Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘କେବିସି’ରେ ଏହି ପ୍ରଶ୍ନର ଉତ୍ତର ଦେଇନପାରି ସମାଲୋଚନାର ଶିକାର ହେଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡର ଦବଙ୍ଗ ଗାର୍ଲ ତଥା ଲୋକପ୍ରିୟ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଛନ୍ତି ଅନେକଙ୍କ ମନ । ବଲିଉଡର ଏହି ସୁନ୍ଦରୀଙ୍କର ଅଧିକାଂଶ ସିନେମା ସୁପର ଡୁପର ହିଟ ହେଉଥିବା ବେଳ, ନିକଟରେ ରିଲିଜ ହୋଇଥିବା ମିଶନ ମଙ୍ଗଲ ଭଳି ବ୍ଲକ ବଷ୍ଟର ଫିଲ୍ମ ମଧ୍ୟ ସେ…

ରିଲିଜ୍ ହେଲା କରନ ଦେଓଲଙ୍କ ଅଭିନୀତ ‘ପଲ୍ ପଲ୍ ଦିଲ୍ କେ ପାସ୍’

ମୁମ୍ବାଇ: ଷ୍ଟାର୍ ସନ୍ ସନି ଦେଓଲଙ୍କ ପୁଅ କରନ୍ ଦେଓଲଙ୍କ ଡ଼େବ୍ୟୁ ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ୍’ ଶୁକ୍ରବାର ଦିନ ପ୍ରେକ୍ଷାଳୟମାନଙ୍କରେ ରିଲିଜ୍ ହୋଇଛି । ଅଶୀ ଦଶକରେ ସନୀ ଦେଓଲଙ୍କ ଡ଼େବ୍ୟୁ ଫିଲ୍ମ ‘ବେତାବ୍’ ଯେପରି ବଲିଉଡ଼ରେ ଝଡ଼ ସୃଷ୍ଟି କରିପାରିଥିଲା କରନଙ୍କ ‘ପଲ୍ ପଲ୍ ଦିଲ୍ କେ…

ପୁରୀ ବେଳାଭୂମି ସଫେଇରେ ସାମିଲ ହେବେ ବଲିଉଡ ଅଭିନେତା ଭିଦ୍ୟୁତ

ପୁରୀ: ସେପ୍ଟେମ୍ବର ୨୧ରେ ପୁରୀରେ ହେବାକୁ ଥିବା ବେଳାଭୂମି ସଫେଇ କାର୍ଯ୍ୟକ୍ରମ 'ମୋ ବିଚ'ରେ ସାମିଲ ହେବେ ବଲିଉଡ ଅଭିନେତା ଭିଦ୍ୟୁତ ଜମ୍ମୱାଲ । ଶନିବାର ଦିନ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଆନ୍ତର୍ଜାତିକ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ପୃଥିବୀର ଦୀର୍ଘତମ ସଫେଇଭାବେ ପରିଚିତ ହେବ…

 ମୋଦୀଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର ‘ମନ୍ ବୈରାଗି’

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ଆଉ ଏକ ସିନେମା । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଏହାର ପୋଷ୍ଟର ମଧ୍ୟ ରିଲିଜ ହୋଇଛି। ଏହି ପୋଷ୍ଟରକୁ ସୁପରଷ୍ଟାର ଅକ୍ଷୟ କୁମାର ଓ ପ୍ରଭାସଙ୍କ ଭଳି ବଲିଉଡର ଆଗଧାଡ଼ିର ଅଭିନେତା ମାନେ ନିଜ ଟ୍ୱିଟର…

ପରଦାକୁ ଆସିଲା ନୂଆ ଓଡ଼ିଆ ସିନେମା ‘ଜୋରକା ଝଟକା’

ଭୁବନେଶ୍ୱର: ଅନ୍ୟ ସିନେମା ଜଗତ ପରି ଆମ ଓଡ଼ିଆ ସିନେମା ମଧ୍ୟ ଏବେ ଦ୍ରୁତ ଗତିରେ ମାଡିଚାଲିଛି । ଆଗରୁ ବର୍ଷକୁ ୩ ରୁ ୪ ଟି ସିନେମା ପରଦାକୁ ଆସୁଥିବା ବେଳେ, ଏବେ ପ୍ରାୟ କ୍ରମାଗତ ଭାବେ ଏହା ଜାରି ରହିଛି । ଗୁରୁବାର ସତ୍ୟ ଘଟଣା ଉପରେ ଆଧାରିତ ସିନେମା 'ଛବିରାଣୀ' ମୁକ୍ତିଲାଭ କରିଥିବା…

ଆଇଫା ଆଓ୍ଵାର୍ଡ ୨୦୧୯: ଶ୍ରେଷ୍ଠ ଅଭିନେତା ରଣବୀର ସିଂ ଓ ଶ୍ରେଷ୍ଠ ଅଭିନେତ୍ରୀ ଆଲିଆ ଭଟ୍ଟ

ମୁମ୍ବାଇ: ଚଳଚ୍ଚିତ୍ର ଦୁନିଆର ସବୁଠାରୁ ସମ୍ମାନ ଜନକ ପୁରସ୍କାର ଇଣ୍ଟରନ୍ୟାସନାଲ୍ ଇଣ୍ଡିଆନ୍ ଫିଲ୍ମ ଏକାଡେମୀ(ଆଇଫା) ବୁଧବାର ଏହାର ୨୦ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରିଛି। ଏଥିରେ ବଲିଉଡର ସମସ୍ତ ସେଲେବ୍ରିଟିଙ୍କୁ ଷ୍ଟାଇଲିସ୍ ଓ ଫ୍ୟାଶନେବଲ୍ ଲୁକରେ ଦେଖିବାକୁ ମିଳିଥିଲା। ତେବେ…

ପରଦାକୁ ଆସିଲା ସତ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଛବିରାଣୀ

ଭୁବନେଶ୍ୱର: ରିଲିଜ୍ ହେଲା ବହୁପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଛବିରାଣୀ’। ଓଡ଼ିଶାର ୩୬ଟି ସିନେମା ହଲରେ ଗୁରୁବାର ରିଲିଜ୍ ହୋଇଥିବା ଏହି  ସିନେମାଟି ଅଶି ଦଶକର ଲୋମଟାଙ୍କୁରା ସତ୍ୟଘଟଣା ଛବିରାଣୀ ହତ୍ୟାକାଣ୍ଡ ଉପରେ ଆଧାରିତ । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଓଲିଉଡର ଆଗଧାଡ଼ିର…

ଡବଲ ସେଞ୍ଚୁରୀ କ୍ଳବରେ ସାମିଲ ହେଲା ଅକ୍ଷୟଙ୍କ ‘ମିଶନ ମଙ୍ଗଲ’

ମୁମ୍ବାଇ: ନିକଟରେ ଇସ୍ରୋ ଦ୍ଵାରା ଚନ୍ଦ୍ରକୁ ଛଡା ଯାଇଥିବା ଚନ୍ଦ୍ରାୟଣ-୨ ଅଳ୍ପକେ ବିଫଳ ହୋଇଯାଇଥିଲେ ମଧ୍ୟ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ମିଶନ ମଙ୍ଗଲ' କିନ୍ତୁ ବକ୍ସ ଅଫିସରେ ଧମାକା କରୁଛି । ରିଲିଜ୍ ହେବାର ୪ସପ୍ତାହ ପରେ ମଧ୍ୟ ଏହା ନିଜର ଦବଦବା ଜାରୀ ରଖିଛି। ଫିଲ୍ମ 'ମିଶନ…

ବିବାହକୁ ନେଇ ଭାଇରାଲ ଭିଡିଓ ଯୋଗୁଁ ଚର୍ଚ୍ଚାରେ କ୍ୟାଟ୍ରିନା କୈଫ

ମୁମ୍ବାଇ: ଲୁଚିଛପି ବିବାହ କଲେ ବଲିଉଡର ଆଗଧାଡ଼ିର ଚୁଲବୁଲି ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ । ଫିଲ୍ମ ପାଇଁ ହେଉ ଅବା ରିଲେସନଶିପ ପାଇଁ , ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏଥର କିନ୍ତୁ କ୍ୟାଟ୍ରିନାଙ୍କ…

ଓଡିଆ ଫିଲ୍ମ ‘କ୍ରାନ୍ତିଧାରା’କୁ ମିଳିବ ‘ଏସିଆନ୍ ଏକ୍ସଲେନ୍ସି ପୁରସ୍କାର’

ଭୁବନେଶ୍ୱର: ସମ୍ମାନପ୍ରଦ ‘ଏସିଆନ୍ ଏକ୍ସଲେନ୍ସି ଆୱାର୍ଡ’ ଲାଗି ମନୋନୀତ ହୋଇଛି ଓଡିଆ ଫିଚର୍ ଧର୍ମୀ ଫିଲ୍ମ ‘କ୍ରାନ୍ତିଧାରା’ । ସିଓଲ୍ ଇଣ୍ଟରନେସନାଲ୍ ୟୁଥ୍ ଫିଲ୍ମ ଫେଷ୍ଟିଭାଲରେ ଏହି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବ । ଚଳଚ୍ଚିତ୍ରର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଏହି…