Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ସହ ଗୀତ ରେକର୍ଡ କଲେ ରାନୁ ମଣ୍ଡଳ, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ: ରେଲୱେ ଷ୍ଟେସନରୁ ମ୍ୟୁଜିକ ଷ୍ଟୁଡିଓ । ସ୍ବପ ଦୁନିଆରୁ ବାସ୍ତବତା । ସୋସିଆଲ ମିଡ଼ିଆରୁ ବଲିଉଡ ଯାତ୍ରା, ଭଳି ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି ରାନୁମଣ୍ଡଳ । ସୋସିଆଲ ମିଡ଼ିଆର ଏକ ଭାଇରାଲ ଭିଡ଼ିଓରୁ କିଭଳି ରାନୁମଣ୍ଡଳଙ୍କ ଭାଗ୍ୟ ବଦଳିଥିଲା ତାହା କାହାକୁ ବା ଅଛପା ।…

କୃଷ୍ଣସାର ମୃଗ ଶିକାର ମାମଲା: କୋର୍ଟରେ ହାଜର ହେଲେନି ସଲମାନ ଖାନ

ଯୋଦ୍ଧପୁର: ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ଶୁକ୍ରବାର ଯୋଦ୍ଧପୁର କୋର୍ଟରେ ହାଜର ହେବାନେଇ ଆଦେଶ ଜାରି କରିଥିଲେ କୋର୍ଟ । ମାତ୍ର କୋର୍ଟର ନୋଟିସକୁ ବେଖାତିର କରିଛନ୍ତି ସଲମାନ । ଆଜି ଏହି ମାମଲାର ଶୁଣାଣି ଥିବାବେଳେ ସଲୁ କିନ୍ତୁ କୋର୍ଟରେ…

ଜାଣନ୍ତୁ, ‘ଦାଦା ସାହେବ ଫାଲକେ’ଙ୍କ ସମ୍ପର୍କରେ କିଛି ଅଜଣା କଥା

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିବାକୁ ଯାଉଛି ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲକେ’। ତେବେ କଣ ଆପଣ ଜାଣନ୍ତି କିଏ ଏହି 'ଦାଦା ସାହେବ ଫାଲକେ' ? ଆଉ କାହିଁକି ତାଙ୍କ ନାମରେ ଦିଆଯାଉଥିବା ପୁରସ୍କାରକୁ, ସିନେମା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର…

ବିଦେଶରେ ସମ୍ମାନିତ ହେଲା ଓଡିଆ ଫିଲ୍ମ ‘କ୍ରାନ୍ତିଧାରା’

ଭୁବନେଶ୍ବର: ବିଦେଶରେ ଓଡ଼ିଶାର ସମ୍ମାନ ବଢାଇଲା ଓଡ଼ିଆ ସିନେମା । ବିଦେଶରେ ସମ୍ମାନିତ ହୋଇଛି ଓଡ଼ିଆ ସିନେମା କ୍ରାନ୍ତୀଧାରା । ‘କ୍ରାନ୍ତିଧାରା’କୁ ମିଳିଛି 'ଏସିୟାନ ଏକ୍ସିଲେନ୍ସ' ଆୱାର୍ଡ । ଚାଇନାର ହଂକଂ ଠାରେ ଅନୁଷ୍ଠିତ ହୋଥିବା 'ଏସିଆନ ଇଣ୍ଟରନ୍ୟାସନାଲ ୟୁଥ୍ ଫେଷ୍ଟିଭାଲ'ରେ…

ଆରପାରିରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଏହି ପ୍ରସିଦ୍ଧ ହାସ୍ୟ ଅଭିନେତା

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଫିଲ୍ମର ପ୍ରସିଦ୍ଧ ହାସ୍ୟ ଅଭିନେତା ବେଣୁ ମାଧବଙ୍କର ବୁଧବାର ଦ୍ବିପ୍ରହର ୧୨ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ପରିବାରଲୋକ ଏବଂ ଡାକ୍ତରଙ୍କ ଠାରୁ ସୂଚନା ମିଳିଛି । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

ସେଞ୍ଚୁରୀ ମାରିଲା ଆୟୁଷ୍ମାନଙ୍କ ‘ଡ୍ରିମଗାର୍ଲ’!

ମୁମ୍ବାଇ: ଆଇଫା ଆୱାର୍ଡ଼ ପ୍ରାପ୍ତ ଟ୍ୟାଲେଣ୍ଟେଡ଼ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମଗାର୍ଲ'ର ଆୟ ୧୦୦ କୋଟିରେ ପହଞ୍ଚିଛି । ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶଙ୍କ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମଟି ୧୦୧.୪୦ କୋଟି ଆୟ କରି ସାରିଲାଣି । ଫିଲ୍ମଟିକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି…

ଓଲିଉଡ ସହ ‘ବିଗ୍ ବି’ଙ୍କ କିପରି ରହିଛି ସମ୍ପର୍କ, ଜାଣନ୍ତୁ

ଭୁବନେଶ୍ୱର: "ରିସ୍ତେ ମେଁ ତୋ ହମ ତୁମହାରେ ବାପ ଲଗତେ ହେ, ନାମ ହେ ସେହେନସା", ସୁପରଷ୍ଟାର ଅମିତାଭ ବଚ୍ଚନଙ୍କର ଏହି ଡାଇଲଗରେ ତାଳି ଓ ହ୍ବିସିଲରେ ପ୍ରକମ୍ପିତ ହୋଇଯାଉଥିଲା ସିନେମା ହଲ । ବର୍ତ୍ତମାନ ଚଳଚ୍ଚିତ୍ର ଦୁନିଆର ଶ୍ରେଷ୍ଠ ପୁରସ୍କାର, 'ଦାଦା ସାହେବ ଫାଲକେ' ସମ୍ମାନର ଅଧିକାରୀ…

ତାମିଲ ସିନେମାରେ ଓଡିଆ ଝିଅ ଦେବସ୍ମିତା

ଭୁବନେଶ୍ୱର: ତାମିଲ ସିନେମାରେ ନଜର ଆସିବାକୁ ଯାଉଛନ୍ତି ଜଣେ ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକ । ତାହା ପୁଣି ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ସିନେମାରେ। ତାମିଲ ସିନେମା ‘ଦରବାର’ରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଝିଅ ଦେବସ୍ମିତା। ଜଣେ…

‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନିତ ହେବେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ ଜଗତର ଦିବଙ୍ଗତ କଳାକାର ସୁପରଷ୍ଟାର ଅମିତାଭ ବଚ୍ଚନ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ 'ଦାଦା ସାହେବ ଫାଲକେ' ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି । The legend Amitabh Bachchan who entertained and inspired for 2 generations has been selected…

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ‘ବିଗ୍‌ବସ୍‌-୧୩’ ହାଉସ୍‌ର ଫଟୋ

ମୁମ୍ବାଇ: ଟେଲିଭିଜନ୍‌ର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌’ର ନୂଆ ସିଜିନ୍‌ (ବିଗ୍‌ବସ୍‌-୧୩) ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ । ଏଥର ମଧ୍ୟ ଏହି ଶୋ’କୁ ସୁପର୍‌ଷ୍ଟାର୍‌ ସଲମାନ୍‌ ଖାନ୍‌ ହିଁ ହୋଷ୍ଟ୍‌ କରିବେ । ଚଳିତ ବର୍ଷ ବିଗ୍‌ବସ୍‌-ହାଉସ୍‌ର ସେଟ୍‌ ମୁମ୍ବାଇର ଫିଲ୍ମସିଟିରେ ତିଆରି…