Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘୨.୦’

ନୂଆଦିଲ୍ଲୀ : ବହୁ ଦିନର ଅପେକ୍ଷା ପରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ‘୨.୦’ ସିନେମା ହଲରେ ମୁକ୍ତିଲାଭ କରିଛି । ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମଟି ରିଲିଜ ହୋଇଛି । ଖିଲାଡି କୁମାର ଏହି ‘୨.୦’ ଫିଲ୍ମରେ ଭିଲିଆନ ଲୁକରେ ଅଭିନୟ କରିଥିବାବେଳେ ଏହା…

ହକି ବିଶ୍ୱକପ୍: ଝଲସୁଛି ବାରବାଟୀ, ସଲମାନଙ୍କ ଅପେକ୍ଷାରେ ଦର୍ଶକ

ଭୁବନେଶ୍ୱର: ‘ହକି ବିଶ୍ୱକପ୍’ ର ଉଦଘାଟନୀ ଉତ୍ସବରେ ସାରା ରାଜଧାନୀ ଦୁଲୁକିଥିବା ବେଳେ ଆଜି ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଉଦ୍ଘାଟନୀ ଉତ୍ସବରେ ସଲମାନ ଖାନଙ୍କ ଯାଦୁରେ ଝୁମିବେ କଟକ ବାସୀ । ଆଜି କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ…

କଟକରେ ସଲମାନ୍ ଖାନ୍ !

ଭୁବନେଶ୍ୱର: ଏହା ନିଶ୍ଚିତ ! କଟକ ବାରବାଟୀ ଷ୍ଟାଡ଼ିୟମରେ ବୁଧବାର ଦିନ ବିଶ୍ୱକପ ହକି ଉଦଘାଟନୀ ସମାରୋହରେ ଯୋଗ ଦେଉଥିବା କଥା ପକ୍କା କରିଛନ୍ତି ବଲିଉଡ଼ ସୁପରଷ୍ଟାର୍ ସଲମାନ୍ ଖାନ୍ । ସେ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ହକିର କଟକ ବାରବାଟୀ ଷ୍ଟାଡ଼ିୟମରେ ହେଉଥିବା ଉଦଘାଟନୀ…

ରିଲିଜ୍ ହେଲା ‘ତୁ ମୋ ସୁନା ଚଢେଇ’ର ଅଡ଼ିଓ…

ଭୁବନେଶ୍ୱର: ରିଲିଜ୍ ଅପେକ୍ଷାରେ ଥିବା ଚର୍ଚ୍ଚିତ ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଅଡ଼ିଓ ରିଲିଜ୍ ଇତିମଧ୍ୟରେ ହୋଇଯାଇଛି । ଗୀତ ଗୁଡ଼ିକ ସୋସିଆଲ୍ ମିଡ଼ିଆରେ ରିଲିଜ୍ ହେବା ପରେ ଦର୍ଶକମାନେ ବେଶ୍ ପସନ୍ଦ କରିଥିବାର ଦେଖାଯାଇଛି । ଏହି ଫିଲ୍ମଟିରେ ଦୁଇ ନାୟିକା ଏଲସା ଘୋଷ ଏବଂ ଶ୍ରେୟା ଆକ୍ଟର୍…

ଆସୁଛି ‘ନାୟକର ନାଁ ଦେବଦାସ’, ‘ପାରୋ’ ଚରିତ୍ରରେ ଭୂମିକା ଦାଶ !

ଭୁବନେଶ୍ୱର: ସିନେମା ଜଗତରେ ‘ଦେବଦାସ’ ଚରିତ୍ରକୁ ନେଇ ପୂର୍ବରୁ ପ୍ରାୟ ୧୬ଟି ଭାରତୀୟ ଭାଷାରେ ଚଳଚ୍ଚିତ୍ର ନିର୍ମିତ ହୋଇଛି । ପ୍ରସିଦ୍ଧ ବଙ୍ଗଳା ଉପନ୍ୟାସ ‘ଦେବଦାସ’କୁ ଆଧାରକରି ହିନ୍ଦି ସମେତ ବଙ୍ଗଳା, ମରାଠୀ, ଗୁଜରାଟୀ, ମାଲୟାଲାମ ତଥା ତେଲୁଗୁ ଭାଷାରେ ନିର୍ମିତ ହୋଇଥିଲେ ମଧ୍ୟ ଓଡ଼ିଆ…

ପ୍ରେମ-ପ୍ରଣୟ ପରେ ବିବାହ ବନ୍ଧନରେ ବାନ୍ଧିହେଲେ ରଣବୀର-ଦୀପିକା…

ମୁମ୍ବାଇ: ବଲିଉଡ଼ରେ ବିବାହ ଲାଗି ୨୦୧୮ ମସିହା ବେଶ୍ ସଫଳତମ ବର୍ଷ ଭାବେ ସାବ୍ୟସ୍ତ ହୋଇଛି । ଡ଼ିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ବଲିଉଡ଼ ବିୟୁଟି ପ୍ରିୟଙ୍କା ଚୋପ୍ରାଙ୍କ ବାହାଘର । ସେହିପରି ବଲିଉଡ଼ର ମୋଷ୍ଟ ସେନସେସନ ଆକ୍ଟ୍ରେସ୍ ଅନୁଷ୍କା ଶର୍ମା ଏବଂ ହ୍ୟାଣ୍ଡସମ୍ କ୍ରିକେଟର୍ ବିରାଟ…

‘କେଦାରନାଥ‘ ଟ୍ରେଲର ରିଲିଜ, ଦମଦାର ଲୁକରେ ସୁନ୍ଦରୀ ସାରା ଅଲ୍ଲୀ ଖାନ

ଭୁବନେଶ୍ୱର : ସୁନ୍ଦରୀ ସାରା ଅଲ୍ଲୀ ଖାନଙ୍କ ଡେବ୍ୟୁ ଫିଲ୍ମ ‘କେଦାରନାଥ‘ର ଟ୍ରେଲର ରିଲିଜ ପରେ ସୋସିଆଲ ମିଡିଆରେ ଧମାଲ କରୁଛି । ଏହି ଫିଲ୍ମରେ ସାରାଙ୍କ ସହ ସୁଶାନ୍ତ ସିଂହ ରାଜପୁତ ମଧ୍ୟ ନଜର ଆସୁଛନ୍ତି । ମାତ୍ର କେଇ ମିନିଟର ଟ୍ରେଲରର ଏକ ଦୃଶ୍ୟରେ ପ୍ରକୃତିର ଧ୍ୱଂସ ଲୀଳା…

‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’ର ଗାୟକ ଚିତ୍ତ ଜେନାଙ୍କ ଦେହାନ୍ତ

କଟକ : ବିଶିଷ୍ଟ ଓଡିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ଆଜି ସକାଳେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ପରିବାର ସଦସ୍ୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୬ ମସିହାରେ ତାଙ୍କର ଓପନ୍ ହାର୍ଟ ସର୍ଜରୀ ହୋଇଥିଲା । ସେବେଠୁ…

‘ପ୍ରେମ ପାଇଁ ମହାଭାରତ’ରେ ରିୟା-ସମ୍ବିତଙ୍କ ରିଲ୍ ରୋମାନ୍ସ

ଭୁବନେଶ୍ୱର: ରିୟା-ସମ୍ବିତଙ୍କ ରିୟଲ୍ ନୁହେଁ ରିଲ୍ ରୋମାନ୍ସକୁ ନେଇ ଏବେ ଓଲିଉଡ଼ରେ ବେଶ୍ ଚର୍ଚ୍ଚା । ଓଲିଉଡ଼ର କୁଲ୍ ବୟ ସମ୍ବିତଙ୍କ ସହିତ ଚୁଲବୁଲି ନାୟିକା ରିୟା ଦେ ‘ପ୍ରେମ ପାଇଁ ମହାଭାରତ’ରେ ଅଭିନୟ କରିଛନ୍ତି । ଫିଲ୍ମଟିରେ ଅଭିନୟ କରିଥିବା ଏହି ଦୁଇ ଷ୍ଟାରଙ୍କ ରୋମାଣ୍ଟିକ୍ ଅଭିନୟକୁ…

‘ସାଥୀ ତୁ ଫେରିଆ’ରେ କମାଲ୍ କରିବେ ଜ୍ୟୋତି-ଅନୁଭାଙ୍କ ଯୋଡି

ଭୁବନେଶ୍ୱର : ସାଇଶ୍ରଦ୍ଧା ଟେଲି ପ୍ରଡକ୍ସନ ଓ ଜୀ-ସାର୍ଥକ ମିଳିତ ଭାବେ ନେଇ ଆସୁଛନ୍ତି ଓଡିଆ ଚଳଚ୍ଚିତ୍ର ‘ସାଥୀ ତୁ ଫେରିଆ’ । ସିନେମାରେ ୨ଜଣ ନାୟକଙ୍କ ବିପକ୍ଷରେ ୨ନାୟିକା ରହିଛନ୍ତି । ରିଅଲ ଲାଇଫ ଯୋଡି ଅଭିନେତା ମଣ୍ଟୁ ଓ ଅଭିନେତ୍ରୀ ଅନିଶା ପ୍ରମୁଖ ଭୂମିକାରେ ରହିଥିବାବେଳେ…