Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଖତରୋଁ କେ ଖିଲାଡି ୧୦’ ଜିତିଲେ ଅଭିନେତ୍ରୀ କରିସ୍ମା ତନ୍ନା

ମୁମ୍ବାଇ: କଲର୍ସ ଚ୍ୟାନଲରେ ପ୍ରସାରିତ ‘ଖତରୋଁ କେ ଖିଲାଡି’ର ସିଜନ୍ ୧୦ର ବିଜେତା ହୋଇଛନ୍ତି ଅଭିନେତ୍ରୀ କରିସ୍ମା ତନ୍ନା । ଯେତେବେଳେ କି ଫାଇନାଲିଷ୍ଟ ଭାବେ କରନ ପଟେଲ୍‌, ଧର୍ମେସ, ବଲରାଜ ଓ ୟେଲାଣ୍ଡେ ରହିଥିଲେ। ସୂଚନାନୁଯାୟୀ, କରୋନା ଭାଇରସ୍ ଓ ତଦଜନିତ ଲକଡାଉନ୍ ଯୋଗୁଁ ଏହାର…

ସୁସ୍ଥ ହେଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

ମୁମ୍ବାଇ: କରୋନାକୁ ମାତ୍ ଦେଲେ ବଲିଉଡ ଅଭିନେତ୍ରୀ ତଥା ବଚ୍ଚନ ବହୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ । କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ଅଭିଷେକ ବଚ୍ଚନ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହାପରେ ସେମାନଙ୍କୁ…

ମହେଶ ଭଟ୍ଟଙ୍କୁ ୨ ଘଂଟା ଜେରା କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପଖି ୩ ମାସ ବିତି ଗଲାଣି । ତେବେ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏଯାଏଁ ପରଦା ଉଠିନି । ଦିନକୁ ଦିନ ଆହୁରି ସସ୍‌ପେନ୍ସ ବଢ଼ୁଛି । ଏହାରି ଭିତରେ ମୁମ୍ବାଇ ପୋଲିସ ଆଜି ଫିଲ୍ମ ନିର୍ଦ୍ଦେଶ ମହେଶ ଭଟ୍ଟଙ୍କୁ ୨ ଘଂଟା ଜେରା କରିଛି…

କାହା ହାତ ଧରିବେ ପୁନମ୍ ପାଣ୍ଡେ ?

ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ ତଥା ମଡେଲ ପୁନମ୍ ପାଣ୍ଡେ । କେତେବେଳେ ଫିଲ୍ମରେ ବୋଲ୍ଡ ସିନ୍ ପାଇଁ ତ ପୁଣି କେତେବେଳେ ଚାରିଟି କଲେକ୍ସନ୍ କରିବା ଚକ୍କରରେ ଟପ୍‌ଲେସ୍ ସିନ୍ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ରିସେଣ୍ଟଲି ଏହି ହଟ୍ ବ୍ୟୁଟି ବିବାହ ପାଇଁ ଗୋଟିଏ ପାଦ ଆଗେଯାଇଛନ୍ତି ।…

ରହେମାନଙ୍କ ସନ୍ଦେହ ଦୂର କଲେ ଶେଖର କାପୁର, ଓସ୍କାର ସମ୍ମାନ ବଲିଉଡରେ ମୃତ୍ୟୁ ସହ ସମାନ

ମୁମ୍ବାଇ: ଭାରତୀୟ ଫିଲ୍ମ ଦୁନିଆରେ ଦୁଇ ମହାରଥୀ ସଙ୍ଗୀତକାର ଏଆର ରହେମାନ ଏବଂ ନିର୍ଦ୍ଦେଶକ ଶେଖର କାପୁର ଖୋଲାଖୋଲି ଭାବେ ବଲିଉଡର ପକ୍ଷପାତିତା ଏବଂ ଅପାରଗ ପଣିଆକୁ ପଦାରେ ପକାଇଛନ୍ତି । ଦିଲ ବେଚାରା ଫିଲ୍ମରେ ସଙ୍ଗୀତ ଦେଇ ରହେମାନ ପୁଣି ପ୍ରଶଂସକଙ୍କ ମନ କିଣି ପାରିଛନ୍ତି । ରବିବାର…

ସୁଶାନ୍ତଙ୍କ ଦିଲ ବେଚାରା ଦେଖି ଭାବ ପ୍ରବଣ ହୋଇ ପଡିଲେ କ୍ରିକେଟର ମନୋଜ ତିୱାରୀ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ଦିଲ ବେଚାରା ୱେବ ଓ ଓଟିଟି ଦୁନିଆରେ ଝଡ ସୃଷ୍ଟି କରୁଛି କହିଲେ ଭୁଲ ହେବ ନାହିଁ । ଫିଲ୍ମଟି ସବୁ ରେକର୍ଡ ଭାଙ୍ଗିବା ସହ ଆଇଏମଡିବି ୯.୭ ରେଟିଂ ଦେଇଛି । ଫିଲ୍ମକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ଦେଖି ଭାରତୀୟ କ୍ରିକେଟର…

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କେସ୍‌: କରନ ଜୋହର, ମହେଶ ଭଟ୍ଟ ମ୍ୟାନେଜରଙ୍କୁ ସମନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ବଲିଉଡର ନକାରାତ୍ମକ ଦିଗକୁ ଉଜାଗର କରିଛି । ଘଟଣାର ତଦନ୍ତ କରୁଥିବା ସ୍ଥାନୀୟ ପୋଲିସ ରବିବାର କରଣ ଜୋହର, ମହେଶ ଭଟ୍ଟ ମ୍ୟାନେଜରଙ୍କୁ ସମନ ପଠାଇଛି । ଆତ୍ମହତ୍ୟା ମାମଲାରେ ଏହି ଦୁଇ ଜଣଙ୍କ ନାମ ଉଠିଥିବାରୁ ପୋଲିସ ଏହି ପଦକ୍ଷେପ ଗ୍ରହଣ…

ଆସିଲା ବଲିଉଡ୍ ଫିଲ୍ମ ‘ଥ୍ରିଲର୍’ର ଫାଷ୍ଟ ଲୁକ୍; ଲିଡ୍ ରୋଲରେ ଓଡିଆ ଝିଅ ଅପସରା

ଭୁବନେଶ୍ୱର: ବଲିଉଡ୍ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ‘ଥ୍ରିଲର୍’ ଫିଲ୍ମର ପୋଷ୍ଟର ରିିଲିଜ ହୋଇଯାଇଛି । ଯେଉଁଥିରେ ଦର୍ଶକେ ଓଡିଆ ଝିଅ ଅପସରା ରାଣୀଙ୍କୁ ଦେଖିବାକୁ ପାଇବେ । ଏସମ୍ପର୍କରେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ନିଜେ ରାମ ଗୋପାଳ ବର୍ମା ।…

୧୦୦ ବଲିଉଡ ଡ୍ୟାନ୍ସରଙ୍କ ଆକାଂଉଟରେ ଟଙ୍କା ଜମା କଲେ ହ୍ରିତିକ

ମୁମ୍ବାଇ: କରୋନା ମହାମାରୀ ମୁକାବିଲା ପାଇଁ ବିଭିନ୍ନ ସ୍ତରର ଲୋକେ ପରସ୍ପରକୁ ସାହାଯ୍ୟ କରୁଛନ୍ତି । ବଲିଉଡ ଅଭିନେତା ହ୍ରିତିକ ରୋଶନ ଫିଲ୍ମ ଇଣ୍ଡଷ୍ଟ୍ରିର ୧୦୦ ଡ୍ୟାନ୍ସରଙ୍କୁ ଆର୍ଥୀକ ସହାୟତା ଯୋଗାଇଛନ୍ତି । ସେ ସେମାନଙ୍କ ଆକାଂଉଟରେ ସିଧାସଳଖ ଟଙ୍କା ଜମା କରିଛନ୍ତି । ଏହି ମେସେଜ ପାଇବା…

ମୋ ବିରୁଦ୍ଧରେ ଗୋଟିଏ ଗ୍ୟାଙ୍ଗ ଷଡଯନ୍ତ୍ର କରୁଛି : ଏଆର ରହେମାନ

ମୁମ୍ବାଇ:ଓସ୍କାର ବିଜେତା ସଙ୍ଗୀତକାର ଏଆର ରହେମାନ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ବଲିଉଡର ଗୋଟିଏ ଗ୍ୟାଙ୍ଗ ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି । ମୁଁ ଯେପରି କାମ ନ ପାଇବି ସେ ନେଇ ବୁଦ୍ଧି ଖଟାଉଛନ୍ତି । ପ୍ରଥମେ ପ୍ରଥମେ ମୁଁ ବୁଝି ପାରୁ ନ ଥିଲେ ଇଣ୍ଡଷ୍ଟ୍ରିରେ…