Latest Odisha News

BREAKING NEWS

Browsing Category

ବାଲେଶ୍ୱର

Balasore

ସାଙ୍ଗକୁ ଆଣିବାକୁ ଯାଇଥିବା ବେଳେ ଦୁର୍ଘଟଣା ନେଲା ଜୀବନ, ୨ ଜଣ ଆହତ

ବାଲେଶ୍ୱର: କଟକରୁ ସାଙ୍ଗ ଗାଁକୁ ଫେରୁଥିଲା । ଆଉ ଦୁଇ ଜଣ ସାଙ୍ଗ ତାକୁ ଆଣିବା ପାଇଁ ବାଇକ ଯୋଗେ ବସ ପାଖକୁ ଯାଇଥିଲେ । ଫେରିବା ବାଟରେ ଛକି ରହିଥିଲା ମୃତ୍ୟୁ । ଏକ କାର ସହ ବାଇକର ଧକ୍କା ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର…

ଯୁଗଶ୍ରୀ ଯୁଗନାରୀ ତରଫରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର

ବାଲେଶ୍ୱର : ବାଲେଶ୍ୱରର ଚୂନଭାଟି ସ୍ଥିତ ତଳସାହିରେ ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ପତ୍ରିକା ତରଫରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଶିଶୁରୋଗ ବିଶେଷଜ୍ଞ ତଥା ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୀନାକ୍ଷୀ…

ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଆଇନ୍‌ ଶୃଙ୍ଖଳା ତଦାରଖ କଲେ ପୂର୍ବାଞ୍ଚଳ ଆଇଜି, ସ୍ଥାପନ ହେବ ପୋଲିସ ସହାୟତା କେନ୍ଦ୍ର  

ନୀଳଗିରି: ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଆଇନ୍‌ ଶୃଙ୍ଖଳା ତଦାରଖ କଲେ ପୂର୍ବାଞ୍ଚଳ ଆଇଜି । ପୂର୍ବାଞ୍ଚଳ ରେଞ୍ଜ ଆଇଜି ଦିପ୍ତେଶ ପଟ୍ଟନାୟକ ଓ ବାଲେଶ୍ଵର ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମିଳିତ ଭାବେ ନୀଳଗିରି ପଞ୍ଚଲିଙ୍ଗେଶ୍ବରରେ ପହଞ୍ଚି ଆଇନ ଶୃଙ୍ଖଳାର ତଦାରଖ କରିଛନ୍ତି । …

ଜଣଙ୍କ ଘରୁ ୩ ପେଟି ଡିନାମାଇଟ୍ ଜବତ, ଆନ୍ଧ୍ରରୁ ଆସିଥିଲା ବିସ୍ଫୋରକ 

ସୋର: ବିପୁଳ ପରିମାଣର ଡିନାମାଇଟ୍‌ ଜବତ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ବାଗୁଡରେ ଖଞ୍ଜାମାହେଲ ଖାଦନରୁ ଜବତ ହୋଇଛି । ସେପଟେ ଡିନାମାଇଟ୍‌ ରଖିଥିବା ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ସୋର ବାଗୁଡି ଖଞ୍ଜାମାହେଲ ଖାଦାନରେ ବେଆଇନ ଭାବେ ଡିନାମାଇଟ୍‌…

ଫକିର ମୋହନ ବିଶ୍ବବିଦ୍ୟାଳୟ ହତାରେ ଭାଲୁ, ଆତଙ୍କରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଭାଲୁ ଧରିବାରେ ବିଫଳ ବନବିଭାଗ

ବାଲେଶ୍ବର : ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଛି ଭାଲୁ । ଏହାକୁ ନେଇ ପୁରା ଅଂଚଳରେ ଆତଙ୍କ ଖେଳିଯାଇଛି । ଭାଲୁ ବିଶ୍ୱବିଦ୍ୟାଳୟ ପରିସରରେ ବୁଲିବା ପରେ ଆତଙ୍କରେ ଅଛନ୍ତି ଏଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀ । କ୍ୟାମ୍ପସରେ ଭାଲୁଟି ପଶିବା ପରେ ଚିନ୍ତାରେ ପଡିଯାଇଛନ୍ତି…

ଭଲ କବିତାର ଖୋଜ ପକ୍ଷରୁ କବି ରମାକାନ୍ତ ରଥଙ୍କ କବିତା ଚର୍ଚ୍ଚା

ବାଲେଶ୍ଵର : ଭଲ କବିତାର ଖୋଜ୍ ପକ୍ଷରୁ କବି ରମାକାନ୍ତ ରଥଙ୍କ କବିତା ଚର୍ଚ୍ଚା ଆଜି ଏହାର ୬୭ତମ ଆସରରେ ଅନୁଷ୍ଠିତ ହୋଇଛି।  ସ୍ଥାନୀୟ ହୋଟେଲ ପଞ୍ଚଜନ୍ୟ ପରିସରରେ ୨୦୧୯ର ପ୍ରଥମ ଆସର ଆୟୋଜିତ ହୋଇଥିଲା। ଏଣିକି ପ୍ରତ୍ୟେକ ମାସରେ ଗୋଟିଏ ଆସର ଜଣେ ସ୍ରଷ୍ଟାଙ୍କୁ ନିବେଦିତ ହେବ ଏବଂ ସେହି ଆସରରେ…

କୃଷି ଆଇନ୍ ବିରୋଧରେ ଗର୍ଜିଲେ ନୀଳଗିରି ଚାଷୀ, ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦେଲେ ସ୍ମାରକପତ୍ର

ନୀଳଗିରି : କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୋଧରେ ବାଲେଶ୍ବର ଜିଲ୍ଲା ନୀଳଗିରି କୃଷକ ସଂଘର୍ଷ ସମନ୍ବୟ ସମିତିର ବିଶାଳ ଶୋଭାଯାତ୍ରା । ନୀଳଗିରି ରାଜବାଟୀଠାରୁ ଶତାଧିକ ଚାଷୀ ଏବଂ କୃଷକ ନେତାମାନେ ବିଭିନ୍ନ ନାରା ଦେଇ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । କୃଷି…

ପିଲା ଚୋର ସନ୍ଦେହରେ ମାଡ଼ 

ସୋର : ଅଜଣା ବ୍ୟକ୍ତିଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗାଁ ଲୋକ । ପିଲା ଚୋର ସନ୍ଦେହରେ ଲୋକେ ମାଡ଼ ମାରିଥିବା ଜଣାପଡିଛି । ବାଲେଶ୍ବର ଜିଲ୍ଲା  ସିମୁଳିଆ ଥାନା ବେତଡ଼ା ଥାନା ସଜନାପୁର ଛକ ନିକଟରେ ଘଟିଛି ଘଟଣା । ଖବର ଅନୁଯାୟୀ, ବେତଡା ପାହିତୋରଣା ଅଞ୍ଚଳର ନିରଞନ ଦାସଙ୍କ…

ନକଲି ପାନ ମସଲା ଜବତ, ଦୁଇ ଅଭିଯୁକ୍ତ ଅଟକ 

ଜଳେଶ୍ବର : ଜଳେଶ୍ବରରୁ ନକଲି ସାମଗ୍ରୀ ଜବତ । ଜଳେଶ୍ବର ଷ୍ଟେସନ ବଜାରରେ ଚଢାଉ କରି ନକଲି ପାନ ମସଲା ଜବତ କରିଛି ଏସଟିଏଫ୍ । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଅଟକ ଦୁଇ ଜଣ ହେଲେ ଚନ୍ଦନ ଚୌରାସିଆ ଓ ଅଶୋକ ସାହୁ । ଦୁଇ ବେପାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଏସଟିଏଫ ଟିମ ।…

ବାଲେଶ୍ବରରେ ବିଜେଡି ପାଳିଲା ବିଜୟ ଉତ୍ସବ

ବାଲେଶ୍ବର : ବାଲେଶ୍ବରରେ ବିଜେଡି ପାଳିଲା ବିଜୟ ଉତ୍ସବ । ଉପନିର୍ବାଚନରେ ବିଜୟ ନେଇ ବାଲେଶ୍ବର ମ୍ୟୁନିସିପାଲିଟିର ୯ଟି ଓ୍ବାର୍ଡରେ ବିଜେଡି ପାଳନ କରିଛି ବିଜୟ ଉତ୍ସବ । ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ବରେ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ମନ୍ତ୍ରୀ…