Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରାଜକୁମାର ହିରାନୀଙ୍କ ଫିଲ୍ମରେ ଦର୍ଶକେ ଦେଖିବେ ଶାହାରୁଖ-କରୀନାଙ୍କ ଯୋଡି!

ମୁମ୍ବାଇ: ୨୦୧୮ରେ ଆନନ୍ଦ ଏଲ.ରାୟଙ୍କ ଜିରୋ ଫିଲ୍ମ ପରଠାରୁ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ କୌଣସି ଫିଲ୍ମ ସାଇନ କରି ନାହାନ୍ତି । ଚେନ୍ନାଇ ଏକ୍ସପ୍ରେସ ପରଠାରୁ ଶାହାରୁଖଙ୍କ କୌଣସି ଫିଲ୍ମ ସେଭଳି ଆଖି ଦୃଶିଆ ସଫଳତା ହାସଲ କରିନାହିଁ । କ୍ରମାଗତ ବିଫଳତା ଯୋଗୁ ଶାହାରୁଖ ପ୍ରଶଂସକଙ୍କୁ…

ସଡକ ଦୁର୍ଘଟଣାରେ ଅଭିନେତ୍ରୀ ଶାବନା ଆଜମି ଗୁରୁତର

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ୍ ଅଭିନେତ୍ରୀ ଶାବନା ଆଜମି ଶନିବାର ଦିନ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ୱେରେ ଘଟିଥିବା ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1218495499520507905?s=08…

ଖୁବଶୀଘ୍ର ପରଦାକୁ ଆସୁଛି କାରଗିଲ ଯୁଦ୍ଧର ହିରୋ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ବାୟୋପିକ ‘ସେରଶାହା’

ମୁମ୍ବାଇ: ୧୯୯୯ ମସିହାର ଛାତିଥରା କରଗିଲ ଯୁଦ୍ଧ କିଏ ବା ମନରୁ ପାସୋରି ପାରିଥିବ । ଭାରତ- ପାକିସ୍ତାନ ମଧ୍ୟରେ ଦୀର୍ଘ ୨ ମାସ ଧରି ଚାଲିଥିବା ଏହି ଘମାଘୋଟ ଯୁଦ୍ଧରେ ଭରତ ହାସଲ କରିଥିଲା ଜିତାପଟ। ଏହି ଯୁଦ୍ଧର ହିରୋ କୁହାଯାଉଥିବା କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଜୀବନୀକୁ ନେଇ ଖୁବଶୀଘ୍ର…

‘ଲଭ ଆଜକଲ-୨’ର ଟ୍ରେଲର ରିଲିଜ: ଦେଖନ୍ତୁ, ସାରା ଓ କାର୍ତ୍ତିକଙ୍କ ଲଭ କେମେଷ୍ଟ୍ରି

ମୁମ୍ବାଇ: ରିଲିଜ ହୋଇଛି ଲଭ୍ ଆଜକଲ-୨ର ଟ୍ରେଲର । ଏଥିରେ ସାରା ଅଲ୍ଲି ଖାନ୍ ଓ କାର୍ତ୍ତିକ ଆରୟନଙ୍କ ଜବରଦସ୍ତ ଲଭ କେମେଷ୍ଟ୍ରି ଦେଖବବାକୁ ମଳିଛି । ସାରା ଓ କାର୍ତିକ ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିଛନ୍ତି । https://youtu.be/4QvqHwH_je8 ଟ୍ରେଲ୍‌ରରେ…

‘ମଲଙ୍ଗ’ର ଟାଇଟଲ ଟ୍ରାକ୍ ରିଲିଜ: ଦେଖନ୍ତୁ, ଦିଶା-ଆଦିତ୍ୟଙ୍କ ଭରପୁର ରୋମାନ୍ସ

ମୁମ୍ବାଇ:ରିଲିଜ ହୋଇଛି ଫିଲ୍ମ ‘ମଲଙ୍ଗ’ର ଟାଇଟେଲ ଟ୍ରାକ୍ । ଗୀତରେ ବେଶ୍ ରୋମାଂଟିକ ଲୁକ୍‌ରେ ନଜର ଆସିଛନ୍ତି ଦିଶା ପଟାନୀ ଓ ଆଦିତ୍ୟ କପୁର । ଏହା ଏକ ସୁଫୀ ଗୀତ । ଏହାର ଲିରିକ୍ସ ବେଶ୍ ଜବରଦସ୍ତ ରହିଛି । ଯାହାକୁ ଫ୍ୟାନ୍‌ମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି । ଏହି ଗୀତକୁ ବେଦ୍ ଶର୍ମା…

୧୦୦ କୋଟି ଛୁଇଁଲା ଅଜୟ ଦେବଗନଙ୍କ ତାନଜୀ

ମୁମ୍ବାଇ: ବହୁ ପ୍ରତିକ୍ଷିତ ମୋଗଲଙ୍କ ଉପରେ ମରାଠା ମାନଙ୍କର ଆକ୍ରମଣ କାହାଣୀକୁ ପର‌୍ୟ୍ୟବେସିତ ଫିଲ୍ମ ତାନଜୀ: ଦି ଅନସଙ୍ଗ ୱାରିୟର ୧୦୦ କୋଟି କ୍ଲବରେ ପହଂଚିଛି । ଅଜୟ ଦେବଗନଙ୍କ ୧୦୦ତମ ଫିଲ୍ମ ଶୁଭମୁକ୍ତିର ୬ଷ୍ଠ ଦିନରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରୋଜଗାର କରୁଛି ।…

ବଡ ପରଦାରେ ବର୍ଷାଙ୍କ କୁଇନ୍‌

କଟକ: ବିଦିଶା କ୍ରାଫ୍ଟ ବ୍ୟାନରରେ ନିର୍ମିତ କୁଇନ୍ ବୁଧବାର ଦିନ ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି । ଫିଲ୍ମ ଦେଖିବା ଲାଗି ସିନେପ୍ରେମୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ମଧ୍ୟ ଦେଖାଦେଇଛି। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଚୁଲବୁଲି ବର୍ଷା ପ୍ରିୟଦର୍ଶିନୀ ରହିଥିବା ବେଳେ ତାଙ୍କ…

କମେଡି କିଙ୍ଗ କପିଲ ଶର୍ମାଙ୍କ ଝିଅର ପ୍ରଥମ ଫଟୋ ଭାଇରାଲ

ସାମ୍ନାକୁ ଆସିଲା କମେଡି କିଙ୍ଗ କପିଲ ଶର୍ମାଙ୍କ କ୍ୟୁଟ ଏଜେଂଲର ଫାଷ୍ଟ ଫଟୋ । କପିଲ ଓ ତାଙ୍କ ଝିଅର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋରେ କପିଲ ନିଜ ଝିଅକୁ କୋଳେଇ ଧରିଥିବା ନଜର ଆସିଛନ୍ତି । ଫ୍ୟାନ୍‌ମାନଙ୍କୁ ଏବେ ବାପା-ଝିଅଙ୍କ ଏହି ଫଟୋ ବେଶ୍ ପସନ୍ଦ ଆସିଛି ।…

ରିଲିଜ ହେଲା ‘ଗଙ୍ଗୁୱାଈ କାଠିଆୱାଡି’ର ପୋଷ୍ଟର: ମାଫିଆ ଭୂମିକାରେ ଆଲିଆ

ମୁମ୍ବାଇ: ମାଫିଆ ଭୂମିକାରେ ଆଲିଆ । ଫିଲ୍ମ ‘ଗଙ୍ଗୁବାଇ କାଠିୟାୱାଡି’ର ରିଲିଜ ହୋଇଥିବା ପୋଷ୍ଟରରେ କିଛି ଏଭଳି ଲୁକ୍‌ରେ ଦେଖିବାକୁ ମିଳିଛି ଆଲିଆଙ୍କୁ । ଏଥିରେ ଆଲିଆ ଭଟ୍ଟଙ୍କ ପୁରାପୁରୀ ଦେଶୀ ଅବତାର ସାମ୍ନାକୁ ଆସିଛି । ଫିଲ୍ମର ଏହି ଫାଷ୍ଟ ଲୁକ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ…

କମାଲ୍ କଲେ ସ୍ୱପ୍ନା; ହଜାରେ ଦିନରେ ହଜାରେ ଗୀତ ଗାଇ କଲେ ବିଶ୍ୱ ରେକର୍ଡ଼ !

ଦୁବାଇ: ହଜାରେ ଦିନରେ ହଜାରେ ଗୀତ ଗାଇ ନୂଆ କୀର୍ତ୍ତିମାନ କରିଛନ୍ତି ଭାରତୀୟ ମହିଳା ସ୍ୱପ୍ନା ଆବ୍ରାହାମ୍ । ସ୍ୱପ୍ନାଙ୍କ ଏହି ସଫଳତା ଲାଗି ତାଙ୍କୁ ‘ଗୋଲ୍ଡେନ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସ’ ଚ୍ୟାରିଟୀ ସମ୍ମାନ ଲାଗି ମନୋନୀତ କରାଯାଇଛି । ଏହି ୪୮ ବର୍ଷୀୟା ଭାରତୀୟ ମହିଳା ଜଣକ ଗାଇଥିବା…