Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଣିଥରେ ଏକାଠି ନଜର ଆସିବେ କପିଲ ଶର୍ମା ଓ ସୁନୀଲ ଗ୍ରୋଭର !

ମୁମ୍ବାଇ: କପିଲ ଶର୍ମା ନିଜ ନିଆରା ଅନ୍ଦାଜର କମେଡି ପାଇଁ ସାଉଁଟି ପରିଛନ୍ତି ବେଶ୍ ଲୋକପ୍ରିୟତା । ଖୁବ କମ ଦିନରେ ବଲିଉଡର ଆଗଧାଡ଼ିର ଆୟ କରୁଥିବା ଅଭିନେତାଙ୍କ ମଧ୍ୟରେ ଆସୁଛି କପିଲଙ୍କ ନାମ । ତେବେ କପିଲ ଶର୍ମାଙ୍କ ରିଆଲିଟି ସୋ’ ‘ଦି କପିଲ ଶର୍ମା ସୋ’ ମଧ୍ୟ ଦର୍ଶକଙ୍କୁ ବେଶ୍ ହସାଉଛି…

‘କୁଇନ’ ହେବେ ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର 'ନିମକି'ର ସଫଳତା ପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ନଜର ଆସିବେ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର 'କୁଇନ'ରେ । ବର୍ଷାଙ୍କ ବିପକ୍ଷରେ ନଜର ଆସିବେ ଅଭିନେତା ଜୟଜିତ ଦାସ । ମିଳିଥିବା ସୂଚନା ଅନୁସାରେ ହାସ୍ୟ ଅଭିନେତା ହରିହର ମହାପାତ୍ର ଓ ପାପି…

ସ୍କାଏଡାଇଭର୍ ହେଲେ ଚୁଲବୁଲି ଅର୍ଚ୍ଚିତା !

ଭୁବନେଶ୍ୱର: ଓଲିଉଡ ସୁନ୍ଦରୀ ଅର୍ଚ୍ଚିତା ସାହୁ ଏବେ ସ୍କାଏଡାଇଭର୍ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା କୌଣସି ରିଲ୍ ଲାଇଫରେ ନୁହେଁ ବରଂ ରିୟଲ୍ ଲାଇଫରେ ସେ ଏଥିପାଇଁ ଦକ୍ଷତା ହାସଲ କରିଛନ୍ତି । ଚୁଲବୁଲି ଅର୍ଚ୍ଚିତା ସଂଯୁକ୍ତ ରାଷ୍ଟ୍ର ଆମେରିକା ଗସ୍ତରେ ଯାଇଥିବା ବେଳେ ୱାସିଂଟନ୍…

‘କୌନ୍ ବନେଗା କରୋଡ଼ପତି’ରେ ଏମପି ଚନ୍ଦ୍ରାଣୀ ମୂର୍ମୁ !

ଭୁବନେଶ୍ୱର: କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୂର୍ମୁଙ୍କ ନାମ ‘କୌନ୍ ବନେଗା କରୋଡ଼ପତି-୧୧’ରେ ଏକ ପ୍ରଶ୍ନର ଉତ୍ତରରେ ରହିଛି । ଟିଭିରେ ପ୍ରସାରିତ ହେଉଥିବା ଏହି ‘କୌନ୍ ବନେଗା କରୋଡ଼ପତି’ରେ ଲୋକପ୍ରିୟ କାର୍ଯ୍ୟକ୍ରମରେ ବିଗ୍ ବି ଅମିତାଭ ବଚ୍ଚନ୍ ସାମ୍ନାରେ ବସିଥିବା ଅଂଶଗ୍ରହଣକାରୀଙ୍କୁ ଏକ…

ପ୍ରିୟଙ୍କା ଓ ଫରହାନ୍‌ଙ୍କୁ ମହାରାଷ୍ଟ୍ର ପୋଲିସ ଦେଲା ଚେତାବନୀ, ଜାଣନ୍ତୁ କାହିଁକି

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଫରହାନ୍‌ ଅଖତରଙ୍କୁ ଚେତାବନୀ ଦେଇଛି ମହାରାଷ୍ଟ୍ର ପୋଲିସ। ଏହି ଦୁଇ କଳାକାରଙ୍କ ଆଗାମୀ ସିନେମା ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ରେ ରହିଥିବା ଏକ ଦୃଶ୍ୟ ପାଇଁ ଚେତାବନୀ ମିଳିଥିବା ଶୁଣିବାକୁ ମିଳିଛି । ଦୁଇଦିନ ଏହି ଫିଲ୍ମର ଟ୍ରେଲର ମୁକ୍ତିଲାଭ…

ରିଲିଜ ହେଲା ଆୟୁଷ୍ମାନ ଖୁରାନାଙ୍କ ‘ଡ୍ରିମଗାର୍ଲ’

ମୁମ୍ବାଇ: ଫ୍ରାଇଡେ ରିଲିଜ୍‌ରେ ହଲ୍‌କୁ ଆସିଛି ନୂଆ ମୁଭି ‘ଡ୍ରିମଗାର୍ଲ’ । କମେଡିରେ ଭରପୁର ଏହି ଚଳଚ୍ଚିତ୍ରର ଲିଡ଼ ରୋଲରେ ଅଛନ୍ତି ଫିଲ୍ମ ଫେୟାର ପୁରସ୍କାର ପ୍ରାପ୍ତ ଅଭିନେତା ଆୟୁଷ୍ମାନ୍‌ ଖୁରାନା । ଫିମେଲ୍‌ ଭଏସ ସହ ଫିମେଲ୍‌ ଲୁକ୍‌ରେ ନଜର ଆସିଛନ୍ତି ଆୟୁଷ୍ମାନ। ତାଙ୍କ ଅପୋଜିଟରେ…

ବିରାଟ କୋହଲି କରିବେ ବଲିଉଡ ଏଣ୍ଟ୍ରି !

ମୁମ୍ବାଇ: ବଲିଉଡରେ ଏଣ୍ଟ୍ରି କରୁଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ! ଅଭିନେତ୍ରୀ ସୋନମ କପୁରଙ୍କ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ରେ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ। କ'ଣ ଆଶ୍ଚର୍ଯ୍ୟ ହୋଇଗଲେକି ? ପଡିଆ ଛାଡି କାହିଁକି ବିରାଟ ବଲିଉଡରେ ପାଦ ଦେଲେ ଏଇ କଥା…

ବଲିଉଡର ଏହି ସୁନ୍ଦରୀ ମାନଙ୍କ ସ୍ୱାମୀ ହେଉଛନ୍ତି କୋଟିପତି ଜାଣନ୍ତୁ, କିଏ ଏମାନେ

ମୁମ୍ବାଇ: ବିଶ୍ୱରେ ରହିଥିବା ପିଲ୍ମ ଇଣ୍ଡଷ୍ଟ୍ରି ଗୁଡିକ ମଧ୍ୟରେ ଦ୍ଵିତୀୟ ସ୍ଥାନରେ ରାହିଛି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି । ରୋମାନ୍ସ, ଆକ୍ସନ, ଡ୍ରାମା, କମେଡି ଆଦିରେ ଭରପୁର ବଲିଉଡର ସିନେମା ଗୁଡିକର ଖାସିୟତ ହେଉଛି ଏହାର ସୁନ୍ଦରୀ ଆଭିନେତ୍ରୀ । କୌଣସି ରୂପରାଇଜର ପରୀଙ୍କ ଠାରୁ କମ୍…

ବଲିଉଡର ଏହି ୪୭ ବର୍ଷୀୟ ନିର୍ଦ୍ଦେଶକ ସେୟାର କଲେ ୨୫ ବର୍ଷୀୟା ପ୍ରେମିକାଙ୍କ ଫଟୋ !

ମୁମ୍ବାଇ: ବଡ଼ ଅଜବ ଏଇ ବଲିଉଡର ଦୁନିଆ । ଯେଉଁଠି ନା ଅଛି ବୟସର କୌଣସି ପ୍ରତିବନ୍ଧକ ଆଉ ନା ରହିଛି କିଛି ଉଚ୍ଚ ନିଚ୍ଚର ଭେଦଭାବ । ଏଠାରେ ସମ୍ପର୍କରେ ବାନ୍ଧିହେବା ପାଇଁ ଆବଶ୍ୟକ କେବଳ ଗୋଟିଏ କ୍ଷଣର । ବିନା କୌଣସି ଚେତାବନୀରେ ଅମାନିଆ ହୃଦୟ ଆକର୍ଷିତ ହୋଇଯାଏ ସେହି ଲୋକ ପାଇଁ, ଯାହାକୁ '…

ବାବୁସାନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର ଆହତ

ଭୁବନେଶ୍ୱର: ଓଲିଉଡ଼ ଷ୍ଟାର୍ ବାବୁସାନଙ୍କ କାର୍ ସୋମବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେ କାର୍ ମଧ୍ୟରେ ରହିଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମାତ୍ର ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱର ଉପକଣ୍ଠସ୍ଥିତ…