Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଓଡ଼ିଆ ରଜ ରିଲିଜ ଦେଖିବାକୁ ହଲ୍ ରେ ଦର୍ଶକଙ୍କ ନାହିଁ ନଥିବା ଭିଡ

କଟକ/ଭୁବନେଶ୍ୱର : ସବୁବର୍ଷ ରଜରେ ଏକାଧିକ ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଥାଏ । ତେବେ ଏବେ ମଧ୍ୟ ଓଡ଼ିଆ ଦର୍ଶକମାନେ ରଜ ରିଲିଜକୁ ହଲରେ ଦେଖିବାକୁ ଅପେକ୍ଷା କରିଥାନ୍ତି । ଏହି ରଜରେ ୨ଟି ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଛି । ଗୋଟିଏ ହେଲା ସାର୍ଥକ ପ୍ରଡ଼କ୍ସନର ‘ଫୋର୍ ଇଡ଼ିୟଟସ’ ଏବଂ ତରଙ୍ଗ ସିନେ…

ସଂଗ୍ରାମୀ ବାଜି ରାଉତଙ୍କୁ ନେଇ ସର୍ଟ ଫିଲ୍ମ: ‘ବାଜି ଦ ଇମୋର୍ଟାଲ ବୋଟ୍ ବୟ’

ଭୁବନେଶ୍ୱର : ମାତ୍ର ଏଗାର ବର୍ଷର ଛୋଟିଆ ବାଳକ ବାଜି ରାଉତଙ୍କ ଦେଶମାତୃକା ଲାଗି ବଳିଦାନ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଆଜି ଯାଏଁ ପ୍ରେରଣା ଦେଇପାରୁଛି । ନିଷ୍ଠୁର ତଥା ଅତ୍ୟାଚାରୀ ଇଂରେଜ ଫୌଜର ଗୁଳି ଆଗରେ ନିଜ ଦେଶ ଲାଗି ନିର୍ଭୟରେ ଛାତି ଦେଖାଇଦେଇ ପ୍ରାଣବଳୀ ଦେଇଥିବା ବାଜି ରାଉତଙ୍କୁ ନେଇ…

ଓଡ଼ିଆ ରଜ ରିଲିଜ୍ : ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’

ଭୁବନେଶ୍ୱର : ରଜରେ ରିଲିଜ୍ ହେଉଛି ମ୍ୟୁଜିକାଲ୍ ଓଡ଼ିଆ ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ । ରଜରେ ଓଲିଉଡ଼ ରିଲିଜକୁ ଅପେକ୍ଷା କରିଥାନ୍ତି ଓଡ଼ିଆ ସିନେମାପ୍ରେମୀ । ରଜ ବଜାରର ଏହି ଫିଲ୍ମଟିରେ ଓଲିଉଡ଼ ସୁପରଷ୍ଟାର ବାବୁସାନଙ୍କ ସହିତ ନାୟିକା ଭୂମିକାରେ ଅବତୀର୍ଣ୍ଣା ହେଉଛନ୍ତି ନବାଗତା ଦିବ୍ୟା…

ରିଲିଜ୍ ହେଲା ଜାହ୍ନବୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍

ମୁମ୍ବାଇ : ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍ । ଏହି ଫିଲ୍ମରେ ଅଭିନୟ କରି ଦିବଂଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ସୁନ୍ଦରୀ ଲଳନା ଜାହ୍ମବୀ ବଲିଉଡ଼ରେ ପାଦ ଥାପିଛନ୍ତି । ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲାଜକୁଳୀ ନାୟିକା ଜାହ୍ନବୀଙ୍କ ବିପକ୍ଷରେ…

ଜୁନ ୧୬ରୁ ବନ୍ଦ ରହିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ

ଭୁବନେଶ୍ୱର : ଆସନ୍ତା ଜୁନ ୧୬ ତାରିଖରୁ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଏବଂ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଓ ଅଭୟାରଣ୍ୟର ଦିର୍ଦ୍ଦେଶକ ଏମ ମୋହନ କହିଛନ୍ତି, “ପ୍ରତିବର୍ଷ ବର୍ଷା ଋତୁରେ…

ରିଲିଜ୍ ହେଲା ରଜନୀକାନ୍ତଙ୍କ ଚର୍ଚ୍ଚିତ ଫିଲ୍ମ ‘କାଲା’

ଚେନ୍ନାଇ : ବହୁ ଘାତପ୍ରତିଘାତ ପରେ ଶେଷରେ ଆଜି ରିଲିଜ୍ ହେଲା ରଜନୀକାନ୍ତଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘କାଲା’ । ତାମିଲନାଡୁର ପ୍ରାୟ ସହର ବ୍ୟତୀତ ଚେନ୍ନାଇ, ମୁମ୍ବାଇ, ଦିଲ୍ଲ , ଭାରତ ଏବଂ ଭାରତ ବାହାରେ ଆଜି ଏହି ବିବାଦୀୟ ଫିଲ୍ମ ରିଲିଜ୍ ହୋଇଛି । ରଜନୀକାନ୍ତଙ୍କ ଅସଂଖ୍ୟ ଫ୍ୟାନମାନଙ୍କ…

ଓଡ଼ିଆ ଝିଅ ଶୃତିକ୍ଷା ନାୟକ ଜିତିବେ ଫେମିନା ମିସ ଇଣ୍ଡିଆ ଟାଇଟଲ୍ !

ଭୁବନେଶ୍ୱର : ଆସନ୍ତା ଜୁନ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୨୦୧୮ ମସିହାର ଫେମିନା ମିସ ଇଣ୍ଡିଆ ଟାଇଟଲ୍ ହାସଲ କରିବାକୁ ବେଶ୍ ଆଶାବାଦୀ ଅଛନ୍ତି ଓଡ଼ିଆ ଲଳନା ଶୃତିକ୍ଷା ନାୟକ । ଏହି ୨୧ ବର୍ଷିୟା ଓଡ଼ିଆ ସୁନ୍ଦରୀ ଶୃତିକ୍ଷା ୩୦ଟି ରାଜ୍ୟରୁ ୩୦ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଅଛନ୍ତି ।…

ପ୍ରସିଦ୍ଧ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂ ଆଉ ନାହାନ୍ତି

ଭୁବନେଶ୍ୱର : ପ୍ରସିଦ୍ଧ ଓଡ଼ିଆ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂଙ୍କର ଆଜି ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କର ପ୍ରଶଂସକମାନେ ରାଜଧାନୀସ୍ଥିତ ଭିଏସଏସ ନଗରସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଛନ୍ତି । ରସରାଜ ନାମରେ ବିଖ୍ୟାତ ଏହି…

ବିଶ୍ୱ ପରିବେଶ ଦିବସରେ ବାଲୁକା ଶିଳ୍ପୀଙ୍କ କଳା ପ୍ରଦର୍ଶନ

ପୁରୀ : ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ପରିବେଶର ସୁରକ୍ଷା ଲାଗି ବାଲୁକା ଶିଳ୍ପୀମାନେ ତାଙ୍କ କଳାକୃତିରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଜଣାଶୁଣା ସାମାଜିକ ସଂଗଠନ ‘ୟୁଏସଆଇ ଫାଉଣ୍ଡେସନ’ର ସହଯୋଗରେ ବାଲୁକା ଶିଳ୍ପୀ ମାନସ ସାହୁ ପରିବେଶକୁ ନେଇ ପ୍ରସ୍ତୁତ କରିଛନ୍ତି…

ଏଲିନା ସାମନ୍ତରାୟ: ଓଲିଉଡରେ ମୋଷ୍ଟ ପପୁଲାର୍ ନାୟିକା!

ଏଲିନା ସାମନ୍ତରାୟ । ବଲିଉଡର ଏବେ ମୋଷ୍ଟ ପପୁଲାର୍ ନାୟିକା । ଟିଭି ରିଆଲିଟି ଶୋ’ରୁ ଓଲିଉଡ ହିରୋଇନ ହୋଇ ସଫଳତାର ପାହାଚ ଚଢି ଚାଲିଛନ୍ତି ଏଲିନା । ଅଭିନୟ ଜଗତର ସଫଳତାର ଶୀର୍ଷରେ ଏବେ ଏଲିନା । ଚୁଲବୁଲି ନାୟିକା ଏଲିନା କେବଳ ଯେ ତାଙ୍କର ମଡ଼ର୍ଣ୍ଣ ଲୁକ୍ସ୍ ପାଇଁ ନୁହେଁ ବରଂ ତାଙ୍କର ନିଖୁଣ…