଶୋରେ ପ୍ରଥମ ଥର ପାଇଁ ଲୋକମାନେ ଟମ ଆଣ୍ଡ ଜେରୀଙ୍କୁ ଦେଖିଥିଲେ । ଏହି ଶୋରେ ଅବଶ୍ୟ ସେମାନଙ୍କ ନାମ ଭିନ୍ନ ଥିଲା । ଏହାର ଜନକ…

ସୁଶାନ୍ତ ସିଂ ରାଜପୁତ୍ କେସ୍‌: ମିଛ କିଏ କହୁଛି ଆଦିତ୍ୟ ଚୋପ୍ରା ନା ସଞ୍ଜୟ ଲୀଲା !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କେସ୍‌ରେ ପୋଲିସର ପଚରାଉଚରା ଜୋରସୋରରେ ଚାଲିଛି । ସଞ୍ଜୟ ଲୀଲା ଭଁସାଲୀ ଓ ଆଦିତ୍ୟ ଚୋପ୍ରାଙ୍କ ମଧ୍ୟରେ ଜଣେ ମିଛ କହୁଛି ବୋଲି ପୋଲିସ ସନ୍ଦେହ କରୁଛି । ମୁମ୍ବାଇ ପୋଲିସ ୟଶରାଜ ଫିଲ୍ମର ଆଦିତ୍ୟ ଚୋପ୍ରାକୁ ପଚରା ଉଚରା କରିଥିଲା ।  ପୂର୍ବରୁ…

ଆସାମ ପୋଲିସର ଫିଲ୍ମି ଅନ୍ଦାଜ; ଶାହରୁଖଙ୍କ ଆଇକନିକ ପୋଜକୁ ଏମିତି ଦେଲେ ଟ୍ୱିଷ୍ଟ

ନୂଆଦିଲ୍ଲୀ: ବଲିଉଡର ବାଦଶାହ ଶାହରୁଖ ଖାନ ବଲିଉଡର ରୋମାଣ୍ଟିକ ଅଭିନେତା ଭାବେ ଖୁବ୍ ପରିଚିତ । ତାଙ୍କର ଡାଇଲଗ ଓ ଆକ୍ସନ ଫିଲ୍ମକୁ ଦର୍ଶକେ ଆଜିବି ଭୁଲି ନାହାଁନ୍ତି । ବର୍ତ୍ତମାନ ସମୟରେ ଦେଶବ୍ୟାପୀ କରୋନା ଭାଇରସ ଜାରି ରହିଥିବା ବେଳେ ସରକାର ଅନେକ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ…

ସୁଟିଂ ଆରମ୍ଭ କଲେ କପିଲ ଶର୍ମା, ସେଟରେ ଏଣ୍ଟ୍ରି ପୂର୍ବରୁ କୋଭିଡ୍ ଟେଷ୍ଟ

ମୁମ୍ୱାଇ: କପିଲ ଶର୍ମା ସୋ ଫ୍ୟାନଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ତାଙ୍କ ଟିମ୍ ଟିଭି ପରଦାରେ ଫ୍ରେସ ଏପିସୋଡ ସହ ନଜର ଆସିବେ । ଲକଡାଉନର ୧୨୫ ଦିନ ପରେ ପୁଣି ଥରେ ସୁଟିଂ ଆରମ୍ଭ କରିଛନ୍ତି କପିଲ । ତାପୂର୍ବରୁ ସମସ୍ତଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ସୁଟିଂ ସେଟରେ ପହଞ୍ଚିବା ପୂର୍ବରୁ…

ସୁଟିଂ ଆରମ୍ଭ ନ ହେଉଣୁ ଅଘଟଣ, କୁମକୁମ୍ ଭାଗ୍ୟ ସେଟ୍‌ରେ ଅଗ୍ନିକାଣ୍ଡ !

ମୁମ୍ବାଇ: କୁମ୍‌କୁମ୍ ଭାଗ୍ୟ ସୁଟିଂ ସେଟ୍‌ରେ ଲାଗିଲା ନିଆଁ । ମାତ୍ର କିଛି ଦିନ ପୂ୍‌ର୍ବରୁ ଆରମ୍ଭ ହୋଇଥିଲା ସୁଟିଂ । ପ୍ରଥମେ କରୋନା ଟେନ୍‌ସନ୍‌ ଆଉ ଏବେ ସୁଟିଂ ସେଟ୍‌ରେ ଅଗ୍ନିକାଣ୍ଡ । ସୋସିଆଲ୍ ମିଡିଆରେ ସୁଟିଂ ସେଟ୍‌ର ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । …