Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭଗତ ସିଂ ଭୂମିକାରେ ପୁଣିଥରେ ଅଜୟ ଦେବଗନ୍ !

ମୁମ୍ବାଇ: ଅଜୟ ଦେବଗନ୍ ପୁନର୍ବାର ଭଗତ ସିଂ ଭୂମିକାରେ ଅବତୀର୍ଣ୍ଣ ହେବେ । ବଲିଉଡର ଏହି ମେଗା ଷ୍ଟାର ଏସ.ରାଜମୌଲୀଙ୍କ ବଡ ବଜେଟ ଫିଲ୍ମ 'ଆରଆରଆର'ରେ ଅଭିନୟ କରିବେ । ୩୫୦ କୋଟି ଟଙ୍କା ବଜେଟର ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର ଓ ରାମଚରଣ ତେଜା ଅଭିନୟ କରିବେ । ରାଜମୌଲୀ…

ଦେଖନ୍ତୁ ଭିଡ଼ିଓ: ‘ଆପଣ ମାନେ ଖୁସି ତ ?’, ଭାଇରାଲ୍ ହେଲା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସ୍ଲୋଗାନ୍ !

ଭୁବନେଶ୍ୱର: “ଆପଣ ମାନେ ଖୁସି ତ?”, ସାରା ଓଡ଼ିଶାରେ ବେଶ୍ ଜନପ୍ରିୟତା ହାସଲ କରିସାରିଥିବା ଏହି ସ୍ଲୋଗାନଟିର ଏବେ ମଧ୍ୟ ଆଦୃତି ଲାଭ କରିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ୨୦୧୯ ନିର୍ବାଚନରେ ଏହି ସ୍ଲୋଗାନଟି କହିବା ପରେ ଏହା ଜନପ୍ରିୟତା ହାସଲ କରିଥିଲା । ଜୟପୁରର କଂଗ୍ରେସ ବିଧାୟକ…

‘ବାଗି-୩’ରେ ଦର୍ଶକ ଦେଖିବେ ଜ୍ୟାକି-ଟାଇଗର ଶ୍ରଫ ଯୋଡ଼ିଙ୍କ ଆକ୍ଟିଂ !

ମୁମ୍ବାଇ: ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ବାଗି-୩ରେ ବାପା ଜ୍ୟାକି ଶ୍ରଫ ଅଭିନୟ କରିବେ ବୋଲି ସ୍ପଷ୍ଟ ହୋଇଛି । ଏଥିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ପ୍ରଯୋଜକ ସାଜିଦ ନାଡିୱାଡୱାଲା କହିଛନ୍ତି । ହିରୋପନ୍ଥୀରୁ ବଲିଉଡ କ୍ୟାରିୟର ଆରମ୍ଭ କରିବା ପରଠାରୁ ତାଙ୍କ…

କାର୍ତ୍ତିକ-ସାରାଙ୍କ ‘ସାୟଦ’: ଆସିଲା ‘ଲବ ଆଜକଲ’ର ରୋମାଣ୍ଟିକ ଗୀତ

ମୁମ୍ବାଇ: ପରଦାକୁ ଆସିଲା କାର୍ତ୍ତିକ-ସାରାଙ୍କ ‘ସାୟଦ’ ଗୀତ । ଏହା ଅପକମିଂ ଫିଲ୍ମ ‘ଲବ ଆଜକଲ’ର ପ୍ରଥମ ରୋମାଂଟିକ ଗୀତ । ଏହି ଗୀତରେ କାର୍ତିକ, ସାରାଙ୍କୁ ପ୍ରପୋଜ କରିବାକୁ ଚାହୁଁଛନ୍ତି କିନ୍ତୁ କରିପାରୁନଥିବା ଦେଖିବାକୁ ମିଳିଛି । https://youtu.be/MJyKN-8UncM ଗୀତକୁ…

ଆସିଲା ‘ଓଲେ ଓଲେ ୨.୦: ପାର୍ଟିି ମୁଡ୍‌ରେ ସୈଫ୍‌

ମୁମ୍ବାଇ: ରିଲିଜ ହୋଇଛି ଆଗାମୀ ଫିଲ୍ମ ଜୱାନୀ ଜାନେମନର ପାର୍ଟି ଗୀତ । ଗୀତରେ ସୈଫ୍ ଅଲ୍ଲି ଖାନ୍ ତାଙ୍କ ସିଗ୍ନେଚର ସଙ୍ଗ ଓଲେ ଓଲେର ନ୍ୟୁ ଭର୍ସନ ଓଲେ ଓଲେ ୨.୦ରେ ଧମାଲ କରିଛନ୍ତି । ଏହି ଗୀତରେ ସୈଫ୍‌ଙ୍କୁ ପୁରାପୁରି ମସ୍ତି ମୁଡ୍‌ରେ ଦେଖିବାକୁ ମିଳିଛି ।…

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଟ୍ରେଲର ରିଲିଜ

ମୁମ୍ବାଇ: ରିଲିଜ ହୋଇଛି ଆୟୁଷମାନ ଖୁରାନାଙ୍କ ଅପକମିଂ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଟ୍ରେଲର । ଏହା ଏକ କମେଡି ଭିତ୍ତିକ ଫିଲ୍ମ । ଏହି ଫିଲ୍ମ ମାଧ୍ୟମରେ ଆୟୁଷ୍ମାନ ସମାଜକୁ ପୁଣି ଏକ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ସମଲିଙ୍ଗି ସମ୍ପର୍କ ଉପରେ ଆଧାରିତ ଏହି…

ରାଜକୁମାର ହିରାନୀଙ୍କ ଫିଲ୍ମରେ ଦର୍ଶକେ ଦେଖିବେ ଶାହାରୁଖ-କରୀନାଙ୍କ ଯୋଡି!

ମୁମ୍ବାଇ: ୨୦୧୮ରେ ଆନନ୍ଦ ଏଲ.ରାୟଙ୍କ ଜିରୋ ଫିଲ୍ମ ପରଠାରୁ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ କୌଣସି ଫିଲ୍ମ ସାଇନ କରି ନାହାନ୍ତି । ଚେନ୍ନାଇ ଏକ୍ସପ୍ରେସ ପରଠାରୁ ଶାହାରୁଖଙ୍କ କୌଣସି ଫିଲ୍ମ ସେଭଳି ଆଖି ଦୃଶିଆ ସଫଳତା ହାସଲ କରିନାହିଁ । କ୍ରମାଗତ ବିଫଳତା ଯୋଗୁ ଶାହାରୁଖ ପ୍ରଶଂସକଙ୍କୁ…

ସଡକ ଦୁର୍ଘଟଣାରେ ଅଭିନେତ୍ରୀ ଶାବନା ଆଜମି ଗୁରୁତର

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ୍ ଅଭିନେତ୍ରୀ ଶାବନା ଆଜମି ଶନିବାର ଦିନ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ୱେରେ ଘଟିଥିବା ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1218495499520507905?s=08…

ଖୁବଶୀଘ୍ର ପରଦାକୁ ଆସୁଛି କାରଗିଲ ଯୁଦ୍ଧର ହିରୋ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ବାୟୋପିକ ‘ସେରଶାହା’

ମୁମ୍ବାଇ: ୧୯୯୯ ମସିହାର ଛାତିଥରା କରଗିଲ ଯୁଦ୍ଧ କିଏ ବା ମନରୁ ପାସୋରି ପାରିଥିବ । ଭାରତ- ପାକିସ୍ତାନ ମଧ୍ୟରେ ଦୀର୍ଘ ୨ ମାସ ଧରି ଚାଲିଥିବା ଏହି ଘମାଘୋଟ ଯୁଦ୍ଧରେ ଭରତ ହାସଲ କରିଥିଲା ଜିତାପଟ। ଏହି ଯୁଦ୍ଧର ହିରୋ କୁହାଯାଉଥିବା କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଜୀବନୀକୁ ନେଇ ଖୁବଶୀଘ୍ର…

‘ଲଭ ଆଜକଲ-୨’ର ଟ୍ରେଲର ରିଲିଜ: ଦେଖନ୍ତୁ, ସାରା ଓ କାର୍ତ୍ତିକଙ୍କ ଲଭ କେମେଷ୍ଟ୍ରି

ମୁମ୍ବାଇ: ରିଲିଜ ହୋଇଛି ଲଭ୍ ଆଜକଲ-୨ର ଟ୍ରେଲର । ଏଥିରେ ସାରା ଅଲ୍ଲି ଖାନ୍ ଓ କାର୍ତ୍ତିକ ଆରୟନଙ୍କ ଜବରଦସ୍ତ ଲଭ କେମେଷ୍ଟ୍ରି ଦେଖବବାକୁ ମଳିଛି । ସାରା ଓ କାର୍ତିକ ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିଛନ୍ତି । https://youtu.be/4QvqHwH_je8 ଟ୍ରେଲ୍‌ରରେ…