Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ୍ ହେଲା ‘ମଣିକର୍ଣ୍ଣିକା’ର ଅଫିସିଆଲ ଟ୍ରେଲର୍, ସୋସିଆଲ୍ ମିଡ଼ିଆରେ ହେଲା ଭାଇରାଲ୍

ମୁମ୍ବାଇ: କଙ୍ଗନା ରାନାୱତଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ମଣିକର୍ଣ୍ଣିକା: ଦି କୁଇନ ଅଫ ଝାନସୀ’ର ଅଫିସିଆଲ୍ ଭିଡ଼ିଓ ଟ୍ରେଲର୍ ରିଲିଜ୍ ହୋଇଛି । ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କ ଜୀବନୀକୁ ନେଇ ଆଧାରିତ ଏହି ଫିଲ୍ମରେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନାୱତ୍ ରାଣୀ ଲକ୍ଷ୍ମୀବାଇଙ୍କ ଭୂମିକାରେ…

ବଲିଉଡ ଗାୟକ ଶଙ୍କରଙ୍କ ଧୁନରେ ମତୁଆଲା ହେଲା ଡଟ୍ ଫେଷ୍ଟ ଅନ୍ତିମ ସନ୍ଧ୍ୟା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ଡଟ୍ ଫେଷ୍ଟର ଶେଷ ସନ୍ଧ୍ୟା ତଥା ଉଦଯାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ସିଙ୍ଗର ଶଙ୍କର ମହାଦେବନ । ଅନେକ ଦିନ ଧରି ଡଟ ଫେଷ୍ଟର ସନ୍ଧ୍ୟାରେ ରାଜଧାନୀ ବାସୀ ମତୁଆଲା ହେଉଥିବା ବେଳେ ଏହି ଫେଷ୍ଟ ଉଦଯାପିତ…

ପୋଷା କୁକୁରକୁ ବେଶ୍ ଭଲ ପାଆନ୍ତି ଚୁଲବୁଲି ନାୟିକା ଏଲିନା…

ଭୁବନେଶ୍ୱର: ଓଲିଉଡ଼ର ଚୁଲବୁଲି ନାୟିକା ହେଲେ ଏଲିନା ସାମନ୍ତରାୟ । ଏଲିନା ତାଙ୍କ ଘରୋଇ ଜୀବନରେ କୁକୁରଙ୍କୁ ବେଶ୍ ଭଲ ପାଆନ୍ତି । ଖାଲି ଯେ, ଆଲସେସାନ କି ପାମେରିଆନ କି ଗ୍ରେ ହାଉଣ୍ଡ ନୁହେଁ ବରଂ ଏଲିନା କେବେ ଯଦି ରାସ୍ତାରେ ଦେଶୀ କୁକୁର ଛୁଆଟେ ଦେଖନ୍ତି ତେବେ ତାଙ୍କ ଗାଡ଼ି ଅଟକାଇ କୁକୁର…

ବିବାହ ବନ୍ଧନରେ ଛନ୍ଦି ହେଲେ ବ୍ୟାଡ଼ମିଣ୍ଟନ୍ ତାରକା ସାଇନା ଓ ପାରୁପଲ୍ଲୀ କଶ୍ୟପ

ନୂଆଦିଲ୍ଲୀ : ବିବାହ ବଦ୍ଧନରେ ଆବଦ୍ଧ ହେଲେ ଭାରତର ଦୁଇ ବ୍ୟାଡ଼ମିଣ୍ଟନ ତାରକା ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପ । ମୁମ୍ବାଇ ଠାରେ ଶୁକ୍ରବାର ଦିନ ବଡ ଧୂମଧାମର ସହ ଦୁହିଁଙ୍କ ବିବାହ ଅନୁଷ୍ଠିତ ହୋଇଛି । ଅନେକ ଦିନର ପ୍ରତିକ୍ଷା ପରେ ଏହି ଦୁଇ ପ୍ରେମୀ ଡ଼ିସେମ୍ବର ୧୪ ତଥା ଆଜି…

୬୮ ବର୍ଷରେ ପଦାର୍ପଣ କଲେ ସୁପରଷ୍ଟାର୍ ରଜନୀକାନ୍ତ

ଭୁବନେଶ୍ୱର : ତାମିଲ ସୁପରଷ୍ଟାର୍ ରଜନୀକାନ୍ତ୧୯୫୦ ମସିହା ଡିସେମ୍ବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ନିକଟରେ ରଜନୀକାନ୍ତ ଓ ଅକ୍ଷୟ କୁମାର ଅଭିନୀତ ବିଗ୍ ବଜେଟ୍ ଫିଲ୍ମ ୨.୦ ବକ୍ସ ଅଫିସରେ ଧମାଲ କରୁବା ସହ ଭଲ ଆୟ ମଧ୍ୟ କରିପାରିଛି । ଏହି ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ…

ଆଜି ରିଲିଜ୍ ହେଲା ସାରା ଓ ସୁଶାନ୍ତଙ୍କ ଅଭିନୀତ ‘କେଦାରନାଥ’

ମୁମ୍ବାଇ: ବହୁ ବାଦ ବିବାଦ ପରେ ଆଜି ରିଲିଜ୍ ହୋଇଛି ସୁଶାନ୍ତ ରାଜପୁତ ଓ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘କେଦାରନାଥ’ । ୨୦୧୩ ମସିହାରେ କେଦାରନାଥରେ ହୋଇଥିବା ପ୍ରାକୃତିକ ଦୁର୍ବିପାକର ଘଟଣାବଳୀକୁ ଆଧାର କରି ଏହି ଫିଲ୍ମଟି ଗଢି ଉଠିଛି । ଫିଲ୍ମଟି ନିର୍ମାଣାଧିନ ଅବସ୍ଥାରୁ ହିଁ…

ଡ଼ଟ୍ ଫେଷ୍ଟିଭାଲ୍: ସୋନାଙ୍କ ଦେଶୀ ରକ୍ ଶୋ’ରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଏବେ ରାଜଧାନୀର ପ୍ରତିଟି ସନ୍ଧ୍ୟା ଚମକୁଛି । ରାଜଧାନୀବାସୀ କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱକପ ମ୍ୟାଚର ମଜ୍ଜା ଉଠାଇବା ସହିତ ଡ଼ଟ୍ ଫେଷ୍ଟିଭାଲରେ ରକ୍ ଶୋ’ ଦେଖିବାକୁ ଭୁଲୁନାହାନ୍ତି । ବେଶ୍ ଭିଡ଼ ଦେଖିବାକୁ ମିଳୁଛି ଡ଼ଟ୍ ଫେଷ୍ଟରେ । ବିଡ଼ିଏ ତରଫରୁ ଆୟୋଜିତ ହୋଇଥିବା ଏହି ଡ଼ଟ୍…

ଅର୍ଚ୍ଚିତାଙ୍କ ନୂଆ ଫିଲ୍ମ ରିଲିଜ୍ ହେବ ନୂଆବର୍ଷରେ !

ଭୁବନେଶ୍ୱର: ଓଲିଉଡ଼ର ଷ୍ଟଣ୍ଟଗାର୍ଲ ଭାବେ ବେଶ୍ ପରିଚିତା ଅର୍ଚ୍ଚିତାଙ୍କ ନୂଆ ଫିଲ୍ମର ସୁଟିଂ ଏବେ ଜୋରସୋରରେ ଚାଲିଛି । ଓଡ଼ିଆ ସିନେମାର ସଫଳ ନାୟିକା ଅର୍ଚ୍ଚିତାଙ୍କ ଦୁଇଟି ହିଟ୍ ଫିଲ୍ମ ‘ଚକଲେଟ୍’ ଓ ‘ଥୁକୁଲ’ରେ ଥିବା ଓଲିଉଡ଼ ଷ୍ଟାର୍ ବାବୁସାନ ଏଥିରେ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି…

ମନ ମୋହୁଛି ‘ପ୍ୟାର ଅଲଗା ପ୍ରକାର’

ଭୁବନେଶ୍ୱର : ସଦ୍ୟ ରିଲିଜ ହୋଇଥିବା ଝିଲିକ୍-ଜ୍ୟୋତି ଅଭିନୀତ ‘ପ୍ୟାର ଅଲଗା ପ୍ରକାର’ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସୁଛନ୍ତି ଝିଲିକ୍-ଜ୍ୟୋତି । ବଙ୍ଗୀୟ ଲଳନା ଝିଲିକ୍ ଭଟ୍ଟାଚାର୍ଯ୍ୟ ଓଲିଉଡ ଜଗତରେ ନିଜ ଅଭିନୟ ଯାଦୁ ବଳରେ ଦର୍ଶକଙ୍କୁ ମତୁଆଲା…

‘ସାଥି ତୁ ଫେରିଆ’ରେ କମାଲ୍ କରୁଛନ୍ତି ଅନୁଭା-ଜ୍ୟୋତିଙ୍କ ଯୋଡ଼ି

ଭୁବନେଶ୍ୱର: ଓଲିଉଡ଼ର ଚୁଲବୁଲି ସୁନ୍ଦରୀ ନାୟିକା ଅନୁଭା ସୌର୍ଯ୍ୟାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଛୁଇଁ ପାରିଛି । ଅନୁଭାଙ୍କ ଫ୍ୟାନମାନେ ପ୍ରଥମଥର ଲାଗି ନାୟକ ଜ୍ୟୋତିଙ୍କ ବିପକ୍ଷରେ ଅଭିନୟ କରିଥିବାର ଦେଖିବାକୁ ପାଇଛନ୍ତି । କଥାହେଲା ସଦ୍ୟ ରିଲିଜ୍ ହୋଇଥିବା ଏହି ‘ସାଥି ତୁ ଫେରିଆ’…