Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଦଶାନନ’ ଅବତାରରେ ନଜର ଆସିଲେ ସୈଫ ଅଲ୍ଲୀ ଖାନ

ମୁମ୍ବାଇ: ଦଶହରାର ଅବସରରେ ରିଲିଜ ହୋଇଛି ସୈଫ୍‌ଅଲ୍ଲୀ ଖାନଙ୍କ ଆଗମୀ ଫିଲ୍ମ ‘ଲାଲ କପ୍ତାନ’ର ପୋଷ୍ଟର । ଏହି ପୋଷ୍ଟରରେ ସୈଫ୍‌ଙ୍କୁ ୧୦ଟି ମୁଣ୍ଡ ଥିବା ଦଶାନନ ଲୁକ୍‌ରେ ଦେଖିବାକୁ ମିଳୁଛି। ପୂର୍ବରୁ ରିଲିଜ୍‌ ହୋଇଥିବା ଆଉ ଏକ ପୋଷ୍ଟରରେ ସୈଫ୍‌ଙ୍କ ନାଗା ସାଧୁ ଲୁକ୍‌ ଦେଖିବାକୁ…

ମଣ୍ଡପରେ ପହଞ୍ଚି ସାଧାରଣ ଲୋକଙ୍କ ଭଳି ମାଆଙ୍କୁ ଦର୍ଶନ କଲେ ବଲିଉଡର ଏହି ଷ୍ଟାର ଦମ୍ପତ୍ତି

ମୁମ୍ବାଇ: ଶାରଦୀୟ ଦୁର୍ଗାପୂଜା ପାଇଁ ସାରାଦେଶ ଉଠୁଛି ପଡୁଛି । ପୂଜା ମଣ୍ଡପ ଗୁଡିକରେ ମା’ଙ୍କ ପୂଜାର୍ଚ୍ଚନା ଖୁବ୍‌ ଧୁମଧାମ୍‌ରେ ଚାଲିଛି। ଏହି ଅବସରରେ ବଲିଉଡ୍‌ ସେହେନସା ଅମିତାଭ ବଚ୍ଚନ ମଧ୍ୟ ମାଆଙ୍କ ପୂଜାର୍ଚ୍ଚନା କରୁଥିବା ନଜର ଆସିଛନ୍ତି । ପତ୍ନୀ ଜୟା ମଧ୍ୟ ଅମିତଭଙ୍କ ସାଙ୍ଗରେ…

ରିଲିଜ ହେଲା ଓଡ଼ିଆ ସିନେମା ‘ଦିସ ଇଜ ମାୟାରେ ବାୟା’

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ପରଦାକୁ ଆସିଛି ଓଡ଼ିଆ ସିନେମା 'ଦିସ ଇଜ ମାୟାରେ ବାୟା' । ଏହା ହେଉଛି ସିଦ୍ଧାର୍ଥ ମ୍ୟୁଜିକର ୨୭ତମ ଚଳଚ୍ଚିତ୍ର । କମେଡି ଓ ରୋମାନ୍ସରେ ଭରପୁର ଏହି ସିନେମାରେ ଦର୍ଶକମାନେ ପ୍ରଥମଥର ପାଇଁ ଦୁଇଟି ନୂଆ ଯୋଡିକୁ ଦେଖିବାକୁ ପାଇଛନ୍ତି ।…

କିନ୍ନର ବେଶରେ ଟ୍ୱିଟରରେ ଫଟୋ ସେୟାର କଲେ ଅକ୍ଷୟ କୁମାର

ମୁମ୍ବାଇ: ପ୍ରତିଟି ଚଳଚ୍ଚିତ୍ରରେ ଭିନ୍ନଭିନ୍ନ ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରୁଥିବା ଖିଲାଡି ବୟ ସୁପରଷ୍ଟାର ଅକ୍ଷୟ କୁମାରଙ୍କର ଆଗାମୀ ସିନେମାର ପୋଷ୍ଟର ରିଲିଜ ହୋଇଛି । ଅକ୍ଷୟ କୁମାର ସବୁବେଳେ ଭିନ୍ନ ଭିନ୍ନ ଚରିତ୍ର ଓ କାହାଣୀରେ କାମ କରୁଥିବା ଯୋଗୁଁ ବେଶ ଚର୍ଚ୍ଚାରେ ମଧ୍ୟ…

ଦଶହରାରେ ପରଦାକୁ ଆସୁଛି ଓଡିଆ ଫିଲ୍ମ ‘ଦିସ୍ ଇଜ୍ ମାୟାରେ ବାୟା’

ଶାରଦୀୟ ଦୁର୍ଗାପୂଜା ଅବସରରେ ସିଦ୍ଧାର୍ଥ ମ୍ୟୁଜିକର ୨୭ତମ ଚଳଚ୍ଚିତ୍ର ‘ଦିସ୍ ଇଜ୍ ମାୟାରେ ବାୟା’ ବଡ ପରଦାରେ ରିଲିଜ ହେବାକୁ ଯାଉଛି । କମେଡି ଓ ରୋମାନ୍ସରେ ଭରପୁର ଏହି ସିନେମାରେ ଅଭିନେତା ସିଦ୍ଧାର୍ଥ ମହାପାତ୍ର ଓ ଝିଲିକ୍, ସ୍ୱରାଜ ଓ ଏଲିନା ନଜର ଆସୁଛନ୍ତି । ଦର୍ଶକମାନେ…

ରୂପେଲି ପରଦାରେ ମହାତ୍ମା…

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଇଛି । ଗାନ୍ଧୀଜିଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଫିଲ୍ମ ଗୁଡିକ ମାଧ୍ୟମରେ ଦର୍ଶକ ମାନେ ଗାନ୍ଧିଙ୍କ ଜୀବନୀକୁ ପାଖରୁ ଦେଖିବା ପାଇଁ ସୁଯୋଗ ପାଇପାରିଛନ୍ତି । ଏସବୁ ଫିଲ୍ମର ବ୍ୟବସାୟିକ ଦିଗ ଯାହା ହେଉନା…

ଏଥର ପୂଜାରେ ତିନି ହିରୋଇନଙ୍କ ସହ ଧମାଲ୍ ମଚାଇବେ ବାବୁସାନ୍

ଭୁବନେଶ୍ୱର: ଗୋଟିଏ ନୁହେଁ କି ଦୁଇଟି । ଏକାଥରେ ତିନି ତିନିଟା ହିରୋଇନଙ୍କ ସହ ଚକଲେଟ୍ ବୟ ବାବୁସାନ୍ ପରଦାକୁ ଆସୁଛନ୍ତି । ଚକଲେଟ୍ ବୟ ଦର୍ଶକଙ୍କ ସହ ଆଉ ଏକ ସମ୍ପର୍କ ଯୋଡିବା ଉଦ୍ଦେଶ୍ୟରେ ପରଦାରେ ନିଜର କମାଲ ଦେଖାଇବେ । ସେଥିପାଇଁ ଚଳିତବର୍ଷ ରିଲିଜ୍ ହେବାକୁ ଯାଉଛି ‘ମିଷ୍ଟର ମଜନୁ’ ।…

ରେକର୍ଡ଼ କଲା ‘ହାଉସଫୁଲ-୪’ ଟ୍ରେଲର୍; ୨ ଦିନରେ ଦେଖିଲେ ୩୪ କୋଟି ଦର୍ଶକ !

ମୁମ୍ବାଇ: ରିଲିଜ ହେଲା କମେଡି ସିନେମା 'ହାଉସଫୁଲ-୪'ର ଟ୍ରେଲର । ସୁପର କମେଡି ସହ ଜବରଦସ୍ତ ଡ୍ରାମାରେ ଭରପୁରଥିବା ଏହି ସିନେମାର ଟ୍ରେଲରକୁ ମିଳିଛି ଅଦ୍ଭୁତପୂର୍ବ ସମର୍ଥନ । ରବିବାର ରିଲିଜ ହୋଇଥିବା ଏହି ଟ୍ରେଲରକୁ ମାତ୍ର ୨ ଦିନରେ ଦେଖି ସାରିଲେଣି ପାଖାପାଖି ୩୪ କୋଟି ଥର ଦେଖା ସରିଲାଣି…

ଆରପାରିରେ ବଲିଉଡର ‘କାଳିଆ’

ମୁମ୍ବାଇ: ଲୋକପ୍ରିୟ ହିନ୍ଦୀ ସିନେମା 'ଶୋଲେ'ର କାଳିଆ ଭୂମିକାରେ ନିଜ ଅଭିନୟର ଜାଦୁ ଦେଖାଇଥିବା ବର୍ଷୀୟାନ କଳାକାର 'ବିଜୁ ଖୋଟେ' ଆଉ ନାହାନ୍ତି । ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ଏହି ମହାନ କଳାକାର ମୁମ୍ବାଇ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ…

ବଲିଉଡରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ‘କ୍ୟାପଟେନ କୁଲ’ !

ମୁମ୍ବାଇ: କ୍ରିକେଟ ଜଗତର ଜଣାଶୁଣା ନାମ ମହେନ୍ଦ୍ର ସିଂ ଧୋନି । ନିଜକୁ କ୍ରିକେଟରୁ ଦୂରେଇ ରଖିଥିବା ଧୋନି କିଛି ଦିନ ତଳେ ଭାରତୀୟ ସେନା ସହ ସୀମାରେ ନଜର ଆସିଥିଲେ । ବର୍ତ୍ତମାନ ଧୋନି ବଲିଉଡରେ ଏଣ୍ଟ୍ରି କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ…