Latest Odisha News
Browsing Category

ବାଲେଶ୍ୱର

Balasore

ଜଳେଶ୍ୱର କୋର୍ଟରେ ୧୪ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ, କୋର୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ଦାବି

ବାଲେଶ୍ୱର : ବାଲେଶ୍ୱରର ଜଳେଶ୍ୱର କୋର୍ଟରେ ୧୪ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ରହିଥିବା ବେଳେ ଗୁରୁବାର ଜଳେଶ୍ୱର କୋର୍ଟରେ କାମ କରୁଥିବା ୧୪ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଗତ କାଲିଠାରୁ ଆଇନଜୀବୀ ମାନେ କୋର୍ଟକୁ କାର୍ଯ୍ୟ କରିବା…

ବାଲେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ

ବାଲେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧୪ଜଣ କୋଭିଡ଼୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ମଧ୍ୟ ୧୨୩ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।…

[ଭିଡ଼ିଓ] ଜେଲ୍ ଭିତରେ ଚାଲିଛି ରଙ୍ଗିିଲା ନାଚ, ଭାଇରାଲ ହେଉଛି ଭିଡ଼ିଓ

ବାଲେଶ୍ୱର: ଜେଲ୍ ଭିତରେ ଚାଲିଛି ରଙ୍ଗିିଲା ନାଚ। ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଭିଡ଼ିଓ । ଆଉ ଭିଡ଼ିଓ ଭାଇରାଲ ହେବା ପରେ ପରେ ଅଡ଼ୁଆରେ ପଡିଯାଇଛନ୍ତି କର୍ତ୍ତୃପକ୍ଷ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜଳେଶ୍ୱର ଜେଲ୍ ରେ । ଭିଡ଼ିଓରେ କିଛି ଯୁବତୀ ଗୀତର ତାଳେ ତାଳେ…

ବାଲେଶ୍ୱରରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ସଂକ୍ରମିତ ଜଣକ କିଛିଦିନ ପୂର୍ବରୁ ଓମାନରୁ ଫେରିଥିବା ଜଣାପଡ଼ିଛି । ସେ ପ୍ରଥମେ ଓମାନରୁ ମୁମ୍ବାଇ, ମୁମ୍ବାଇରୁ ଭୁବନେଶ୍ୱର ଏବଂ ପରେ ନିଜ ଅଞ୍ଚଳ ସିମୁଳିଆକୁ ଆସିଥିଲେ । ଫେରିବା ପରେ ତାଙ୍କର ୨୮…

ଗୁଡ଼ି ଉଡ଼ାରୁ ଗୋଷ୍ଠୀ ସଂଘର୍ଷ, ୩ ଜଣ ଆହତ

ବାଲେଶ୍ୱର: ଗୁଡ଼ି ଉଡ଼ାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଦୁଇ ପରିବାର ଭିତରେ ଗଣ୍ଡଗୋଳ । ଗୋଷ୍ଠୀ ସଂଘର୍ଷରେ ବାପା, ପୁଅ ସମେତ ୩ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ବାଟେଶ୍ୱର ବେହେରା ସାହିରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ନୀଳଗିରିରେ ଝାଡଖଣ୍ଡୀ ହାତୀପଲ

ବାଲେଶ୍ୱର:ନୀଳଗିରି ଅଞ୍ଚଳକୁ ପୁଣି ପଶିଛନ୍ତି ଝାଡ଼ଖଣ୍ଡ ହାତୀପଲ । ହାତୀପଲରେ ଅଛନ୍ତି ୩୯ଟି ହାତୀ । ମୟୂରଭଞ୍ଜ ଜିଲ୍ଲା ନଡ଼ପୁର ସଂରକ୍ଷିତ ଜଙ୍ଗଲ ଦେଇ ବୁଢ଼ାବଳଙ୍ଗ ନଦୀ ଓ ସୋନ ନଦୀ ପାର ହୋଇ ଦୁର୍ଗାଦେବୀ ଓ କାଠପାଳ ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପଶିଛନ୍ତି । ଏବେ ଧାନ ଫସଲ ଅମଳ…

‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ର ସଫଳ ପରୀକ୍ଷଣ ହୋଇଛି । କ୍ଷେପଣାସ୍ତ୍ର ଘାଟିର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ଏହି ଡିଆରଡିଓ ଉତ୍କ୍ଷେପଣ କରିଥିଲା । ଅଭ୍ୟାସ ହେଉଛି ଚାଳକ ବାହୀନି ଦ୍ରୁତଗାମୀ ଟାର୍ଗେଟ ଏୟାରକ୍ରାଫ୍ଟ । ଏହା ରାଡାର ଓ ଅପଟି ସିଷ୍ଟମ ଦ୍ୱାରା ପରିଚାଳିତ । ଏହା…

ବାଲିଷ୍ଟିକ୍ ମିସାଇଲ୍ ‘ପ୍ରଳୟ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ‘ପ୍ରଳୟ’ ସଫଳତାର ସହ ପରୀକ୍ଷଣ କରାଯାଇଥିଲା । ଡ଼ିଆରଡ଼ିଓ ପକ୍ଷରୁ ବୁଧବାର ଓଡ଼ିଶା ଉପକୂଳ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ପ୍ରଳୟର ପରୀକ୍ଷଣ ହୋଇଥିଲା । ଯାହା ସମ୍ପୂର୍ଣ୍ଣ ସଫଳ…

ବାଲେଶ୍ୱରରେ ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟା

ବାଲେଶ୍ୱର: ମାଛ ବ୍ୟବସାୟୀଙ୍କୁ ବୀଭତ୍ସ ହତ୍ୟା । ପୋଲ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକଙ୍କ ନାଁ ରବି ସିଂ । ସେ ଜଣେ ମାଛ ବ୍ୟବସାୟୀ । ଗୋଲାପୋଲ ନିକଟରୁ ତାଙ୍କର ମୃତଦେହ…

[ଭିଡିଓ] ରାଜରାସ୍ତାରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍

ବାଲେଶ୍ୱର: ଦେଖୁଦେଖୁ ଲୋକଙ୍କ ଆଖି ଆଗରେ ହୁତହୁତ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ୍ । ଟ୍ରକଟି ବାଲେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ସୌଭାଗ୍ୟବସତଃ ବର୍ତ୍ତି ଯାଛନ୍ତି ଡ୍ରାଇଭର ଓ ହେଲପର । ୬୦ ନମ୍ବର ଜାତୀୟରାଜପଥରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ଖବର…